କାରଖାନା ବିରୋଧରେ କ୍ଷତିଗ୍ରସ୍ତ ପ୍ରଜା ସଂଘର ବୈଠକ
ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ର କନ୍ତିମିଲ୍ ଗ୍ରାମପଞ୍ଚାୟତ ରେ ରୁଙ୍ଗଟା ମାଇନ୍ସ କାରଖାନା ବିରୋଧରେ ଆଜି ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବିଜେପି ନେତ୍ରୀ ଅଂଜଳି ବେହେରାଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଥିଲା।
କ୍ଷତିଗ୍ରସ୍ତ ପ୍ରଜା ମଧ୍ୟ ଉପସ୍ଥିତ ରହି ଥିଲେ। ବୈଠକରେ!-->!-->!-->…
ଭିଜିଲାନ୍ସ ଜାଲରେ ଅସରଡା ପିଇଓ ; ୮ ହଜାର ଟଙ୍କା ଲାଞ୍ଚ ନେବା ଘଟଣାରେ ଗିରଫ
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅସରଡା ପଞ୍ଚାୟତର ନିର୍ବାହୀ ଅଧିକାରୀ ଭିଜିଲାନସ ଜାଲରେ ଛନ୍ଦି ହୋଇପଡିଥିବାର ଜଣାପଡିଛି । ଜଣେ ବ୍ୟକ୍ତିଙ୍କ ଠାରୁ ମନରେଗା କାର୍ଯ୍ୟର ବିଲ କରାଇଦେବା ପାଇଁ ୮ ହଜାର ଟଙ୍କା ଲାଞ୍ଚ ଘଟଣାରେ ଭିଜିଲାନସ ବିଭାଗ ଦ୍ୱାରା ଗିରଫ ହୋଇ କୋର୍ଟ ଚାଲାଣ!-->…
ପରଜଙ୍ଗ ପଞ୍ଚାୟତ ସମିତିର ଅନ୍ତିମ ଅଧିବେଶନ
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଦିନ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ବ୍ଲକ ଅଧ୍ୟକ୍ଷ ଅକ୍ଷୟ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପୂର୍ବତନ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ଡ , ନୃସିଂହ ଚରଣ ସାହୁ ମୁଖ୍ୟ ଅତିଥି ରୂପେ!-->…
ଦିନ ଦ୍ବିପ୍ରହରରେ ମାରଣାସ୍ତ୍ର ଦେଖାଇ ବ୍ୟବସାୟୀଙ୍କ ଠାରୁ ଲୁଟ !
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ବଡ଼ଝରା ନୂଆ ସାହି ନିକଟରେ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥ ଉପରେ ଶୁକ୍ରବାର ଅପରାହ୍ନ ପ୍ରାୟ ସାଢେ ଗୋଟାଏ ମଧ୍ୟରେ ଜଣେ ବ୍ୟବସାୟୀଙ୍କ ଠାରୁ ଡକାୟତ ମାନେ ମାରଣାସ୍ତ୍ର ଦେଖାଇ ଟଙ୍କା ଲୁଟି ନେଇଥିବା ଜଣାପଡିଛି ,
ସୁଚନା ଅନୁଯାୟୀ , ଢେଙ୍କାନାଳ ସଦର!-->!-->!-->…
ଜିଲ୍ଲାର ମହାବିଦ୍ୟାଳୟ ଗୁଡ଼ିକର ହେବ ନବୀକରଣ
ଜିଲ୍ଲା କାର୍ଯ୍ୟ।ଳୟସ୍ଥିତ ସଦଭାବନା ସ୍ୱଭାଗୃହରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲାରେ ଥିବା ମହାବିଦ୍ୟାଳୟ ଗୁଡ଼ିକର ସର୍ବାଙ୍ଗୀନ ଉନ୍ନତି ଵିଧାନ ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ପରିବେଶ ସୁନ୍ଦର ଓ ଶାନ୍ତ ରହିଲେ ଶିକ୍ଷା ପାଇଁ!-->…
