ପରିବେଶ ବିଷାକ୍ତ କରୁଛି ପାଉଁଶ ଗୁଣ୍ଡ
ଭୀଷଣ ଖରା ସାଙ୍ଗକୁ ପାଉଁଶ କଷ୍ଟ । ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ବଳଦିଆବନ୍ଧ ଗାଁ ୫୫ନଂ ଜାତୀୟ ରାଜପଥ କଡ଼ରେ ଅବସ୍ଥିତ, ସାମାନ୍ୟ ଟିକେ ପବନ ହେଲେ ଆଖପାଖ ଅଞ୍ଚଳରେ ସୃଷ୍ଟି ହେଉଛି କୁହୁଡ଼ି ଭ୍ରମ।
ଏହାର କାରଣ ହେଉଛି ରାତି ଅଧିଆ ଘରୋଇ କମ୍ପାନୀର ଆବର୍ଜନା ଓ ବିଷାକ୍ତ ପାଉଁଶ!-->!-->!-->…
ପ୍ଲାଣ୍ଟ ଭିତରେ ଚାଲିଗଲା କାର୍ଯ୍ୟରତ ଶ୍ରମିକ ଙ୍କ ଜୀବନ
ଢେଙ୍କାନାଳ ଜିଲ୍ଲାର ଓଡାପଡା ବ୍ଲକ ଅଧିନସ୍ଥ ମୋଟଙ୍ଗା ଥାନା ଅନ୍ତର୍ଗତ ଥିବା ଖଡଗପ୍ରସାଦ ନବ ଭାରତ ପ୍ଲାଣ୍ଟ ଭିତରେ ଜଣେ କାର୍ଯ୍ୟରତ ଶ୍ରମିକଙ୍କର ମୃତୁ ଘଟିଛି। ମୃତକ ହେଉଛନ୍ତି ମେରାମଣ୍ଡଳୀ ସ୍ଥିତ ନନ୍ଦିନୀ କଲୋନୀର ମାଧବ ବେହେରା ।
ସୂଚନା ଅନୁଯାୟୀ , ପ୍ଲାଣ୍ଟ ଭିତରେ ଶ୍ରମିକଙ୍କୁ!-->!-->!-->…
ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଜଣେ ଗିରଫ
ଗଁଦିଆ ଅଂଚଳରେ ଜଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ପୋଲିସ ଜଣକୁ ଗିରଫ କରିଛି ।ପୋଲିସ ସୂଚନା ଅନୁଯାୟୀ ,ପୋରୁହଖୋଜ ଗ୍ରାମପଂଚାୟତ ଅଧିନ ବଣିଆପଡ଼ା ଗ୍ରାମ (କଲଣସାହି)ର ଜଣେ ୬ବର୍ଷର ନାବାଳିକା ୧୯ତାରିଖ ଦିନ ଅପରାହ୍ନରେ ଉକ୍ତ ସାହି ପାଖରେ ଥିବା ପୋଖରୀରୁ ନିଜ ଭାଇ ସହିତ ନିଜର ଘରକୁ!-->…
ବିଦ୍ୟୁତ ପ୍ରକଳ୍ପ ନିମନ୍ତେ ଇଡକୋର ଜମି ଅଧିଗ୍ରହଣ , ନାଳ ୨ପାର୍ଶ୍ଵରେ ପାଚେରୀ ନିର୍ମାଣକୁ ନେଇ ଅସନ୍ତୋଷ
ଢେଙ୍କାନାଳ ଜିଲ୍ଲା ଗଁଦିଆ ନେଉଳପୋଇ ଠାରେ ପ୍ରସ୍ତାବିତ ସେସକ କମ୍ପାନୀ ଜମିରେ ନୂତନ ପ୍ରକଳ୍ପ ହେବାକୁ ଯାଉଛି । କିନ୍ତୁ ସେସକ କମ୍ପାନୀକୁ ଜମି ଦେଇ ନିଜର କ୍ଷତିପୂରଣ ପାଇନଥିବା ପ୍ରଜାମାନେ ନାଳ ପାର୍ଶ୍ଵରୁ ପାଚେରୀ ହଟାଇବା ସହିତ ଆମ୍ବ ବଗିଚାକୁ ଯାତାୟତ କରିବା ସହିତ ସେମାନଙ୍କୁ!-->…
ଉପଭୋକ୍ତା ଓ ବିଦ୍ୟୁତ କର୍ମଚାରୀ ଧସ୍ତାଧସ୍ତି , ଥାନାରେ ମାମଲା
ଭୁବନ ଥାନା ଅନ୍ତର୍ଗତ ମାର୍ଥାପୁର ପଞ୍ଚାୟତ ର ଗୋବିନ୍ଦପୁର ଗ୍ରାମରେ ମିଟର ଟାମ୍ପରିଙ୍ଗ ଅଭିଯୋଗ ନେଇ ଜଣେ ଆଧ୍ୟାପକ ଓ ବିଦ୍ୟୁତ କର୍ମଚାରୀ ମଧ୍ୟରେ ହୋଇଛି ଧସ୍ତାଧସ୍ତି । ଏନେଇ ଭୁବନ ଥାନାରେ ବିଦ୍ୟୁତ ବିଭାଗ ର କର୍ମଚାରୀ ଅରୁଣ ପ୍ରଧାନ ଓ ରଶ୍ମିତା ପ୍ରଧାନ ଙ୍କ ଅଭିଯୋଗ କ୍ରମେ ଏକ କେସ!-->…
