News
lipub
samparksetu

ନିତ୍ୟାନନ୍ଦପୁର ହତ୍ୟାକାଣ୍ଡରେ ସମ୍ପୃକ୍ତ ମଧ୍ୟରୁ ୬ଜଣ କୋର୍ଟ ଚାଲାଣ

ନିହଲପ୍ରସାଦ ଥାନା ଅନ୍ତର୍ଗତ ନିତ୍ୟାନନ୍ଦପୁର ଗ୍ରାମରେ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ମାନଙ୍କ ମଧ୍ୟରୁ ସ୍ଥାନୀୟ ପୋଲିସ ୬ଜଣଙ୍କୁ କୋର୍ଟ ଚାଲାଣ କରିଛି । ସୂଚନା ଥାଉକି , ଗତ ଏପ୍ରିଲ ମାସରେ ଏକ ବୋରେୱଲ ଖନନକୁ ନେଇ ଦୁଇ ଗୋଷ୍ଠି ମଧ୍ୟରେ ସଂଘର୍ଷ ଘଟିଥିଲା ।ଏଥିରେ

କାଳ ବୈଶାଖୀର ତାଣ୍ଡବରେ ଉଡ଼ିଲା ଦୋକାନ କ୍ୟାବିନ , ଜଣେ ଆହତ

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କଣ୍ଟାପାଳ ପଞ୍ଚାୟତ ଅନ୍ତର୍ଗତ ଗୋତମରା ଛକ ନିକଟରେ କାଳ ବୈଶାଖୀର ତାଣ୍ଡବରେ ନିର୍ମଳ ସିଂହଙ୍କ ଦୋକାନ କ୍ୟାବିନ ଗୃହଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି। ନିର୍ମଳ ସିଂହ ସେହି କ୍ୟାବିନ ରେ ସାଇକେଲ ମରାମତି କରି ନିଜ ପରିବାର ପ୍ରତି ପୋଷଣ କରିବା ସହିତ

ନିୟମ ଉଲଘଂନ କରି ଘାଟରେ ବେଧଡ଼କ ଡଙ୍ଗା ଚାଲିବା ଘଟଣା , ଖବର ପ୍ରସାରଣ ପରେ ଡ଼ଙ୍ଗା ଜବତ

ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଓଡ଼ପଡ଼ା ବ୍ଲକ ରେ ଖଡକ ପ୍ରାସାଦ ପଞ୍ଚାୟତର ଡଙ୍ଗା ଘାଟ ଓ ଚିନ୍ତା ପୋଖରୀ ପଞ୍ଚାୟତର ଅନେକ ଘାଟରେ ନିୟମ ଉଲଘଂନ କରି ଡ଼ଙ୍ଗା ଚାଲିଥିବା ଦେଖିବାକୁ ମିଲିଥିଲା। ଯାହା ଢେଙ୍କାନାଳ ଅପଡେଟ ରେ ଗତ ୪ଦିନ ତଳେ ପ୍ରସାରିତ ହୋଇଥିଲା । ତେବେ ଖବର ପ୍ରସାରଣ ପରେ ତପ୍ତର

ମାଟ୍ରିକ ରେ ରହିଲା ୯୦% , ହେଲେ ଦୁନିଆରେ ନାହାନ୍ତି ସ୍ୱାତୀ

ମ‌ାଟ୍ରିକ୍‌ ପରୀକ୍ଷାରେ ନିଜ ସଫଳତା ଦେଖିବାକୁ ରହିଲେନି। ଟାର୍ଗେଟ୍‌ ରଖିଥିଲେ, ଏଥର ମାଟ୍ରିକ୍‌ ପରୀକ୍ଷାରେ ୯୦ପ୍ରତିଶତ ମାର୍କ ନିହାତି ହାସଲ କରିବେ। ସେହି ଅନୁସାରେ ନିଷ୍ଠାର ସହିତ ପରିଶ୍ରମ ବି କରିଥିଲେ। ପରିଶ୍ରମ ଅନୁସାରେ, ସ୍ବପ୍ନ ତାଙ୍କର ଆଜି ସାକାର ହୋଇଛି। ହେଲେ, ନିଜର ଏହି

ମାଟ୍ରିକ ପରୀକ୍ଷାରେ ଜିଲ୍ଲାରେ ପାସ ହାର ୯୫.୩୧% , ରାମେଶ୍ୱରୀ ମାଟ୍ରିକ ଜିଲ୍ଲା ଟପ୍ପର

ଢେଙ୍କାନାଳ ଜିଲ୍ଲାରେ ଚଳତି ବର୍ଷ ମାଟ୍ରିକ ପରୀକ୍ଷାରେ ପାସ ହାର ୯୫.୩୧ ପ୍ରତିଶତ ରହିଥିବାର ଜଣାପଡିଛି । ମୋଟ ୧୫ ହଜାର ୯୭୬ଜଣ ଛାତ୍ରଛାତ୍ରୀ ଙ୍କ ମଧ୍ୟରୁ ୧୫ ହଜାର ୨୨୭ ଜଣ ପାସ କରିଥିବାର ଜଣାପଡ଼ିଛି । ଢେଙ୍କାନାଳ ଜିଲ୍ଲାରେ ୨୬୮ଟି ବିଦ୍ୟାଳୟର ୧୫ ହଜାର ୮୯୭୬ ଜଣ ଛାତ୍ରଛାତ୍ରୀ

