Browsing Category
ଅଞ୍ଚଳ ସମସ୍ୟା
ଶିକ୍ଷାପାଇଁ ବାଧକ ସାଜିଛି ରେଳ ଲାଇନ ,୭୩ ବର୍ଷ ଧରି ଲାଗିରହିଛି ସମସ୍ୟା !
ଢେଙ୍କାନାଳ ଜିଲ୍ଳା ଓଡାପଡା ବ୍ଲକ ଦେଇ ଯାଇଥିବା ତାଳଚେର-ଢେଙ୍କାନାଳ ଏବଂ ଢେଙ୍କାନାଳ-ତାଳଚେର ରେଳ ଲାଇନ ଦିର୍ଘ ୭୩ ବର୍ଷ ଧରି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷାକ୍ଷେତ୍ରରେ ବାଧକ ସାଜିଛି । ଓଭରବ୍ରିଜ କିମ୍ବା ଅଣ୍ଡର ବ୍ରିଜ ନଥିବାରୁ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟରେ ପହଞ୍ଚିବା!-->…
ଅଲୋଡା ପାଲଟିଛି ଆଇ ଲଭ ଢେଙ୍କାନାଳ ସେଲଫି ପଏଣ୍ଟ
ଢେଙ୍କାନାଳ ପ୍ରଶାସନ ଓ ପୌରସଂସ୍ଥା ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଶହଶହ ବର୍ଷର ଗଛକୁ କାଟି ସେଲଫି ପଏଣ୍ଟ କରାଯାଇଛି । ମହାତ୍ମାଗାନ୍ଧୀ ମାର୍ଗରେ ଥିବା ଏହି ସେଲଫି ପଏଣ୍ଟ ଏବେ ଅଲୋଡା ହୋଇଯାଇଛି ।
ରକ୍ଷଣାବେକ୍ଷଣ ଅଭାବ ଯୋଗୁ ଫୁଲ କୁଣ୍ଡରେ ନା ଅଛି ଫୁଲ ଗଛ ନା!-->!-->!-->…
ଜଳ ପାଇଁ ହନ୍ତସନ୍ତ ସହର ବାସୀ
ଧିରେ ଧିରେ ତାତି ବଢିବା ସହ ଦେଖା ଦେଲାଣି ଜଳ କଷ୍ଟ । ଅଚଳ ଅବସ୍ଥାରେ ପଡ଼ିରହିଛି ଅନେକ ନଳକୂପ । ଘଟଣାଟି କୌଣସି ଉପାନ୍ତ ଅଂଚଳର ନୁହଁ , ଢ଼େଙ୍କାନାଳ ସହରର ।
ପାଣି ପାଇଁ ଘଂଟାଏ ଧରି କୂଅକୁ ଅପେକ୍ଷା କରି ରହୁଛନ୍ତି ମହିଳା । ଢ଼େଙ୍କାନାଳ ସହରର ଖମାର ସାହିରେ ପ୍ରାୟ ୩୦ ରୁ ୪୦!-->!-->!-->…
ରୋଗକୁ ଘୃଣା କରି ବୃଦ୍ଧାଙ୍କୁ ଅସହାୟ କରିଦେଲା ପୁତୁରା
ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କେରଯୋଳିି ପଞ୍ଚାୟତ ରୋଡ଼ଙ୍ଗ ଗାଁ ର ଅସହାୟ ଚମ୍ପା ସିଂହ ଙ୍କ ବିଧବା ଭତ୍ତା ,ରାସନ ଚାଉଳ ଏବଂ ଜମି ବାଡି ନେଇ ,ଅସହାୟ କରିଦେଲା ନିଜ ପୁତୁରା ପଙ୍କଜ ସିଂହ। ଦୀର୍ଘ ବର୍ଷ ପୂର୍ବରୁ ନିଜର ସ୍ଵାମୀ ଏବଂ ପିଲାମାନେ ଏକା କରିକି ଆରପାରିକୁ ଛାଡ଼ି!-->…
ଶିଶୁ ଶ୍ରମିକ ଲଗାଇ ବିନା ସୂଚନା ଫଳକ ରେ ଚାଲିଛି ପାଚେରୀ କାମ
ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କେରଯୋଳି ପଞ୍ଚାୟତ ରୋଡଙ୍ଗ ଗ୍ରାମର ନିର୍ମାଣ କରାଯାଇଥିବା ବନ ବିଭାଗ ଅଧିକାରୀଙ୍କ କାର୍ଯ୍ୟାଳୟର ପାଚେରୀ କାମ ବିନା ସୂଚନା ଫଳକରେ ବନ ବିଭାଗ ଅଧିକାରୀ ଓ ଠିକା ଦାରଙ୍କ ମଧୁ ଚନ୍ଦ୍ରିରେ ଚାଲିଛି କାମ। ନିମ୍ନ ମାନର ଇଟା ସହିତ ନିମ୍ନ ମାନର ବାଲି!-->…
