ନୟନ
ଆକାଶ ଓ ସମୁଦ୍ରର ନୀଳମାପିବାରେ ବ୍ୟସ୍ତ ଥିଲା 'ନୟନ 'ସମୁଦ୍ରର ଗର୍ଜନ ଓ ଝାଉଁ ବଣର ଶବ୍ଦକିଏ ଭୟଙ୍କର ବୁଝି ପାରୁନଥିଲାସେ ଏକାକୀ ଥିଲା.
ନିଜକୁ ନିଃସହାୟ ମନେ କରୁଥିଲା.ବେଳାଭୂମିରେ ଅସଂଖ୍ୟ ଶାମୁକା ଇତଃ ସ୍ତତଃ....ଗୋଟେଇବାକୁ ମନ ଥିଲେ ବି ଇଚ୍ଛା ନଥିଲାମନରେ ଅନେକ ପ୍ରଶ୍ନ ଉଙ୍କି!-->!-->!-->…
ବଜଙ୍ଗଲରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ;ହତ୍ୟା ଅଭିଯୋଗ ଆଣିଲେ ପରିବାର
ଢେଙ୍କାନାଳ ଜିଲା କଙ୍କଡାହାଡ଼ ଥାନା ବାଲିକୁମା ଗାଁ ଜଙ୍ଗଲରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି,ପରିବାର ଲୋକଙ୍କ ମୁତାବକ ଯୁବକଙ୍କୁ ହତ୍ୟା କରାଯାଇଛି।
ଧୂଳିଗୋଠ ଗାଁର ଶଙ୍କର ସୋରେନଙ୍କ ପୁଅ ପ୍ରକାଶ ସୋରେନ (୨୦) ଙ୍କ ଝୁଲନ୍ତା ମୃତ ଦେହ ବାଲିକୁମା ଗାଁ ପାଖ ଜଙ୍ଗଲରେ!-->!-->!-->…
ଜିଲ୍ଲାରେ ନୂତନ ୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ
Number of new Positive cases-16Institutional Quarantine-NilHome Quarantine-09Local Contacts-NilIn Hospital-07
Block/ULB wise new Positive cases :
Hindol Block-06 (Rasol-1, Khaliborei-1, Gohirachad-1, Nimanahali-1, Nuakote-1,!-->!-->!-->!-->!-->…
ସିଆଇଆଇ ଓଡିଶା ପକ୍ଷରୁ ଟାଟା ଷ୍ଟିଲ ବିଏସଏଲକୁ ଇନଫରମେସନ ଓ କମ୍ୟୁନିକେସନ ଟେକ୍ନୋଲୋଜି ପୁରସ୍କାର ୨୦୨୧ ପ୍ରଦାନ
ଦେଶର ପ୍ରମୁଖ ଶିଳ୍ପ ସଂଗଠନ – ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ଓଡିଶା ଶାଖା ପକ୍ଷରୁ ଟାଟା ଷ୍ଟିଲ ବିଏସଏଲକୁ ମ୍ୟାନୁଫାକଚରିଂ କ୍ଷେତ୍ରରେ ଇନଫରମେସନ ଓ କମ୍ୟୁନିକେସନ ଟେକ୍ନୋଲୋଜି (ଆଇସିଟି) ପୁରସ୍କାର ୨୦୨୧ ପାଇଁ ମନୋନୀତ କରାଯାଇଛି । କରୋନା ସମୟରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା!-->…
ଆଜିର ବ୍ରେକଫାଷ୍ଟ ରେ ପ୍ରସ୍ତୁତ କରନ୍ତୁ ଟେଷ୍ଟି ମସୁର ଡାଲି କଟଲେଟ୍
ମସୁର ଡାଲି କଟଲେଟ୍ ବନାଇବାର ପ୍ରସ୍ତୁତି ସାମଗ୍ରୀ
୧୦୦ ଗ୍ରାମ ଭିଜା ମସୁର ଡାଲି
୨ଟି ସିଝା ଆଳୁ
୧୦୦ ଗ୍ରାମ ପନୀର
କଟା ପୋଦିନା ପତ୍ର
କଟା ଧନିଆ ପତ୍ର
ଅଧା ଛୋଟ କପ୍ ଭଜା ଚଣା
ତେଲ (ଆବଶ୍ୟକ ଅନୁସାରେ)
ଅଧା ଛୋଟ ଚାମଚ ଗରମ ମସଲା
ଅଧା ଛୋଟ ଚାମଚ ଲାଲ!-->!-->!-->!-->!-->!-->!-->!-->!-->!-->!-->!-->!-->!-->!-->!-->!-->!-->!-->!-->!-->…
