News
lipub
samparksetu

ଭୁଜାଲିରେ ଆକ୍ରମଣ କରି ଲୁଟ !

୫୩ ନଂ ଜାତୀୟ ରାଜପଥ ଉପରେ ଭୁଜାଲି ରେ ହାଣି ଜଣେ ଖୁଚୁରା ବେପାରୀ ଙ୍କ ଠାରୁ ଲୁଟ ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ଖବର ନେବାରେ ଜଣାଯାଏ କି ,ଭୁବନ ଥାନା ବାଉଁଶକଣ ଗ୍ରାମର ଜ୍ଞାନେନ୍ଦ୍ର ରଥ ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଖଣି ଅଞ୍ଚଳ ରେ ତାଙ୍କର ଖୁଚୁରା ବେପାର ସାରି ବାକି ଟଙ୍କା

୬ମାସ ପରେ ମିଳିଲା ନିଖୋଜ ବ୍ୟକ୍ତି ଙ୍କ କଙ୍କାଳ,ବାନ୍ୟଜନ୍ତୁ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ…

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡର ପରଜଙ୍ଗ ଥାନା ବାଲିପଶି ଗାଁ ରେ ଅଭାବନୀୟ ଘଟଣା। ୬ମାସ ପରେ ମିଳିଲା ନିଖୋଜ ବ୍ୟକ୍ତି ଙ୍କ କଙ୍କାଳ। ସୂଚନା ମୁତାବକ ବାରାହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ତାଙ୍କର ମୃତ୍ୟୁ ହୋଇଥିଲା , ମୃତ୍ୟୁ ପରେ ପ୍ରମାଣ ନଷ୍ଟ

ବନ୍ଧ୍ୟାକରଣ ଅପରେସନ ପରେ ବାରଣ୍ଡାରେ ଗଡିଲେ ରୋଗୀ

ରାଜ୍ୟରେ ସ୍ବାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନିରନ୍ତର ପ୍ରୟାସ ଯାରି ରଖିଛନ୍ତି। ଏପରିକି ସ୍ବାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ପାଇଁ ରାଜ୍ୟ ସରକାର ୫ଟି ରେ ମଧ୍ୟ ସାମିଲ କରିଛନ୍ତି। ଏଥିରେ ସ୍ବାସ୍ଥ୍ୟବିଭାଗ ମେଡିକାଲ ଗୁଡିକର ଭିତିଭୂମି ସଯାଡିବା ସହ ଉନ୍ନତ

ସ୍ୱପ୍ନରେ ମୋ ଜଗନ୍ନାଥ

ବର୍ଣ୍ଣ ଶ୍ୟାମଳ ହେଲେ ବି ମୁଖ ମଣ୍ଡଳରେ ଅସାଧାରଣ କାନ୍ତି ଓ ମୃଦୁ ହସଧାରୀ ଭଦ୍ରବ୍ୟକ୍ତି ଜଣଙ୍କ ଆସି ରଙ୍କନିଧି ବାବୁଙ୍କ ସାମ୍ନାରେ ଠିଆ ହୋଇ ପଚାରିଲେ କୁଆଡ଼େ ବାହାରିଲ ବନ୍ଧୁ।ହଠାତ ଚମକି ପଡ଼ିଲେ ରଂକନିଧି ବାବୁ ।ତାଙ୍କ ସାମ୍ନାରେ ଯିଏ ଠିଆ ହୋଇଛନ୍ତି,ସେ ଯେ ଜଣେ ଅସାଧାରଣ ବ୍ୟକ୍ତିତ୍ୱ

ମନରେଗାରେ ଶ୍ରମିକ ବଦଳରେ ରାତିରେ ଜେସିପି କରୁଛି ଶ୍ରମିକ କାମ

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ଚାନ୍ଦପୁର ପଂଚାୟତରେ ଗୋଟିଏ ପରେ ଗୋଟିଏ ମେସିନ ଲଗେଇ ଠିକାଦାର କାମ କରୁଛି!ଜବ କାର୍ଡଧାରୀ ଶ୍ରମିକ କାମ ନ ପାଇଁ ଘରେ ବସିଥିବା ଅଭିଯୋଗ ହେଉଛି । ଜବକାର୍ଡ ଧାରୀଙ୍କ ପାଇଁ ସରକାର ମନରେଗା ଯୋଜନା କରିଥିଲେ ସୁଦ୍ଧା ଜବକାର୍ଡ ଶ୍ରମିକ ବଞ୍ଚିତ

