News
lipub
samparksetu

ଚାନ୍ଦା ପାଇଁ ବେକ କାଟିଲେ ଦୁର୍ବୃତ୍ତ !

ପାର୍ବଣ ଋତୁରେ ଅଶାନ୍ତ ହୋଇଛି ସୁରପ୍ରତାପପୁର । ଖୁଦୁରୁକୁଣୀ ଓଷା କୁ ବହୁ ଆଡ଼ମ୍ବରରେ ପାଳନକରିବାକୁ ସୁରପ୍ରତାପପୁର ରେ ଚାନ୍ଦା ମାଗି ବିଫଳ ହେବାରୁ ଜଣେ ଯୁବକ ଙ୍କ ବେକ କାଟି ଦେଲେ ଦୁର୍ବୃତ୍ତ । ସୂଚନା ଅନୁଯାୟୀ , ଗାଁ ର ଯୁବ କମିଟି ପକ୍ଷରୁ ମିନା ବଜାର ଆୟୋଜନ କରାଯାଇଛି । କମିଟି

ଵଦାଳୋରେ ରକ୍ତଦାନ ପାଇଁ ପୂର୍ବପ୍ରସ୍ତୁତି ବୈଠକ

ଆଜି ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ବଦାଳୋ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଲକ୍ଷ୍ମୀପ୍ରିୟା ଉଚ୍ଚ ବିଦ୍ୟାଳୟର ପରିସରରେ ବିଦ୍ୟାଳୟର ପୁରାତନ ଛାତ୍ର ସଂଘ ଆସନ୍ତା ଅକ୍ଟୋବର ମାସ ଦୁଇ ତାରିଖ ଗାନ୍ଧୀ ଜୟନ୍ତୀ ଅବସରରେ ଏକ ସ୍ଵେଛାକୃତ ରକ୍ତ ଦାନ ଶିବିରର ଆୟୋଜନ କରିବାକୁ ଯାଉଛନ୍ତି ।

ପୋଖରୀରେ ବୁଡ଼ି ବୃଦ୍ଧ ମୃତ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡରେ ପୋଖରୀରେ ବୁଡ଼ି ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ , ଆଜି ଦିନ ୧୧ଘଣ୍ଟା ସମୟରେ ହିନ୍ଦୋଳ ବ୍ଲକ ବାଲିମି ଥାନା ଅନ୍ତର୍ଗତ ବାରସିଙ୍ଗା ଗ୍ରାମର କଣ୍ଠିଆ ବେହେରା(୭୫) ଗାଧୋଇବା ପାଇଁ ଗ୍ରାମ ନିକଟସ୍ଥ ପୋଖରୀକୁ ଯାଇଥିବା ବେଳେ

ଛକିଲୋ ଦକ୍ଷିଣକାଳୀ ଯୁବ କ୍ଳବ ପକ୍ଷରୁ ଲକ୍ଷ୍ମୀପୂଜା ଶୁଭ ମାଟି ଅନୁକୂଳ

ଢେଙ୍କାନାଳର ଗଣପର୍ବ ପ୍ରସିଦ୍ଧ ଲକ୍ଷ୍ମୀପୂଜା ଆସନ୍ତା ଅକ୍ଟୋବର ୨୮ ତାରିଖରୁ ଆରମ୍ଭ ହେବ। ଏହି ପୂଜା ଗାଁରୁ ସହର ସବୁଠି ଧୁମଧାମରେ ପାଳିତ ହୋଇଥାଏ । ଏଥି ପାଇଁ ଢେଙ୍କାନାଳ ସଦର ବ୍ଳକ କାକୁଡି ଭାଗ ଗ୍ରାମପଞ୍ଚାୟତର ଛକିଲୋ ଗ୍ରାମରେ ଶୁଭ ମାଟି ଅନୁକୂଳ ଉତ୍ସବ ପାଳନ କରାଯାଇଛି । ଗ୍ରାମର

ଘଟିପିରି ବଜାର ଲଷ୍ମୀପୂଜା ପାଇଁ ମାଟି ଅନୁକୂଳ ଓ ନୂଆ ପୂଜା କମିଟି ଗଠନ

ଆଜି ପବିତ୍ର ସୁନିଆଁ ରେ ଘଟିପିରି ବଜାର ତରଫରୁ ଘଣ୍ଟ ,ଧ୍ବଜା ସହ ବଜାର ର ସଭ୍ୟମାନେ ସୁଦୂର ଘଟିପିରି ନଦୀ ପଠାକୁ ଯାଇ ମା ଲଷ୍ମୀ ଙ୍କୁ ଆବାହନ ତଥା ପୂଜାର୍ଚନା ପୂର୍ବକ ମାଟି ଅନୁକୂଳ କରି ଫେରିଥିଲେ।ପରେ ସମସ୍ତ ସଦସ୍ୟ ମାନେ ଏକ ବୈଠକରେ ସାମିଲ ହୋଇ ସର୍ବ ସମ୍ନତି କ୍ରମେ ସୁବର୍ଣ୍ଣ ମୋହନ

