News
lipub
samparksetu

ଜବରଦଖଲ ଉଚ୍ଛେଦ କୁ ବିରୋଧ !

ପୌରପାଳିକା ପକ୍ଷରୁ ଆଜି ଜୁଆଙ୍ଗ ସାହିରେ ଜବରଦଖଲ ଉଚ୍ଛେଦ ହୋଇଛି । ଯାହାକୁ ବସ୍ତି ବାସିନ୍ଦା ପ୍ରବଳ ବିରୋଧ କରିବାରୁ ଉଚ୍ଛେଦ ପ୍ରକ୍ରିୟା ସ୍ଥଗିତ ରହିଛି । ପରେ ବସ୍ତି ବାସିନ୍ଦା ଜିଲ୍ଲାପାଳ ଏବଂ ସଦର ବିଧାୟକଙ୍କୁ ଭେଟି ଉଚ୍ଛେଦ ନକରିବା ପାଇଁ ଗୁହାରି କରିଛନ୍ତି । ସୂଚନା ଅନୁଯାୟୀ ,

ଖବର ପ୍ରସାରଣ ର ୨୪ ଘଣ୍ଟା ମଧ୍ୟରେ କାର୍ଯ୍ୟକାରୀ ହେଲା ଅଚଳ ସୋଲାର ପମ୍ପ

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଳକ କାଇଁସିରି ଗ୍ରାମରେ ସୋଲାର ପାନୀୟ ଜଳ ପମ୍ପଟି ଦୀର୍ଘଦିନ ହେବ ଅଚଳ ହୋଇ ପଡିଥିଲା ଯାହା ଫଳରେ ଗ୍ରାମବାସୀ ମାନେ ପାନୀୟ ଜଳପାଇଁ ଅସୁଵିଧାର ସମ୍ମୁଖୀନ ହେଉଥିଲେ । କାଇଁସିରି ଗ୍ରାମରେ ବଜରଙ୍ଗୀ ଯୁବ ସଙ୍ଗଠନ ସଦସ୍ୟ ମାନଙ୍କ ଅଭିଯୋଗ ଅନୁସାରେ କ୍ଲବ ନିକଟରେ

ଧାର ଟଙ୍କା ମାଗିବାରୁ ଠେଙ୍ଗା ରେ ମାଡ଼ !

ଧାର ଟଙ୍କାକୁ ନେଇ ଗଣ୍ଡଗୋଳ, ଠେଙ୍ଗା ପାହାର ମାଡ଼ ରେ ଯୁବକ ଗୁରୁତର , ଭୁବନ ଥାନାରେ ଅଭିଯୋଗ । ସୂଚନା ଅନୁଯାୟୀ, ଭୁବନ ଥାନା କୀର୍ତନପୁର ଗ୍ରାମର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସ୍ବର୍ଗତ ରବୀନ୍ଦ୍ର କୁମାର ଧୀର ଙ୍କୁ ଏକମାତ୍ର ପୁଅ ଜ୍ୟୋତି ରଞ୍ଜନ ଧୀର (୩୧) ଜିରାଳ ଗ୍ରାମ ରୁ ଆସି

ସଡ଼କ ଦୁର୍ଘଟଣା ରେ ଯୁବକ ମୃତ, ଦୁଇ ଗୁରୁତର

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡ ସାତମାଇଲ ଛକରେ କାର ଦୁର୍ଘଟଣାରେ ଜଣେ ଶୋଚନୀୟ ଭାବରେ ମୃତ୍ୟୁବରଣ କରିଥିବା ବେଳେ ୨ଜଣ ଗୁରତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ , ହିନ୍ଦୋଳ ଥାନା ଅନ୍ତର୍ଗତ ସତମାଇଲ ଛକ ନିକଟରେ ଆଜି ଅପରାହ୍ନ ୫ଟା ସମୟରେ ଏକ କାର ଭାରସାମ୍ୟ ହରାଇ ଏକ ଗଛ ରେ ବାଡେଇ

ଜନସାଧାରଣଙ୍କ ଗମନାଗମନକୁ ଦୃଷ୍ଟିରେ ରଖି କଲେଜ ବାଇପାସ ରୁ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଜବର ଦଖଲ ହଟାଇବାକୁ ନିର୍ଦ୍ଦେଶ…

କଲେଜ ବାଇପାସ ରୁ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ରାସ୍ତା ନିର୍ମାଣର ଅନୁଧ୍ୟାନ କରିବା ସହ ଯାତ୍ରୀଙ୍କ ଗମନାଗମନ ନିମନ୍ତେ କୌଣସି ବାଧା କିଭଳି ନ ଉପୁଜେ ଏନେଇ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ଙ୍କ ତତ୍ୱାବଧାନ ରେ ଏକ ସ୍ୱତନ୍ତ୍ର ଟିମ୍ ଗତକାଲି ଅପରାହ୍ନରେ ପରିଦର୍ଶନ କରିଛନ୍ତି । ସହରର

