News
lipub
samparksetu
Browsing Category

ଅଞ୍ଚଳ ସମସ୍ୟା

ମିନତୀ ଙ୍କ ପାଇଁ ଆବାସ ସାତ ସପନ !

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ନୂଆବଗ ଗ୍ରାମ ପଞ୍ଚାୟତ ଉସ୍ତପାଳ ଗ୍ରାମ ରେ ନିସହାୟ ବିଧବା ମହିଳା ମିନତୀ ସାହୁ (୬୫) ସ୍ବାମୀ ଗଣେଶ ସାହୁଙ୍କ ଘର ହାତୀ ଭାଙ୍ଗି ଦେଇଥିବାର ଜଣାପଡିଛି । ବାରମ୍ବାର ଘର ହାତୀ ଭାଙ୍ଗି ଦବାରୁ ଘର ତିଆରି ନ କରିପାରି ପାଖରେ ଥିବା କାଜୁ ବଗିଚା

ପୂର୍ତ୍ତ ବିଭାଗ ଚେକ ଡ୍ୟାମ ଭାଙ୍ଗିଲେ ମହିଳା

ଓଡ଼ିଶା ସରକାର ଙ୍କ ପୂର୍ତ୍ତ ବିଭାଗ ର ଭୁଲ ନିଷ୍ପତ୍ତି ହେତୁ ଦୀର୍ଘ ବର୍ଷ ଧରି ମଇଳା ପାଣି ରେ ଘାଣ୍ଟି ହେଉଥିବା ମହୁଲପାଳ ର ମହିଳା ମାନେ ଏକଜୁଟ ହୋଇ ପୂର୍ତ୍ତ ମନ୍ତ୍ରୀ ଙ୍କ ଦ୍ୱାରା ନିର୍ମିତ ହୋଇଥିବା ଚେକ ଡ୍ୟାମ କୁ ହାମରରେ ପିଟି ଭାଙ୍ଗିଛନ୍ତି ଗ୍ରାମବାସୀ । ଆଗାମୀ ଦିନରେ ପୂର୍ତ୍ତ

ବ୍ଳକ୍ ଅଫିସରୁ ବିଡିଓ ନିଖୋଜ !

ଅଫିସ ଖୋଲା ନାହାନ୍ତି ଅଫିସର । ଘଣ୍ଟାଘଣ୍ଟା ଧରି କାର୍ଯ୍ୟାଳୟ ଆଗରେ ଅପେକ୍ଷା କରୁଛନ୍ତି ଲୋକ । ଲୋକେ ଦୂର ଦୂରାନ୍ତରୁ ଆସି ବିଡ଼ିଓଙ୍କ ଅପେକ୍ଷା କରି ଶେଷରେ ନିରାଶ ହେବାକୁ ପଡୁଛି । ଯାହାକୁ ନେଇ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକରେ ସରକାରୀ

ନୂଆପାଟଣା ଗ୍ରାମରେ ଜଳକଷ୍ଟ

ହିନ୍ଦୋଳ ଉପଖଣ୍ଡ ନୂଆପାଟଣା ଗ୍ରାମରେ ଦୂଷିତ ଜଳ ପିଇବା ହେତୁ ଲୋକମାନେ କିଡନୀ ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ ହୋଇଛି । ଗାଁର ତଅଁଳା ସାହିରେ ଗୋଟିଏ ମାତ୍ର ନଳକୂପ ରହିଛି । ଯେଉଁଥିରୁ ଦୂଷିତ ହଳଦିଆ ରଙ୍ଗର ପାଣି ସହିତ ଲୁହାଗୁଣ୍ଡ ବାହାରୁ ଥିବାର ଗ୍ରାମବାସୀ କହିଛନ୍ତି । ଏହି

କପିଳାସ ପୀଠରେ ଯାତ୍ରୀଙ୍କ ବିଶ୍ରାମ ଗାରରେ ଚାଲିଛି ଆନନ୍ଦବଜାର

ଢେଙ୍କାନାଳ ଜିଲ୍ଲାର ଗଁଦିଆ ବ୍ଲକ ସ୍ଥିତ ବିଶ୍ୱପ୍ରସିଦ୍ଧ କପିଳାସ ପୀଠ ଠାରେ ପୂଜା ପାଉଥିବା ବାବା ଶ୍ରୀଶ୍ରୀ ଚନ୍ଦ୍ରଶେଖର ଜୀଉ ଙ୍କର ଦର୍ଶନ ପାଇଁ ପ୍ରତିଦିନ ଏଠାକୁ ସ୍ଥାନୀୟ ଜନସାଧାରଣ ମାନଙ୍କଠାରୁ ଜିଲ୍ଲା ତଥା ଜିଲ୍ଲା ବାହାର ଓ ରାଜ୍ୟ ବାହାରୁ ପ୍ରତିଦିନ ସହସହ ସଂଖ୍ୟରେ ଭକ୍ତମାନେ