ମାଟ୍ରିକ ପରୀକ୍ଷାରେ ରେ ଭୁବନ ବ୍ଲକ ଟପ୍ପର ହେଲେ ଚନ୍ଦନ

ଚଳିତ ବର୍ଷ ପ୍ରକାଶ ପାଇଥିବା ମାଟ୍ରିକ ପରୀକ୍ଷା ରେ ଭୁବନ ବ୍ଲକ ଅନ୍ତର୍ଗତ ଶ୍ରୀ ମା ଅରବିନ୍ଦ ସରକାରୀ ଉଚ୍ଚ ବିଦ୍ୟାଳୟ ର ଛାତ୍ର ଚନ୍ଦନ ସାହୁ ଶତକଡା ୯୫ ପ୍ରତିଶତ ରୁ ଅଧିକ ନମ୍ବର ରଖି ଭୁବନ ବ୍ଲକ ଟପ୍ପର ହୋଇଥିବା ଜଣାପଡିଛି । ଚନ୍ଦନ ଭବିଷ୍ୟତରେ ଆଇ ଆଇ ଟି ରେ ପାଠ ପଢିବାକୁ ଆଗ୍ରହ

ଝିଅ ଘରକୁ ସାବିତ୍ରୀ ଭାର ନେଇ ଯାଉଥିବା ବେଳେ ଘଟିଲା ଦୁର୍ଘଟଣା

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ମହୁଲି ଗାଁ ନିକଟରେ ଘଟିଛି ଅଟୋ ଦୁର୍ଘଟଣା । ଦୁର୍ଘଟଣାରେ ଅଟୋ ଚାଳକ ସମେତ ୨ଗୁରୁତର ଆହତ । ସୂଚନା ଅନୁଯାୟୀ, ବାରୁଆଁ ଗାଁର ପଞ୍ଚୁ ନାୟକଙ୍କ ପରିବାର ବାଙ୍ଗୁର ଗାଁକୁ ସାବିତ୍ରୀ ଭାର ନେଇ ଯାଉଥିଲେ ।ମହୁଲି ନିକଟରେ ଅଟୋଟି ଭାରସ୍ୟାମ ହରାଇ ଏକ

କଳା ପଲସର ଆତଙ୍କ , ମହିଳାଙ୍କ ଠାରୁ ଲୁଟିନେଲେ ୪୦ ହଜାର ଟଙ୍କା

ବ୍ୟାଙ୍କରୁ ଟଙ୍କା ଉଠାଇବା ଫେରୁଥିବାବେଳେ, ଅଧା ବାଟରୁ ଗୋଟିଏ କଳାରଙ୍ଗର ପଲସର ବାଇକରେ ଆସି ଟଙ୍କା ବ୍ୟାଗଟି ଛଡାଇନେଇ ଫେରାର ହୋଇଗଲେ ୩ ଦୁର୍ବୃତ୍ତ । ଲୁଟର ଶିକାର ହୋଇଥିବା ମହିଳା ଜଣଙ୍କ ହେଲେ କଙ୍କଡାହାଡ ଥାନା ରହଣି ଗ୍ରାମର ସିତା ବାରିକ। ସୂଚନା ମୁତାବକ ଆଜି ଦିନ ପ୍ରାୟ ୧୨ଟା

ହାତୀ ଆକ୍ରମଣରେ ବୃଦ୍ଧ ଗୁରୁତର

ଢେଙ୍କାନାଳ ଜିଲ୍ଲା ସଦର ରେଞ୍ଜ କାଉଁରିଆପାଳ ଜଣେ ବୃଦ୍ଧା ହାତୀ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି । ବୃଦ୍ଧ ହେଲେ କାଉଁରିଆପାଳ ର ଦୁଃଶାସନ ସ୍ୱାଇଁ(୬୦) । ସୂଚନା ଅନୁଯାୟୀ , ଆଜି ସକାଳୁ ଗାଁ ପାଖ ଜଙ୍ଗଲକୁ ଦୁଃଶାସନ ଜାଳେଣି କାଠ ସଂଗ୍ରହ ପାଇଁ ଯାଇଥିବା ବେଳେ ତାଙ୍କୁ ହାତୀ ଆକ୍ରମଣ
error: Content is protected !!