ମହିମା ମହାବିଦ୍ୟାଳୟରେ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା

ଢେଙ୍କାନାଳ ଜିଲା ଯୋରନ୍ଦା ମହିମା ମହାବିଦ୍ୟାଳୟରେ ଶିକ୍ଷା ବିଭାଗ ତରଫରୁ ଚଳିତବର୍ଷର ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଯାଇଛି । ଶିକ୍ଷାବିଭାଗର ବରିଷ୍ଠ ପ୍ରାଧ୍ୟାପକ ତଥା ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ସଦାନନ୍ଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମରେ ନବାଗତ ଭାଗେ ଯୋଗ

ଅଗ୍ନିକାଣ୍ଡରେ ଜଳିଗଲା ଦୁଇ ବଖରା ଚାଳ ଘର

କଙ୍କଡାହାଡ଼ ବ୍ଲକ କଙ୍କଡାହାଡ଼ ବ୍ଲକ କଣ୍ଟାପାଳ ପଞ୍ଚାୟତ ଅନ୍ତର୍ଗତ କଣ୍ଟାପାଳ କଲୋନୀ-୧ ରେ ଆଜି ଅପରାହ୍ନ ୨.୩୦ ରେ ଅଗ୍ନିକାଣ୍ଡରେ ଗ୍ରାମର ବୁଧୁରାମ ମାରାଣ୍ଡୀଙ୍କ ଦୁଇ ବଖରା ଚାଳ ଘର,ନଡା ଭାଡ଼ି,ପାଳ ଭାଡ଼ି ଅଗ୍ନିକାଣ୍ଡରେ ସମ୍ପୂର୍ଣ୍ଣ ପୋଡି ଯାଇଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ

ଓଡିଶା ସ୍କିଲ କନକ୍ଲେଭ ପାଇଁ ୪୨ଜଣ ସଦସ୍ୟଙ୍କ ଭୁବନେଶ୍ୱର ଯାତ୍ରା

ଢେଙ୍କାନାଳ ଜିଲ୍ଲାର ବର୍ଗର ୪୨ ଜଣ ସଦସ୍ୟଙ୍କୁ ନେଇ ଓଡିଶା ସ୍କିଲ କନକ୍ଲେଭରେ ଯୋଗଦେବାକୁ ଭୁବନେଶ୍ୱର ଯାତ୍ରା କରିଥିବାର ଜଣାପଡିଛି । ବୁଧବାର ଦିନ ଜିଲ୍ଲାରର ୧୦ଜଣ ଛାତ୍ରଛାତ୍ରୀ ,୧୦ଜଣ ଆଇଟିଆଇ ଓ ପଲିଟେକନିକ ଛାତ୍ରଛାତ୍ରୀ ,୧୦ଜଣ ଶିକ୍ଷକ,ଶିକ୍ଷୟିତ୍ରୀ ,୨ ଜଣ ଓଏସଡିଏ ପିଏଲଟିପି ରୋଲ

କାଇଁସିରି ଗ୍ରାମରେ ସୋଲାର ପମ୍ପ ଅଚଳ

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଳକ କାଇଁସିରି ଗ୍ରାମରେ ସୋଲାର ପାନୀୟ ଜଳ ପମ୍ପଟି ଦୀର୍ଘଦିନ ହେବ ଅଚଳ ହୋଇ ପଡିବାରୁ ଗ୍ରାମବାସୀ ମାନେ ପାନୀୟ ଜଳପାଇଁ ଅସୁଵିଧାର ସମ୍ମୁଖୀନ ହେଉଛନ୍ତି । କାଇଁସିରି ଗ୍ରାମରେ ବଜରଙ୍ଗୀ ଯୁବ ସଙ୍ଗଠନ ସଦସ୍ୟ ମାନଙ୍କ ଅଭିଯୋଗ ଅନୁସାରେ କ୍ଲବ ନିକଟରେ ଥିବା ସୋଲାର

ତା’ ଧୂଳି ପରଶେ

ମାଆ ମାଟି ମୋର ମନ୍ଦିର ସମାନଜୀବନଠୁ ପ୍ରିୟତମତା' ଧୂଳି ପରଶେ ହୃଦୟ ସରସେଫୁଟି ଉଠେ ପ୍ରୀତି ପଦ୍ମ ll ଅତି ଆପଣାର ଧୂଳି ମାଟି ତା'ରମଥାରେ ଦେଇ ମୁଁ ବୋଳିଶତ ଜନମର ପୁଣ୍ୟତା ପ୍ରାପ୍ତିରେଆନନ୍ଦେ ଖେଳଇ ଦୋଳି ll ତା ଗିରି, କନ୍ଦର,ତଟିନୀ,ନିର୍ଝରସବୁଜ ବନାନୀ ଶୋଭାରଖିଛି ସାଇତି ତା'
error: Content is protected !!