News
lipub
samparksetu

ତହସିଲଦାର ଓ ଆରଆଇଙ୍କୁ ମରଣାନ୍ତକ ଆକ୍ରମଣ !

ତହସିଲଦାର ଓ ଆରଆଇଙ୍କୁ ମରଣାନ୍ତକ ଆକ୍ରମଣ ।ଏହିଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଅଞ୍ଚଳରେ।ତହସିଲଦାର ଓ ଆରଆଇଙ୍କୁ ମୋରମ ମାଫିଆ ମରଣାନ୍ତକ ଆକ୍ରମଣ କରାଯାଇଥିବା ସୂଚନା । ପରଜଙ୍ଗ ପଥରଖମ୍ବ ଗ୍ରାମ ନିକଟରେ ଏକ ସରକାରୀ ଜମିରୁ ମୋରମ ଖୋଳା ହେଉଥିବା ବେଳ

ଅଜଣା ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ ଜୀବନ

ଢେଙ୍କାନାଳ ଜିଲ୍ଲା ୫୩ନଂ ଜାତୀୟ ରାଜପଥ ଓଭରବ୍ରିଜ୍ ଉପରେ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳାଙ୍କ ପରିଚୟ ମିଳିପାରିନାହିଁ । ଶୁକ୍ରବାର ଭୋର ସମୟରେ ମହିଳା ଜଣଙ୍କ ଓଭରବ୍ରିଜ୍ ଉପର ଦେଇ ଚାଲି ଚାଲି ଯାଉଥିବା ବେଳେ କୌଣସି ଏକ ଅଜଣା ଗାଡି ତାଙ୍କୁ ଧକ୍କା

ବିଜେପି ମହିମା ମଣ୍ଡଳ ଜୋରନ୍ଦା କାର୍ଯ୍ୟକାରିଣୀ ବୈଠକ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ମହିମାଗାଦି ଅନ୍ତର୍ଗତ ବିଜେପି ମହିମା ମଣ୍ଡଳ ଜୋରନ୍ଦା ତରଫରୁ ସଭାପତି ପ୍ରତ୍ୟୁଷ ହରି ପ୍ରଧାନ ତତ୍ୱାବଧନାରେ ରେ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇ ଯାଇଅଛି । ଏହି ବୈଠକରେ ବିଷ୍ଣୁ ପ୍ରସାଦ ଲେଙ୍କା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଶାଳ ମହା

ବଜ୍ରପାତରେ ୧୩ ମେଣ୍ଢା ଙ୍କ ଚାଲିଗଲା ଜୀବନ

ବଜ୍ରପାତରେ ଚାଲିଗଲା ୧୩ ମେଣ୍ଢାଙ୍କ ଜୀବନ । ଢେଙ୍କାନାଳ କାଇମାଟି ଆଛନ୍ଦ ଗାଁର ବିପିନ ବିହାରୀ ବେହେରାଙ୍କର ୧୩ଟି ମେଣ୍ଢା ମରିଥିବା ଜଣାଯାଇଛି। ଆଜିର କାଳବୈଶାଖୀ ବର୍ଷା ବେଳେ ବଜ୍ରପାତ ଘଟି ଏପରି ଅଘଟଣ ଘଟିଛି । ଶ୍ରୀ ବେହେରାଙ୍କର ପ୍ରାୟ ୭୦ଟି ମେଣ୍ଢା ରହିଛି। ଆଜି ସକାଳୁ ବିଲକୁ

ହାତୀ ଆକ୍ରମଣରେ ୨ ମୃତ

ହିନ୍ଦୋଳ ବନାଞ୍ଚଳରେ ବୁଧବାର ହାତୀ ଆକ୍ରମଣରେ ୨ଜଣଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ରାସୋଳ ଥାନା ଅନ୍ତର୍ଗତ କୁତୁଣୀଆ ପଞ୍ଚାୟତ ଖରିଡାଳି ଗାଁର ମାୟାଧର ସାହୁଙ୍କ ସ୍ତ୍ରୀ ଫୁଲ ସାହୁ ଓ ଭିଙ୍ଗିରା ଗାଁର ରୁଷିଆ ନାୟକ । ସୂଚନା ଅନୁଯାୟୀ, ଫୁଲ ନିଜ ଘର ପଛ ପାର୍ଶ୍ୱକୁ ଆମ୍ବଗଛ ରୁ ଆମ୍ବ