ଦାବି ପୂରଣ ନ ହେଲେ ପୂର୍ବତନ ସୈନିକ ସଂଘର ଆନ୍ଦୋଳନ ଚେତାବନୀ

ଢେଙ୍କାନାଳ ପୂର୍ବତନ ସୈନିକ ସଂଘ ପକ୍ଷରୁ ସହରସ୍ଥିତ ଲେଖକ ସଂସଦ ଭବନ ଠାରେ ସୋମବାର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭାପତି କୈଳାସଚନ୍ଦ୍ର ରାଉତଙ୍କ ସଭାପତିତ୍ୱରେ କାର୍ଯ୍ୟକାରିଣୀ ସଦସ୍ୟମାନଙ୍କ ଉପସ୍ଥିତିରେ ଏହି ବୈଠକରେ ସଂଘର ଦାବି ପୂରଣ ନହେବା ପର୍ଯ୍ୟନ୍ତ ରାଜ୍ୟ ଓ ଦେଶବ୍ୟାପୀ

ଭୁବନ ଅଞ୍ଚଳର ବିକାଶ ରେ ବାଧକ ସାଜୁଛି ଜବରଦଖଲ

ଢେଙ୍କାନାଳ ଜିଲ୍ଲା ଭୂବନ ବିଜ୍ଞାପିତଅଞ୍ଚଳ ବର୍ତ୍ତମାନର ନଗରପାଳ ଶୁଭେନ୍ଦୁ କୁମାର ସାହଙ୍କ ତତ୍ତ୍ଵାବଧାନରେ ବିକାଶ ମୂଳକ କାର୍ଯ୍ୟ ଆଗେଇବାରେ ବୁଦ୍ଧେଶ୍ବର ମନ୍ଦିର ନିକଟସ୍ତ ସାତ ଏକର ଜମି ଜବରଦଖଲ ମୁକ୍ତ କରିବାରେ ମାଇଲ ଖୁଣ୍ଟ ହୋଇଛି l କିନ୍ତୁ ସେହି ଉନ୍ନତ ମୂଳକ କାର୍ଯ୍ୟ ରେ ସାଧାରଣ

କୂଅ ପାଣି ଭରସାରେ ସାହି ବାସିନ୍ଦା

ଢେଙ୍କନାଳ ଜିଲ୍ଲା ଭୁବନ ଅନ୍ତର୍ଗତ ମାର୍ଥାପୁର ପଞ୍ଚାୟତ ଗୋବିନ୍ଦପୁର ଗ୍ରାମରେ ପାନୀୟ ଜଳ ଯୋଗାଣ ରେ ସଙ୍କଟ ହେଉଥିବା ଦେଖିବାକୁ ମିଳିଛି I ଗ୍ରୀଷ୍ମ ଆରମ୍ଭ ରୁ ଉକ୍ତ ଗ୍ରାମକୁ ପାନୀୟଜଳ ଠିକ୍ ଭାବେ ଯୋଗାଣ ହେଉ ନଥିବାରୁ ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି I ଉକ୍ତ

ସତରେ ତୁମେ ଆସ ଭାରି ଅଝଟ ପଣରେ

ତୁମେ ଆସ ପାହାନ୍ତି ପ୍ରହରେନିଘୋଡ଼ ନିଦରେ,ସ୍ବପ୍ନ ଗାଲିଚାରେକେବେ ପୁଣି ନିଛାଟିଆ ଖରାବେଳେ,ଠାକୁର ଘରେ ଅବା ରୋଷଶାଳା ଠାରେ,କେବେ ପୁଣି ଚମକାଇ ଦିଅଗାଧୁଆ ଘରେ ପାଣିର କଳକଳ ଶବ୍ଦରେ,କେବେ କେବେ କାର୍ଯ୍ୟାଳୟରଟେବୁଲ ଉପରେକୁଢ଼ କୁଢ଼ ଫାଇଲର ଗଦା ଭିତରେ l ତୁମେ ଆସିବାର ସମୟକାହାକୁ ବା

ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କୁ ଠିକାଦରଙ୍କ ବେଖାତିର !

ଢେଙ୍କାନାଳ ସହରକୁ ଯାତାୟାତ ପାଇଁ ଟ୍ରାଫିକ ସମସ୍ୟା ଦୂରୀକରଣ ନିମନ୍ତେ ମୁଖ୍ୟରାସ୍ତା ପ୍ରଶସ୍ତିକରଣ କରାଯାଉଥିବା ବେଳେ । ବସଷ୍ଟାଣ୍ଡ ଠାରୁ ଆରମ୍ଭ କରି କଲେଜ ବାଇପାସ ପର୍ଯ୍ୟନ୍ତ ଧୂଳିଧୂଆଁ ର ବାତାବରଣ ସୃଷ୍ଟି କରିଛି । ପୂର୍ତ୍ତ ବିଭାଗ ଏବଂ ଠିକାଦାର ଙ୍କ ବେପାରୁଆନୀତି ହେତୁ କଚ୍ଛପ
error: Content is protected !!