News
lipub
samparksetu

କର୍ମକ୍ଷେତ୍ର ରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଲେ ଢେଙ୍କାନାଳ ପୁଅ ; ଝୁରୁଛି ଗାଁ

ଗତକାଲି ରାତିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ବୌଦ୍ଧ ଜିଲ୍ଲା ବଲାସିଙ୍ଗା ନିକଟରେ ଥିବା ପଞ୍ଚମ ରିଜର୍ଭ ବାଟାଲିୟନରେ କାର୍ଯ୍ୟରତ ଯବାନଙ୍କର ମୃତ୍ୟୁ ଘଟିଛି। ମୃତ ଜବାନ ଜଣଙ୍କ ହେଉଛନ୍ତି ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଚନ୍ଦ୍ରଶେଖରପୁର ଗାଁ ର ସରୋଜ କୁମାର ମାଝୀ। ସରୋଜ ଏହି ଗାଁ

ଆମେ ତ ସନ୍ତାନ ଭାରତ ମାତା ର

ଆମେ ତ ସନ୍ତାନ ଭାରତ ମାତା ର,ରକତେ ରହିଛି ଆମ ଦେଶ ଭକ୍ତି ପ୍ରେମ ।ଗୀତ ଗାଇବା ଆମେ ଖେଳ ଖେଳିବା ,ଓ….ଗୀତ ଗାଇବା ଆମେ ଖେଳ ଖେଳିବା,ଦେଶ ର ମସ୍ତକ ଆମେ ଟେକି ରଖିବା ।ସେବା କରିବା ଆମେ ସୁରକ୍ଷା ଦେବା ,ଦେଶ କୁ ବଞ୍ଚାଇ ଆମେ ରଖିବା ।। ଆମେ ତ ସନ୍ତାନ ଭାରତ ମାତା ର,ରକତେ ରହିଛି

ଢେଙ୍କାନାଳ ଜିଲ୍ଲାରେ ନୂତନ ୧୦ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

Number of new Positive cases-10Institutional Quarantine-NilHome Quarantine-09Local Contacts-NilIn Hospital-01 Block/ULB wise new Positive cases : Dhenkanal Municipality-04(Bhagirathibihar-2, Durgabazar-2) Kamakhyanagar Block-02

ବିଦ୍ୟୁତ ସର୍ଟସର୍କିଟରୁ ଅଗ୍ନିକାଣ୍ଡ,ଜଳିଗଲା ୪ ବଖରା ଘର

କାମାକ୍ଷାନଗର ଥାନା ଲୋକନାଥପୁର ଶାସନ ରେ ବିଦ୍ୟୁତ ସର୍ଟସର୍କିଟରୁ ଭୟାବହ ଅଗ୍ନିକାଣ୍ଡ l ବିଦ୍ୟୁତ ସଟସର୍କିଟ ରୁ ଜଳିଗଲା ୪ ବଖରା ଘର l ସୂଚନା ଅନୁସାରେ ଗ୍ରାମର ସୁବଳ ବେହେରା ଙ୍କ ଘରେ ବିଦ୍ୟୁତ ସଟସର୍କିଟ ଘଟି ଅଗ୍ନିକାଣ୍ଡ ହୋଇଥିଲା l ଯାହା ଫଳରେ ତାଙ୍କର ୪ ବଖରା ଘର ଜଳି ପୋଡି

ଖତ ଗାଡ଼ିଆକୁ କେନ୍ଦ୍ର କରି ହତ୍ୟାକାଣ୍ଡ ; ୧୭ ଜଣଙ୍କ ନାମରେ ମାମଲା ରୁଜୁ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କନ୍ଦରସିଂହା ପଞ୍ଚାୟତ ବାରଘରିଆ ସାହିରେ ଖତ ଗାଡ଼ିଆକୁ କେନ୍ଦ୍ର କରି ଏକ ହତ୍ୟାକାଣ୍ଡ ହୋଇଛି।ଏଥିରେ ବାରଘରିଆ ସାହିର ଧୁବେଇ ପଧାନଙ୍କ ସ୍ତ୍ରୀ ଉମା ପଧାନଙ୍କ ମୃତ୍ୟୁ ହୋଇଛି। ଅଭିଯୋଗ ଅନୁଯାୟୀ ଘର ପାଖରେ ଥିବା ଖତଗାଡ଼ିଆକୁ ନେଇ ବାରଘରିଆ ସାହିର ଧୁବେଇ

