News
lipub
samparksetu

ଟାଟା ପାୱାରକୁ ବାର ଆସୋସିଏସନର ଦାବୀ ପତ୍ର

ଢେଙ୍କାନାଳ ଜିଲ୍ଲାରେ ଟାଟା ପାୱାର ବିଦ୍ୟୁତ ବିତରଣ କମ୍ପାନୀ ଉପଭୋକ୍ତାଙ୍କୁ ବିଜୁଳି ଯୋଗାଣ ନାମରେ ଉପଭୋକ୍ତାଙ୍କୁ ଶୋଷଣ କରିବା ସହିତ ବିନା କାରଣରେ ବିଦ୍ୟୁତ କାଟ,ବିଦ୍ୟୁତ ବିଛିନ୍ନ ସହିତ ବିଭିନ୍ନ ମନୋମୁଖୀ କାର୍ଯ୍ୟ କରବା ନେଇ ପାୱାର ଯନ୍ତ୍ରୀଙ୍କୁ ପତ୍ର ମାଧ୍ୟମରେ ଅବଗତ କରିବା ସହିତ

ଏପଟେ ଗାଈ ସେପଟେ ମଣିଷ,ମିଳିଲାନି ପକ୍କା ଘର,ଗୁହାଳ ରେ ରହୁଛନ୍ତି ଅସହାୟ ପରିବାର!

ଅସହାୟ ଅବସ୍ଥାରେ ରହୁଛନ୍ତି ବାପ ଝିଅ। ଘର ଖଣ୍ଡିଏ ନଥିବା ହେତୁ ଗୁହାଳ ଘରେ ଗୋରୁ ଗାଈମାନଙ୍କ ସହ କଟୁଛି ଜୀବନ। ଏପରି ଏକ ଘଟଣା ଓଡାପଡା ବ୍ଲକ କୁସୁପଙ୍ଗା ପଞ୍ଚାୟତରେ ଦେଖିବାକୁ ମିଳିଛି।ସରକାର ଗରିବ ପରିବାରକୁ ପକ୍କା ଘର ଯୋଗାଇ ଦେଉଥିବା କଥା ଡିଣ୍ଡିମ ପିଟୁଥିବା ବେଳେ ସେପଟେ କିନ୍ତୁ

ମୁଁ ତ ଜାଣେନା

ଏ ମିଛ ଦୁନିଆଁରେସତ ମୋ ଭାବନାକିଏ ମାନୁ କି ନ ମାନୁମୁଁ ତ ଜାଣେନା.ସମ୍ପର୍କ ସବୁକୁ ଅତି ପାଖରୁ ଦେଖିଚିକିଏ ସତ, କିଏ ମିଥ୍ୟା, କିଏ ନିରର୍ଥକସବୁ ମୁଁ ବୁଝିଚିକିଏ ବୁଝୁ କି ନ ବୁଝୁମୁଁ ତ ଜାଣେନା ସମ୍ପର୍କ ଟା ଆଜି ଦୃଶ୍ୟପଟ୍ଟକିଏ " ପ୍ରଂଶସକ, ନିନ୍ଦୁକ, ଦର୍ଶକ, ଇର୍ଷାନ୍ୱିତ ପ୍ରଂଶସକ

ଢେଙ୍କାନାଳ ଜିଲ୍ଲାରେ ନୂତନ ୧୫ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

Number of new Positive cases-15Institutional Quarantine-NilHome Quarantine-09Local Contacts-NilIn Hospital-06 Block/ULB wise new Positive cases : Dhenkanal Municipality-07(Meena bazar-3, Gandhimandir road-1, Gudianali-1, Kanchan

ନିର୍ମାଣଧୀନ ବ୍ରିଜରୁ ଚୋରୀ ଅଭିଯୋଗ ; ସାମଗ୍ରୀ ଜବତ ସହ ୨ ଗିରଫ

ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ କାଲୁରିଆ ଗ୍ରାମ ନିକଟରେ ବ୍ରାହ୍ମଣୀ ନଦୀ ଉପରେ ଚାଲୁଥିବ। ବ୍ରିଜ କାର୍ଯ୍ୟ ସମୟରେ ଲୁହା ସହିତ ଅନ୍ୟ ସାମଗ୍ରୀ ଚୋରୀ କରି ଦୁଇଜଣ ଗିରଫ ହୋଇଥିବାର ଜଣାପଡିଛି । ସୂଚନା ଅନୁଯାୟୀ , ବ୍ରାହ୍ମଣୀ ନଦୀରେ ଏକ ପୋଲ ନିର୍ମାଣ କାର୍ଯ୍ୟ କାଲୁରିଆ

ଢେଙ୍କାନାଳ ଜିଲ୍ଲାରେ ନୂତନ ୩୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

Number of new Positive cases-32Institutional Quarantine-NilHome Quarantine-24Local Contacts-NilIn Hospital-08 Block/ULB wise new Positive cases : Hindol Block-12(Gohirapasi-4, Bhagabanpur-1, Nuapatana-1, Asanabahali-1, Rajanga-1,

“ଭଗବାନ- ଆପଣ କେଉଁଠାରେ ଅଛନ୍ତି ?”

