ହାତୀ ଆକ୍ରମଣରେ ବୃଦ୍ଧ ମୃତ
ହିନ୍ଦୋଳ ବନାଞ୍ଚଳ କର୍ଣପୁର ବିଟ ଅଧିନସ୍ଥ ବରଡlପlଳ ଗ୍ରାମ ହରିଜନ ସାହି ର ଚୈତନ୍ୟ ନାଏକ ଆଜି ସକାଳ ୬:୩୦ ସମୟରେ ଗ୍ରାମର ନିକଟସ୍ଥ ପଖରେ ଥିବା ଏକ ନାଳକୁ ଶୌଚ ନିମନ୍ତେ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିବା ଜଣାପଡିଛି। ମୃତ ଚୈତନ୍ୟଙ୍କ ବୟସ ୫୫ ବର୍ଷ ହୋଇଥିବା ବେଳେ ଘଟଣା!-->…
ଭୂତକୋଠୀ ପାଲଟିଛି ସ୍ୱାସ୍ଥ୍ୟକେନ୍ଦ୍ର
ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ ମହାବିରୋଡ ଠାରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ର ଭୂତକୋଠୀ ରେ ପରିଣତ ହୋଇଛି । କେନ୍ଦ୍ରର ରକ୍ଷଣାବେକ୍ଷଣ ଅଭାବରୁ ଘର ଚାରିପାଖରେ ବଣ ବୁଦାରେ ପରିପୂର୍ଣ୍ଣ ହୋଇଥିବା ବେଳେ କେନ୍ଦ୍ର କୌଣସି କାର୍ଯ୍ୟରେ ଆସୁନାହିଁ ।
ବିଭିନ୍ନ ସମୟରେ ଆଶାକର୍ମୀ ମାନଙ୍କ!-->!-->!-->…
ହାତୀ ଅଣ୍ଡର ପାସ ବନ୍ଦ ପାଇଁ ବିଧାୟୀକା ଙ୍କ ଦାବି
ଢେଙ୍କାନାଳ ବନଖଣ୍ଡ ଓଡାପଡା ବ୍ଲକ ଗୁଣୁଦେଇ ଗ୍ରାମ ନିକଟସ୍ଥ ୫୫ ନମ୍ବର ଜାତୀୟ ରାଜପଥରେ ନିର୍ମାଣଧୀନ ହାତୀ ଅଣ୍ଡର ପାସକୁ ହିନ୍ଦୋଳ ବିଧାୟୀକା ବନ୍ଦ କରିବାକୁ ଜିଲ୍ଲାପାଳଙ୍କ ନିକଟକୁ ପତ୍ର ମାଧ୍ୟମରେ ଜଣାଇଛନ୍ତି । ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟରେ ୫୫ ନମ୍ବର ଜାତୀୟ ରାଜପଥ!-->…
ଜଙ୍ଗଲ ଜମି ପଟ୍ଟା ପ୍ରଦାନରେ ଢେଙ୍କାନାଳ ପ୍ରଥମ, ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବିଭାଗ ସମ୍ବର୍ଦ୍ଧିତ
ଢେଙ୍କାନାଳ ଜିଲ୍ଲା ପ୍ରଶାସନ ଜାଗା ମିଶନ ଜରିଆରେ ଜଙ୍ଗଲ ଜମି ପଟ୍ଟାପ୍ରଦାନରେ ରାଜ୍ୟରେ ପ୍ରଥମ ହୋଇଥିବା ବେଳେ ରାଜ୍ୟ ସରକାର ଜିଲ୍ଲାକୁ ସମ୍ବର୍ଦ୍ଧିତ କରିଛନ୍ତି ଭୁବନେଶ୍ୱର ସ୍ଥିତ କଲିଙ୍ଗ ଷ୍ଟାଡିୟମ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଦର୍ଦ୍ଧିତ କରିଥିବାର ଜଣାପଡିଛି ।
!-->!-->!-->…
ହିନ୍ଦୋଳ ବ୍ଲକ କାର୍ଯ୍ୟାଳୟ ପାଲଟିଛି ଅସାମାଜିକଙ୍କ ଆଡ୍ଡା
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବ୍ଲକ ପରିସରରେ ବର୍ତ୍ତମାନ ଅଶାନ୍ତର ବାତାବରଣ ଦେଖା ଦେଉଛି ।କିଛି ନିର୍ଦ୍ଧିଷ୍ଟ ବ୍ୟକ୍ତି ଓ ଯୁବକମାନେ ଏଠାରେ ଦିନରାତି ଆଡ୍ଡା ଜମାଇ ରହୁଛନ୍ତି ଏବଂ ବ୍ଲକ ଅଧ୍ୟକ୍ଷାଙ୍କ ଅଫିସ ସମେତ ଆଖପାଖରେ ଦିନରାତି ଆଡ୍ଡା ଜମାଇ ରହିବା ସହ ମାଦ୍ୟପାନ ପାନର ଆସର କରି!-->…