ଗାଁ ଦାଣ୍ଡରେ ଘୁଷୁରି ଘୁଷୁରି ଯିବା ଆସିବା କରୁଛନ୍ତି ନିରାକାର ; ଟ୍ରାଇସାଇକେଲ ଯୋଗାଇବାକୁ ଦାବି

ଢେଙ୍କାନାଳ କାମାକ୍ଷାନଗର ବ୍ଲକ ତୁମୁଁସିଙ୍ଗା ପଞ୍ଚାୟତ ଧୋବାବାହାଳି ଗାଁ ର ନିରାକାର ସାହୁ, ବୟସ ୬୭ ବର୍ଷ। ଆଜକୁ ପ୍ରାୟ ଦଶ ବର୍ଷ ହେଲା ଦୁରାରୋଗ୍ୟ ଯୋଗୁଁ ସିଧା ହୋଇ ଠିଆ ହେବା ପାଇଁ ଅକ୍ଷମ। ତାଙ୍କୁ ଶତକଡା ୯୦ ପ୍ରତିଶତ ଦିବ୍ଯାଙ୍ଗ ବୋଲି ପ୍ରମାଣ ପତ୍ର ମିଳିଛି। ସରକାରୀ ସହାୟତା ଭାବରେ

ଦାନା ବାନ୍ଧୁଛି ଆଦିବାସୀ ପ୍ରଜା ଆନ୍ଦୋଳନ!

ଆଦିବାସୀ ମହିଳାଙ୍କୁ ନ୍ୟାୟ ପ୍ରଦାନରେ ବିଳମ୍ବିତ ଯୋଗୁଁ ଆନ୍ଦୋଳନ ତୀବ୍ରତର କରିବା ପାଇଁ ଆଜି ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ ଥାନା ଅନ୍ତର୍ଗତ ଜାମୁନାଳୀରେ ଆଦିବାସୀ ପ୍ରଜା ମେଳି ଦେଖିବାକୁ ମିଳିଛି। ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆଦିବାସୀ ସମ୍ପ୍ରଦାୟର ନେତାଙ୍କ ସହ ଢେଙ୍କାନାଳ ଜିଲ୍ଲାର

ଏ ଜନ୍ମର ଅଷ୍ଟମୀ…… ଖାଲି ତୁମର

ତୁମେ ଜନ୍ମ ଦେବକୀ ଗର୍ଭରଭାଦ୍ର କୃଷ୍ଣପକ୍ଷ ଅଷ୍ଟମୀ ତିଥିରଅନ୍ଧର ଲଉଡ଼ି ଯଶୋଦା ମା'ରବତ୍ସଲ୍ୟ ମମତା କୋଳ ଅତିଥିର || ଅନ୍ଧାର କୋଠରୀରେ..... ଜନ୍ମ ତୁମରଦୂର କରିବାକୁ..... ଏ ଦୁନିଆ ଅନ୍ଧାରସାଥେ ଆଣିଥିଲ ବିଜୁଳି ଚମକମେଘ ମଲ୍ହାର.....ନା ଥିଲ ମଥୁରାର ....ନା ଗୋପର କିଏ କହେ

ଢେଙ୍କାନାଳ ଜିଲ୍ଲାରେ ନୂତନ ୨୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

Number of new Positive cases-23Institutional Quarantine-NilHome Quarantine-17Local Contacts-NilIn Hospital-06 Block/ULB wise new Positive cases : Hindol Block-07(Patala-4, Khanditiri-1, Balasar-1, Ward No-5=1) Bhuban

କାର୍ଯ୍ୟ ନକରି ଫଳକରେ ଲୁଟିନେଲେ ଲକ୍ଷାଧିକ ଟଙ୍କା!

ଭୂତଳ ଜଳସ୍ତର ହ୍ରାସ ପାଉଥିବାରୁ ଏହାକୁ କିପରି ବୃଦ୍ଧି କରିହେବ ସେଥିପାଇଁ ମୁକ୍ତା ଯୋଜନାରେ ବର୍ଷା ଜଳ ଅମଳ ପ୍ରକଳ୍ପ କାର୍ଯ୍ୟକାରୀ କରିଛନ୍ତି। କିନ୍ତୁ ଏହି ଯୋଜନାରେ କାମ ନକରି ଲକ୍ଷାଧିକ ଟଙ୍କା ହରିଲୁଟ ହୋଇଥିବା ଅଭିଯୋଗ ହୋଇଛି। କେଉଁଠି କାର୍ଯ୍ୟ ନକରି ଫଳକରେ ଲୁଟିଛନ୍ତି କେଉଁଠି ନିଜ
error: Content is protected !!