News
lipub
samparksetu

ଷ୍ଟେଟ ବ୍ୟାଙ୍କ ଯୋରନ୍ଦା ଶାଖା ତରଫରୁ ଗ୍ରାହକକୁ ସୁରକ୍ଷା ବୀମାରାଶି ପ୍ରଦାନ

ଢେଙ୍କାନାଳ ଯୋରନ୍ଦା ଷ୍ଟେଟବ୍ୟାଙ୍କ ପରିସରରେ ଏକ ଗ୍ରାହକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ସଚେତନତା ଶିବିରରେ ବ୍ୟାଙ୍କର ସମସ୍ତ କର୍ମଚାରୀ, ଗ୍ରାହକ ସେବା କେନ୍ଦ୍ରର ସ୍ୱତାଧିକାରୀ ମାନେ ,ସ୍ୱୟଂ ସହାୟକ ଗୋଷ୍ଠୀ, ସିରାପି ଓ ହିତାଧିକାରୀମାନଙ୍କୁ ଭାରତ ସରକାରଙ୍କ ବିଭିନ୍ନ

ଜେଲରେ ଅଧ୍ୟାପିକାଙ୍କ ଷାଠିଏ ଘଣ୍ଟା

ଜଗତସିଂହପୁର ସ୍ୱାମୀ ବିବେକାନନ୍ଦ ସ୍ୱୟଂ ଶାସିତ ସରକାରୀ କଲେଜର ଜଣେ ଅଧ୍ୟାପିକା ନିଜ ବୋହୁକୁ ତାୱା ଚେଙ୍କ ଦେଇ ଜେଲ ଯିବାର ଷାଠିଏ ଘଣ୍ଟା ରୁ ଅଧିକ ବିତି ଗଲାଣି । ଘଟଣାରୁ ଜଣାଯାଏ ଯେ , ଭୁବନ ଥାନା ଅନ୍ତର୍ଗତ ଲତାବିଲ ଅଂଚଳର ବିଜେପି ପୂର୍ବତନ ନଗର ସଭାପତି ଭାଗିରଥି ବେହେରା ଙ୍କ

ପୁଣି ଫେରିଲା ଦନ୍ତା ,ଆତଙ୍କରେ ଅଂଚଳ ବାସି

ପୁଣି ଫେରିଛି ଗୋଟିକିଆ ଦନ୍ତା ,ଯାହାକୁ ନେଇ ଆତଙ୍କିତ ଅବସ୍ଥାରେ ଅଂଚଳ ବାସି । ମଠତେନ୍ତୁଳିଆ ବରଦା ଷଡ଼ଙ୍ଗୀ ପୋରୁହଖୋଜ ଓ ଗଁ ଦିଆ ଗ୍ରାମ ପଂଚାୟତ ର ଅନେକ ଗ୍ରାମ ଯଥା ମଠତେନ୍ତୁଳିଆ ସୁରପ୍ରତାପ ରାଜକିଶୋରପୁର, ଇଲେଇଜଙ୍ଗ, ମୁଗପଦା, ଷଡ଼ଙ୍ଗୀ ବରଦା ,କୁସିଦା ଆଦି ଗ୍ରାମ ଗୁଡିକର ଜନସାଧାରଣ

ଜାତୀୟ ରାଜପଥର ଦୂରାବସ୍ଥା ନେଇ ଜନ ଅସନ୍ତୋଷ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଓଡ଼ାପଡ଼ାର ରସାସିଂହ ଠାରୁ କଣ୍ଟାବଣିଆ ପର୍ଯ୍ୟନ୍ତ ୫୫ ନଂ ଜାତୀୟ ରାଜପଥ ସଂମ୍ପସାରଣ କାର୍ଯ୍ୟରେ ଅହେତୁକ ବିଳମ୍ବ , ରାସ୍ତା ରେ ଥିବା ଖାଲଖମଣ କୁ ମରାମତି ନ କରିବା , ରାସ୍ତା ରେ ପ୍ରଚୁର ଧୁଳି ଉଡ଼ିବା, ଫଳରେ ଦୈନଦିନ ଦୃଘଟଣା

ଓଡ଼ିଶା ବାହାରେ ଗଡ଼ିଲା ଶ୍ରାବଣ ସ୍ପେସିଆଲ ଟ୍ରେନ, ଓଡ଼ିଶାରେ ସ୍ପେସିଆଲ ଟ୍ରେନ ନାମରେ ରେଳ କର୍ତ୍ତୃପକ୍ଷ ଙ୍କ ଶୋଷଣନିତୀ

ଶ୍ରାବଣ ମେଳାକୁ ଭୁଲିଗଲେ ପୂର୍ବତଟ ରେଳ କର୍ତ୍ତୃପକ୍ଷ ଜରୁରୀକାଳୀନ ସମୟରେ କଲେ ଏକାଧିକ ଟ୍ରେନ ବାତିଲ । ନାହିଁନଥିବା ହନ୍ତସନ୍ତ ହେଲେ ରେଳଯାତ୍ରୀ ଅନ୍ୟପଟେ ପାସେଞ୍ଜର ଟ୍ରେନ ଚାଳନା ସମୟରେ ରେଳ ଧାରଣା ମରାମତି କାର୍ଯ୍ୟ କରିବାରୁ ଦୀର୍ଘ ୧ ଘଣ୍ଟା ଭୁବନେଶ୍ୱର ଷ୍ଟେସନରେ ପଡି ରହିଲା ମେମୁ