ଗଁଦିଆ ବ୍ଲକରେ ବିଦ୍ୟୁତ ସମସ୍ୟା , ଚାଲୁ ହେଉନି ନୂତନ ଗ୍ରୀଡ ସବଷ୍ଟେସନ
ଗଁଦିଆ ବ୍ଲକରେ ନିରବିଚ୍ଛିନ୍ନ ବିଦ୍ୟୁତ ସେବା ଯୋଗାଣ ପାଇଁ ଅନେକ ଦାବି ଓ ପ୍ରତିବାଦ ସତ୍ୱେ ବ୍ଲକ ବାସୀଙ୍କର ଆଶା ଆଶାରେ ରହିଗଲା । ବିଗତ ଦିନଠାରୁ ଆଜି ପର୍ଯ୍ୟନ୍ତ ଅନୁଶୀଳନ ରୁ ଜଣାପଡେ ଏମିତି ଏକ ଦିନ ନାହିଁ ଯେଉଁଦିନ ବିଦ୍ୟୁତ ଯୋଗାଣ ବ୍ୟାହତ ହୋଇନାହିଁ ।
ପ୍ରତିଦିନ ଏଠାରେ ବିଦ୍ୟୁତ!-->!-->!-->…
ବିପଦକୁ ଡାକୁଛି ଅଙ୍ଗନବାଡି କେନ୍ଦ୍ର ନିକଟ ମୁକୁଳା ବିଦ୍ୟୁତ ଟ୍ରାନ୍ସଫର୍ମର
ଶକ୍ତିଶାଳୀ ବିଦ୍ୟୁତ ଟ୍ରାନ୍ସଫର୍ମର ଏବେ ଓଡାପଡା ଅଞ୍ଚଳରେ ବିଭନ୍ନ ଜାଗାରେ ମୁକୁଳା ହୋଇ ପଡିଛି l ସର୍ବସାଧାରଣଙ୍କ ପାଇଁ ବିପଦ ବଢ଼ାଉଛି, ହେଲେ ଏ ସମ୍ପର୍କ ରେ ବିଭାଗୀୟ ଅଧିକାରୀ ଙ୍କ ପାଖରେ ସୂଚନା ନାହିଁ, କେଉଁଠି ବିଦ୍ୟାଳୟ ପାଖରେ ତ କେଉଁଠି ଗୋର ଚରୁଥିବା ସ୍ଥାନରେ, ତ କେଉଁଠି କୁନି!-->…
ପାନୁଆଙ୍କୁ ରୋକିବାକୁ ଜଗନ୍ନାଥ ମୂର୍ତ୍ତିଙ୍କ ବ୍ୟବହାର,
ଅସନ୍ତୋଷ ଜାହିର କଲେ ଜଗନ୍ନାଥ ପ୍ରେମୀ
ସୂଚନା ଅନୁଯାୟୀ ଦୃଶ୍ୟ ଟି ହେଉଛି ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ର ଦୃଶ୍ୟ । ଅଫିସ କୁ ଆସୁଥିବା ବ୍ୟକ୍ତି ହୁଅନ୍ତୁ ବା ଅଫିସ କର୍ମଚାରୀ ଏକ କାଁଥ ରେ ପାନ ପିକ ପକାଇଥିବାରୁ ଏହା ଏକ ଅସ୍ବଛ ବାତାବରଣ ସୃଷ୍ଟି କରୁଥିଲା । ତେବେ ଏହାକୁ ରୋକିବାକୁ ସେଠାରେ ଜଗତର ନାଥ ଜଗନ୍ନାଥ ଙ୍କ!-->…
ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆମ ହସ୍ପିଟାଲ ଯୋଜନାରେ ଅନ୍ତର୍ଭୁକ୍ତ ପାଇଁ ଦାବି
ଗଁଦିଆ ବ୍ଲକର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ମାତ୍ର ଉପଯୋଗୀ କେନ୍ଦ୍ର ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର । ହେଲେ ଏହି କେନ୍ଦ୍ରରେ ରହିଛି ଅନେକ ସମସ୍ୟା ,ଏଠାକାର ଜନସାଧାରଣ ଆଶା କରୁଥିବା ସେବା ସେମାନଙ୍କୁ ମିଳିପାରୁନାହିଁ । ୧୯୭୫--୭୬ମସିହାରେ ଏଠାରେ ପ୍ରଥମେ!-->…
ବିନା ସୂଚନା ଫଳକରେ ପାଚେରୀ କାମ
ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ମକୁଆକାଟେଣି ପଞ୍ଚାୟତ ଅନ୍ତର୍ଗତ ହଳଦୀକୁଣ୍ଡି ଗ୍ରାମର ମହାପାଟ ଠାକୁରାଣୀ ପୀଠରେ ପାଚେରୀ କାମ ଚାଲୁ ଥିବା ବେଳେ ବିନା ସୂଚନା ଫଳକରେ ଚାଲିଛି ପାଚେରୀ କାମ। କାମ ଆରମ୍ଭରୁ ଶେଷ ହେବାକୁ ହେଲାଣି ପଛେ ଏପର୍ଯ୍ୟନ୍ତ ଲାଗି ପାରିଲା ନାହିଁ ସୂଚନା ଫଳକ।
!-->!-->…