ମହିମା ମହାବିଦ୍ୟାଳୟ ବିଜ୍ଞାନ ବିଭାଗ ରେ ସ୍ବାଗତଉତ୍ସବ

ଆଜି ଜୋରନ୍ଦା ସ୍ଥିତ ମହିମା ମହାବିଦ୍ୟାଳୟ ରେ ବିଜ୍ଞାନ ବିଭାଗ ଆନୁକୁଲ୍ୟ ରେ +୩ ଏବଂ +୨ ପ୍ରଥମବର୍ଷ ର ବିଜ୍ଞାନ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏକ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ ର ଆୟୋଜନ କରାଯାଇଥିଲା । ଏହି ଉତ୍ସବ ରେ ଭାର ପ୍ରାପ୍ତ ଅଧ୍ୟକ୍ଷ ପ୍ରଦୀପ କୁମାର ଦାସ ପ୍ରଦ୍ଵୀପ ପ୍ରଜ୍ଵଳନ କରି

ଆଇଆଇଏମସି ସମସ୍ୟା ନେଇ ଏଡିଜିଙ୍କୁ ଭେଟିଲେ ପୁରାତନ ଛାତ୍ରଛାତ୍ରୀ

ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମସି) ଢେଙ୍କାନାଳକୁ ସ୍ଵତନ୍ତ୍ର ପରିଦର୍ଶନରେ ଆସିଥିବା ଅତିରିକ୍ତ ମହାନିର୍ଦ୍ଦେଶକ (ଏଡିଜି) ଡ. ନିମିଶ ରସ୍ତୋଗୀ ଓ ଚରିଜଣିଆ ଟିମକୁ ଭେଟି ଆଜି ପୁରାତନ ଛାତ୍ର ଛାତ୍ରୀ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ଛାତ୍ର ଛାତ୍ରୀମାନେ ସଂସ୍ଥାନରେ ଦୀର୍ଘ ଦିନ

ପୌରପାଳିକା ଦୁର୍ନୀତି ପ୍ରସଙ୍ଗ, ଲୋକ ପ୍ରତିନିଧି ନିରବ ନେଇ ତେଜୁଛି ଜନ ଅସନ୍ତୋଷ

ଜିଲ୍ଲା ସାରା ଏବେ ଚର୍ଚ୍ଚା ର ବିଷୟ ପାଲଟିଛି ପୋୖର ଦୁର୍ନୀତି ପ୍ରସଙ୍ଗ। ଜିଲ୍ଲା ତଥା ରାଜ୍ୟବାସୀଙ୍କୁ ଚକିତ କରିଦେଉଥିବା ଗୋଟିଏ ପରେ ଗୋଟିଏ ଫାଇଲ ଖୋଲି ଚାଲିଛି । ସେ ଆଲୋକିକରଣ ହେଉ ବା ରାସ୍ତା କିମ୍ବା ଡ୍ରେନ ତିଆରି ପ୍ରତିଟି କାର୍ଯ୍ୟ ରେ ଦୁର୍ନୀତି ର ଫର୍ଦ୍ଦ ପାଇଛି ଅଡିଟ ଟିମ୍

ପୋଖରୀରେ ବୁଡି ଜଣଙ୍କର ମୃତ୍ୟୁ

ଗ୍ରାମ ପୋଖରୀରେ ବୁଡି ଜଣଙ୍କର ମୃତ୍ୟୁ ହୋଇଥିବାର ପୋଲିସ ସୂତ୍ରରୁ ଜଣାଯାଇଛି । ସୂଚନା ଅନୁଯାୟୀ ଗଁଦିଆ ଥାନା ଅନ୍ତର୍ଗତ ଚୁଡାଖିଆକାଟେଣୀ ଗ୍ରାମର ଭରତ ଦେହୁରୀ (୬୫) ନିଜର ଗ୍ରାମରେ ଥିବା ଗ୍ରାମ୍ୟ ପୋଖରୀକୁ 2୨୨ତାରିଖ ସନ୍ଧ୍ୟା ସମୟରେ ଶୌଚ ପାଇଁ ଆସିଥିଲେ କିନ୍ତୁ ବିଡମ୍ବନାର ବିଷୟ

ବିଷାକ୍ତ ସାପ କାମୁଡ଼ାରେ ମହିଳା ଗୁରୁତର

ଆଜି ନିହଲପ୍ରସାଦ ଥାନା ଅନ୍ତର୍ଗତ ପିଙ୍ଗୁଆ ପଂଚାୟତ ଅଧୀନ ବାଲିକିଆରୀ ଗ୍ରାମର ଗନ୍ଦୀ ଗାଗରାଇ (୪୦) ନିଜର ମାଟିଘର ଲିପା ପୋଛା କରୁଥିବା ସମୟରେ ଘରର ମାଟି କାନ୍ଥରେ ଲୁଚି କରି ଥିବା ଏକ ବିଷଧର ସାପ ତାଙ୍କ ହାତକୁ ଆଘାତ କରିଥିଲା । ତାଙ୍କୁ ଚିକିତ୍ସା ପାଇଁ ତୁରନ୍ତ ଶ୍ରୀରାମଚନ୍ଦ୍ରପୁର
error: Content is protected !!