News
lipub
samparksetu

ବାବା ଚନ୍ଦ୍ରଶେଖରଙ୍କ ଆଶୀର୍ବାଦରୁ ମୁଁ ସୁସ୍ଥ ଅଛି: ଢେଙ୍କାନାଳ ଜିଲ୍ଲାପାଳ ଶ୍ରୀ ଭୁମେଶ ଚନ୍ଦ୍ର ବେହେରା

ଆଂଶିକ ଭାବେ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେତୁ ଗତକାଲି କଟକ ସ୍ଥିତ ଏକ ଘରୋଇ ମେଡ଼ିକାଲ ରେ ଭର୍ତ୍ତି ହୋଇଥିଲେ ଢେଙ୍କାନାଳ ଜିଲ୍ଲାପାଳ ଶ୍ରୀ ଭୁମେଶ ଚନ୍ଦ୍ର ବେହେରା । ତେବେ ଜିଲ୍ଲାପାଳଙ୍କ ଆରଟିପିସିଆର ରିପୋର୍ଟ ନେଗେଟିଭ ଆସିଥିବା ବେଳେ କିଛି ଇନଫେକ୍ସନ ହେତୁ ତାଙ୍କୁ ଚିକିତ୍ସା

ଢେଙ୍କାନାଳ ଜିଲ୍ଲାର ଭିନ୍ନ ଭିନ୍ନ ସ୍ଥାନରେ ଘରପୋଡି

ଢେଙ୍କାନାଳ ଜିଲ୍ଲାର ଭିନ୍ନ ଭିନ୍ନ ସ୍ଥାନରେ ଆଜି ଘରପୋଡି ହେତୁ ଅନେକ ସଂପତି ନଷ୍ଟ ହୋଇଛି । ଢେ଼ଙ୍କାନାଳ ଓଡାପଡା ବ୍ଳକ ଅନ୍ତର୍ଗତ ବେଶାଳିଆ ଗ୍ରାମର ହରିଜନ ସାହିରେ ରୋଷେଇ ଘର ଚୁଲିରୁ ନିଆଁ ଲାଗିଯିବାରୁ ୩ ବଖରା ରହିବା ଘର ସହିତ ଏକ ବଖରା ରୋଷେଇ ଘର ପୋଡିଯାଇଛି। ଖବର ପାଇ ଦମକଳ

ଜିଲ୍ଲାରେ ୨୪ ଘଣ୍ଟାରେ ୮ କରୋନା ପଜିଟିଭ୍ ଚିହ୍ନଟ, ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ଦିନକୁ ଦିନ ଜିଲ୍ଲାର କରୋନା ସଂକ୍ରମିତ ସଂଖ୍ୟା ବୃଦ୍ଧି ପାଇଛି। ଆଜି ସମଗ୍ର ଜିଲ୍ଲାରୁ ୮ ଜଣ ନୂଆ ସଂକ୍ରମିତ ଚିହ୍ନଟ କରାଯାଇଛି। ଏମାନଙ୍କୁ ମଧ୍ୟରେ ୪ ଜଣ ଘରୋଇ ସଂଙ୍ଗରୋଧରୁ ହୋଇଥିବା ବେଳେ ୪ ଜଣ ଡାକ୍ତରଖାନାରୁ ଚିହ୍ନଟ ହୋଇଛନ୍ତି। ସଦର ବ୍ଲକର ଶଙ୍କରପୁରରୁ ଜଣେ ଓ କାମଧେନୁକୋଟରୁ ୨

ଭଙ୍ଗାକୁଡ଼ିଆ ରେ ଦିନ ବିତାଉଛନ୍ତି ମିନତୀ

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ସୁରପ୍ରତାପପୁର ଗ୍ରାମ କଣ୍ଟାସାହିର ମିନତୀ ପରିଡା ଓ ସ୍ବାମୀ ଶ୍ବେତ ପରିଡା ଏକ ଭଙ୍ଗା ଚାଳଘରେ ଜୀବନ ବିତାଉଛନ୍ତି । ଶ୍ବେତ ପରିଡା ଜଣେ ଭିନ୍ନକ୍ଷମ ହୋଇଥିବା ବେଳେ ଉଭୟେ ବହୁ କଷ୍ଟରେ ଜୀବନ ଅତିବାହିତ କରୁଛନ୍ତି । ସେମାନଙ୍କୁ କେବଳ ରାସନକାର୍ଡ ରେ

ରବିବାର ବ୍ରେକଫାଷ୍ଟ ରେ ଘରେ ବନାନ୍ତୁ ସ୍ୱାଦିଷ୍ଟ ତାଓ୍ଵା ପନିର

ଆଜି ରବିବାର ଫୁଣି ସଟଡାଉନରେ ହୋଟେଲରେ ତାଲା ତେବେ ଆଜିର ସ୍ନାକ୍ସରେ ଘରେ ବନାନ୍ତୁ ‘ତାଓ୍ଵା ପନିର’ । ତାଓ୍ଵା ପନିର ବନାଇବା ପାଇଁ ଆବଶ୍ୟକୀୟ ପ୍ରଣାଳୀ ସ୍ଲାଇସ୍‌ କଟା ହୋଇଥିବା ପନିର,ବଟର,ଚିଲ୍ଲୀ ଫ୍ଲେକ୍ସ,ଟମାଟୋ ସସ୍‌,ଛୋଟ କଟା ଲଙ୍କା,ଗୁଣ୍ଡ କଟା ରସୁଣ, ଲୁଣ ଓ ଧନିଆ

