News
lipub
samparksetu

ଯାତ୍ରା ସମୟରେ ମଧ୍ୟ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ବ୍ୟବସ୍ଥା ; ମିଳିଲାନି ଆମ୍ବୁଲାନ୍ସ, ବାଇକ୍ ରେ ବୁହା ହେଲେ ଗୁରୁତର

ଢେଙ୍କାନାଳ ଜିଲ୍ଲା ବାସୀ ଙ୍କ ବଡ଼ ଦୁର୍ଦ୍ଦଶା ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ବ୍ୟବସ୍ଥା, କେତେବେଳେ ଡାକ୍ତର ନାହାନ୍ତି ତ ,କେତେବେଳେ ଭୁଲ ରିପୋର୍ଟ କେତେବେଳେ ଲିଫ୍ଟ କାମ କରୁନି ତ, କେତେବେଳେ ମେଡିକାଲ ଯିବାକୁ ବାଟ ମଧ୍ୟ ମିଳୁନି । ଏଭଳି ବିଭିନ୍ନ ସମୟରେ ବିଭିନ୍ନ ସ୍ୱାସ୍ଥ୍ୟ ଜନିତ

ବିଚାରଧୀନ କଏଦୀଙ୍କ ମୃତ୍ୟୁ ଘଟଣା ,ଶବ ରଖି ୫୫ ନମ୍ବର ଜାତୀୟ ରାଜପଥ ଅବରୋଧ

ଢେଙ୍କାନାଳ ଜେଲରେ ଜଣେ ବିଚାରଧୀନ କଏଦୀଙ୍କୁ ପିଟିପିଟି ମାରିଦେଇଥିବାର ପରିବାର ଲୋକ ଅଭିଯୋଗ କରିଛନ୍ତି ।ଏହାକୁ ନେଇ କ୍ଷତିପୂରଣ ଦାବିରେ ପରିବାର ଲୋକ ସ୍ଥାନୀୟ ବାସିନ୍ଦା ଆଜି ହରିପୁର ଠାରେ ୫୫ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ । ସଦର ଥାନା ବେଶାଳିଆ ଗ୍ରାମର ଅଥାନୀ ଦେହୁରୀ(୪୨)

ବହୁ ଚର୍ଚ୍ଚିତ ଠିକାଦାର କାହ୍ନୁ ସାହୁ ଗୁଳି କାଣ୍ଡ ର ପରଦାଫାସ୍ , ଚାନ୍ଦା ବଟୀ ପାଇଁ ହୋଇଥିଲା ଗୁଳି କାଣ୍ଡ

ବହୁ ଚର୍ଚ୍ଚିତ ଠିକାଦାର କାହ୍ନୁ ସାହୁ ଗୁଳି କାଣ୍ଡ ର ପରଦାଫାସ୍ , ଚାନ୍ଦା ବଟୀ ପାଇଁ ହୋଇଥିଲା ଗୁଳି କାଣ୍ଡ। ୪ ଅଭିଯୁକ୍ତ ସହ ଗୋଟିଏ ଦେଶୀ ବନ୍ଧୁକବସହ ଚାରି ରାଉଣ୍ଡ ଗୁଳି ଓ ଚାରୋଟି ଫୋନ୍ ଜବତ ହୋଇଥିବା ପ୍ରେସମିଟ୍ ରେ ଏସପି ଦେଲେ ସୂଚନା । ଢେ଼ଙ୍କାନାଳ ଜିଲ୍ଲା ତଥା

ହାତୀ ଆକ୍ରମଣରେ ମହିଳା ମୃତ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡରେ ହାତୀ ଆକ୍ରମଣରେ ପୁଣି ଜଣେ ମହିଳା ମୃତ୍ୟୁବରଣ କରିଛନ୍ତି ଖବରରୁ ପ୍ରକାଶ ,ଗତକାଲି ରାତି ଏଗାରଟା ସମୟରେ ହିନ୍ଦୋଳ ବନାଞ୍ଚଳ ରେଞ୍ଜର କନ୍ତାମିଲା ପଂଚାୟତର ପାଣ୍ଡଵ ସାହୁଙ୍କ ପତ୍ନୀ ଇନ୍ଦୁମତୀ ସାହୁ କୌଣସି କାରଣପାଇଁ ତାଙ୍କ ଘରୁ ବାହାରକୁ

ଜେଲରେ ବିଚାରଧୀନ କଏଦିଙ୍କ ମୃତ୍ୟୁ,ପିଟି ପିଟି ମାରିଦେଇଥିବା ଅଭିଯୋଗ

ଢ଼େଙ୍କାନାଳ ଜେଲରେ ବିଚାରଧୀନ କଏଦିଙ୍କ ମୃତ୍ୟୁ ଘଟିଛି ।ମୃତକ ହେଲେ ସଦର ଥାନା ବେଶାଳିଆ ଗ୍ରାମର ଅଥାନି ଦେହୁରୀ(୪୨) । ତାଙ୍କୁ ଗତ ରବିବାର ଦିନ ଚୋରା ମଦ ବ୍ୟବସାୟ କେଶରେ ଅବକାରୀ ବିଭାଗ ଗିରଫ କରିଥିଲା। ତାଙ୍କ ବେଲ ନାମଞ୍ଜୁର ହେବାରୁ ତାଙ୍କୁ ଜେଲକୁ ପଠାଇ ଦିଆଯାଇଥିଲା। ଦେହ

ଢେଙ୍କାନାଳ ରଥଯାତ୍ରାରେ ଅଘଟଣ, ଅଂଶୁଘାତରେ ପ୍ରାଣ ହରାଇଲେ ବୃଦ୍ଧ !