ଗ୍ରୀଷ୍ମ ପ୍ରବାହରେ ଦାଉ ସାଜିଛି ଟାଟା ପାୱାର

ବର୍ତ୍ତମାନ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଆଶାତିତ ବୃଦ୍ଧି ପାଇଥିବା ବେଳେ ସମଗ୍ର ଜିଲ୍ଲା ରେ ଉତ୍ତାପ ପାଖାପାଖି ୪୦ଡିଗ୍ରୀ ଟପିଲାଣି ଯାହା ଫଳରେ ଅଗ୍ନିବର୍ଷା ପରି ପରିବେଶ ସୃଷ୍ଟି ହୋଇଛି । ସକାଳ ୮ରୁ ଆରମ୍ଭ ହୋଇଯାଉଛି ନାହିଁ ନଥିବା ଗରମ ଦିନ ୧୦ ପରେ ଘରୁ ବାହାରକୁ ବାହାରିବା ସମ୍ଭବପର

କାଇଁସିରି ଗ୍ରାମରେ ସୋଲାର ପମ୍ପ ଅଚଳ

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଳକ କାଇଁସିରି ଗ୍ରାମରେ ସୋଲାର ପାନୀୟ ଜଳ ପମ୍ପଟି ଦୀର୍ଘଦିନ ହେବ ଅଚଳ ହୋଇ ପଡିବାରୁ ଗ୍ରାମବାସୀ ମାନେ ପାନୀୟ ଜଳପାଇଁ ଅସୁଵିଧାର ସମ୍ମୁଖୀନ ହେଉଛନ୍ତି । କାଇଁସିରି ଗ୍ରାମରେ ବଜରଙ୍ଗୀ ଯୁବ ସଙ୍ଗଠନ ସଦସ୍ୟ ମାନଙ୍କ ଅଭିଯୋଗ ଅନୁସାରେ କ୍ଲବ ନିକଟରେ ଥିବା ସୋଲାର

ସ୍ବାସ୍ଥ୍ୟବୀମା କାର୍ଡ ଥାଇ ମଧ୍ୟ ସ୍ବାସ୍ଥ୍ୟସେବାରୁ ବଞ୍ଚିତ

ସରକାରଙ୍କ ତରଫରୁ ମିଳିଛି ସ୍ବାସ୍ଥ୍ୟ କାର୍ଡ ।ଏହା ସତ୍ତ୍ବେ ମଧ୍ୟ ଘରେ ପଡି ରହିଛନ୍ତି ବନମାଳି ।ଅର୍ଥର ଅଭାବର ଯୋଗୁ ଅଧିକ ଚିକିତ୍ସା ହୋଇପାରୁ ନାହିଁ।ପଇସା ପାଇଁ ସମସ୍ତଙ୍କୁ ଗୁହାରି ଜଣାଇଲେ ମଧ୍ୟ କେହି ସହାୟତାର ହାତ ବଢାଉନାହାଁନ୍ତି। ସରକାରଙ୍କ ତରଫରୁ ମିଳିଥିବା ସ୍ବାସ୍ଥ୍ୟବୀମା

ରାଏପୁରା ଆଦିବାସୀ ଗ୍ରାମରେ ପାନୀୟ ଜଳ ସମସ୍ୟା

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ ରାଇତଳା ଗ୍ରାମ ପଞ୍ଚାୟତ ଅଧୀନ ରାଏପୁରା ଗ୍ରାମ ଆଦିବାସୀ ଅଧ୍ୟୁଷିତ ପ୍ରାୟ ୧୦୦ ପରିବାର ଲୋକ ବାସ କରୁଛନ୍ତି l ଗ୍ରାମରେ ଦୁଇଟି ନଳକୂପ ଅଛି। ସେଥି ମଧ୍ୟରୁ ତାରିଣୀ ମନ୍ଦିର ପାଖରେ ଥିବା ନଳକୂପ ରେ ପଞ୍ଚାୟତ ଅଧୀନ ଏକ ସୋଲାର ପାଣି ଟାଙ୍କି

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ହେଉଛି ନିମ୍ନମାନର କାର୍ଯ୍ୟ ,କାର୍ଯ୍ୟ ନସରୁଣୁୁ ଉଠିଲାଣି ପିଚୁ !

ଠିକାଦାର ଏବଂ ବିଭାଗୀୟ ଅଧିକାରୀ ଙ୍କ ମିଲିଭଗତରେ ଚାଲିଛି ଖୁଲମ ଖୋଲା ହରି ଲୁଟ। ଢେଙ୍କାନଳ ଜିଲ୍ଲା କଙ୍କଡାହାଡ ବ୍ଲକର କନ୍ଧରା ଗ୍ରାମରେ। କଙ୍କଡାହାଡ- ଗଡପଳାଶୁଣି ପୂର୍ତ୍ତବିଭାଗ ରାସ୍ତାର କଣ୍ଟାପାଳ କଲୋନୀ ଛକ ଠାରୁ କନ୍ଧରା ଗ୍ରାମ ପର୍ଯ୍ୟନ୍ତ ଏହି ରାସ୍ତା ସଂଯୋଗ କରୁଛି। ପାଖା
error: Content is protected !!