ଶହୀଦ ଦେବାଶିଷଙ୍କ ପାଇଁ ଶ୍ରଦ୍ଧାଞ୍ଜଳି
ଗୋଟିଏ ମାଆର,କୋଳ ଶୂନ୍ୟ କରି,ଦେବାଶିଷ ତୁମେ ଚାଲିଗଲ,ଭାରତ ମାତାର, ସୁଯୋଗ୍ୟ ସନ୍ତାନ,ଦେଶ ପାଇଁ ନାମ ରଖିଗଲ।ଜାମ୍ମୁ କାଶ୍ମୀରର,ପୁଞ୍ଚ ଅଞ୍ଚଳରେ,ଆତଙ୍କବାଦୀ ଙ୍କ ବର୍ବରତା,ପାଞ୍ଚ ଜବାନଙ୍କ,ପ୍ରାଣ ଚାଲିଗଲା,ଦେଶବ୍ୟାପୀ ଏକ ଶୋକବାର୍ତ୍ତା।
ସତ୍ୟବାଦୀ ମାଟି, ଖଣ୍ଡାୟତ ସାହି,ଧନ୍ୟ ହୋଇଗଲା!-->!-->!-->…
ପ୍ରାଣୀ ବିଜ୍ଞାନ ବିଭାଗର ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା
ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ମହିମା ମହାବିଦ୍ୟାଳୟ ପରିସରରେ ପ୍ରାଣୀ ବିଜ୍ଞାନ ବିଭାଗ ତରଫରୁ ଶେଷ ବର୍ଷର ଛାତ୍ରଛାତ୍ରୀ ନିମନ୍ତେ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଅଛି ।
ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ଶ୍ରୀ ଜିତେନ୍ଦ୍ରିୟ ଶତପଥୀଙ୍କ ପୌରହିତ୍ୟରେ ଅନୁଷ୍ଠିତ!-->!-->!-->…
ପୃଥିବୀ ଦିବସରେ ପକ୍ଷୀ ସୁରକ୍ଷା ବାର୍ତ୍ତା ଦେଲେ ଶୁଭ୍ରାଂଶୁ
ପୃଥିବୀ ଦିବସ , ପୃଥିବୀ ବା ଧରିତ୍ରୀ ମାତାକୁ ସୁରକ୍ଷା ଦେବା ପାଇଁ ପ୍ରତିବର୍ଷ ଏପ୍ରିଲ୍ ୨୨ ତାରିଖଟିକୁ ପୃଥିବୀ ଦିବସ ଭାବେ ପାଳନ କରାଯାଇଥାଏ । ଜୈବ ମଣ୍ଡଳ ସୁରକ୍ଷା, ପ୍ଲାଷ୍ଟିକ୍ର ବ୍ୟବହାର ବନ୍ଦ କରିବା ସହ ଶବ୍ଦ ଏବଂ ବାୟୁ ପ୍ରଦୂଷଣ କମ୍ କରିବା ଓ ଗଛ ଲଗାଇବାକୁ ଏହି ଦିବସ!-->…
ଜନତା ମହାବିଦ୍ୟାଳୟ ରେ ଇତିହାସ ସମ୍ମାନ ବିଭାଗ ଶେଷ ବର୍ଷ ଛାତ୍ରଛାତ୍ରୀ ଙ୍କୁ ସମ୍ୱର୍ଦ୍ଧନା
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡ ସାତମାଇଲ ସ୍ଥିତ ଜନତା ମହାବିଦ୍ୟାଳୟ ଇତିହାସ ବିଭାଗର ତରଫରୁ ଶେଷ ବର୍ଷ ଇତିହାସ ସମ୍ମାନ ବିଭାଗର ଛାତ୍ର ଛାତ୍ରୀ ମାନଙ୍କୁ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଇତିହାସ ବିଭାଗର ମୁଖ୍ୟ ତଥା ମହାବିଦ୍ୟାଳୟ ର ଅଧ୍ୟକ୍ଷ ମହେଶ୍ୱର ପଟ୍ଟନାୟକ!-->…
ଜୀବେ ନିଷ୍ଠୁରତା ନିରୋଧ ସଚେତନତା ଶିବିର
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡରେ ବ୍ଲକ ସ୍ତରୀୟ ଜୀବେ ନିଷ୍ଠୁରତା ନିରୋଧ ଓ ବେଆଇନ ପ୍ରାଣୀ ଚାଲାଣ ନିରାକରଣ ସମ୍ବଦ୍ଧୀୟ ଏକ ସଚେତନତା ଶିବିର ବ୍ଲକ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି। ହିନ୍ଦୋଳ ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ତପନ କୁମାର ବେହେରା ଙ୍କ ଅଧ୍ୟକ୍ଷତା ରେ!-->…
