ବାଛନ୍ଦ ହେତୁ ଦୁଇ ମାସ ହେଲା ପତ୍ନୀ ମରିଥିଲେ ମଧ୍ୟ ସୁଧିକ୍ରିୟା କରିପାରୁ ନାହାନ୍ତି ସ୍ୱାମୀ
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ବାଉଁଶପାଳ ପଞ୍ଚାୟତ ତାଶେରୀ ଆଦିବାସୀ ପଡ଼ାରେ କୁଆର ଟୁଡୁ ଜୈନିକ ବ୍ୟକ୍ତି ଦୀର୍ଘ ୮ବର୍ଷ ହେଲା ଗ୍ରାମ ମୁଖୀଆଙ୍କ ଠାରୁ କଙ୍ଗାରୁ କୋର୍ଟ କରାଯାଇ ବାଚ୍ଛନ୍ଦ କରାଯାଇଥିବା ଅଭିଯୋଗ କରିଛନ୍ତି। ଖବର ନେବାରେ ଜଣାଯାଏ, ଯେ ଗ୍ରାମ ଏକ ଜାଗା!-->…
ବାଇକ ଡିକିରୁ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
ହିନ୍ଦୋଳ ରୋଡ ବଜାର ଛକ ଜନ ଗହଳି ସ୍ଥାନରେ ଥିବା ଏକ ବାଇକ ଡିକିରୁ ଜଣେ ଦୁର୍ବୃତ୍ତ ୬୦ ହଜାର ଟଙ୍କା ନେଇ ପାର ହୋଇ ଯାଇଥିବା ଜଣାପଡିଛି ।
ସୂଚନା ଅନୁଯାୟୀ , ହିନ୍ଦୋଳ ବ୍ଲକ ଅନ୍ତର୍ଗତ ବେଡାପଡା ଗ୍ରାମ ର ମନୋଜ ଗଡ଼ନାୟକ ନାମକ ବ୍ୟକ୍ତି ସ୍ଥାନୀୟ ଷ୍ଟେଟ ବ୍ୟାଙ୍କ ଶାଖାରୁ ୬୦ ହଜାର!-->!-->!-->…
ଫେରିଆ ମୋ ଧନରେ
ମୋ ଧନରେକେମିତି ଭୁଲିବି ଏ ଦିନକୁ କହଆଜି ପରା ସେହି ଦିନରେ,ମୋ କୋଳ କରିଥିଲୁ ପୂର୍ଣ୍ଣରେମୋ ଧନରେ.........!
ତୁ ଆଜି ନାହୁଁ ସ୍ମୃତି ତୋର ଅଛିଭୁଲିନି ଦୁଃଖିନୀ ମାଆରେ,ଝୁରିହୁଏ ରାତି ଦିନରେମୋ ଧନରେ........!
କେଉଁଆଡେ ଗଲୁ ଏକା କରିଦେଲୁଖୋଜୁଛି ତୋତେ ତୋ ମାଆରେ,ଫେରିଆ ଫେରିଆ!-->!-->!-->!-->!-->…
ନିନ୍ଦାକୁ ସହି ନପାରି ଆତ୍ମହତ୍ୟା କଲେ ନବମ ଶ୍ରେଣୀ ଛାତ୍ରୀ
ଅଶ୍ଳୀଳ ଭିଡିଓ ଭାଇରାଲ ହେବାରୁ ଜଣେ ନବମ ଶ୍ରେଣୀ ଛାତ୍ରୀ ଆତ୍ମହତ୍ୟା କରିଦେଇଥିବା ସୂଚନା ମିଳିଛି । ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ହାଟରୋଡ଼ ରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି ।
ସୂଚନା ଅନୁଯାୟୀ, ଛାତ୍ରୀଙ୍କର ଏକ ଅଶ୍ଳୀଳ ଭିଡିଓ ଭାଇରାଲ ହୋଇଥିବା କୁହାଯାଉଛି । ଯାହାକୁ ନେଇ!-->!-->!-->…
ହାରମୋନିଅମ୍
"ହାରମୋନିଅମ୍" ସଂଗୀତ ଶିକ୍ଷା କରିବା ପାଇଁ ବଡ ଜରୁରୀ ଯନ୍ତ୍ର ଟିଏ। ସଂଗୀତ ଗୁରୁ ମାନେ ସାଧାରଣତଃ ଏହି ଯନ୍ତ୍ର କୁ ବ୍ୟବହାର କରି ପ୍ରାରମ୍ଭିକ ପର୍ଯ୍ୟାୟ ରେ କଣ୍ଠ ସଂଗୀତ ର ଶିକ୍ଷା ଦିଅନ୍ତି। ହେଲେ ସମସ୍ତଙ୍କ ପକ୍ଷେ ଏହାକୁ କିଣିବା ସମ୍ଭବ ହୁଏ!-->…
