News
lipub
samparksetu

ଢେଙ୍କାନାଳ ବନଖଣ୍ଡରେ ପକ୍ଷୀ ଗଣନା, ୫୧ ପ୍ରଜାତିର ପକ୍ଷୀ ଠାବ

ଢେଙ୍କାନାଳରେ ଜଳଚର ପକ୍ଷୀ ଗଣନା ଅରମ୍ଭ, ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କ ତତ୍ୱାବଧାନରେ ୮ଟି ବନାଞ୍ଚଳ ରେ ହେଲା ଗଣନା ଓୟୁଏଟି ସହ ବିଭିନ୍ନ ଫରେଷ୍ଟ୍ରି ମହାବିଦ୍ୟାଳୟର ୧୨ ହେଲେ ସାମିଲ । ୫୧ ପ୍ରକାରର ବିଭିନ୍ନ ପ୍ରଜାତିର ପକ୍ଷୀ ଦେଖିବାକୁ ମିଳିଥିବା ବେକେ ଗତକାଲି ସୁଦ୍ଧା ୬୬୧୫ ଟି

କାଉଁରିଆପାଳ ମା ବାଉତୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଗତ ୭ ଜାନୁୟାରୀ ୨୦୨୪ ଠାରୁ ମା ବାଉତୀ କ୍ରିକେଟ କ୍ଲବ, କାଉଁରିଆପାଳ ଆନୁକୂଲ୍ୟରେ ଆୟୋଜନ ହୋଇଆସୁଥିବା ମା ବାଉତୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଅଛି । ଶେଷ ଦିବସର ଫାଇନାଲ ମ୍ୟାଚରେ ଚାଇଁପୁର ଓ ପୋଡ଼ାପଡ଼ା ୧୫ ଓଭର ବିଶିଷ୍ଟ ମ୍ୟାଚରେ ସାମ୍ନାସାମ୍ନି ହେବାର ଥିଲା

ବ୍ରାଉନ ସୁଗାର ବେପାରୀ ପିଣ୍ଟୁ ଦାସ ଗିରଫ

ଧଳାନିଶା କବଳରେ ଢେଙ୍କାନାଳ ଯୁବଗୋଷ୍ଠି କିଏ ଖାଉଛି, କିଏ ବିକୁଛି, ତକିଏ ଖାଇବା ପାଇଁ ପଇସା ନଥିବାରୁ ଚୋରୀ କରୁଛି । ସବୁରୀ ମୂଳରେ ବ୍ୟାବସାୟୀ, ଯୁବଗୋଷ୍ଠୀ ଙ୍କୁ ନିଶାସକ୍ତ କରାଇ ବେସ୍ ପଇସା ଆଦାୟ କରୁଛନ୍ତି । ଏଭଳି ଏକ ବ୍ରାଉନ ସୁଗାର ବେପାରୀ ପିଣ୍ଟୁ ଦାସ (୨୯) କୁ ଗିରଫ କରିଛି

ଜିଲ୍ଲାରେ ବୁଲୁଛି ବେଆଇନ ବନ୍ଧୁକ, ସପ୍ତଶଯ୍ୟା ଆସିଥିବା ପର୍ଯ୍ୟଟକଙ୍କୁ ବନ୍ଧୁକ ଦେଖାଇ ଆକ୍ରମଣ

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଢେଙ୍କାନାଳ ଜିଲ୍ଲା ପର୍ଯ୍ୟଟନ କ୍ଷେତ୍ରରେ ସପ୍ତଶଯ୍ୟା, ଦଣ୍ଡାଧାର, ସାପୁଆର ରହିଛି ସ୍ୱତନ୍ତ୍ର ମାନଚିତ୍ର। ପୂର୍ବରୁ ପିକନିକ୍ ୠତୁ ରେ ଭରି ଉଠେ ଜିଲ୍ଲାର ସମସ୍ତ ପର୍ଯ୍ୟଟନ ସ୍ଥଳୀ ରାଜ୍ୟ ତଥା ରାଜ୍ୟ ବାହାରୁ ମଧ୍ୟ ପର୍ଯ୍ୟଟକଙ୍କ ସୁଅ ଛୁଟେ । ହେଲେ

ଡକାୟତ ଦଳକୁ କାବୁ କଲା ପୋଲିସ

ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଅନ୍ତର୍ଗତ କଦମପାଳ ଗ୍ରାମରେ ଡକାୟତି ଯୋଜନା କରୁଥିବା ଏକ କୁଖ୍ୟାତ ଡକାୟତ ଦଳକୁ ପୋଲିସ କାବୁ କରିନେଇଥିବା ଜଣାପଡିଛି । ଡକାୟତଙ୍କ ନାମରେ ବିଭିନ୍ନ ଥାନାରେ ମାମଲା ରହିଥିବା ବେଳେ ସେମାନଙ୍କ ଠାରୁ ମାରଣାସ୍ତ୍ର ସହିତ ଖଣ୍ଡା,ବୋମା,ପିସ୍ତଲ ଜବତ

