ଖବର ପ୍ରସାରଣ ପରେ ଦିବ୍ୟାଙ୍ଗଙ୍କୁ କର୍ତ୍ତୃପକ୍ଷ ପ୍ରଦାନ କଲେ ଟ୍ରାଇସାଇକେଲ
ଢେଙ୍କାନାଳ କାମାକ୍ଷାନଗର ବ୍ଲକ ତୁମୁଁସିଙ୍ଗା ପଞ୍ଚାୟତ ଧୋବାବାହାଳି ଗାଁ ର ନିରାକାର ସାହୁ, ବୟସ ୬୭ ବର୍ଷ । ଦୀର୍ଘ ଦଶ ବର୍ଷ ହେବ ଦୁରାରୋଗ୍ୟ ଯୋଗୁଁ ସିଧା ହୋଇ ଠିଆ ହେବା ପାଇଁ ଅକ୍ଷମ ଥିବାବେଳେ ତାଙ୍କୁ ଶତକଡା ୯୦ ପ୍ରତିଶତ ଦିବ୍ଯାଙ୍ଗ ବୋଲି ପ୍ରମାଣ ପତ୍ର ମିଳିଛି । ଘରେ ତିନି!-->…
ଢେଙ୍କାନାଳ ଜିଲ୍ଲାରେ ୨୬ ନୂଆ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ
COVID-19 report of Dhenkanal District for 02-09-2021Number of new Positive cases-26Institutional Quarantine-NilHome Quarantine-23Local Contacts-NilIn Hospital-03
Block/ULB wise new Positive cases :
Dhenkanal Municipality-11(Durga!-->!-->!-->!-->!-->!-->!-->…
।। ଜୀବନ ।।
ଏକ ଉତପ୍ତ ସଞ୍ଜରେତପ୍ତିତ ଲୁହର ପରିସୀମାକୁମାପିବା ଏତେ ସହଜ ନଥିଲାଖୋଜୁଥିଲି ନିରୋଳା ଆକାଶହେଲେ ମିଳିଥିଲାସଦ୍ୟ ଢାଙ୍କୁଣି ଘୋଡ଼ାଇହୋଇ ଆସୁଥିବାଧଳା ବଦଲର ଆସ୍ତରଣଚାହୁଥିଲି କିଚିରି ମିଚିରି କରିଗୀତ ଗାଉଥିବା ବିହଙ୍ଗ ସମୂହହେଲେ ଦିଶୁଥିଲା
ଘର ବାହୁଡ଼ା ଚଢ଼େଇଓ ଏକ ଅନ୍ଧାରୁଆ!-->!-->!-->!-->!-->…
ଘର ପୋଡିର ପାଞ୍ଚ ବର୍ଷ ପରେ ମଧ୍ୟ ମିଳୁନାହିଁ ଆବାସ ଯୋଜନାର ଶେଷ କିସ୍ତି
ଗତ ୨୦୧୬ ମସିହାରେ ଓଡାପଡା ବ୍ଲକ କଳାଙ୍ଗ ଗ୍ରାମର ରୀନା ସାମଲ ଏବଂ ଶୈଳ ସାମଲଙ୍କର ଘର ପୋଡି ଯାଇଥିଲା l ତତ୍କାଳୀନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦୁଇ ଜଣଙ୍କୁ ଆବାସ ଯୋଜନାରେ ସାମିଲ କରି ଘର କରିବାପାଇଁ କାର୍ଯ୍ୟାଦେଶ ପ୍ରଦାନ କରିଥିଲେ l ସେତେବେଳେ ସତୁରି ହଜାର ଟଙ୍କା ହିତାଧିକାରୀଙ୍କ!-->…
ଢେଙ୍କାନାଳ ଜିଲ୍ଲାରେ ନୂତନ ୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ
Number of new Positive cases-09Institutional Quarantine-NilHome Quarantine-06Local Contacts-NilIn Hospital-03
Block/ULB wise new Positive cases :
Hindol block-06(Bahalunda-1, Telibhuin-1, Kudibhanga-1, Rasol-1, Naukiari-1,Manpur-1)
!-->!-->!-->!-->!-->!-->…