ପିଲାଦିନୁ "ଆହେ ଦୟାମୟ ବିଶ୍ବ ବିହାରୀ…." ଜଣାଣ ମାଧ୍ୟମ ରେ ଭଗବାନଙ୍କୁ ପ୍ରତ୍ଯହ ପ୍ରାର୍ଥନା କରି ଆସିଛେ। ଏଥିରେ ଭଗବାନଙ୍କୁ ଶୁଭ ବୁଦ୍ଧି,ଭଲ ରାସ୍ତା , ପ୍ରତ୍ଯେକ କର୍ମ କୁ ସରସ କରିବା, ଜୀବନ ରେ ଚିର ହରଷ ଆଣିଦେବା ପାଇଁ ଆମ୍ଭେମାନେ ନିବେଦନ କରିଥାଉ। ଭଗବାନ ମନୁଷ୍ଯ କୁ ସର୍ବଶ୍ରେଷ୍ଠ

ଆଇଆଇଏମ୍‍ସିର ପ୍ରତିଷ୍ଠା ଦିବସ ପାଳିତ

ଶିକ୍ଷାନୁଷ୍ଠାନ ଏକ ଜୀବନ୍ତ ଅସ୍ତିତ୍ୱ । ଯଦି କୌଣସି ଶିକ୍ଷାନୁଷ୍ଠାନ ଅବିରତ ଭଲ ପ୍ରଦର୍ଶନ କରେ, ତେବେ ତାହା ଶ୍ରେଷ୍ଠ ଐତିହ୍ୟରେ ପରିଣତ ହୋଇଯାଏ । ଆଇଆଇଏମ୍‍ସି ଏହିପରି ଏକ ଐତିହ୍ୟ । ଯାହା ଦେଶ ବିଦେଶରେ ସାମ୍ବାଦିକତା ତାଲିମ୍‍ କ୍ଷେତ୍ରରେ ଉତ୍କର୍ଷତା ପ୍ରତିପାଦନ କରିପାରିଛି । ଏହି

ବିଳମ୍ବିତ ରାତ୍ରିରେ ପମ୍ପ ହାଉସ ରୁ ପାଇପ, ମୋବାଇଲ ଓ ସୁନା ଚେନ ଲୁଟିନେଲେ ଦୁର୍ବୃତ୍ତ

ସୋମବାର ବିଳମ୍ବିତ ରାତିରେ କାମାକ୍ଷାନଗର ଥାନା ରେକୁଳା ପମ୍ପ ହାଉସରେ ପ୍ରାୟ ୨୦ରୁ ୩୫ ଦୁର୍ବୃତ୍ତ ରାତ୍ରି ଜଗୁଆଳିଙ୍କୁ ମାଡ ମାରି ପାଇପ, ମୋବାଇଲ ଓ ସୁନା ଚେନ ଲୁଟିନେଇଛନ୍ତି ବୋଲି ଅଭିଯୋଗ ହୋଇଛି । କାମାକ୍ଷାନଗର ସହରକୁ ପିଏଚଡି ତରଫରୁ ନୂତନ ପାଣି ପାଇପ ସଂଯୋଗ ପାଇଁ ରଖାଯାଇଥିବା

ଆଦିବାସୀ ମହିଳାଙ୍କୁ ନ୍ୟାୟ ପ୍ରଦାନ କରିବାକୁ ମିଳିତ ଆଦିବାସୀ ସଂଘର୍ଷ ମଞ୍ଚର ଗଣଧାରଣା

ପରଜଙ୍ଗ ଥାନା ଅନ୍ତର୍ଗତ ଆମ୍ବପଳାସ ଗାଁ ଜମୁନାଳୀ ସାହିର ପପୁ ମିର୍ଜା ଓ ସନ୍ତୋଷୀ ପିଙ୍ଗୁଆଙ୍କ ସମେତ କିଛି ଆଦିବାସୀଙ୍କୁ ଗତ ତା୧୨/୭/୨୦୨୧ ଦିନ ସେହି ଗାଁର ଅଣଆଦିବାସୀ ଉଠାଇ ନେଇ ପ୍ରବଳ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏ ଘଟଣା ସମ୍ପର୍କରେ ପର୍ଜଙ୍ଗ ଥାନାରେ ଏତଲା ଦେବା ପାଇଁ
error: Content is protected !!