ଚିକିତ୍ସା ନିମନ୍ତେ ଟାଟା ଷ୍ଟିଲରୁ ଗଲା ତରଳ ଅମ୍ଳଜାନ

ଦେଶରେ କରୋନା ସଂକ୍ରମଣ କୁ ଦୃଷ୍ଟିରେ ରଖି ରାଜ୍ୟରେ ଥିବାଶିଳ୍ପ ଅନୁଷ୍ଠାନକୁ ୨୪ ଘଣ୍ଟିଆ ଅମ୍ଲଜାନ ଉତ୍ପାଦନ ପାଇଁ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର । ଏପରିକି ରାଜ୍ୟର ବଳକା ଅକ୍ସିଜେନ ବାହାର ରାଜ୍ୟକୁ ପଠାଯିବା ବେଳେ, ଯେକୌଣସି ରାଜ୍ୟ ଚାହିଁଲେ ଅକ୍ସିଜେନ ଯୋଗାଇବ ଓଡ଼ିଶା

ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହେଲେ ପ୍ରେମିକା

ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ସୁରପ୍ରତାପପୁର ଗ୍ରାମର ଜଣେ ଝିଅର ଏକ ପୁଅ ସହ ଦୀର୍ଘ ୭ ବର୍ଷ ହେବ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ସୂଚନା ଅନୁଯାୟୀ ଗତ ୨୧ ଏପ୍ରିଲ ରେ ଏକ ବସ୍ ଯୋଗେ ଡ଼ୁବୁରି ଓ ସେହିଠାରୁ ଅନ୍ୟଏକ ବସ୍ ଯୋଗେ ଦୁହେଁ ଯାଜପୁରରୋଡ ଯାଇଥିଲେ । ସେଠାରୁ ଟାଟା

ସକରାତ୍ମକ ବାର୍ତ୍ତା

ପ୍ରତ୍ୟେକ ମଣିଷ ର ଶରୀର ର ରକ୍ତ ରେ କୌଣସି ବି ରୋଗ କୁ ଅଟକାଇବା ପାଇଁ ଶକ୍ତି ରହି ଥାଏ ଆଉ ସେ ଶକ୍ତି ମଣିଷର ଭାବନା ଉପରେ ନିର୍ଭର କରେ । ଯଦି ମଣିଷ ସକାରାତ୍ମକ ଭାବନା ରଖେ ତାହେଲେ କୌଣସି ବି ରୋଗ କୁ ସେ ଜିତି ପାରିବ , ତେଣୁ ବିନା ଡର ଏବଂ ଭୟରେ ନିଜର ମନ ଆଉ ଭାବନା କୁ ସକରାତ୍ମକ

କରୋନା ସଂକ୍ରମଣ ନେଇ ମୁଖ୍ୟ ଶାସନ ସଚିବଙ୍କ ସୂଚନା ; ଜାଣନ୍ତୁ କିଏ ରହିବେ ଘରୋଇ ସଙ୍ଗରୋଧରେ

କରୋନା ସଂକ୍ରମଣର ଦ୍ଵିତୀୟ ଲହର ଆରମ୍ଭ ହୋଇଥିବା ବେଳେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ପ୍ରେସମିଟ ଜୋଗେ ଯୋଗେ କିଛି ସୂଚନା ଦେଇଛନ୍ତି । ପଶ୍ଚିମବଙ୍ଗରୁ ଓଡିଶା ଆସିଲେ କ୍ୱାରେଣ୍ଟାଇନ୍ ବାଧ୍ୟତାମୂଳକ । ୧୪ ଦିନ ପାଇଁ ସଙ୍ଗରୋଧରେ ରହିବେ ପଶ୍ଚିମବଙ୍ଗ ଫେରନ୍ତା ।

ବୃଦ୍ଧାଙ୍କ ମୁଣ୍ଡରେ ୪ ଅନାଥ ଶିଶୁଙ୍କ ବୋଝ !

ଜୀବନର ଅଙ୍କା ବଙ୍କା ରାସ୍ତାରେ ବାଟ ଭାରି କଣ୍ଟକିତ । ତଥାପି ହାର ମାନି ନାହିଁ ମଣିଷ । ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଜାରି ରଖିଛି ନିଜର ଚେଷ୍ଟା । ଧୁଡୁ ଧୁଡୁ ଚର୍ମର ଅପରାହ୍ନ ବୟସରେ ଛୁଆଙ୍କୁ ମଣିଷ କରିବା ପାଇଁ ଚେଷ୍ଟା କରୁଛନ୍ତି ଅସହାୟ ବୃଦ୍ଧା । ଭିକ୍ଷା ବୃତ୍ତି ହେଉ
error: Content is protected !!