ରୁଟି ପୋଡି ଯିବାରୁ ତାୱା ଚେଙ୍କ ଦେଇ ଜେଲ ଗଲେ ଅଧ୍ୟାପିକା

ସରକାରୀ କଲେଜ ଅଧ୍ୟାପିକା ବୋହୁକୁ ରୁଟି ପୋଡି ଯିବାରୁ ତାୱା ଚେଙ୍କ ଦେଇ ଜେଲ ଗଲେ । ଭୁବନ ଥାନା ଅନ୍ତର୍ଗତ ଲତାବିଲ ଅଂଚଳର ବିଜେପି ପୂର୍ବତନ ନଗର ସଭାପତି ଭାଗିରଥି ବେହେରା ଙ୍କ ଏକମାତ୍ର ଉଚ୍ଚ ଶିକ୍ଷିତା ଝିଅ ବୈଦିକ ରୀତିରେ ଜଗତସିଂହପୁର ଟାଉନ ରେ ବିବାହ କରିଥିଲେ ୨୦୨୨ ମସିହାରେ ବିବାହ

ତୁମ ବିନା

କୋଡିଏ ଫଗୁଣ ପରେତୁମ ଆଗମନେପୁଲକିତ ହେଲା ମନମଳୟ ପବନ ମତେସ୍ପର୍ଶ କରିଗଲାଛୁଇଁଗଲା ତନୁ ମନ । ବିନା ଶ୍ରାବଣରେ ମୋରମନ ଭିଜିଗଲାଜ୍ୟୋତ୍ସ୍ନାରେ ଜେବେ ଜନ୍ହଅମୀୟ କଥାରେ ତୁମେମନ କିଣିନେଲସତେ କିବା କୁହୁତାନ। ପ୍ରଥମ ଦେଖାରେମୋର ମନ ଚୋରି କଲହେଲ ମୋର ପ୍ରିୟତମସେହିଦିନ ଠାରୁଦେଖିନାହିଁ

ଥଣ୍ଡା ପାନୀୟରେ ନିଶାଦେଇ ଲୁଟ ଘଟଣା ,ଅଭିଯୁକ୍ତ ସହିତ ବ୍ୟବସାୟୀଙ୍କୁ ଗିରଫ କଲା ପୋଲିସ

ଢେଙ୍କାନାଳ ଟାଉନ ଥାନାର ଅନ୍ତର୍ଗତ ମୀନା ବଜାର ଗାନ୍ଧୀ ମନ୍ଦିର ରୋଡରେ ଥିବା ଏକ ଦୋକାନରୁ ଜଣେ ଅଜଣା ବ୍ୟକ୍ତି ଥଣ୍ଡା ପାନୀୟରେ ନିଶା ଦେଇ ସୁନା ଏବଂ ଟଙ୍କା ଲୁଟ ଘଟଣାରେ ପୋଲିସ ଅଭିଯୁକ୍ତ ଗିରଫ କରି କୋର୍ଟ ଚାଲାଣ କରିଥିବାର ଜଣାପଡିଛି । ଗତ ଗୁରୁବାର ସନ୍ଧ୍ୟା ପ୍ରାୟ ୭ଟା ସମୟରେ

ଢେଙ୍କାନାଳ ରେ ଓଡିଆରେ ନାମ ଫଳକ ବାଧ୍ୟତା ମୂଳକ ,ଖିଲାପ କାରୀଙ୍କୁ ୫ ହଜାର ଟଙ୍କା ଜରିମାନା

ଢେଙ୍କାନାଳ ଜିଲ୍ଲାରେ ଥିବା ଦୋକାନ ଓ ଭାଣିଜ୍ୟ ପ୍ରତିଷ୍ଠାନ ଗୁଡ଼ିକ ସେମାନଙ୍କର ନାମ ଫଳକ ଓଡ଼ିଆରେ ଲଗାଇବାକୁ ନେଇ ଏକ ବୈଠକ ଜିଲ୍ଲାପାଳ ସରୋଜ କୁମର ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଓଡିଆ ଭାଷାରେ ନାମ ଫଳକ ନଲେଖିଲେ ୫ ହଜାର ଟଙ୍କା ଜରିମାନା ଆଦାୟ କରାଯିବ ବୋଲି

ଅନ୍ୟର ଚାଳ ଘର ଫଟୋ ଉଠାଇ , ନିଜ ନାମରେ ଆବାସ କରିବା ଅଭିଯୋଗ

ହିନ୍ଦୋଳ ବ୍ଲକ ଜରଡା ଗ୍ରାମ ପଞ୍ଚାୟତ ଠେଙ୍ଗା ଗ୍ରାମରେ ଜଣେ ଯୋଗ୍ୟ ହିତାଧିକାରୀ ଅଞ୍ଜନା ମୁଦୁଲିଙ୍କ ଚାଳ ଘର ଦେଖାଇ ଓ ଫଟୋ ଉଠାଇ ଆବାସ ଗୃହ ନିଜ ନାମକୁ କରି ନେବା ପାଇଁ ଚେଷ୍ଟା କରିଥିଲେ ୮ନଂ ୱାର୍ଡ ମେମ୍ବର ଚିତ୍ତରଞ୍ଜନ ବେହେରା । ତାଙ୍କର ପକା ଘର ଥିବାରୁ ଜଣେ ଅସହାୟ ଗରିବର ଚାଳ ଘର
error: Content is protected !!