News
lipub
samparksetu
Browsing Category

ଅଞ୍ଚଳ ସମସ୍ୟା

ଖାଇଗଲେ ଆଠ ଲକ୍ଷ ପଚାଶ ହଜାର ଟଙ୍କା , ଭିଜିଲାନ୍ସ ତଦନ୍ତ ଦାବି

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡର କଙ୍କଡ଼ାହାଡ଼ ବ୍ଳକ ଓ ପଞ୍ଚାୟତ ଅର୍ନ୍ତଗତ କନ୍ଧରା ଠାରୁ ସୁନିଆ ଗ୍ରାମକୁ ଯାଇଥିବା ମୁଖ୍ୟ ରାସ୍ତା ନିର୍ମାଣ ପାଇଁ ମହାତ୍ମାଗାନ୍ଧି ଜାତୀୟ ଗ୍ରାମିଣ ନିଶ୍ଚିତ୍ କର୍ମ ନିଯୁକ୍ତି ଯୋଜନାରେ ୨୦୨୨-୨୦୨୩ ଆର୍ଥିକ ବର୍ଷରେ ଆଠ ଲକ୍ଷ ପଚାଶ ହଜାର

ଭଙ୍ଗା କୁଡ଼ିଆରେ ଦିନ କାଟୁଛନ୍ତି ବାପା ଝିଅ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଷଡ଼ଙ୍ଗୀ ଗ୍ରାମର ଭିନ୍ନକ୍ଷମ କାମିନୀ ଓଝା ଓ ତାଙ୍କ ବାପା ଜଳଧର ଓଝା , ଆବାସ ଯୋଜନାରୁ ବଞ୍ଚିତ ହୋଇଥିବା ବେଳେ ତାଙ୍କୁ ତୁରନ୍ତ ବାସ ଗୃହ ଯୋଗାଇ ଦେବା ପାଇଁ ସାଧାରଣ ରେ ଦାବି ହୋଇଛି । ସୂଚନା ଥାଉକି , କାମିନୀ ଜଣେ ଭିନ୍ନକ୍ଷମ ହୋଇଥିବା ବେଳେ ପରିବାର

ସାହାଯ୍ୟ ଅପେକ୍ଷାରେ କୃଷ୍ଣ

ସାନ୍ଦା ଗ୍ରାମ ପଞ୍ଚାୟତର ବାଲିପଶି ପଡ଼ା ଗ୍ରାମର କୃଷ୍ଣ ସାହୁ ବିଗତ ଦୁଇ ବର୍ଷରୁ ଅଧିକ ସମୟ ହେବ କିଡନୀ ରୋଗରେ ପୀଡିତ ହୋଇ ବ୍ୟୟବହୁଳ ଚିକିତ୍ସା ଭାରରେ ଆର୍ଥିକ ଅନଟନ ମଧ୍ୟରେ କାଳାତିପାତ କରୁଛନ୍ତି। ବର୍ତ୍ତମାନ ଚିକିତ୍ସା ପାଇଁ ଆବଶ୍ୟକ ଅର୍ଥ ଅଭାବରୁ ସପରିବାର ଆଶା ଓ ଆଶଙ୍କା

ହିନ୍ଦୋଳ ଏନ୍ ଏ ସି ରେ ଭେଣ୍ଡିଙ୍ଗ ଜୋନ କାହା ସ୍ବାର୍ଥରେ ?

ହିନ୍ଦୋଳ ଏନ୍ ଏ ସି ମେଡିକାଲ ଛକ,ଲକ୍ଷ୍ମୀ ବଜାର ଛକ ଓ ଅମଲାପଡା ଠାରେ ହୋଇଥିବା ଭେଣ୍ଡିଙ୍ଗ ଜୋନ ଗୋଡ଼ିକ ଏକ ବର୍ଷ ହେବ କାର୍ଯ୍ୟ ସରିସାରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଭେଣ୍ଡିଙ୍ଗ ଜୋନ ଗୋଡ଼ିକ କୈାଣସି ହିତାଧିକାରୀ ଙ୍କୁ ଦିଆଗଲା ନାହିଁ । ହିନ୍ଦୋଳ ଏନ୍ ଏ ସି ର ମନ ମୁଖୀ କାର୍ଯ୍ୟ ପାଇଁ

ଟଙ୍କିକିଆ ଚାଉଳ ପାଇଁ ଚାଲିବାକୁ ପଡୁଛି ୧୦ କିଲୋମିଟର

ଢେଙ୍କାନାଳ ଜିଲ୍ଳା ଓଡାପଡା ବକ୍ଲ କାଣ୍ଡବିନ୍ଧା ପଞ୍ଚାୟତ ତାମଣ୍ଡା ଗ୍ରାମବାସୀଙ୍କ ପାଇଁ ସରକାରଙ୍କ ପିଡିଏସ ଯୋଜନାରେ ଟଙ୍କିକିଆ ଚାଉଳ ପାଇଁ ବୃଦ୍ଧ,ବୃଦ୍ଧା,ନାବାଳକ ମାନଙ୍କୁ ୧୦ କିଲୋମିଟର ଚାଲିବାକୁ ପଡୁଛି । ଖରା,ବର୍ଷା,ଶୀତ କାକର ଏବଂ ବନ୍ୟ ଯନ୍ତୁଙ୍କୁ ଖାତିର ନକରି ଗରିବ ଲୋକମାନେ

