ଗାଡ଼ିଆରେ ପଡ଼ି ଶିଶୁ ମୃତ
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ଗୁଳେହି ପଞ୍ଚାୟତ ଅନ୍ତର୍ଗତ କଲଣ୍ଡା ଗ୍ରାମରେ ଥିବା ଏକ ଗାଡ଼ିଆରେ ପଡ଼ି ଜଣେ ସାଢ଼େ ଚାରିବର୍ଷ ଶିଶୁର ମୃତ୍ୟୁ ଘଟିଛି । ମୃତ୍ୟୁକୁ ନେଇ ପରିବାର ଏବଂ ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।
ସୂଚନା ଅନୁଯାୟୀ , କଲଣ୍ଡା ଗାଁର ମହେଶ୍ବର ପ୍ରଧାନଙ୍କ ପୁଅ!-->!-->!-->…
ବିପଦପୂର୍ଣ୍ଣ ଶୁଖିଲା ଗଛ କାଟିବାକୁ ଦାବି
ଢେଙ୍କାନାଳ ଜିଲ୍ଲାର ପ୍ରସିଦ୍ଧ ପୀଠ କପିଳାସ ଠାରୁ ସାଇଆଶ୍ରମ ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ଦୁଇଟି ରାସ୍ତା କଡରେ ବିରାଟ ଲମ୍ବା ଶୁଖିଲା ଥୁଣ୍ଟା ଗଛ ବିପଦ ଶଙ୍କୁଳ ଅବସ୍ଥାରେ ରହିଛି । ଗଛଟି ବହୁତ ଦିନ ହେଲା ମରି ଯାଇଥିବା ବେଳେ ବର୍ଷା ପାଣି ଖାଇ ଦୁର୍ବଳ ହେବାରେ ଲାଗିଛି । ଏହି ଶୁଖିଲା ଗଛ!-->…
ରାବଣପୋଡି ଦେଖିବାକୁ ଆସି ଛାତ୍ର ମୃତ, ୨ ଆହତ ; ବିଦ୍ୟୁତ ବିଭାଗକୁ ଦାୟୀ କଲେ ମୃତକଙ୍କ ବାପା
ବିଜୟା ଦଶମୀ ଅବସରରେ ଗଁଦିଆ ଷ୍ଟାଡିୟମରେ ରାବଣପୋଡି ଉତ୍ସବ ପାଳନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଜନ ପ୍ରତିନିଧି ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ସ୍ଥାନୀୟ ବାସିନ୍ଦା ଙ୍କ କହିବା ଅନୁଯାୟୀ ରାବଣ ପୋଡ଼ି ନିମନ୍ତେ ବିଦ୍ୟୁତ ସଂଯୋଗ ହୋଇଥିଲା, ମୁଖ୍ୟ ଅତିଥି!-->!-->!-->…
କଳାଙ୍ଗ ଦୁର୍ଗାପୂଜା ପ୍ରତିଷ୍ଠାନ ର ସୁବର୍ଣ୍ଣ ଜୟନ୍ତୀ ପାଳିତ
ମହାମାୟୀ ଦୁର୍ଗାପୂଜା ପ୍ରତିଷ୍ଠାନ,କଳାଙ୍ଗ ଆନୁକୂଲ୍ୟରେ ପଚାଶ ବର୍ଷ ପୂର୍ତ୍ତି ଉପଲକ୍ଷ୍ୟେ ସୁବର୍ଣ୍ଣ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇଯାଇଛି।ଏହି ଉପଲକ୍ଷେ ସଭାପତି ଅଧିର କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ଖଣି ଓ ଇସ୍ପାତ ତଥା!-->…
ଦଶହରାରେ ଅଘଟଣ, ଦୁର୍ଘଟଣାରେ ଚାଲିଗଲା ଯୁବକ ଙ୍କ ଜୀବନ
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ପୁରୁଣା କଟକ ସମ୍ବଲପୁର ରାସ୍ତା ଶୁକିଆବାଉତୀ ପେଟ୍ରୋଲ ଟାଙ୍କି ନିକଟରେ ଏକ ଗଛରେ ବାଇକ ପିଟିହୋଇ ଯିବା ଫଳରେ ଜଣେ ଯୁବକ ଗୁରୁତ୍ତର ଆହାତ ହୋଇଥିଲେ । ରାସୋଳ ଥାନା ଏବଂ ରାସୋଳ ଅଗ୍ନିଶମ ବାହିନୀ ଏକ କିଲୋମିଟର ଦୂରରେ ଅବସ୍ଥିତ ଥିଲେ ମଧ୍ୟ ଘଟଣା ସ୍ଥଳରେ!-->…
