Browsing Category
ଅଞ୍ଚଳ ସମସ୍ୟା
ଅଛୁଆଁ ବୋଲି ମିଳୁନି ପିଇବା ପାଣି !
ଅଛୁଆଁ ଜାତି ବୋଲି ମିଳୁନି ଟୋପାଏ ପାଣି । କୂଅ ପୋଖରୀ ସବୁ ମନା । ଫଳରେ ହନ୍ତ ସନ୍ତ ହେଉଛନ୍ତି ଦଳିତ ବସ୍ତି ବାସିନ୍ଦା । ସବର୍ଣ୍ଣ ଓ ଅସବର୍ଣ୍ଣ ଙ୍କ ମଧ୍ୟରେ ଲାଗିରହିଥିବା ବିବାଦରୁ ଏଓଆରୁ ଅଭାବନୀୟ ସ୍ଥିତି ଉପୁଜିଛି ଢେଙ୍କାନାଳ ଜିଲ୍ଲା ଭୁବନ ଏକତାଳି ଗ୍ରାମରେ । ଫଳରେ ଅସହାୟ ଏକତାଳି!-->…
ହାତୀ ଘେରରେ ହିନ୍ଦୋଳ ,ଜନଜୀବନ ଅସ୍ତବ୍ୟସ୍ତ
ଢେଙ୍କାନାଳ ଜିଲ୍ଲାରେ ଫେଲ ମାରିଛି ବନବିଭାଗ । ଯାହାବି ହୋଇଗଲେ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁନି ବିଭାଗର । ସର୍ବୋପରି ହିନ୍ଦୋଳ ଉପଖଣ୍ଡ ହିନ୍ଦୋଳ ବନବିଭାଗର ଅପାରଗତା ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ସାରିଲାଣି ।ବର୍ତ୍ତମାନ ହିନ୍ଦୋଳ ରେ ପ୍ରାୟ ୨୫୦ ରୁ ୩୫୦ ବଣୁଆ ହାତୀ ରହିଥିବା!-->…
ଗୁମୁରି କାନ୍ଦୁଛି ବାନା ପାହାଡ଼
ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ଓଡାପଡ଼ା ପଞ୍ଚାୟତ ସମିତି ମହାବିଦ୍ୟାଳୟ ର ଦକ୍ଷିଣ ପାର୍ଶ୍ୱରେ ଥିବା ବାନା ପାହାଡ଼ ଆଜି ଗୁମୁରି ଗୁମୁରି କାନ୍ଦୁଛି ।
ସୂଚନା ମୁତାବକ ଯେଉଁ ବାନା ପାହାଡ଼ ଦିନେ ସବୁଜିମାରେ ପରିପୂର୍ଣ୍ଣ ହୋଇ ପରିବେଶର ସୁରକ୍ଷା କବଚ ପାଲଟିଥିଲା । ସେ ଆଜି ତା ବକ୍ଷରୁ ହସି!-->!-->!-->…
ଜଣେ ଶିକ୍ଷକରେ ଚାଲିଛି ଗହ୍ମାରିଆ ପ୍ରାଥମିକ ବିଦ୍ୟାଳୟ
ଗଁଦିଆ ବ୍ଲକ୍ ଅନ୍ତର୍ଗତ କାଶୀପୁର ପଞ୍ଚାୟତର ଆଦିବାସୀ ଅଂଚଳ ଗହ୍ମାରିଆ । ଏହି ଗ୍ରାମରେ ଆଦିବାସୀ ମାନଙ୍କର ଶିକ୍ଷାର ବିକାଶ ଓ ସାମଗ୍ରିକ ଉନ୍ନତୀ ପାଇଁ ପ୍ରତିଷ୍ଠିତ ହୋଇଛି ଗହ୍ମାରିଆ ପ୍ରାଥମିକ ବିଦ୍ୟାଳୟ। ୧ମରୁ ୫ମ ଶ୍ରେଣୀ ରହିଥିବାବେଳେ ପିଲା ସଂଖ୍ୟା ୬୧ ଓ ଶିକ୍ଷକ ସଂଖ୍ୟା ଏକ I
!-->!-->!-->…
ହାତୀ ଆକ୍ରମଣ ଜନିତ ମୃତ୍ୟୁ କ୍ଷତିପୂରଣ ଟଙ୍କା ହଡ଼ପ ପାଇଁ ଚକ୍ରାନ୍ତ!