ଢେଙ୍କାନାଳ ରଥଟଣା ବେଳେ ଅଘଟଣ, ଅଂଶୁଘାତ ରେ ବୃଦ୍ଧଙ୍କ ମୃତ୍ୟୁ । ସୂଚନା ଅନୁଯାୟୀ ଜଗନ୍ନାଥ ଦର୍ଶନ କରିବାକୁ ମୁକ୍ତାଦେଇପୁର ଶାସନ ଅଞ୍ଚଳର ନିରୋଦ କୁମାର ରଥ (୭୨) ଏବଂ ତାଙ୍କ ପତ୍ନୀ ଆସିଥିଲେ । ହେଲେ ରଥଟଣା ସମୟରେ ହଠାତ ନିରୋଦ ପଡି ଯାଇଥିଲେ ଫଳରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା

ଯୁବକ ଙ୍କ ପେଟରେ ପଶିଗଲା ତୀର

ଯୁବକ ଙ୍କ ପେଟ ରେ ପଶିଗଲା ତୀର , ଗୁରୁତର ଅବସ୍ଥା ରେ ମେଡିକାଲ ରେ ହେଲେ ଭର୍ତ୍ତି । ଯୁବକ ଜଣକ ହେଲେ ପରଜଙ୍ଗ ଥାନା ଜାମୁନାଳୀ ଗାଁ ର ଲୋକନାଥ ପିଙ୍ଗୁଆ । ସୂଚନା ଅନୁଯାୟୀ, ଲୋକନାଥ ସୋମବାର ସନ୍ଧ୍ୟା ସମୟରେ ଶୌଚ ହୋଇ ଗାଁ ନିକଟ ଜୋର ରୁ ଘରକୁ ଫେରୁଥିଲେ l ସେହି ସମୟରେ ଗାଁ ର କିଛି

ମେଣ୍ଟେନାନ୍ସ ପାଇଁ ଗ୍ରୀଷ୍ମ ସମୟରେ ୭ଘଣ୍ଟା ଦୈନିକ ହୋଇଥିଲା ବିଦ୍ୟୁତ କାଟ, ଏବେ ବର୍ଷା ହେଲା ମାତ୍ରେ ବିଦ୍ୟୁତ ର…

ଗ୍ରୀଷ୍ମ ସମୟରେ ମେଣ୍ଟେନାନ୍ସ ଏବଂ ଭିତ୍ତିଭୂମି ବିକାଶ ପାଇଁ ସକାଳ ୯ ରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ କାଟ ହୋଇଥିବା ବେଳେ ରବିବାର ର କାଳବୈଶାଖୀ ସବୁ ଧୂଳିସାତ କରିଦେଇଛି । କାଳବୈଶାଖୀ ପରେ ପ୍ରବଳ ପଵନ ହେତୁ ବିଜୁଳି କଟିଥିଲା ହେଲେ

ରଘୁନାଥ ମନ୍ଦିର ରୁ ଚୋରି

ଭୁବନ ଥାନା ବାଲିବୋ ଗ୍ରାମ ର ରଘୁନାଥ ମନ୍ଦିର ରୁ ତାଲା ଭାଙ୍ଗି ଚୋରି ହୋଇଛି ଗତ କାଲି ଅର୍ଥାତ ଶୁକ୍ରବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଚୋରି କରି ନେଇଛି । ବାଲିବୋ ସ୍ଥିତ ଦେବୋତ୍ତର ବିଭାଗ ଅଧିନରେ ଥିବା ରଘୁନାଥ ଜୀଉ ମନ୍ଦିରରୁ ସାତ ଟି ରୂପା ମୁକୁଟ ଚୋରି ହୋଇଛି ବୋଲି

ବଜ୍ରାଘାତ ରେ ଜଣେ ମୃତ ,ଚାରିଜଣ ଆହତ

ଆଜି ଅପରାହ୍ନ ରେ ଦେଓଗାଁ ଡାଗରାପଲ୍ଲୀ ରେ ବର୍ଷା ସମୟରେବଜ୍ରାଘାତ ହେତୁ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ଜଣ ଆହତ ହୋଇଛନ୍ତି । ମୃତକ ହେଲେ ଡାଗରାପଲ୍ଲୀ ର ଜଗଦା ଦେହୁରୀ ଏବଂ ଆହତ ମାନେ ହେଲେ ଗୌରାଙ୍ଗ ଦେହୁରୀ , ସରତ ଦେହୁରୀ , ଜିତେନ୍ଦ୍ର ବେହେରା ଓ ପାତିଆ ବେହେରା । ସୂଚନା ଅନୁଯାୟୀ
error: Content is protected !!