ଶିକ୍ଷାର ଶିକ୍ଷକ
ଗୁରୁ ତୁମ୍ଭେ ପର°ବ୍ରହ୍ମସାକ୍ଷାତ ଈଶ୍ୱରଗୁରୁ ତୁମ୍ଭେ ସର୍ବ ଶ୍ରେଷ୍ଠଅଟଇ ଶିଷ୍ୟର ……
ଶିଷ୍ୟର ଉନ୍ନତି ପଥେକରି ଶିକ୍ଷା ଦାନଭବିଷ୍ୟତ ମହାମେରୁସାଜି ସଜାଅ ସମ୍ମାନ
ହେ ଗୁରୁ …….ହେ ଗୁରୁ କେତେ ଗଢ଼ିଛ ଜୀବନଚିର ୠଣୀ ହୃଦୟରୁମୋ ଘେନ ଏ ପ୍ରଣାମ
ତୁମ୍ଭ ମାର୍ଗର ଏ ସଦ୍ ଜ୍ଞାନଆଲୋକିତ!-->!-->!-->!-->!-->!-->!-->…
ଢେଙ୍କାନାଳ ଜିଲ୍ଲାରେ ୧୧ ନୂଆ ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ
COVID-19 report of Dhenkanal District for 04-09-2021Number of new Positive cases-11Institutional Quarantine-NilHome Quarantine-09Local Contacts-NilIn Hospital-02
Block/ULB wise new Positive cases :
Sadar block-03(!-->!-->!-->!-->!-->!-->!-->…
ତସ୍ମୈ ଶ୍ରୀ ଗୁରବେ ନମଃ
ବିଦ୍ୟା ସର୍ବତ୍ର ପୂଜ୍ୟତେ ,ବିଦ୍ୟାବାନ ସମସ୍ତଙ୍କର ଆଦରଣୀୟ ,ଗୁରୁ ଶବ୍ଦର ଅର୍ଥ ହେଲା ଏମିତି ଜଣେ ମଣିଷ ଯାହାଙ୍କର କୌଣସି ଏକ କ୍ଷେତ୍ରରେ ବିଶେଷ ଜ୍ଞାନ ଓ ଦକ୍ଷତା ରହିଛି ଏବଂ ଯିଏ ଏହାକୁ ଅନ୍ୟମାନଙ୍କର ମାର୍ଗଦର୍ଶନ ପାଇଁ ବ୍ୟବହାର କରନ୍ତି । 'ଗୁ' ଶବ୍ଦର ଅର୍ଥ ଅନ୍ଧାର 'ରୁ' ଶବ୍ଦର!-->!-->!-->…
ହାତୀ ମାନଙ୍କ ଦ୍ବାରା ବ୍ୟାପକ ଧାନ ଓ ପରିବା ଫସଲ ନଷ୍ଟ
କାମାକ୍ଷାନଗର ବ୍ଲକ ଅଁଳାବେରେଣୀ ବନଖଣ୍ଡ ଅଧିନ ତୁମୁଁସିଙ୍ଗା ଗାଁ ରେ ହାତୀମାନଙ୍କ ଦ୍ବାରା ବ୍ୟାପକ ଧାନ ଓ ପରିବା ଫସଲ ନଷ୍ଟ ହୋଇଛି। ଗତକାଲି ରାତିରେ ତୁମୁଁସିଙ୍ଗା ଗାଁ ର ପାଟିଆଗୁଡା ସାହି ନିକଟରେ ଥିବା ସାଢ଼େ ତିନି ଏକର ପାଖାପାଖି ଧାନ ଫସଲ ଓ ଏକ ଏକର ପୋଟଳ ଫସଲ ହାତୀ ଦଳିଚକଟି ନଷ୍ଟ!-->…
ଢେଙ୍କାନାଳ ଜିଲ୍ଲାରେ ନୂତନ ୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ
Number of new Positive cases-19Institutional Quarantine-NilHome Quarantine-18Local Contacts-NilIn Hospital-01
Block/ULB wise new Positive cases :
Kamakhyanagar block-13(Kanapura HS-11, Kanapura-1, Kusumajodi-1)
Dhenkanal!-->!-->!-->!-->!-->!-->!-->…
କଳା ପଲସର ଆତଙ୍କ , ଡିକି ଭାଙ୍ଗି ଏକ ଲକ୍ଷ ଚୋରୀ !
ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଏକତାଳି ଗ୍ରାମର ନଣ୍ଡା ମଲ୍ଲିକ ବ୍ୟାଙ୍କରୁ ଏକ ଲକ୍ଷ ଟଙ୍କା ଉଠାଇ ନିଜ ଘରକୁ ଫେରୁଥିବାବେଳେ ରଗଡି ଛକରେ ଗାଡି ଓହ୍ଲାଇ ଏକ ଦୋକାନକୁ ଯାଇଥିଲେ । ଏହି ସମୟରେ ତାଙ୍କୁ ଏକ କଳା ପଲସରରେ ଫଲୋ କରୁଥିବା ଦୁଇଜଣ ଯୁବକ ତାଙ୍କ ମଟରସାଇକେଲ ଓଡି ୦୬ ଏ ୦୮୨୫ ଡିକି!-->…
୪୦ ହଜାର ଟଙ୍କାର କାଠ ଜବତ , ଜଣେ ଗିରଫ
ଢେଙ୍କାନାଳ ଜିଲ୍ଲା କପିଲାସ ବନାଚଂଳ ଅଧିନସ୍ତ ବେଲଟିକିରୀ ଅଚଂଳରୁ ଶାଗୁଆନ ବୋଝେଇ ଗାଡି ସହ କାଠ ଜବତ କରାଯାଇଛି । କପିଳାସ ବନାଚଂଳ ଅଧିକାରୀ ଗୈାତମ ପ୍ରଧାନ କୈଣସି ସୂତ୍ରରୁ ଖବରପାଇ ବେଲଟିକିରୀ ଗ୍ରାମରେ ଚଢାଉ କରିଥିଲେ ।
ଚଢ଼ାଉ ପରେ ଗ୍ରାମର ଦୟାନିଧି ସାହୁଙ୍କ ପୁଅ ଶ୍ରୀନିବାସ!-->!-->!-->…
ବେଲଖଣ୍ଡ ସଂରକ୍ଷିତ ଜଙ୍ଗଲରୁ ୨ ଶିକାରୀ ଗିରଫ ;ବନ୍ଧୁକ ଜବତ
ଢେଙ୍କାନାଳ ବନଖଣ୍ଡ ଢେଙ୍କାନାଳ ରେଞ୍ଜ ବେଲଖଣ୍ଡ ସଂରକ୍ଷିତ ଜଙ୍ଗଲରୁ ଶିକାର କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ବନ ବିଭାଗ ପକ୍ଷରୁ ଚଢାଉ କରାଯାଇ ୨ଶିକାରୀଙ୍କୁ ଗିରଫ କରାଯାଇଛି ।
ବେଲବନ୍ଧ ସଂରକ୍ଷତି ଜଙ୍ଗଲରେ ସଦର ଥାନା ଘଟିପିରି ଗ୍ରାମର ଗାଣ୍ଡୁ ସାହଙ୍କୁ ପଅୁ ମନୋଜ ସାହୁ( ୨୯) ଏବଂ!-->!-->!-->…
ସାଆନ୍ଦା ଫାଣ୍ଡି ଅଧିକାରୀ ଅଭିଯୁକ୍ତକୁ ଘଣ୍ଟଘୋଡେଇବା ପରେ ଏସପିଙ୍କ ଦ୍ୱାରସ୍ଥ ହେଲେ ପିଡିତା
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବତାସିଂହ ଗ୍ରାମର ଜନୈକା ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ଆସାମୀ କୁ ସାଆନ୍ଦା ଫାଣ୍ଡି ଅଧିକାରୀ ଘଣ୍ଟ ଘୋଡାଉ ଥିବାର ଅଭିଯୋଗ ହୋଇଛି ।ଏହାକୁ ନେଇ ମହିଳା ଜଣକ ଏସପଙ୍କି ଦ୍ୱାରସ୍ଥ ହୋଇଥିବାର ଜଣାପଡିଛି ।
ଚାନ୍ଦପୁର ପଞ୍ଚାୟତ ବତାସିଂହ ଗ୍ରାମର!-->!-->!-->…
ବିଡୋ ପଞ୍ଚାୟତରେ ଆମ୍ ଆଦମୀ ପାର୍ଟି ର ଗ୍ରାମସଭା
ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ବିଡୋ ପଞ୍ଚାୟତର ମାଳିବିଡୋ ମନ୍ଦିର ଠାରେ ଜିଲ୍ଲା ଆବାହକ ପଙ୍କଜ ନାୟକଙ୍କ ନେତୃତ୍ୱରେ ପଞ୍ଚାୟତ ସ୍ତରୀୟ ଗ୍ରାମ ସଭା ଅନୁଷ୍ଠିତ ହୋଇଯାଇଛି l ବ୍ଲକ ଆବାହକ ରମେଶ ଚନ୍ଦ୍ର ପଣ୍ଡା ସଭା ପରିଚାଳନା କରିଥିବା ବେଳେ ଆପ୍ ର ସକ୍ରିୟ ସଦସ୍ୟ ତଥା ୱାର୍ଡ ସଭ୍ୟା!-->…