ଢେଙ୍କାନାଳ ଜିଲ୍ଲାରେ ନୂତନ ୭୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ
ଢେଙ୍କାନାଳ ଜିଲ୍ଲାରେ ନୂତନ ୭୩ ଜଣ କରୋନା ଆକ୍ର।ନ୍ତ ଚିହ୍ନଟ ,ଏଥି ମଧ୍ୟରୁ ୫୭ ଜଣ ଆକ୍ରାନ୍ତ ଘରୋଇ ସଂଗରୋଧ ରୁ ଚିହ୍ନଟ ହୋଇଥିବା ବେଳେ ୧୬ ଜଣ ଡାକ୍ତରଖାନାରୁ ଚିହ୍ନଟ ।
ହିନ୍ଦୋଳ ବ୍ଳକ୍ ମାଧପୁର ୧ , ବେଡାପଡା ୧ , କୁକୁଟା ୧ , ଚିଲତଇଲା ୧ ଜାରଦା ୪ , ବାଲିକିଆରୀ ୨ , ପଡ଼ା ୧ ,!-->!-->!-->…
ଭୁବନ ସଂସ୍କୃତି ଭବନ ନିର୍ମାଣ ପାଇଁ ଭୂମି ପୂଜନ
କଳା କ୍ଷେତ୍ରରେ ଢେଙ୍କାନାଳ ଜିଲ୍ଲା ଭୁବନ ମାଟିର ସ୍ବତନ୍ତ୍ର ପରିଚୟ। ଏହି ମାଟିରେ ଜନ୍ମହୋଇ ବହୁ କଳାକାର ପାଲା,ଯାତ୍ରା,ଟେଲିଭିଜନ ଓ ଚଳଚିତ୍ରରେ ଜଗତରେ କାର୍ଯ୍ୟକରି ଭୁବନ ସହରକୁ ଗୌରବାନ୍ବିତ କରିଛନ୍ତି ।
ତେବେ ଏହି ମାଟିରେ କଳାର ଉନ୍ନତି ଆଣିବା ଓ ନୂତନ କଳାକାର ସ୍ରୁଷ୍ଟି ପାଇଁ!-->!-->!-->…
ଢେଙ୍କାନାଳ ଜିଲ୍ଲାରେ ନୂତନ ୨୯୧ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ
ଢେଙ୍କାନାଳ ଜିଲ୍ଲାରେ ନୂତନ ୨୯୧ କରୋନା ଆକ୍ରାନ୍ତ ଚିହ୍ନଟ , ଘରୋଇ ସଂଗରୋଧରୁ ୨୭୫ ଏବଂ ଡାକ୍ତରଖାନାରୁ ୧୬ ଜଣ ଚିହ୍ନଟ ହୋଇଛନ୍ତି ।
ଗଁଦିଆ ବ୍ଳକ ନିହଲପ୍ରସାଦ ୮ , ଷଡ଼ଙ୍ଗି ୮ , ବିଧାରପୁର ୬ , ସନ୍ଥସରା ୫ , ଏରନ୍ଦ। ୪ , ସନ୍ଥପୁର ୨ , ବରୋଦା ୨ , ଗୋପାଳ ପୁର ୨, ଇଲେଇଜଙ୍ଗ ୧ ,!-->!-->!-->!-->!-->…
ଆଗ ଧାଡ଼ିର କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା ଓ ମାସ୍କ ବଣ୍ଟନ
ସାରା ଦେଶରେ ତଥା ପ୍ରତ୍ୟେକ ରାଜ୍ୟରେ ମୃତ୍ୟୁ ର ତାଣ୍ଡବଲୀଳା ରଚୁଥିବା ମହାମାରୀ କରୋନା ତାହାର କାୟା ବିସ୍ତାର କରିଚାଲି ଥିବା ବେଳେ ଆମ୍ଭ ରାଜ୍ୟରେ ଏହା ଉର୍ଦ୍ଧଗାମୀ ସ୍ତରରେ ଅଛି ।ଏହାକୁ ନେଇ ରାଜ୍ୟ ସରକାର କ୍ରମାଗତ ଭାବେ ତୃତୀୟ ଥର ପାଇଁ ଲକଡାଉନ ଘୋଷଣା କରିଛନ୍ତି ।
ଏହି ସମୟରେ!-->!-->!-->…
କାରାଗାରରେ ବିଚାରଧୀନ କଏଦୀର ମୃତ୍ୟୁ !
ଜିଲ୍ଲା କାରାଗାରରେ ଜଣେ ବିଚାରଧୀନ କଏଦୀର ମଙ୍ଗଳବାର ଦିନ ମୃତ୍ୟୁ ଘଟିଛି । ମୃତକ ଢେଙ୍କାନାଳ ସହର ଦକ୍ଷିଣକାଳୀ ଅଞ୍ଚଳର ବିଦେଶୀ ନାୟକ ବୋଲି ଜଣା ପଡ଼ିଛି । ସେ ଗତ ବର୍ଷ ଡିସେମ୍ବର ୧ ତାରିଖରେ ତାର ମାମୁଁ ଅଭୟ ନଏକଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଗିରଫ ହୋଇଥିଲେ ।
ହତ୍ୟା ମାମଲାରେ!-->!-->!-->…
ଟ୍ରକ ଧକ୍କା ରେ ଶ୍ରମିକ ମୃତ!