ଗର୍ଭବତୀ ମହିଳାଙ୍କୁ ହତ୍ୟା ଘଟଣା, ୭ବର୍ଷ ପରେ ସାଲିଆ ସାହିରୁ ଅଭିଯୁକ୍ତ ଗିରଫ
ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ସରଦେଇପୁର ଗ୍ରାମରେ ଜନୈକା ଗର୍ଭବତୀ ମହିଳାଙ୍କୁ ଟାଙ୍ଗିଆରେ ହାତ୍ୟା କରିବା ଘଟଣାର ୭ ବର୍ଷ ପରେ ପୋଲିସ ଅଭିଯୁକ୍ତକୁ ଭୁବନେଶ୍ୱର ସାଲିଆ ସାହିରୁ ଗିରଫ କରି କୋର୍ଟ ଚାଲାଣ କରିଥିବାର ଜଣାପଡିଛି ।
ଗତ ୨୦୧୬ ମସିହା ଜୁନ ୧୪ ତାରିଖ ରଜସଂକ୍ରାନ୍ତି ଦିନ!-->!-->!-->…
ଉଦ୍ଭିଦ ବିଜ୍ଞାନ ବିଭାଗ ର ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା
ଗଁଦିଆ ବ୍ଲକ ମହିମାଗାଦି ସ୍ଥିତ ମହିମା ମହାବିଦ୍ୟାଳୟ ପରିସରରେ ଉଦ୍ଭିଦ ବିଜ୍ଞାନ ବିଭାଗ ତରଫ ରୁ ଶେଷ ବର୍ଷ ର ଛାତ୍ର ଛାତ୍ରୀ ନିମନ୍ତେ ଚଳିତ ବର୍ଷର ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଯାଇଅଛି ମହାବିଦ୍ୟାଳୟ ର ଅଧକ୍ଷ ଡ. ସଦାନନ୍ଦ ମିଶ୍ର ଙ୍କ ଅଧ୍ୟକ୍ଷତା ରେ!-->!-->!-->…
ରୋଟାରୀ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣରଙ୍କ ଢେଙ୍କାନାଳ ଗସ୍ତ
ରୋଟାରୀ ଜିଲ୍ଲା ୩୨୬୨ର ଗଭର୍ଣ୍ଣର ରୋଟାରିଆନ୍ ପ୍ରଭୁଦତ ସୁବୁଧି ଗତକାଲି ଅପରାହ୍ନରେ ଢେଙ୍କାନାଳ ରୋଟାରୀ କ୍ଲବ୍ ଦ୍ୱାରା ବିଭିନ୍ନ ସେବାମୂଳକ କାର୍ଯ୍ୟକ୍ରମର ସମୀକ୍ଷା ନିମନ୍ତେ ଢେଙ୍କାନାଳ ଗସ୍ତ କରିଥିଲେ । ଅପରାହ୍ନ ୫ ଘଟିକା ସମୟେ ସ୍ଥାନୀୟ ହୋଟେଲ୍ ଆର୍.କେ.ରେଜେନ୍ସି ସମ୍ମିଳନୀ!-->!-->!-->…
ଆରଆଇଙ୍କ କଳା କାରନାମା, ଜାଲ ଦସ୍ତଖତ କରି ଗିରଫ
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ତହସିଲରେ ରାଜସ୍ୱ ନିରୀକ୍ଷକ ଭାବରେ କାର୍ଯ୍ୟ କରୁଥିବା ଜଣେ ବ୍ୟକ୍ତି ଜିଲ୍ଲାପାଳଙ୍କ ଦସ୍ତଖତକୁ ନିଜ ସିସିଆର ପୁସ୍ତକ ଜାଲକରି ଗିରଫ ହୋଇଥିବାର ଜଣାପଡିଛି ।
କାମାକ୍ଷାନଗର ତହସିଲ ଅଧୀନରେ କାର୍ଯ୍ୟ କରୁଥିବା ରାଜସ୍ୱ ନିରୀକ୍ଷଣକ ବିଶ୍ୱନାଥ ପ୍ରଧାନ ଗତ!-->!-->!-->…
ଗ୍ରୀଷ୍ମ ପ୍ରବାହରେ ଦାଉ ସାଜିଛି ଟାଟା ପାୱାର
ବର୍ତ୍ତମାନ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଆଶାତିତ ବୃଦ୍ଧି ପାଇଥିବା ବେଳେ ସମଗ୍ର ଜିଲ୍ଲା ରେ ଉତ୍ତାପ ପାଖାପାଖି ୪୦ଡିଗ୍ରୀ ଟପିଲାଣି ଯାହା ଫଳରେ ଅଗ୍ନିବର୍ଷା ପରି ପରିବେଶ ସୃଷ୍ଟି ହୋଇଛି । ସକାଳ ୮ରୁ ଆରମ୍ଭ ହୋଇଯାଉଛି ନାହିଁ ନଥିବା ଗରମ ଦିନ ୧୦ ପରେ ଘରୁ ବାହାରକୁ ବାହାରିବା ସମ୍ଭବପର!-->…