News
lipub
samparksetu

।। ବାକି ରହିଥିବା ଜୀବନ ।।

ଅନ୍ତ ନଥିଲା ସେ ଅପେକ୍ଷାରଜଳୁଥିଲା ଅନ୍ତରାତ୍ମାକେବଳ ଅନୁଭବି ହିଁ ବୁଝିପାରିବସେ ଦହନର ଜ୍ଵାଳାମୁହୂର୍ତ୍ତ ମୁହୂର୍ତ୍ତ ସ୍ମୂତିର ପ୍ରାଙ୍ଗଣ ରେକୁହୁଳୁ ଥିବା ସେଇ ସେଇ ଅଗ୍ନିର ଦାଉ ହୃଦୟର ପ୍ରତିଟି ପୃଷ୍ଠାରେପ୍ରତିଦିନ ସ୍ଥାନିତ ହେଉଥିବାସେହି ଗୋଟିଏ କାହାଣୀର ସ୍ଥିରତାଯାହା ଜୀବନ

ଢେଙ୍କାନାଳ ଜିଲ୍ଲାରେ ଅଭିଯୋଗ କ୍ଷେତ୍ରରେ ହେବ ଡିଜିଟାଲାଇଜେସନ, ହାତ ପାହାନ୍ତାରେ ଅଭିଯୋଗ ଦେଇପାରିବେ ଜିଲ୍ଲାବାସୀ ;…

କରୋନା ମହାମାରୀ ସମୟରେ ଜନସାଧାରଣ ମାନେ ନାହିଁ ନଥିବାର ଅସୁବିଧା ଭୋଗୁଛନ୍ତି ବିଶେଷ କରି ଗ୍ରାମାଞ୍ଚଳ ରେ ରହୁଥିବା ଜନ ସାଧାରଣ ନାହିଁନଥିବାର ଅସୁବିଧା ଭୋଗୁଛନ୍ତି । ତେବେ ଏହି ସମସ୍ୟାର ସମାଧାନ ବାଟ କାଢ଼ିଛନ୍ତି ଢେଙ୍କାନାଳ ଜିଲ୍ଲା ଟ୍ୱିଟର ଆସୋସିଏସନ । ଡିଜିଟାଲ ପନ୍ଥା ଜରିଆରେ

ଟଙ୍କା ନଦେଲେ ମିଳୁନି ଘର !

ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଳକ୍ ଅନ୍ତର୍ଗତ ବହଣ୍ଡେଇ ଗ୍ରାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନଦେବାରୁ ହିତାଧିକାରୀଙ୍କ ନାମ ତାଲିକାରୁ ବାଦ ପଡିଛି ବୋଲିହିତାଧିକାରୀ ଲିଖିତ ଭାବରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଗୁଣୁଦେଇ ପଞ୍ଚାୟତ

ଗେଲ୍ ଇଣ୍ଡିଆର ଶ୍ରମିକ ମାନଙ୍କୁ ମିଳିନାହିଁ ବେତନ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅଁଳାବେରେଣୀ ପଞ୍ଚାୟତର ଖୁଣ୍ଟବାଟିସ୍ଥ ଗେଲ୍ ଇଣ୍ଡିଆର ଗ୍ୟାସ ପାଇପ ଲାଇନ କ୍ୟାମ୍ପରେ ପ୍ରାୟ ୪୬ ଜଣ ଶ୍ରମିକ ୟୁପି, ବିହାର, ଝାରଖଣ୍ଡ ଓ ଆନ୍ଧ୍ର ପ୍ରଦେଶ ରାଜ୍ୟରୁ ଆସି ଶଙ୍କର ଇଣ୍ଟରପ୍ରାଇଜ଼ର୍ସ ନାମକ ଏକ ସବକଂଟ୍ରାକଟର ପାଖରେ କାମ କରୁଛନ୍ତି l

ଏମଟିଭି ରିଆଲିଟି ଶୋ ରେ ରଙ୍ଗବତୀ ଗୀତରେ ଚମକିଲେ ଢେଙ୍କାନାଳ ଝିଅ

ଢେଙ୍କାନାଳ ଜିଲ୍ଲାକୁ ଗର୍ବ ଗୌରବର ସମ୍ମାନଦେଇ ପୁଣି ଜଣେ ଝିଅ ଆଜି ଏମଟିଭିରେ ତାଙ୍କର କରିସ୍ମା ପ୍ରଦର୍ଶନ କରିଛନ୍ତି । ଏମଟିଭି ଦ୍ୱାରା ଆୟୋଜିତ ସୁପର ମଡେଲ ଅଫ ଦି ଇଅର୨୦୨୧ସିଜିନ ଟୁ ପାଇଁ ସେ ଫାଇନାଲ ପ୍ରତିଯୋଗୀ ଭାବରେ ମନୋନୀତ ହୋଇଛନ୍ତି । ସେ ଓଡିଶାର ଗର୍ବ ହୋଇଥିବା ବେଳେଏହି