ପୁଅ କୁ ଭେଟିବାକୁ ଆସିଥିଲେ ବିଦ୍ୟାଳୟ , ଦୁର୍ଘଟଣାରେ ଚାଲିଗଲା ଜୀବନ
କଙ୍କଡ଼ାହାଡ଼ ବ୍ଲକ ଅନ୍ତର୍ଗତ ବାଟଗାଁ ପଞ୍ଚାୟତ ର ଗଙ୍ଗାମୁଣ୍ଡା ଗାଁର ସୋମନାଥ ଟୁଡୁ, ସରାଙ୍ଗ ସ୍ଥିତ ଜବାହାର ନବୋଦୟ ବିଦ୍ୟାଳୟ କୁ ନିଜ ପୁଅ ରତନ ଟୁଡୁ ଙ୍କୁ ଆଜି ଭେଟିବାକୁ ଆସିଥିଲେ । ଭେଟି ସାରି ସେ ନିଜ ଘରକୁ ଯିବାକୁ ବାହାରିଥିବା ବେଳେ ବିଦ୍ୟାଳୟର ଗେଟ୍ ସମ୍ମୁଖରେ ଏକ ଅଜଣା ଗାଡ଼ି!-->…
ଢେଙ୍କାନାଳ ଜିଲ୍ଲାର ସମୁହ ଗ୍ରାହକ ସେବାକେନ୍ଦ୍ର ଜିଲ୍ଲାପାଳଙ୍କୁ ଦାବିପତ୍ର
ଢେଙ୍କାନାଳ ଜିଲ୍ଲାର ଆଠ ଗୋଟି ବ୍ଲକ ଅନ୍ତର୍ଗତ ୨୧୨ ଟି ଗ୍ରାମ ପଞ୍ଚାୟତରେ କାଯ୍ୟରତ ଷ୍ଟେଟ ବ୍ୟାଙ୍କ ଗ୍ରାହକ ସେବା କେନ୍ଦ୍ର ସ୍ଵତାଧିକାରୀ ସମେତେ ରାଜ୍ୟର ଅଲ ଓଡିଶା ଏସଵିଆଇ ସିଏସପି କିଓସ୍କ ଅପେରଟର ୟୁନିଅନ ର ରାଜ୍ୟ ସମ୍ପାଦକ ଅଞ୍ଜନ କୁମାର ପଣ୍ଡା, ରାଜ୍ୟ ଉପସଭାପତି ଗୋପବନ୍ଧୁ!-->…
କପିଳାସରେ ଯାତ୍ରୀଙ୍କୁ ସୁବିଧାକୁ ଗୁରୁତ୍ୱ ,ଗାଡି ପାର୍କିଂରେ ଆର୍ଥିକ ଶୋଷଣକୁ ରୋକିବାକୁ ପ୍ରୟାସ
ଢେଙ୍କାନାଳ ଜିଲ୍ଲା ପ୍ରସିଦ୍ଧ ଶୈବପୀଠ କପିଳାସରେ ଜଳାଭିଷେକ ପାଇଁ ଆସୁଥିବା ଶ୍ରଦ୍ଧାଳୁଙ୍କ ସୁବିଧା ସୁଯୋଗ ଏବଂ ଗାଡି ପାର୍କିଂରେ ଆର୍ଥିକ ଶୋଷଣକୁ ନେଇ ଆଲୋଚନା କରାଯାଇଛି । ଶ୍ରାବଣ ମାସରେ ପୀଠରେ ଭକ୍ତମାନଙ୍କ ଭଡି ଲାଗିରହିଛି । ଏହାର ସୁଯୋଗ ନେଇ ସେଠାରେ ଯାତ୍ରୀ ମାନଙ୍କ ଠାରୁ ଗାଡି!-->…
ନାଶିକ କାମ କରିବାକୁ ଯାଇ ଶ୍ରମିକ ନିଖୋଜ
ଢେଙ୍କାନାଳ ଜିଲ୍ଲା ସଦର ଥାନା ଓଡାପଡା ବ୍ଲକ କାଉଁରିଆପାଳ ଗ୍ରାମର ଜଣେ ବ୍ୟକ୍ତି ମହାରାଷ୍ଟ୍ରର ନାସିକକୁ କାମ କରିବାକୁ ଯାଇ ନିଖୋଜ ହୋଇଯାଇଥିବାର ଜଣାପଡିଛି ଏହାକୁ ନେଇ ତାଙ୍କ ପତ୍ନୀ ଜିଲ୍ଲା ଶ୍ରମ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିବାର ଜଣାପଡିଛି ।
କାଉଁରିଆପାଳ ଗ୍ରାମର ମମତା!-->!-->!-->…
ହିନ୍ଦୋଳରୋଡ ବଜାର ତରଫରୁ ଆନ୍ଦୋଳନ ଚେତାବନୀ
ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ହିନ୍ଦୋଳରୋଡ ବଜାର ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ ଏବଂ ବଜାର ମଧ୍ୟରେ ଡ୍ରେନ ନିର୍ମାଣ କାର୍ଯ୍ୟକୁ ନେଇ ହିନ୍ଦୋଳରୋଡ ବଜାର ବାସୀ ଆନ୍ଦୋଳନ ଚେତାବନୀ ଦେଇଥିଲେ। ଠିକାଦାର ବଜାର ମଧ୍ୟରେ ଡ୍ରେନ ନିର୍ମାଣ ପାଇଁ ରାସ୍ତାର ଦୁଇ ପାର୍ଶ୍ଵର ମାଟି ଖୋଳି!-->…