ଖାଲଖମାଣ ରେ ଭର୍ତ୍ତି ବାଇପାସରୁ ଷ୍ଟେସନ ବଜାର ରାସ୍ତା

ଢେଙ୍କାନାଳ ସହରର ଅନ୍ୟ ଏକ ପ୍ରବେଶ ପଥ କୋରିଆଁ ବାଇପାସରୁ ଷ୍ଟେସନ ବଜାର ରାସ୍ତା ଅବହେଳିତ ହୋଇ ପଡିଛି । ବିଭିନ୍ନ ସ୍ଥାନରେ ଖାଲଖମାଣ ସୃଷ୍ଟି ହୋଇ ଦୁର୍ଘଟଣା ଘଟୁଛି । ମାତ୍ର ରାସ୍ତାର ସମ୍ପ୍ରସାରଣ ପାଇଁ ୪କୋଟି ଟଙ୍କା ପଡିରହିଥିଲେ ମଧ୍ୟ କାମ ଆରମ୍ଭ ହେଉନାହିଁ । ପୁର୍ତ୍ତ ବିଭାଗ

ମିଳିପାରୁ ନାହିଁ ଆବାସ ,ଗାଁ ମନ୍ଦିର ପାଲଟିଛି ଆଶ୍ରୟ ସ୍ଥଳୀ

ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ କନ୍ତାମିଲା ଗ୍ରାମ ପଞ୍ଚାୟତ ବିଲେଇ ଖଳି ଗ୍ରାମରେ ବାସ କରନ୍ତି ବଂଶିଧର ଗଡ଼ନାୟକ (୭୫) ।ତାଙ୍କୁ ଏବେ ଯାଏଁ ମଧ୍ୟ ମିଳି ପାରିନାହିଁ ଆବାସ ।ଏପଟେ ସରକାର ବିଭିନ୍ନ ଯୋଜନା ଉପରେ ଯୋଜନା କରି ବାହାବାହା ନେଲା ବେଳେ , କନ୍ତାମିଲା ଗ୍ରାମ ପଞ୍ଚାୟତ ର କାର୍ଯ୍ୟ

ଲଗାଣ ବର୍ଷାରେ ଜଳ ଯୋଗାଣ ପ୍ରକଳ୍ପର ପାଚେରୀ ଭୁଷୁଡ଼ିଲା

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ଭେରୁଣିଆ ଗାଁରେ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ପାଚେରୀ କାମ ଅତି ନିମ୍ନ ମାନରେ ହୋଇଥିବା ଅଭିଯୋଗ ହୋଇଛି । ଫଳରେ ଲଗାଣ ବର୍ଷାରେ ପାଚେରୀ ଭୁଷୁଡ଼ି ପଡ଼ିଛି । ସରକାରଙ୍କ ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ଭିରୁଣିଆ ଗାଁରେ ଜନ

ରୋଗକୁ ଡାକୁଛି ଢେଙ୍କାନାଳ ମହିଳା ମହାବିଦ୍ୟାଳୟର ଶୌଚାଳୟ

ବେସିନ ଠାରୁ ପାଣି ଟ୍ୟାପ । ଚଟାଣରୁ କାନ୍ଥ ସବୁଠି ଧୁଳି, ଅଳନ୍ଧୁରେ ଅପରିଷ୍କାର । ଗନ୍ଧ ଏମିତି ହେଉଛି ଯେ, ନକହିବା ଭଲ । କେହି ଶୌଚ ପାଇଁ ଗଲେ ଶୌଚ ହେବ କ’ଣ ଏପରି ପରିବେଶ ଦେଖି ଶୌଚ ଆପେଆପେ ବନ୍ଦ ହୋଇଯାଉଛି । ସଂକ୍ରମଣ ଭୟ ଗୋଡାଇବା ସହ ବାନ୍ତି ଓକାଳି ଫେରି ଆସିବାକୁ ପଡୁଛି ।

ସରକାରୀ ଯୋଜନାରୁ ବଞ୍ଚିତ ୨ ମହିଳା

ଗରିବ ଲୋକଙ୍କୁ ନାହିଁ ସରକାରୀ ସହାୟତା । ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ମୁଣ୍ଡ ପିଛା ୫କେଜି ଚାଉଳ ମିଳୁ ଥିବାବେଳେ ପକୃତ ହିତାଧିକାରୀଙ୍କୁ ନା ମିଳୁଛି ଚାଉଳ ନା ମିଳୁଛି ଆବାସ । ଏପରି ଏକ ଘଟଣା ଦେଖିବାକୁ ମିଳିଛି କାମାକ୍ଷାନଗର ବ୍ଳକ କୁସୁମଯୋଡି
error: Content is protected !!