ଭୁବନ ବଳଦ ଯାତ୍ରା
ପଶୁ ମାନବ ମଧ୍ୟରେ ଏକ ନିଆରା ପରମ୍ଫରା ସୃଷ୍ଟି କରି ଐତିହକୁ ମନେ ପକାଇବା ନିମନ୍ତେ ଭୁବନରେ ଆରମ୍ଭ ହୋଇଛି ବଳଦ ଯାତ୍ରା । ମା' ବାଣିଜାରୀ ପୀଠରେ ଯାତ୍ରା ଉଦ୍ୟୋକ୍ତା ଥୋରିଆ ସମାଜ ପୂଜାର୍ଚନା ପରେ ଅନୁକୂଳ ଯାତ୍ରା ଆରମ୍ଭ ହୋଇଥିଲା । ଚଣ୍ଡୀ ପୀଠ, ଦଶରା ପଡିଆ, ଲୁଣ ମାପ, ପାଞ୍ଜି ପାଠ,!-->…
ବଳଦ ଯାତ୍ରା ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି ବୈଠକ
ମଣିଷ ପଶୁ ମଧ୍ୟରେ ଏକ ନିଆରା ପରମ୍ଫରା ସୃଷ୍ଟି କରି ଐତିହକୁ ନୂତନ ଦିଗଦର୍ଶନ ଦେଖାଏ ଭୁବନ ପ୍ରସିଦ୍ଧ ବଳଦ ଯାତ୍ରା । ତେବେ ଏନେଇ ଏନଏସି ସଦଭାବନା ହଲ ରେ ଢେଙ୍କାନାଳ ଏସ. ପି ଜ୍ଞାନରଞ୍ଜନ ମହାପାତ୍ର ଉପସ୍ଥିତ ରହି ବଳଦ କମିଟି ସଦସ୍ୟ , ନଗର ପ୍ରଶାସନ, ଶାନ୍ତି କମିଟି ସଦସ୍ୟ, ଦୁର୍ଗା ପୂଜା!-->…
ଭୋଜି ସାରି ଫେରୁଥିବା ବେଳେ ଦୁର୍ଘଟଣା , ୨ଗୁରୁତର
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଳକ ସାପୁଆ ଡ୍ୟାମକୁ ଭୋଜି କରିବାକୁ ଆସି ଘରକୁ ଫେରୁଥିବା ବେଳେ ଦୁର୍ଘଟଣାରେ ୩ଜଣ ଆହତ ହୋଇଥିବା ବେଳେ ୨ଜଣ ଗୁରୁତର ହୋଇ ଚିକିତ୍ସିତ ହେଉଥିବାର ଜଣାପଡ଼ିଛି ।
ସୂଚନା ଅନୁଯାୟୀ , ସାପୁଆ ଡ୍ୟାମକୁ ହିନ୍ଦୋଳ ଉପଖଣ୍ଡ ଜରପଡ଼ା ଗ୍ରାମର ଅମରେନ୍ଦ୍ର ପ୍ରଧାନ!-->!-->!-->…
ମାଲିକଙ୍କୁ ଘରେ ତାଲା ପକାଇ ନେଇଗଲେ ବାଇକ
ଢେଙ୍କାନାଳ ଜିଲ୍ଲା ସଦର ଥାନା ଝାରଗାଡିଆ ଫାଣ୍ଡି ଅନ୍ତର୍ଗତ ସିମିନଈ ଗ୍ରାମରେ ଗୁରୁବାର ରାତିରେ ଦୁର୍ବୃତ୍ତ ମାନେ ଘର ମାଲିକଙ୍କୁ ତାଲା ପକାଇ ଏକ ମୋଟର ସାଇକେଲ ଚୋରି କରି ନେଇଥିବାର ଜଣାପଡିଛି । ସିମିନଈ କଲେଜ ନିକଟରେ ଥିବା ରସାନନ୍ଦ ରାଉତଙ୍କ ଘରୁ ଗୁରୁବାର ରାତିରେ ଏକ ଗ୍ଲାମର ମୋଟର!-->…
ଭୁଜାଲି ରେ ଆକ୍ରମଣ କରି ଲୁଟ
ସହରର କୋରିହାଁ ବାଇପାସ ଛକରେ ଆଜି ୨ ମୁଖା ପିନ୍ଧା ଯୁବକ ଜଣେ ବ୍ୟକ୍ତିଙ୍କୁ ବନ୍ଧୁକ ଦେଖାଇବା ସହ ଭୁଜାଲିରେ ଆକ୍ରମଣ କରି ବ୍ୟାଗ୍ ଲୁଟି ନେଇଛନ୍ତି । ଦୋଳମଣ୍ଡପ ସାହିର ରନ୍ତାକର ପାଢୀ ଲୁଟର ଶିକାର ହୋଇଛନ୍ତି ।
ସୂଚନା ଅନୁଯାୟୀ, ରନ୍ତାକର ମୋଟଙ୍ଗା ଥାନା ଅଞ୍ଚଳର ଏକ କମ୍ପାନୀରେ!-->!-->!-->…