News
lipub
samparksetu
Browsing Category

ଅଞ୍ଚଳ ସମସ୍ୟା

ପ୍ରଭାତୀ ଙ୍କ ପାଇଁ ଆବାସ ସାତ ସପନ!

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ଦୁଦୁରକୋଟ ଗ୍ରାମ ପଞ୍ଚାୟତ କୁଞ୍ଜବନପୁର ଗ୍ରାମରେ ରହୁଥିବା ପ୍ରଭ।ତୀ ସାହୁ (୫୫) । ଆଜକୁ ଦଶ ବର୍ଷହେବ ବାପା ମାଅ ଦୁଇ ଜଣଙ୍କର ମୃତ୍ୟୁ ହୋଇ ଯାଇଥିବା ବେଳେ ।ଗତ ଫନି ବାତ୍ୟାରେ ଘର ଭାଙ୍ଗି ଯାଇଥିବା ରୁ ଏକ ଭଙ୍ଗା କୁଡ଼ିଆରେ ଦିନ କାଟୁଛନ୍ତି

ପୁଷ୍କରିଣୀରୁ ନାମକୁ ମାତ୍ର ପଙ୍କ ଉଦ୍ଧାର

ଗଁଦିଆ ବ୍ଲକର ଏକମାତ୍ର ସରକାରୀ କୃଷି ଫାର୍ମରେ ପୁଷ୍କରିଣୀରୁ ପଙ୍କ ଉଦ୍ଧାର କାର୍ଯ୍ୟ ନାମକୁ ମାତ୍ର ହୋଇଥିବାର ଜଣାଯାଇଛି । ଉକ୍ତ କୃଷି ଫାର୍ମରେ ଥିବା ପୁଷ୍କରିଣୀଟି ଅନେକ ସମୟରେ କୃଷି କାର୍ଯ୍ୟରେ ପାଣି ଯୋଗାଇ ଥାଏ କିନ୍ତୁ ଦୀର୍ଘଦିନ ଧରି ଉକ୍ତ ପୁଷ୍କରିଣୀଟି ରକ୍ଷଣା ବେକ୍ଷଣ ଅଭାବରୁ

ବସ ଦୁର୍ଘଟଣା ପରେ ପ୍ରଶାସନ ନିରବ, ଡାଇଭର୍ସନ ଫଳକରେ ଅଟକିଛି ୫୫ ନମ୍ବର ଜାତୀୟ ରାଜପଥ କାର୍ଯ୍ୟ

ଢେଙ୍କାନାଳ ଜିଲ୍ଳା ୫୫ ନମ୍ବର ଜାତୀୟ ରାଜପଥର ପଞ୍ଚୁପଟି ରେଙ୍ଗାଳୀ କେନାଲ ନିକଟରେ ଭାରସାମ୍ୟ ହରାଇ ଗତ ଜାନୁଆରୀ ୨୪ ତାରିଖ ଦିନ ଏକ ପର୍ଯ୍ୟଟକ ବସ କେନାଲ ଭିତରକୁ ଖସିପଡିବା ଯୋଗୁ ୨ଜଣ ମହିଳାଙ୍କର ଶୋଚନୀୟ ମୃତ୍ୟ ଘଟିଥିଲା । ଦୁର୍ଘଟଣା ପରେ ପ୍ରଶାସନ ତରଫରୁ ଡାଇଭର୍ସନ ମାର୍କର ଲଗାଇ ଦେଇ

ଦୁଇ ଗୋଡ ସହିତ କିଡନୀ ଖରାପ , ତଥାପି ମିଳୁନାହିଁ ସରକାରୀ ସହାୟତା

ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ବାଇପାସରେ ରହୁଥିବା ଜନୈକ ବ୍ୟକ୍ତି ଏକ ଦୁର୍ଘଟଣାରେ ଦୁଇ ଗୋଡ ହରାଇଥିବା ବେଳେ ତାଙ୍କର କିଡନୀ ମଧ୍ୟ ନଷ୍ଟ ହୋଇଯାଇଛି । ଏହା ପରେ ମଧ୍ୟ ତାଙ୍କୁ ସରକାରୀସହାୟତା କିମ୍ବା ଟ୍ରାଇ ସାଇକେଲ ଟିଏ ମିଳି ପାରୁନଥିବାର ଜଣାପଡିଛି । ସରକାରଙ୍କ ତରଫରୁ ଅସହାୟ

ପରିବେଶ ବିଷାକ୍ତ କରୁଛି ପାଉଁଶ ଗୁଣ୍ଡ

ଭୀଷଣ ଖରା ସାଙ୍ଗକୁ ପାଉଁଶ କଷ୍ଟ । ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ବଳଦିଆବନ୍ଧ ଗାଁ ୫୫ନଂ ଜାତୀୟ ରାଜପଥ କଡ଼ରେ ଅବସ୍ଥିତ, ସାମାନ୍ୟ ଟିକେ ପବନ ହେଲେ ଆଖପାଖ ଅଞ୍ଚଳରେ ସୃଷ୍ଟି ହେଉଛି କୁହୁଡ଼ି ଭ୍ରମ। ଏହାର କାରଣ ହେଉଛି ରାତି ଅଧିଆ ଘରୋଇ କମ୍ପାନୀର ଆବର୍ଜନା ଓ ବିଷାକ୍ତ ପାଉଁଶ

ବିଦ୍ୟୁତ ପ୍ରକଳ୍ପ ନିମନ୍ତେ ଇଡକୋର ଜମି ଅଧିଗ୍ରହଣ , ନାଳ ୨ପାର୍ଶ୍ଵରେ ପାଚେରୀ ନିର୍ମାଣକୁ ନେଇ ଅସନ୍ତୋଷ