ଟ୍ରକ ଧକ୍କା ରେ ଗତକାଲି ଜଣେ ଶ୍ରମିକ ଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ କାମାକ୍ଷାନଗର ଥାନା ମୁକ୍ତାପଶି ହରିଜନ ସାହି ର ଗୌରାଙ୍ଗ ନାୟକ ।
ସୂଚନା ଅନୁସାରେ ଗୌରାଙ୍ଗ କାଲି ସକାଳୁ କୌଣସି କାମ ରେ ଘରୁ ବାହାରକୁ ଯାଇଥିବା ବେଳେ ବଡ଼ଝରା କେନାଲ ନିକଟରେ ଏକ ଟ୍ରକ ସହ ଧକ୍କା ହୋଇଥିଲେ!-->!-->!-->…
ବଜ୍ରପାତ ନେଲା ଜୀବନ !
ଗତକାଲି ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟିଥିବା ବେଳେ କାଇମାଟି ରେ ଜଣେ ଚାଷୀର ଜୀବନ ନେଇଛି ବଜ୍ରପାତ ।
ସୂଚନା ଅନୁଯାୟୀ ସଦର ଥାନା ଅନ୍ତର୍ଗତ କାଇମାଟି ଗ୍ରାମର ସମରେନ୍ଦ୍ର ବେହେରା (୫୦) ଗତକାଲି ଅପରାହ୍ନ ପ୍ରାୟ ୩ ଟା ସମୟରେ ନିଜ ଘରକୁ ଫେରୁଥିବା ସମୟରେ!-->!-->!-->!-->!-->…
ଆଜିର ବ୍ରେକଫାଷ୍ଟ ରେ ଘରେ ବନାନ୍ତୁ ବ୍ରେଡ ପକୋଡା
ବ୍ରେଡ ପକୋଡା ବନାଇବା ପାଇଁ ଆବଶ୍ୟକୀୟ ସାମଗ୍ରୀ:
୪ ଟି ବ୍ରେଡ ସ୍ଲାଇସ
୨ କପ ବେସନ
ଲୁଣ ସ୍ୱାଦ ଅନୁସାରେ
ଅଧା ଚାମଚ ଲଙ୍କା ଗୁଣ୍ଡ
ପାଣି ଦରକାର ଅନୁଯାୟୀ
ଗୋଟେ ଆଳୁ
ଅଧା ଚାମଚ ଲୁଣ ଓ ଗରମ ମସଲା
ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ ଗୋଟେ ପରେ!-->!-->!-->!-->!-->!-->!-->!-->!-->!-->!-->!-->!-->!-->!-->!-->!-->!-->!-->!-->!-->…
ମୁଁ ବି…
ସଭିଏଁ ତ ଭାବନାରେମୁଁ ବି ..ତୁମ ପରି ସଭିଙ୍କ ପରିରକ୍ତ ମାଂସ ରେ ଗଢ଼ା ଶରୀର ମୋରମୁଁ ବି ସୃଷ୍ଟିରମାଙ୍କର ବାପାଙ୍କର ଭାଇର ଭଉଣୀରସମାଜର ଅବିଛେଦ୍ୟ ମୁଁମୁଁ ବି ମା ର ଗର୍ଭରୁଯେମିତି ତୁମେ ଆଉ ଅନ୍ୟମାନେଭୁଲ ତ ମୋର ନୁହେଁପୁଅ ଟେ ହୋଇ ଝିଅର ଆଚରଣକାହିଁକି ର ପ୍ରଶ୍ନ ନିଜକୁ!-->!-->!-->!-->!-->…
ଟ୍ରେନ ଲାଇନରେ କଟି ଯୁବକଙ୍କ ମୃତ୍ୟୁ !
ଆଜି ଢେଙ୍କାନାଳ ସହର କୋରିଆଁ ଲେବୁଲ କ୍ରସିଂ ପାଖରେ ଏକ ଦୁର୍ଘଟଣା ଘଟିଯାଇଛି । ପ୍ରକାଶ ଯେ, ସଦର ଥାନା ଅନ୍ତର୍ଗତ କାନ୍ଧପାଳ ଗ୍ରାମର ଇନ୍ଦ୍ରମଣି ପ୍ରଧାନ ପ୍ରତ୍ୟେକ ଦିନ ସହରକୁ କାମ କରିବାପାଇଁ ଆସନ୍ତି , ଆଜି କାମ ସାରି ଫେରିଲା ବେଳକୁ କୋରିଆଁ ସ୍ଥିତ ଟ୍ରେନ ଲାଇନ ରେ ଦୁର୍ଘଟଣାର ଶିକାର!-->…