କେନାଲରେ ବୁଡି ଯୁବକ ମୃତ

ଢେଙ୍କନାଳ ଜିଲ୍ଲା ଭୁବନ ଥାନା ବାରୁଆଁ ପଞ୍ଚାୟତ ମାଲୁଆ ଗୋଡା ଗ୍ରାମର ଯୁବକ ରେଙ୍ଗାଳି କେନାଲରେ ବୁଡି ଯୁବକ ଙ୍କ ମୃତ୍ୟୁ ଘଟିଛି I ଆଜି ଅପରାହ୍ନରେ ଅନନ୍ତ ହେମ୍ରମ ଙ୍କ ପୁଅ ଗୁରୁବା ହେମ୍ରମ (୩୫) ଗାଁ ପାଖରେ ମଜୁରୀ କାମ କରିବା ପାଇଁ ଯାଇଥିଲେ I କାମସାରି କେନାଲ କୁ ଗାଧୋଇବା ଯାଇ ଆଉ

ବଣିଆ ପଡ଼ା ଠାରେ ହେଉଥିବା କ୍ରିକେଟ୍ ମ୍ୟାଚ୍ ଉଦଯାପିତ

ବଣିଆ ପଡ଼ାରେ ଗତ ୫ ଦିନ ଧରି ଚାଲିଥିବା କ୍ରିକେଟ୍ ମ୍ୟାଚର ଆଜି ଫାଇନାଲ ମ୍ୟାଚ ରାଜା- ୧୧, ପୋଡ଼ାପଡ଼ା ସହ କାରନ୍ଦା କ୍ରିକେଟ୍ କ୍ଳବ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।ଏହି ୧୫ ଓଭର ମ୍ୟାଚ୍ ବିଶିଷ୍ଟ ଖେଳରେ ଟସ ଜିତି ପ୍ରଥମେ କାରନ୍ଦା କ୍ରିକେଟ୍ କ୍ଳବ୍ ୧୦ ଓଭର୍ ରେ ତା'ର ସମସ୍ତ ୱିକେଟ୍

ଢେଙ୍କାନାଳ ଜିଲ୍ଲାରେ ରହିଛନ୍ତି ୯୫୯୫୧୪ ଜଣ ମତଦାତା

ଢେଙ୍କାନାଳ ଜିଲ୍ଲାରେ ମାତଦାତାଙ୍କ ସଂଖ୍ୟା ୯୫୯୫୧୪ ରେ ପହଁଚିଛି l ସେଥି ମଧ୍ୟରୁ ପୁରୁଷ ମତଦାତାଙ୍କ ସଂଖ୍ୟା ୪୯୫୬୫୬ଜଣ ଥିବାବେଳେ ମହିଳା ମାତଦାତାଙ୍କ ସଂଖ୍ୟା ୪୬୩୭୦୬ ଜଣ ରହିଛନ୍ତି l ଜିଲ୍ଲାରେ ପ୍ରତି ୧୦୦୦ ଜଣ ପୁରୁଷଙ୍କ ମଧ୍ୟରେ ମହିଳାଙ୍କ ସଂଖ୍ୟା ୯୩୬ ରହିଛି l ୧୮ ବର୍ଷ ରୁ ୧୯

ଦୁର୍ବୃତ୍ତଙ୍କ ଆକ୍ରମଣରେ ଜଣେ ଆହତ

ଗଁଦିଆ ଥାନ ଅନ୍ତର୍ଗତ ବରଦା ଗ୍ରାମ ପଂଚାୟତ ଅଧୀନ କୁଶିଦା ଗ୍ରାମରେ ଗତକାଲି କିଛି ଦୁର୍ବୃତ୍ତଙ୍କ ଆକ୍ରମଣ ରେ ଜଣେ ଆହତ ହୋଇଥିବାର ଜଣାପଡ଼ିଛି । ସୂଚନା ଅନୁଯାୟୀ , ଗତକାଲି ମଧ୍ୟ ରାତ୍ରିରେ କିଛି ଦୁର୍ବୃତ୍ତ ଉକ୍ତ କୁସିଦା ଗ୍ରାମର ବାସିନ୍ଦା ସତ୍ୟନ୍ଦ୍ର କୁମାର ସାହୁ ଙ୍କର ଘରେ ଚୋରୀ

ନୂଆ ବରଷରେ କପିଳାସ ହାତୀ ଉଦ୍ଧାର କେନ୍ଦ୍ର କୁ ଆସିଲେ ନୂଆ ଅତିଥି

ନୂଆ ବରଷରେ କପିଳାସ ହାତୀ ଉଦ୍ଧାର କେନ୍ଦ୍ର କୁ ଆସିଲେ ନୂଆ ଅତିଥି ଥମୁନି ହାତୀ ମଣିଷ ମୁହାଁମୁହିଁ ପରିସ୍ଥିତି । ବ୍ୟାପକ ଜଙ୍ଗଲ ସମ୍ପଦ ନଷ୍ଟ ସହିତ ଖାଦ୍ୟ ଅନ୍ୱେଷଣରେ ଜନବସତି ମୁହାଁ ହେଉଛନ୍ତି ହାତୀପଲ । ଗତ କିଛିଦିନ ହେବ ବୌଦ୍ଧ ବନଖଣ୍ଡ ଅଞ୍ଚଳରେ ଏକ ଦନ୍ତା ଉପଦ୍ରବ ଲାଗିରହିଥିବା
error: Content is protected !!