ବାର୍ଦ୍ଧକ୍ୟ, ବିଧବା ଏବଂ ଭିନ୍ନକ୍ଷମ ମାନଙ୍କ ଭତ୍ତା ବୃଦ୍ଧି କରିବାକୁ ଆମ୍ ଆଦମୀ ପାର୍ଟିର ଦାବି
ଓଡ଼ିଶାରେ ବିଧାୟକ ମାନଙ୍କର ଦରମା ବୃଦ୍ଧି ପୂର୍ବରୁ ବାର୍ଦ୍ଧକ୍ୟ, ବିଧବା ଏବଂ ଭିନ୍ନକ୍ଷମ ମାନଙ୍କ ଭତ୍ତା ଦୁଇ ହଜାର ପାଞ୍ଚଶହକୁ ବୃଦ୍ଧି କରିବାକୁ ଆମ୍ ଆଦମୀ ପାର୍ଟି ଦାବି କରିଛି ।
ଯଦି ବିଧାୟକମାନେ ଜାଣୁଛନ୍ତି ଦରଦାମ ବହୁତ ବଢିଛି ଏବଂ ଚଳିବାକୁ ଅସୁବିଧା ହେଉଛି ତେବେ ପ୍ରଥମେ!-->!-->!-->…
ସ୍ୱଚ୍ଛତା ନାଁରେ ହରିଲୁଟ, ମାସମାସ ହେବ ସଫା ହେଉନି ଡ୍ରେନ
ସ୍ୱଚ୍ଛତା ନାରେ ହରିଲୁଟ ! କେବଳ କାନ୍ଥବାଡ଼ରେ ସ୍ୱଚ୍ଛତାର ଚିତ୍ର ଆଙ୍କି ମୁକସାକ୍ଷୀ ସାଜୁଛନ୍ତି ପୋୖରସଂସ୍ଥା। ସହରର ପୋତା ପଡିଥିବା ଡ୍ରେନ ଗୁଡିକ ଦେଖି ସହରରେ ପୌର ସଫେଇ ଠିକା ସଂସ୍ଥା କେତେଯେ ତତତ୍ପର ତାହା ଜାଣି ପାରୁଥିବେ । ଏଭଳି ଏକ ସ୍ଥାନ ହେଉଛି ସହର ରୁ ଢେଙ୍କାନାଳ ରେଳ!-->!-->!-->…
ଛେଳି ଚରାଇବାକୁ ଯାଇଥିଲେ ହାତୀ ଆକ୍ରମଣରେ ଜୀବନ ଗଲା
ଢେଙ୍କାନାଳ ଜିଲ୍ଲା ମହାବିରୋଡ ରେଞ୍ଜ ଅଧୀନ କୁଟୁରିଆ ପଞ୍ଚାୟତ ଗୋଲ।ଗ।ଡିଆ ଗ୍ରାମ ର ଶରତ ଧଳ (୫୫) ଆଜି ସନ୍ଧ୍ୟାରେ ଜଙ୍ଗଲ କୁ ଛେଳି ଚରାଇବାକୁ ଯାଇଥିବାବେଳେ ହାତୀ ହାବୁଡରେ ପଡି ପ୍ରାଣ ହରାଇଛନ୍ତି ।
ଘଟଣା ସ୍ଥଳକୁ ମହାବି ରୋଡ ବନବିଭାଗ ପହଞ୍ଚି ଆମ୍ବୁଲାନ୍ସ ଯୋଗେ ଶବ ବ୍ୟବଚ୍ଛେଦ!-->!-->!-->…
ପୁଅ
କେବେ ସେ ବିବାହ ବନ୍ଧନରେ ବାନ୍ଧିହୋଇପରିବାରକୁ ଭୁଲେ ନାହିଁ,ତଥାପି ଦୁନିଆ ତାକୁ କୁହେତୁ ପୁଅ ତତେ କଷ୍ଟ ହୁଏ ନାହିଁ।
କେବେ ସେ ବାପ ହୋଇ ବିନା ଲୁହରେ କାନ୍ଦେହେଲେ ଦୁନିଆକୁ ଦେଖାଏ ନାହିଁ,ତଥାପି ଦୁନିଆ ତାକୁ କୁହେତୁ ପୁଅ ତତେ କଷ୍ଟ ହୁଏ ନାହିଁ।
କେବେ ସେ ପୁଅକୁ କାନ୍ଧରେ ବସାଇସେ!-->!-->!-->!-->!-->…
ରୋଗକୁ ଘୃଣା କରି ବୃଦ୍ଧାଙ୍କୁ ପୁତୁରା ଅସହାୟ କରିଦେବା ଘଟଣା ,ଉପ ଜିଲ୍ଲାପାଳ ଦେଲେ ତଦନ୍ତ ନିର୍ଦ୍ଦେଶ
ଅସହାୟ ବୃଦ୍ଧାଙ୍କ ଧନସମ୍ପତ୍ତି ହଡ଼ପ କରିବା ପରେ ଅସୁସ୍ଥ ଅବସ୍ଥାରେ ତାଙ୍କୁ ଘରୁ ତଡ଼ିଦେଇଛି ସମ୍ପର୍କୀୟ ପୁତୁରା । ଅସୁସ୍ଥ ବୃଦ୍ଧା ଏକ କୁଡ଼ିଆ ଘରେ ଦିନ କାଟୁଛନ୍ତି ।ଏ ନେଇ ଢେଙ୍କାନାଳ ଅପଡେଟ ରେ ଖବର ପ୍ରସାରଣ ସହ ଗ୍ରାମବାସୀ ଉପଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତେବେ!-->…