ଢେଙ୍କାନାଳ ଜିଲ୍ଲା ଗଁଦିଆ ନେଉଳପୋଇ ଠାରେ ପ୍ରସ୍ତାବିତ ସେସକ କମ୍ପାନୀ ଜମିରେ ନୂତନ ପ୍ରକଳ୍ପ ହେବାକୁ ଯାଉଛି । କିନ୍ତୁ ସେସକ କମ୍ପାନୀକୁ ଜମି ଦେଇ ନିଜର କ୍ଷତିପୂରଣ ପାଇନଥିବା ପ୍ରଜାମାନେ ନାଳ ପାର୍ଶ୍ଵରୁ ପାଚେରୀ ହଟାଇବା ସହିତ ଆମ୍ବ ବଗିଚାକୁ ଯାତାୟତ କରିବା ସହିତ ସେମାନଙ୍କୁ

ଗ୍ରୀଡ ଲାଇନ୍ ଚାର୍ଜ ପାଇଁ ଗଁଦିଆ ଜନସାଧାରଣ ଙ୍କ ଦାବି

ଟିକେ‌ ପବନ ହେଲେ , ଗଁଦିଆ ରେ ବିଦୁତ୍ କାଟ ଯୋଗୁଁ ନାହିଁ ନଥିବା ହଇରାଣ ହେଉଛନ୍ତି ଗଁଦିଆ ବାସୀ । ଗ୍ରୀଡ କାର୍ଯ୍ୟ ଦୁଇ ବର୍ଷ ହେଲା ସରିଥିଲେ ମଧ୍ୟ , ଦୁଇ କିଲୋମିଟର ଲିଙ୍କ ଅଭାବ ଯୋଗୁଁ ବିଦ୍ୟୁତ ସରବରାହ ହୋଇ ପାରୁନାହିଁ। ଏଣୁ ତୁରନ୍ତ ‌ଲିଙ୍କ୍ କାର୍ଯ୍ୟ ଶେଷ କରାଯାଇ ଗ୍ରୀଡ ରୁ

ନିୟମ ଉଲଘଂନ କରି ଘାଟରେ ବେଧଡ଼କ ଚାଲିଛି ଡ଼ଙ୍ଗା ଚଳାଚଳ

ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଓଡ଼ପଡ଼ା ବ୍ଲକ ଖଡକ ପ୍ରାସାଦ ପଞ୍ଚାୟତର ଡଙ୍ଗା ଘାଟ ଓ ଚିନ୍ତା ପୋଖରୀ ପଞ୍ଚାୟତର ଘାଟରେ ସରକାରଙ୍କ ନିୟମ ଉଲଘଂନ କରି ଡ଼ଙ୍ଗା ଚାଲିଥିବ ଦେଖିବାକୁ ମିଳୁଛି । ଲୋକଙ୍କ ନିରାପଦ ପାଇଁ ସେଠାରେ ଆବଶ୍ୟକ ଟ୍ୟୁ ,ବେଲୁନ ,ସେଫ୍ଟି ବ୍ଲେଟ୍ ଇତ୍ୟାଦି ସରଞ୍ଜାମ

ବିପଦ ସଙ୍କୁଳ ବିଦ୍ୟୁତ ତାର, ଚାଷ ଜମିକୁ ଯାତାୟତରେ ବାଧା

ଢେଙ୍କାନାଳ ସହର କୋରିଆଁ ଠାରୁ ନରଣପୁର ପର୍ଯ୍ୟନ୍ତ ବିଦ୍ୟୁତ୍ ତାର ବିପଦ ସଙ୍କୁଳ ଭାବରେ ଝୁଲି ରହିଛି । ଫଳରେ ଚାଷୀ ମାନେ ଜମିକୁ ଯାତାୟତ କରିବାରେ ଅସୁବିଧା ହେଉଥିବାରୁ ଏହାର ପ୍ରତିକାର ନିମନ୍ତେ ଦାବି କରିଛନ୍ତି । ଗୁଣ୍ଡିଚାପଡ଼ା ଗ୍ରୀଡ ଠାରୁ ନରଣପୁର ପର୍ଯ୍ୟନ୍ତ ଉଚ୍ଚ ଶକ୍ତି

ପାଇପରୁ ବାହାରୁଛି କଳା ମଚ ମଚ ପାଣି, ୧୫ ଦିନ ହେବ ଅସୁବିଧା ଭୋଗୁଛନ୍ତି ତୁମୁସିଙ୍ଗା ଗ୍ରାମବାସୀ

ପାଇପରୁ ବାହାରୁଛି କଳା ମଚ ମଚ ପାଣି। ପିଇବା କଥା ଛାଡ଼ନ୍ତୁ, ଦେଖିଲେ ନାକ ଟେକି ହୋଇ ଯାଉଛି। ହେଲେ ନିରୂପାୟ କାମାକ୍ଷାନଗର ବ୍ଲକ ତୁମୁସିଙ୍ଗା ପଞ୍ଚାୟତ ର ତୁମୁସିଙ୍ଗା ଗାଁ ବାସୀ ଏ ପାଣି ପିଇବାକୁ ବାଧ୍ୟ। କାରଣ, ସେମାନଙ୍କ ପାଖରେ ନାହିଁ କୌଣସି ବିକଳ୍ପ। ଗାଁ କୁ ପାନୀୟ ଜଳ
error: Content is protected !!