କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କଳା ବ୍ୟାଚ ପରିଧାନ
ନିଖିଳ ଓଡ଼ିଆ କାର୍ଯ୍ୟ ନିର୍ବାହୀ ଅଧିକାରୀ ସଙ୍ଘ ଓଡ଼ିଶାର ଡାକରା କ୍ରମେ ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକର ସମସ୍ତ ନିର୍ବାହୀ ଅଧିକାରୀ ଚାଳିତ ମାସ ୭ ତାରିଖରୁ ଆଗାମୀ ୧୭ ତାରିଖ ପର୍ଯ୍ୟନ୍ତ (ଅଗଷ୍ଟ ୧୫ ତାରିଖ ବ୍ୟତୀତ ) କଳା ବ୍ୟାଚ ପରିଧାନ ପୂର୍ବକ ସମସ୍ତ ୨୯ଟି ଗ୍ରାମପଞ୍ଚାୟତ ରେ!-->…
ଜିଏମ ଆଇରନ କାରଖାନାର ଠିକା ଶ୍ରମିକଙ୍କ ସନ୍ଦେହ ଜନକ ମୃତ୍ୟୁ
ପରଜଙ୍ଗ ଥାନା ଗେଙ୍ଗୁଟିଆ ପଞ୍ଚାୟତ କୁଲେଇ ଗ୍ରାମରେ ଥିବା ଜିଏମ ଆଇରନ ଆଣ୍ଡ ଷ୍ଟିଲ କାରଖାନା ର ଠିକା ଶ୍ରମିକଙ୍କ ସନ୍ଦେହ ଜନକ ମୃତ୍ୟୁ କୁ ନେଇ ମାମୁଁ ଓ ବଡ ଭାଇ ଆଣିଲେ ହତ୍ୟା ଅଭିଯୋଗ । ମୃତକ ଜଣକ ହେଉଛନ୍ତି ସୁନ୍ଦରଗଡ଼ ଜିଲ୍ଲା ଜକେଇକଳା ଗ୍ରାମର କବି ଦେହୁରୀ ଙ୍କ ସାନ ପୁଅ ପୁଷ୍ପକ ପପୁ!-->…
ପୋଲିଆ ଏବଂ ପାହାଚ ଭାଙ୍ଗିଦେଲେ ଠିକାଦାର , ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ
ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ବିଧାରପୁର ପଞ୍ଚାୟତ ଅନ୍ନପୁର ଗ୍ରାମ ନିକଟରେ ଥିବା ଏକ ପୋଲିଆ ଏବଂ ଗ୍ରାମବାସୀ ଗାଧୋଇବା ପାଇଁ ରହିଥିବା ପାହାଚକୁ ଠିକାଦାର ଭାଙ୍ଗି ଦେଇଥିବାର ଅଭିଯୋଗ ହୋଇଛି । ବାରମ୍ବାର ଅଭିଯୋଗ ସତ୍ୱେ ଠିକାଦାର ଶୁଣୁନଥିବାରୁ ବାଧ୍ୟହୋଇ ଗ୍ରାମବାସୀ ମାନେ!-->…
ଜାତୀୟ ସବ ଜୁନିଅର ଭଲିବଲ ପ୍ରତିଯୋଗିତାରେ ମୁକେଶଙ୍କ ବାଜିମାତ
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡର ପୁଅ ମୁକେଶ ଆଣି ଦେଇଛନ୍ତି ଢେଙ୍କାନାଳ ପାଇଁ ଆଣିଛନ୍ତି ଖୁସି ଖବର । ପାଇକ ପୁରୁଣାକୁଟ ପଂଚାୟତର ଅବସର ପ୍ରାପ୍ତ ସୈନିକ ଛବି ପ୍ରଧାନଙ୍କ ପୁଅ ମୁକେଶ(୧୫) ପିଲାଟି ଦିନରୁ କ୍ରୀଡ଼ାପ୍ରେମୀ ଏବଂ ଭଲିବଲ ଖେଳପ୍ରତି ଥିବା ଅହେତୁକ ଆଗ୍ରହ ପାଇଁ ସେ ଆଜି!-->…
ଦୃଢ଼ ମନୋବଳ ଆଗରେ ହାର ମାନିଛି ଭିନ୍ନକ୍ଷମତା,ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଡାକ୍ତରୀ ପାଠ ପଢିଲେ ଅଶ୍ରୁମୋଚନ
ଦୃଢ ମନୋବଳ ଆଗରେ ହାର ମାନିଛି ଭିନ୍ନକ୍ଷମତା । ସେହି ଦୃଢ଼ ମନୋବଳ ଓ ଇଛାଶକ୍ତି ବଳରେ ସଫଳତା ପାଇ ଡାକ୍ତରୀ ପାଠ ପଢିଛନ୍ତି ଭିନ୍ନକ୍ଷମ ଛାତ୍ର ଅଶ୍ରୁମୋଚନ । ଅଶ୍ରୁମୋଚନ ନାୟକ ଜନ୍ମରୁ ଜଣେ ଭିନ୍ନକ୍ଷମ । ତାଙ୍କ ବାପାଙ୍କ ନାମ ବିଜୟ କୁମାର ନାୟକ ଓ ମାତାଙ୍କ ନାମ ବିରଞ୍ଜିନି ନାୟକ ।!-->…
