News
lipub
samparksetu

ଉଦ୍ୟାନ ବିଭାଗ ଯୋଗାଇଲା ୨୫ଟନ ଆଳୁ ବିହନ

ଭୁବନ ବ୍ଲକ ଉଦ୍ୟାନ ବିଭାଗ ଜରିଆରେ ୧୮ ପଚାଂୟତ ଓ ବିଜ୍ଞାପିତ ଅଚଂଳ ପରିଷଦର ଚାଷୀ ମାନଙ୍କୁ ୨୫ଟନ ଆଳୁ ବିହନ ଯୋଗାଇ ଦେଇଥିବା ଜଣାଯାଇଛି । ଉଦ୍ୟାନ ବିଭାଗ କାର୍ଯ୍ୟାଳୟରେ ତିନିଦିନ ଧରି ଆଳୁ ଯୋଗାଣ କାର୍ଯ୍ୟ ଚାଲୁ ରହିଛି । ବ୍ରାହ୍ମଣୀ ନଦୀ ଓ ତାର ଉପନଦୀ ରାମିଆଳ , ଡମଶାଳ , ଗୋହିରା,

କଅଁଳ ବୟସରେ ଜୀବନ ସହ ସଂଘର୍ଷ କରୁଛି ସାଇ

ମା ବାପାଙ୍କ ଏକ ମାତ୍ର ପୁଅ ହେଲେ ଜନ୍ମରୁ ଜୀବନ ମରଣ ସହ ଲଢେ଼ଇ କରୁଛି ।ଢେଙ୍କାନାଳ ଜିଲ୍ଲା ଓଡ଼।ପଡ଼ା ବ୍ଳକ ବଳରାମପୁର ପଞ୍ଚାୟତ ସାରିଆପଡା ଗ୍ରାମର କୂଳମଣି ଖଟୁଆଙ୍କ ଏକମାତ୍ର ପୁଅ ସାଇର ଜନ୍ମରୁ ଶରୀର ମଧ୍ୟରେ ଖାଦ୍ୟ ନଳୀ ନଥିଲା । ତାକୁ କଟକ ଶିଶୁ ଭବନ ରେ ଅସ୍ତ୍ରୋପଚାର କରି ତାର

ପାରିମାଳର ଶ୍ରୀମୂଳା ଗାଁ ରେ ୫୦ଟିକିଆ ହାତୀ ପଲ ଦ୍ଵାରା ବ୍ୟାପକ କ୍ଷୟକ୍ଷତି

କାମାକ୍ଷାନଗର ରେଞ୍ଜ ଅଁଳାବେରେଣୀ ବନଖଣ୍ଡ ଅଧିନ ପାରିମାଳ ଅଞ୍ଚଳରେ ତିନି ଦିନ ହେଲା ୫୦ ଟିକିଆ ହାତୀ ପଲ ଉପଦ୍ରବ କରୁଛନ୍ତି। ହାତୀ ଘଉଡ଼ାଇବାକୁ ଥିବା ସ୍କ୍ୱାର୍ଡ ଜଗି ରହିଥିବା ସ୍ଥଳେ ମଧ୍ୟ କୁହୁଡି ଯୋଗୁଁ ତଡିବା ସମ୍ଭବ ହେଉନାହିଁ। ଆଜି ପାହାନ୍ତିଆ ସମୟରେ ଏହି ହାତୀ ପଲ ଦ୍ଵାରା

ଖଣ୍ଡା ଚୋଟରେ ହାତ ରୁ ଅଲଗା ହେଲା ପାପୁଲି !

ଗଁଦିଆ ଥାନା ଅନ୍ତର୍ଗତ ମଠତେନ୍ତୁଳିଆ ଗ୍ରାପ ର ସୁରପ୍ରତାପ ରାଜକିଶୋରପୁର ଗ୍ରାମରେ ଏକ ଅଭାବନିୟ ଘଟଣା ଘଟିଛି । ଉକ୍ତ ଗ୍ରାମର ରାମ କୃଷ୍ଣ ପଣ୍ଡା ଙ୍କର ପୁଅ ଗଣେଶ୍ୱର ପଣ୍ଡା (୩୫)ନିଜ ଘରେ ବସିଥିବା ବେଳେ,ସେହି ଗ୍ରାମର ନୀଳମଣି ବେହେରା (କାଳିଆ )ଗୁରୁବାର ସନ୍ଧ୍ୟା ସମୟରେ ଏକ ଧାରୁଆ

ଜିଆରଏସଙ୍କ ନାଁରେ ଅଭିଯୋଗ ଆଣିଲେ ସରପଞ୍ଚ

ପରଜଙ୍ଗ ବ୍ଳକ ଜୟପରାକାଟେଣୀ ପଞ୍ଚାୟତର ଜିଆରଏସ ଙ୍କ ନାମରେ ପୁଣି ଅଭିଯୋଗ ହୋଇଛି । ଏଥର ଅଭିଯୋଗ କରିଛନ୍ତି ସ୍ଥାନୀୟ ସେପଞ୍ଚ ରୋଜାଲିନ କାଣ୍ଡି । ସେ କହିଛନ୍ତି ଯେ , ପଞ୍ଚାୟତରେ ହେଉଥିବା କାର୍ଯ୍ୟ ତାଙ୍କ ବିନା ଅନୁମତିରେ କରାଯାଉଛି । ଖାସ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ

କୃଷ୍ଣପୁର କେନାଲରୁ ଷଣ୍ଢ ଉଦ୍ଧାର

ରେଙ୍ଗାଳି ବାମ ମୁଖ୍ୟ କେନାଲର ପଏଣ୍ଟ ଜିରୋକୁ ସଂଯୋଗ କରୁଥିବା ଡମଶାଳ କେନାଲରେ ଗୋଟିଏ ଷଣ୍ଢ ଖସିପଡିଥିଲା । କେନାଲର ଗଭୀରତା ଅଧିକ ଥିବାରୁ ଷଣ୍ଢକୁ ଉଦ୍ଧାର କରାଯାଇ ପାରିନଥିଲା । କିନ୍ତୁ କୃଷ୍ଣପୁର ଗ୍ରାମର ତୁଳସୀ ମହାନ୍ତ ସହାସର ସହ ଷଣ୍ଢକୁ ଚତୁରତାର ସହ ବାନ୍ଧି ଦେଇଥିଲେ । ନଚେତ

ଶ୍ରୀ ଶ୍ରୀ ବାବା ଶନିଶ୍ଚରାୟ ମହାଗ୍ରହ ମନ୍ଦିର ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ

ପରଜଙ୍ଗ ବ୍ଲକ ଅନ୍ତର୍ଗତ ଜଟିଆ ଗ୍ରାମର ଉପର ସାହି ପାଟରଗଡା ଠାରେ ଓଁ ଶ୍ରୀ ଶ୍ରୀ ବାବା ଶନିଶ୍ଚରାୟ ମହାଗ୍ରହ ମନ୍ଦିର ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି । ଏହି ଉତ୍ସବର ଆୟୋଜିତ ପୂଜା ରେ ସମସ୍ତ ବିଧିବଦ୍ଧ ଭାବେ ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହୋଇଥିଲା । ଗ୍ରାମର ମହିଳା ମାନେ

ଅବକାରୀ ବିଭାଗ ଦ୍ଵାରା ୧୪ କେଜି ଗଞ୍ଜେଇ ଜବତ

ଢେଙ୍କାନାଳ ଜିଲ୍ଲା ଅବକାରୀ ବିଭାଗ ଦ୍ଵାରା ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ୨ଜଣ ଗିରଫ ହୋଇଛନ୍ତି ।ହରିପୁର ଅଞ୍ଚଳର ଜିତେନ୍ଦ୍ର କୁମାର ସ୍ୱାଇଁ (୩୧) ଏବଂ ଆନନ୍ଦ କୁମାର ସାହୁ (୪୮) ୨ଜଣ ଗଞ୍ଜେଇ ନେଇ ଯାଉଥିବା ବେଳେ ଅବକାରୀ ବିଭାଗ ହାତରେ ଧରା ପଡିଛନ୍ତି । ଜିତେନ୍ଦ୍ର ଠାରୁ

ଗାଈ ଧାନ ଫସଲ ଖାଇବାକୁ ବିରୋଧ କରିବାରୁ , ପଡ଼ୋଶୀ ଙ୍କ ଠେଙ୍ଗା ମାଡ଼ରେ ବୃଦ୍ଧ ମୃତ

ଢେଙ୍କାନାଳ ସଦର ଥାନା ତରଭା ଫାଣ୍ଡି ଅଧୀନରେ ଥିବା ବଡ଼ ନାଗେନା ଗ୍ରାମରେ ହତ୍ୟାକାଣ୍ଡ ଘଟିଛି । ଗାଈ ଧାନ ଫସଲ ଖାଇବାକୁ ବିରୋଧ କରିବାରୁ ହତ୍ୟାକାଣ୍ଡ ହୋଇଥିବାର ସୂଚନା ।ଠେଙ୍ଗା ମାଡ଼ରେ ଉକ୍ତ ଗ୍ରାମର ମୂରଲୀ ପାଣିଙ୍କ (୬୨)ଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ , ମୂରଲୀ ପାଣି

ସିଙ୍ଗା ଗ୍ରାମରେ ଅଘଟଣ, ବିଦ୍ୟୁତ ଆଘାତରେ ପ୍ରାଣ ହାରିଲେ ଯୁବକ

ବାପା ଆଗରେ ପଡିରହିଛି ପୁଅର ମୃତ ଦେହ । ପୁଅର ମୃତ୍ୟୁକୁ ସହଜରେ ଗ୍ରହଣ କୃପାରୁନି ବୃଦ୍ଧ ବାପା । କେତେବେଳେ ମୁଣ୍ଡ ଆଉଁସି ଦେଉଛି ତ କେତେବଳେ ଦେହକୁ ବାଡେଇ ବାପରେ ଉଠୁ ବୋଲି ଡାକୁଛି ଏଭଳି ଏକ ଦୁଃଖଦ ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ରାଇତଳା ଗ୍ରାମପଞ୍ଚାୟତ
error: Content is protected !!