୧୬ ଟନ୍ ବେଆଇନ କୋଇଲା ଜବତ
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ସରାଙ୍ଗ ଫାଣ୍ଡି ଅଧୀନରେ ଥିବା ସରାଙ୍ଗ ଗ୍ରାମର ଏକ ଆମ୍ବ ତୋଟା ରୁ କୌଣସି ସୂତ୍ରରୁ ଖବର ପାଇ ଉପ ମହାପ୍ରବନ୍ଧ ଖଣି ଓ ଇସ୍ପାତ କାର୍ଯ୍ୟାଳୟ ପକ୍ଷରୁ ଚଢ଼ାଉ କରି ୧୬ ଟନ୍ ବେଆଇନ କୋଇଲା ଜବତ କରିଛି ।
ତାଳଚେର ରୁ ଆସୁଥିବା ଚୋରା ସାଇକେଲ ଓ!-->!-->!-->…
ଈଶ୍ୱରଙ୍କ ଆରାଧନା ଓ ପ୍ରକୃତି ବର୍ଣ୍ଣନା
ଧୀମନ୍ତ ମଣ୍ଡଳୀ ଏ ରସ ଆବଳୀଘେନା କର ଅତି ସାବଧାନଏ ମର୍ତ୍ତ୍ୟ ମଣ୍ଡଳ ଭୂତଳ ଅତଳତଳାତଳ ଆଉ ସ୍ୱର୍ଗ ଘେନ,ଯା'ର ଇଙ୍ଗିତରେଚଉଦ ବ୍ରହ୍ମାଣ୍ଡ ଗତି କରେ,ସେ ଅତି ବିଚିତ୍ର ନାହିଁ ତା'ର ଗୋତ୍ରନାହିଁ ନେତ୍ର,ହସ୍ତ ଗାତ୍ର ଟିରେ ।୧।
ଶଇଳ ନିର୍ଝର ଅବିରତ ଝରକୁଳୁକୁଳୁ ଗାନେ ଯାଏ!-->!-->!-->…
ବ୍ରାହ୍ମଣୀ ଦେବୀ ଙ୍କ ପୀଠରେ ମାର୍ଗଶିର ଗୁରୁବାର
ମାର୍ଗଶିର ମାସ ଶେଷ ଗୁରୁବାରକୁ ବଡ ଧୁମଧାମରେ ପାଳନ କରିଛନ୍ତି ଢେଙ୍କାନାଳ ଓ ଯାଜପୁର ଜିଲ୍ଲା ସୀମାନ୍ତ ଗ୍ରାମଭାବେ ପରିଚିତ ଅନଳ ଗ୍ରାମରେ ।ଦୀର୍ଘ ଆଠ ବର୍ଷ ଧରି ଏହିଦିନ ଗ୍ରାମର ମା ବ୍ରାହ୍ମଣୀ ଦେବୀ ପୀଠ ଚଳଚଚଂଳ ହୋଇ ଉଠୁଛି ।
ଶ୍ରଦ୍ଧାଳୁ ମାନେ ବହୁ ସଂଖ୍ୟାରେ ଯୋଗଦାନ କରି ଭଜନ!-->!-->!-->…
ସଡ଼କ ଦୁର୍ଘଟଣାରେ ଯୁବକ ମୃତ
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବିଜ୍ଞ।ପିତ ଅଞ୍ଚଳ ପରିଷଦରେ ବୁଧବାର ସଂଧ୍ୟାରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକ ହେଲେ ୧୨ନଂ ୱାର୍ଡ ର ରବି ବେହେରା ଙ୍କ ପୁଅ ରାଜେନ୍ଦ୍ର ବେହେରା (୩୦) ।
ସେ ଘର ନିକଟରେ ଚାଲିଚାଲି ଯାଉଥିବା ବେଳେ ଏକ ବାଇକ ଆସି ତାଙ୍କୁ!-->!-->!-->…
୧୫ କେଜି ବାରହା ମାଂସ ଜବତ,୨ ଶିକାରୀ ଗିରଫ
ଢେଙ୍କାନାଳ ଜିଲ୍ଲା ସଦର ରେଞ୍ଜ ଷଢଙ୍ଗୀ ବନାଞ୍ଚଳ କପିଳାସ ସଂରକ୍ଷିତ ଜଙ୍ଗଲ ନକଟରେ ଥିବା ନେଉଳପୋଇ କାଜୁ ବଗିଚାରେ ବନବିଭାଗ ଚଢାଉ କରି ୧୫ କେଜି ବାରହା ମାଂସ ସହିତ ୨ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ନେଉଳପୋଇ କାଜୁ ଜଙ୍ଗଲ ମଧ୍ୟରେ ଏକ ବାରହାକୁ ମାରି ମାଂସ କାଟୁଥିବାର ଖବର!-->!-->!-->…