ଦୀର୍ଘ ୨ବର୍ଷ ପରେ ନିଜ ଜନ୍ମ ମାଟିକୁ ଫେରିଲେ ଢେଙ୍କାନାଳ ପୁଅ ସବ୍ୟସାଚି
ଦୀର୍ଘ ୨ବର୍ଷ ପରେ ନିଜ ଜନ୍ମ ମାଟିକୁ ଫେରିଲେ ଢେଙ୍କାନାଳ ପୁଅ ସବ୍ୟସାଚି ନନ୍ଦ ।
ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବେଲଟିକିରି ଗ୍ରାମର ଜଣେ ଯୁବକ ସାଉଥ ଆଫ୍ରିକା ଯାଇ ଫେରି ପାରିନଥିଲେ । ପୁଅର ଫେରିବା ବାଟକୁ ଚାହିଁ ହୃଦଘାତରେ ମା ଙ୍କର ମୃତ୍ୟୁ ହେବା ସହ , ଏକମାତ୍ର ପୁଅର!-->!-->!-->…
ପରଜଙ୍ଗ ଥାନା ଅନ୍ତର୍ଗତ ଲୋଧଣୀ ମେଣ୍ଢାପଦା ରାସ୍ତାରେ ବ୍ୟବସାୟୀ ଙ୍କ ଉପରକୁ ବୋମାମାଡ କରି ଲୁଟ
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ମେଣ୍ଢାପଦା ଗଣ୍ଠି ହୁଡା ନିକଟରେ ଆଜି ଅପରାହ୍ନରେ ଏକ ପଲସର ଗାଡ଼ିରେ ତିନି ଜଣ ଅଜଣା ବ୍ୟକ୍ତି ଆସି ବୋମା ମାଡ଼ କରି ଟଙ୍କା ଏବଂ ମୋବାଇଲ ଲୁଟି ନେଇଥିବା ଜଣା ଯାଇଛି । ଆଜି ଅପରାହ୍ନର ଏହି ଘଟଣା ଏ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି କରିଛି।
ସୂଚନା ମୁତାବକ!-->!-->!-->…
ଅବସରର ୨୧ ବର୍ଷ ବିତିଲେ ମଧ୍ୟ ମିଳିନାହିଁ ପେନସନ
ଓଡାପଡ଼ା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଗତ ୨୦୦୦ ମସିହା ରୁ ଅବସର ପ୍ରାପ୍ତ ଶିକ୍ଷକ ସୁରେନ୍ଦ୍ର ନାୟକ, ନବକିଶୋର ସାହୁ ଓ ଲୋକନାଥ ସାହୁଙ୍କୁ ଏପର୍ଯ୍ୟନ୍ତ ମିଳୁନାହିଁ ସମ୍ପୂର୍ଣ୍ଣ ପେନସନ । ଏହା ମଧ୍ୟରେ ଅନେକ ଅଧିକାରୀ ଓ କିରାଣୀ ଚାଲିଯାଇଛନ୍ତି l
ପ୍ରତ୍ୟେକ ବର୍ଷ ସେ ଦରଖାସ୍ତ!-->!-->!-->…
ଢେଙ୍କାନାଳ ଜିଲ୍ଲାରେ ନୂତନ ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ
Number of new Positive cases-06Institutional Quarantine-NilHome Quarantine-05Local Contacts-NilIn Hospital-01
Block/ULB wise new Positive cases :
Hindol Block-02 (Nuakote-1, Kalanda-1)
Dhenkanal Municipality-01 (Gudianali)
!-->!-->!-->!-->!-->!-->!-->!-->!-->…
ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ;ଡେଙ୍ଗୁ ଭୟରେ ଭୁବନ ଅଞ୍ଚଳବାସୀ
ସରକାର ପରିବେଶ ସୁରକ୍ଷା ପାଇଁ ବିଭିନ୍ନ ଯୋଜନାରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି । ବର୍ତ୍ତମାନ ବର୍ଷା ଦିନ ହୋଇଥିବାରୁ ବିଭିନ୍ନ ସ୍ଥାନରେ ପାଣି ଜମି ରହୁଛି। ଡ୍ରେନ ପୋତା ପଡି ବର୍ଷା ପାଣି ରାସ୍ତାକୁ ଉଛୁଳି ମାଡୁଛି। ବିଭିନ୍ନ ସ୍ଥାନ ଅଳିଆ ଆବର୍ଜନାରେ ଭରି ପଡିଛି। ଡ୍ରେନ ସଫା!-->…