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡରେ ଦେଖିବାକୁ ମିଳିଛି ଅଭାବନୀୟ ଅମାନବୀୟ ଘଟଣା, ସ୍ୱାମୀର ହାତୀ ଆକ୍ରମଣରେ ମୃତ୍ୟୁପରେ କ୍ଷତିପୂରଣ ଟଙ୍କା ହଡପ ପାଇଁ ହୋଇଛି ମହାଚକ୍ରାନ୍ତ । ଖବରରୁ ପ୍ରକାଶ ଯେ , ଗତ ସେପ୍ଟେମ୍ବର ୮ ତାରିଖରେ ହିନ୍ଦୋଳ-ବ୍ଲକ ଗଲାପଡା ପଂଚାୟତ କୋଠାଳୁ ଗ୍ରାମର ରଣଜିତ!-->…
ବିପଦପୂର୍ଣ୍ଣ ଶୁଖିଲା ଗଛ କାଟିବାକୁ ଦାବି
ଢେଙ୍କାନାଳ ଜିଲ୍ଲାର ପ୍ରସିଦ୍ଧ ପୀଠ କପିଳାସ ଠାରୁ ସାଇଆଶ୍ରମ ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ଦୁଇଟି ରାସ୍ତା କଡରେ ବିରାଟ ଲମ୍ବା ଶୁଖିଲା ଥୁଣ୍ଟା ଗଛ ବିପଦ ଶଙ୍କୁଳ ଅବସ୍ଥାରେ ରହିଛି । ଗଛଟି ବହୁତ ଦିନ ହେଲା ମରି ଯାଇଥିବା ବେଳେ ବର୍ଷା ପାଣି ଖାଇ ଦୁର୍ବଳ ହେବାରେ ଲାଗିଛି । ଏହି ଶୁଖିଲା ଗଛ!-->…
ଖଣ୍ଡବନ୍ଧ ଉଚ୍ଚ ବିଦ୍ୟାଳୟରେ ଅବ୍ୟବସ୍ଥା ; ଜଣେ ଶିକ୍ଷକଙ୍କୁ ୧୩୬ ଛାତ୍ରଛାତ୍ରୀ, ଶ୍ରେଣୀ ଗୃହରେ ତାଲା
ଢେଙ୍କାନାଳ ଜିଲ୍ଲାରେ ଗୁୂଣାତ୍ମକ ଶିକ୍ଷାକୁ ନେଇ ଶିକ୍ଷା ବିଭାଗ ଡିଣ୍ଡିମ ପିଟୁଥିବା ବେଳେ ଶିକ୍ଷା ବ୍ୟବସ୍ଥା କିପରି ଚାଲିଛି ତାହା ଖଣ୍ଡବନ୍ଧ ଉଚ୍ଚ ବିଦ୍ୟାଳୟର ଶୋଚନୀୟ ଅବସ୍ଥାକୁ ଦେଖିଲେ ଜଣାପଡୁଛି ।ସରକାରଙ୍କ ୫ଟି ଯୋଜନାରେ କାର୍ଯ୍ୟ ଚାଲିଥିବା ବେଳେ ଶ୍ରେଣୀ ଗୃହରେ ତାଲା ଝୁଲୁଥିବା!-->…
ଭୁଶୁଡ଼ିଲା ନିର୍ମାଣଧୀନ ହାଇସ୍କୁଲ ଛାତ
ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଚିରୁଳେଇ ଗ୍ରାମର ସୁଦର୍ଶନ ବିଦ୍ୟାଭବନରେ ରାଜ୍ୟ ସରକାରଙ୍କର ହାଇସ୍କୁଲ ରୂପାନ୍ତରଣ ପାଇଁ ଉନ୍ନତିକରଣ କାର୍ଯ୍ୟ ଚାଲୁଥିବା ବେଳେ ଉକ୍ତ ସ୍କୁଲ ଘର କାନ୍ଥ ଓ ଛାତ ଭୁଶୁଡ଼ି ପଡିଛି । ନିର୍ମାଣ କାମ ତଦାରଖ ଦାୟିତ୍ୱରେ ଥିବା ଯନ୍ତ୍ରୀ ପୁରୁଣା କାନ୍ଥ ଉପରେ ଛାତ!-->…
ଆବାସ ଅପେକ୍ଷାରେ ସରୋଜିନୀ
ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଘଟିପିରି ପଞ୍ଚାୟତ ଓସ୍ତପାଳ ଗ୍ରାମର ବିଧବା ମହିଳା ସରୋଜିନୀ ଘଡେଇ (୩୮) ସ୍ୱାମୀ ଦୀର୍ଘ ୯ ବର୍ଷ ହେଲା ମୃତ୍ୟୁ ବରଣ କଲେଣି। ତାଙ୍କର ଦୁଇଟି ପୁଅ ଙ୍କୁ କାମ କରି ଯାହା ଦୁଇ ପଇସା ଆଣନ୍ତି ସେଥିରେ ପାଠ ପଢ଼ାନ୍ତି ସରୋଜିନୀ। ୫ ବର୍ଷ ହେଲା ଦରଖାସ୍ତ!-->…
ଏକ ମାତ୍ର ରୋଜଗାରିଆ ପୁଅ ଏବେ ଖୋଜୁଛି ସାହାରା
ରୋଜଗାରିଆ ଏକ ମାତ୍ର ପୁଅକୁ ମୁଲ ମଜୁରୀ କରି ବହୁ କଷ୍ଟ ରେ ଉଚ୍ଚ ଶିକ୍ଷିତ କରିଥିଲେ ବାପା ମା , କିନ୍ତୁ ରୋଜଗାର କରି ପରିବାର ପ୍ରତିପୋଷଣ କରିବା ସମୟରେ ପୁଅର ୨ ଟି ଯାକ କିଡନୀ ନଷ୍ଟ ହୋଇଯାଇଛି। ତେଣୁ ତାଙ୍କ ପୁଅର ଚିକିତ୍ସା ନିମନ୍ତେ ଆର୍ଥିକ ସହାୟକ ପାଇଁ ଆକୁଳ ନିବେଦନ କରିଛନ୍ତି ବାପା!-->…