ସାବାର୍ଡ ହେଉଛନ୍ତି ଅସାମାଜିକ ବ୍ୟକ୍ତି, ସାଧା ପୋଷାକରେ ଆରକ୍ଷୀ ଅଧିକ୍ଷକଙ୍କ ଚଢ଼ାଉ ।

ନା ବାଜୁଛି ସାଇରନ ନା ଜଳୁଛି ବତୀ ନା କୌଣସି ଫୋର୍ସ ନା ଅଛି ବର୍ଦି । ସଞ୍ଜ ନଇଁଲେ ନିଜେ ସାଇକଲ ରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରୁଛନ୍ତି ଆରକ୍ଷୀ ଅଧିକ୍ଷକ । ଏହା କୋୖଣସି ଫିଲ୍ମ ର କାହାଣୀ ନୁହେଁ ବରଂ ଆମେ କହୁଚୁ ଢେଙ୍କାନାଳ ଜିଲ୍ଲାକୁ ଆସିଥିବା ନୂତନ ଆରକ୍ଷୀ ଅଧିକ୍ଷକ

ପୋଖରୀ ରେ ବୁଡ଼ି ଯୁବକ ମୃତ

ପୌରପାଞ୍ଚଳର ଜୟ ଗୋପାଳ ସାହି ରେ ଥିବା ଗୋପାଳ ସାଗାର ପୋଖରୀରେ ବୁଡି ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ ସ୍ଥାନୀୟ ରଗଡି ସାହିର ଅଶ୍ୱୁନୀ ବାରିକ ବୋଲି ଜଣାଯାଇଛି । ସେ ସବୁଦିନ ଏହି ପୋଖରୀକୁ ଗାଧୋଇବାକୁ ଆସିଥାନ୍ତି । ଆଜି ମଧ୍ୟ ଗାଧୋଇବାକୁ ଆସି ବୁଡିଯାଇଥିବା ଅନୁମାନ

ଦୁଇ ଗୋଡ ସହିତ କିଡନୀ ଖରାପ , ତଥାପି ମିଳୁନାହିଁ ସରକାରୀ ସହାୟତା

ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ବାଇପାସରେ ରହୁଥିବା ଜନୈକ ବ୍ୟକ୍ତି ଏକ ଦୁର୍ଘଟଣାରେ ଦୁଇ ଗୋଡ ହରାଇଥିବା ବେଳେ ତାଙ୍କର କିଡନୀ ମଧ୍ୟ ନଷ୍ଟ ହୋଇଯାଇଛି । ଏହା ପରେ ମଧ୍ୟ ତାଙ୍କୁ ସରକାରୀସହାୟତା କିମ୍ବା ଟ୍ରାଇ ସାଇକେଲ ଟିଏ ମିଳି ପାରୁନଥିବାର ଜଣାପଡିଛି । ସରକାରଙ୍କ ତରଫରୁ ଅସହାୟ

ଶିକ୍ଷାଗତ ଯୋଗ୍ୟତା ଆଧାରରେ ଦରମା ସମୀକରଣ ଦାବି,ଅମଲା ମାନଙ୍କ କଳାବ୍ୟାଚ ପରିଧାନ

ଢେଙ୍କାନାଳ ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ ଜିଲ୍ଲା ଶାଖା ତରଫରୁ ରାଜ୍ୟ ସଙ୍ଘର ଆହ୍ୱାନରେ ଶିକ୍ଷାଗତ ଯୋଗ୍ୟତା ଆଧାରରେ ଦରମା ସମୀକରଣ ଦାବି କରି ଜିଲ୍ଲାର ଥିବା ସମସ୍ତ ଅମଲା ମାନେ କଳାବ୍ୟାଚ ପରିଧାନ କରିବା ସହିତ ଜୁନ ଏକ ତାରିଖରୁ ଦାବି ପୂରଣ ନହେଲେ ସମୂହ ଛୁଟିରେ ଯିବାକୁ ଚେତାବନୀ

ରଥଯାତ୍ରା ପାଇଁ ହିନ୍ଦୋଳରେ ପ୍ରସ୍ତୁତି ବୈଠକ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡରେ ହେବାକୁ ଥିବା ପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ହିନ୍ଦୋଳ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଶିବାନନ୍ଦ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ତହସିଲଦାରଙ୍କ ସମ୍ମିଳନୀ କକ୍ଷରେ ଅପରାହ୍ନ ୧୨ଘଣ୍ଟାରେ ଏହି ବୈଠକ
error: Content is protected !!