ଗ୍ରାମ୍ଯ ଜଳ ଯୋଗାଣ ଓ ପରିମଳ ବିଭାଗ (RWSS) ର ଠିକାଦାର ସଂଘ ଢେଙ୍କାନାଳ ଜିଲ୍ଲାପାଳ ଙ୍କ ମାଧ୍ୟମରେ ଓଡିଶା ସରକାରଙ୍କୁ…
ଗ୍ରାମ୍ଯ ଜଳ ଯୋଗାଣ ଓ ପରିମଳ ବିଭାଗ (RWSS) ର ଠିକାଦାର ସଂଘ ଢେଙ୍କାନାଳ ଜିଲ୍ଲାପାଳ ଙ୍କ ମାଧ୍ୟମରେ ଓଡିଶା ସରକାରଙ୍କୁଏକ ଦାବିପତ୍ର ପ୍ରଦାନ କରିଛନ୍ତି ।
ସମଗ୍ର ଢେଙ୍କାନାଳ ଜିଲ୍ଲାରେ ଛୋଟ ବଡ ପ୍ରାୟ ୫୦୦ରୁ ଉର୍ଦ୍ଧ ଠିକାଦାର RWSS ଅଧିନରେ କାମ କରନ୍ତି । କିନ୍ତୁ ଅତ୍ୟନ୍ତ ଦୁଃଖ ଓ!-->!-->!-->…
ପଞ୍ଚାୟତ ରାସ୍ତା ବର୍ଷା ଦିନେ ନଦୀ ଓ ଅନ୍ୟ ଦିନେ ଜଳାଶୟ !
ଓଡାପଡା ବ୍ଲକ କଳାଙ୍ଗ ପଞ୍ଚାୟତ ନୂଆ ସାହି ମୁଖ୍ୟ ରାସ୍ତା ଉପରେ ପ୍ରାୟ ସମୟ ଜଳ ମଗ୍ନ ରହୁଛି l ବର୍ଷା ଦିନେ ନଦୀ ର ରୂପ ନେଉଥିବା ବେଳେ ଅନ୍ୟ ଦିନେ ଜଳାଶୟ ରୂପ ନେଉଛି l ଫଳରେ ଗାଁ ଲୋକଙ୍କ ସହିତ ଯାତାୟାତ କରୁଥିବା ଲୋକମାନେ ଅନେକ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି l ଯଦିଓ ଗତ କାଲି!-->…
ବାପା
ମୋ ଅତି ଆଦରର ବାପା ଏ ଧରାଧାମ ରୁ ବିଦାୟ ନେଇ ଗଲେଣି ସେ ଅଫେରା ରାଇଜକୁ ଖାଲି ଛାଡି ଯାଇଛନ୍ତି ପୁରୁଣା ସ୍ମୃତି ସବୁ... ଯାହା ଏବେବି ମନେ ପଡୁଛି.... ଆଉ ଆଖିଟା ଲୁହରେ ଭର୍ତ୍ତି ହୋଇ ଯାଉଚି. ସେ ବାପାଙ୍କ ସ୍ନେହ ଯେତେ ଖୋଜିଲେ ବି ଆଉ ଜୀବନରେ ମିଳେନି... ସବୁଦିନ ପାଇଁ ମୋ ଜୀବନ!-->…
ଭୁବନ ତହସିଲରେ ଇ ଷ୍ଟାମ୍ପିଙ୍ଗ ଉଦଘାଟିତ
ଢେଙ୍କାନାଳ ଜିଲ୍ଲା ଭୁବନ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଇ ଷ୍ଟାମ୍ପିଙ୍ଗ କେନ୍ଦ୍ର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉଦଘାଟନୀ ଉତ୍ସବରେ ସ୍ତାନୀୟ ତହସିଲଦାର ତଥା ସବ ରେଜିଷ୍ଟାର ପ୍ରଭାସ ବେହୁରା , କାନାରା ବ୍ୟାଙ୍କ ଶାଖା ପରିଚାଳକ ଶୁଭେନ୍ଦୁ କୁମାର ନାୟକ , ଇ ଷ୍ଟାମ୍ପିଙ୍ଗ ର ଢେଙ୍କାନାଳ!-->…
ଢେଙ୍କାନାଳ ଜିଲ୍ଲାରେ ନୂତନ ୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ
Number of new Positive cases-14Institutional Quarantine-NilHome Quarantine-11Local Contacts-NilIn Hospital-03
Block/ULB wise new Positive cases :
Dhenkanal Municipality-05(Hataroad-1, Durgabazar-1, Deulasahi-1, Kanchan bazar-1,!-->!-->!-->!-->!-->…