ସ୍ବତନ୍ତ୍ର ରାଜସ୍ବ ଗ୍ରାମ ଭାବେ ପରିଗଣିତ କରିବା ପାଇଁ ରଘୁଆବୋଲ ବସ୍ତି ବାସିନ୍ଦାଙ୍କ ଦାବି

ଲୋକ ସଂଖ୍ୟା ପ୍ରାୟ ୩୫୦, ଶତ ପ୍ରତିଶତ ଆଦିବାସୀ ରୁହନ୍ତି ଏଠାରେ ହେଲେ ଆଜି ପର୍ଯ୍ୟନ୍ତ ଅବହେଳିତ। କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ତୁମୁଁସିଙ୍ଗା ପଞ୍ଚାୟତର ରଘୁଆବୋଲ, ଚତୁଃପାର୍ଶ୍ଵରେ ଜଙ୍ଗଲ ଘେରା। ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ପାଞ୍ଚ କିଲୋମିଟର ଦୂରରେ ଅବସ୍ଥିତ ଏହି ଗାଁ।

ସରକାରୀ ସହାୟତା ଶ୍ରୀବତ୍ସ ଙ୍କ ପାଇଁ ସାତ ସପନ

ବିକାଶ ନାଁ ରେ ଡିଣ୍ଡିମ ପିଟୁଥିବା ସରକାର ଲୋକଙ୍କ ସମସ୍ୟା ସମାଧାନ ପ୍ରତି କେତେ ପ୍ରତିଶ୍ରୁତି ବଦ୍ଧ ତାହା ସନ୍ଦେହ ସୃଷ୍ଟି କରୁଛି। ଭିନ୍ନକ୍ଷମ, ବୟୋଜ୍ୟେଷ୍ଠ ମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ସହାୟତା ଯୋଗାଇ ଦେବାକୁ ଘୋଷଣା ପରେ ଘୋଷଣା କରୁଥିଲେ ମଧ୍ୟ ଆଜି ବି ସେମାନେ ଦୁଃସ୍ଥ ଦୟନୀୟ

ତୁମ ଗୀତ

କାନରେ ' ମଧୁର ' ସ୍ଵର ' ଅଜାଡ଼ି ଦେଉଛ 'କୋଇଲି ' ଗାଉଛି ' ଅବା ' ତୁମେ ଗାଉଅଛ ' ମୁଁ ଅଛି ' ସ୍ଵପ୍ନର ' ରାତ୍ରି; ' ଆଉ ତୁମେ ଅଛଚନ୍ଦ୍ରର ଜ୍ୟୋତ୍ସ୍ନାରେ ସତେ ଗାଧୋଇ ଆସିଛ' ତୁମରି ' ସ୍ଵରରେ ' ସଂଧ୍ୟା ' ହଜି ହଜି ଯାଏଏକାରେ ' ତୁମରି ' ସ୍ଵପ୍ନ ' ଋତୁ ଦେଖୁଥାଏ

ଢେଙ୍କାନାଳ ଜିଲ୍ଲାରେ ନୂତନ ୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ଢେଙ୍କାନାଳ ଜିଲ୍ଲାରେ ୧୨ ନୂଆ ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ COVID-19 report of Dhenkanal District for 22-08-2021Number of new Positive cases-12Institutional Quarantine-NilHome Quarantine-09Local Contacts-NilIn Hospital-03

ରାକ୍ଷୀ

ଭାଇ ଭଉଣୀର ପବିତ୍ର ବନ୍ଧନଆସିଛି ରାକ୍ଷୀବାନ୍ଧୁଛି ସମ୍ପର୍କ ସ୍ନେହ ଶ୍ରଦ୍ଧା କେତେଅନ୍ତରେ ରଖିଭାଇ ଭଉଣୀ ଗୋଟିଏ ଡାଳରଦୁଇଟି ପକ୍ଷୀ ।କେତେ ସ୍ଵଛ କେତେ ମହାନ ବନ୍ଧନଏ ଦିନ ସାକ୍ଷୀ ।ଆସୁ ଯେତେ ଝଡ଼ ଝଞ୍ଜା ବି ଜୀବନେମୋ ଭାଇ ଥିବଆଶା କେତେ ମନେ ଭଉଣୀ ରଖିଛିସେ ପ୍ରେମ ଭାବ ।ବିଶ୍ୱାସ
error: Content is protected !!