ନାବାଳିକାର ସନ୍ଦେହ ଜନକ ମୃତ୍ୟୁ
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡରେ ଜଣେ ନାବାଳିକାର ମୃତଦେହ ସନ୍ଦେହ ଜନକ ଅବସ୍ଥାରେ ହିନ୍ଦୋଳ ଥାନା ପୋଲିସ ଉଦ୍ଧାର କରିଛି । ଖବରରୁ ପ୍ରକାଶ ହିନ୍ଦୋଳ ଥାନା ଅନ୍ତର୍ଗତ ବାଉଁଶପୋଖରୀ ପଂଚାୟତ ନୂଆକୁଟ ଗ୍ରାମର କୁନା ନାଏକଙ୍କ ଝିଅ ବର୍ଷା ନାଏକ ନିଜ ମାମୁଁ ଘର ଗୋପାଳପୁରରେ ରୁହନ୍ତି!-->!-->!-->…
ବନ୍ଧନୂଆଗାଁ ପ୍ରାଥମିକ ବିଦ୍ୟାଳୟ ଖୋଲିବା ଦାବି
ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ବନ୍ଧ ନୂଆଗାଁ ପ୍ରଥମିକ ବିଦ୍ୟାଳୟ ଖୋଲିବା ଦାବି କରି ଶତାଧିକ ଅଭିଭାବକଙ୍କ ସହିତ ଛାତ୍ରଛାତ୍ରୀ ମାନେ ଢେଙ୍କାନାଳ-ଯୋରନ୍ଦା ରାସ୍ତା ଅବରୋଧ କରିଥିଲେ । ବନ୍ଧ ନୂଆଗାଁରେ ଦୀର୍ଘଦିନ ହେବ ଏକ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟ କରୁଥିବା ବେଳେ ସରକାରଙ୍କ ତରଫରୁ!-->…
ଘର ଖଣ୍ଡେ ପାଇଁ ଅସହାୟ ମହିଳା ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ
ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ବେଲଟିକିରି ପଞ୍ଚାୟତ ବନ୍ଧ ନୁଆଗାଁ ଦୁର୍ଗାପ୍ରସାଦ ରଗଡା ସାହିର ଜନୈକା ଅସହାୟ ମହିଳା ଆବାସ ଯୋଜନାରେ ଘର ଖଣ୍ଡେ ପାଇଁ ସ୍ଥାନୀୟ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପାଳଙ୍କ ଠାରୁ ନିରାସ ହେବା ପରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇଥିବା ଜଣାପଡିଛି!-->…
ନାଳରେ ଭାସିଯାଇ ପ୍ରାଣ ହରାଇଲେ ଜଣେ ଚାଷୀ
ଲଗାଣ ବର୍ଷାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଏଥିରେ ଭାସିଯାଇ ଜଣେ ଚାଷୀଙ୍କର ମୃତ୍ୟୁ ଘତିଥିବା ଜଣାପଡିଛି ।
ଗଁଦିଆ ବ୍ଲକ ଲେଥକା ପଞ୍ଚୟାତ ରିଆ ଗାଁରେ ଯୁଗଳ ହେବେରା (୬୪) ନାଳରେ ଗାଧୋଉଥିବା ବେଳେ ଭାସିଯାଇ ମୃତ୍ୟୁବରଣ କରିଛନ୍ତି । ଗତ କାଲିଠାରୁ ନିଖୋଜ ଥିବା ବେଳେ ୫!-->!-->!-->…
ଗାଁ କୁ ମାଡିଲା ବ୍ରାହ୍ମଣୀ ପାଣି ,କଙ୍କା ଓ ଗୋରଡା ପାଳ ଗାଁ ବାହ୍ୟ ଜଗତରୁ ବିଛିନ୍ନ
ବର୍ଷା ଆସିଲେ ଭୟ ମାଡି ଆସେ ,ଏହି ଘଟଣା ଏବେକାର ନୁହେଁ ବରଂ ପୁରୁଷ ପୁରୁଷ ଧରି ଚାଲିଛି ।ସବୁ ବର୍ଷ ଭଳି ଚଳିତ ଲଗାଣ ବର୍ଷା ରେ ବେହାଲ ହୋଇଯାଇଛି କଙ୍କା ଗ୍ରାମ। ଢ଼େଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ କଙ୍କା ଗ୍ରାମ। ଗ୍ରାମ ଟି ବ୍ରାହ୍ମଣୀ ନଦୀ କୂଳରେ ଅବସ୍ଥିତ ତେଣୁ ଯେତେବେଳେ!-->…