କନ୍ତୋଲ ରେ ଜମି ହଡ଼ପକୁ ନେଇ ତହସିଲ ଅଫିସ ଘେରାଉ ଚେତାଵନୀ
କାନ୍ତୋଲ ଗ୍ରାମବାସୀଙ୍କ ଯାତ୍ରା ପଡ଼ିଆ ୧୨୯ ଡେସିମିଲ୍ ଯାଗାକୁ ଚଚଂକତା କରି ଲୁଟି ନେଲେ ତହସିଲ କର୍ମଚାରୀ । ଜିଲ୍ଲାପାଳଙ୍କ ନିକଟରେ ଗ୍ରାମବାସୀଙ୍କ ଅଭିଯୋଗର ୬ ଦିନ ଵିତିଯାଇଥିଲ ମଧ୍ୟ କୈ।ଣସି ପଦକ୍ଷେପ ନହେବାରୁ ଗ୍ରାମବାସୀ ହେଲେ ମେଳି । ପଟ୍ଟା ଖାରଜ ନହେଲେ ପୀଠ ସ୍ଥଳୀରେ ବୋହିବ!-->…
ବୁଲେଟ ଓ ସ୍ୱିପ୍ଟ କାର ମୁହଁ।ମୁହିଁ ଧକ୍କାରେ ଯୁବକଙ୍କ ଚାଲିଗଲା ଜୀବନ
ଢେଙ୍କାନାଳ ଗଜମରା ନିକଟରେ ବୁଲେଟ ଓ ସ୍ୱିପ୍ଟ କାର ମୁହଁ।ମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ହେଲେ ବୋରାପଦା ର ଭାଗ୍ୟସାଗର ମହାପାତ୍ର ।
ସୂଚନା ଅନୁଯାୟୀ , ଗୁରୁବାର ରାତିରେ ଭାଗ୍ୟସାଗର ଏବଂ ତାଙ୍କର ୨ଜଣ ସାଙ୍ଗ ବୁଲେଟ ଯୋଗେ!-->!-->!-->…
ଚୋର ସନ୍ଦେହରେ ରାତିରେ ଘରୁ ଉଠାଇ ନେଇ ପିଟିପିଟି କଲେ ହତ୍ୟା
ଚୋର ସନ୍ଦେହରେ ରାତିରେ ଘରୁ ଉଠାଇ ନେଲେ ,ପରେ କଲେ ହତ୍ୟା। ଢେଙ୍କାନାଳ ସଦର ଥାନା ଡେଙ୍ଗବୋରେଇ ଗ୍ରାମରେ ଚୋରି ଘଟଣାକୁ ନେଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳର ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣଙ୍କ ସଦର ଥାନା ଅନ୍ତର୍ଗତ ଡେଙ୍ଗ ବୋରେଇ ଗ୍ରାମର ଅକ୍ଷୟ ପଣ୍ଡା ଓ ଆହତ ହୋଇଥିବା ଯୁବକ!-->…
ଗ୍ରୀଡ ଲାଇନ୍ ଚାର୍ଜ ପାଇଁ ଗଁଦିଆ ଜନସାଧାରଣ ଙ୍କ ଦାବି
ଟିକେ ପବନ ହେଲେ , ଗଁଦିଆ ରେ ବିଦୁତ୍ କାଟ ଯୋଗୁଁ ନାହିଁ ନଥିବା ହଇରାଣ ହେଉଛନ୍ତି ଗଁଦିଆ ବାସୀ । ଗ୍ରୀଡ କାର୍ଯ୍ୟ ଦୁଇ ବର୍ଷ ହେଲା ସରିଥିଲେ ମଧ୍ୟ , ଦୁଇ କିଲୋମିଟର ଲିଙ୍କ ଅଭାବ ଯୋଗୁଁ ବିଦ୍ୟୁତ ସରବରାହ ହୋଇ ପାରୁନାହିଁ।
ଏଣୁ ତୁରନ୍ତ ଲିଙ୍କ୍ କାର୍ଯ୍ୟ ଶେଷ କରାଯାଇ ଗ୍ରୀଡ ରୁ!-->!-->!-->…
ହାତୀ ଆକ୍ରମଣରେ ଜଣେ ମୃତ
ଗଁଦିଆ ବ୍ଲକ ଅନ୍ତର୍ଗତ ଚନ୍ଦ୍ରଶେଖରପୁର ଗ୍ରାମର ସନାତନ ସାମଲଙ୍କର ପୁଅ କହ୍ନେଇ ସାମଲ( ୪୮) ଆଜି କାଜୁବଗିଚାକୁକାଜୁ ମଞ୍ଜି ତୋଳିବାକୁ ଯାଉଥିବା ସମୟରେ ନଳଗଜି ତଇଲା ଠାରେ ଏକ ଦନ୍ତାହାତୀ ହାବୁଡ଼ରେ ପଡିଯାଇଥିଲେ । ତାଙ୍କୁ ଦନ୍ତା କଚାଡି ମାରିଦେଇଥିବା ବେଳେ ।
ଖବର ପାଇ କପିଳାଶ!-->!-->!-->!-->!-->…