Browsing Category
ଅଞ୍ଚଳ ସମସ୍ୟା
ଭଙ୍ଗା ଆଜବେଷ୍ଟ ତଳେ ଗଢ଼ା ଚାଳିଛି ପିଲାଙ୍କ ଭବିଷ୍ୟତ
ଗ୍ରାମାଞ୍ଚଳରେ ଶିକ୍ଷାର ବିକାଶ ନିମନ୍ତେ ସରକାର ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି । ନିରାପଦରେ ଛାତ୍ରଛାତ୍ରୀଙ୍କ ପାଠ ପଢ଼ିବା ପାଇଁ ନିର୍ମାଣ କରୁଛନ୍ତି ଛାତଘର । ହେଲେ ଏମିତି କିଛି ବିଦ୍ୟାଳୟ ରହିଛି ଯେଉଁଠି ଏବେ ବି ପିଲାମାନେ ବିପଦ ସଙ୍କୁଳ ଅବସ୍ଥାରେ ଭଙ୍ଗାଘରେ ପାଠ ପଢ଼ୁଛନ୍ତି ।!-->…
ମୌଳିକ ସୁବିଧାରୁ ବଞ୍ଚିତ ୩୫ ପରିବାର
ସମସ୍ୟା ଭିତରେ ଭୁବନ ଏନଏସି ୨ନଂ ୱାର୍ଡ ନଟାକଟା ମୌଜାର ନୂଆ କୁର୍ମଦା ଗ୍ରାମ । ଏଠାରେ ବସବାସ କରୁଥିବା ୩୫ ପରିବାର ପ୍ରଶାସନିକ ଅଧିକାରୀଙ୍କ ଅଣଦେଖା ଯୋଗୁ ସମସ୍ତ ମୌଳିକ ସୁଵିଧାରୁ ବଞ୍ଚିତ ହୋଇଛନ୍ତି ଏବଂ କେବଳ କାଗଜକଲମରେ ଗାଁର ଉନ୍ନତି ସୀମିତ ହୋଇ ରହିଛି ।
ଏହି ଗାଁକୁ ପକ୍କା!-->!-->!-->…
ଗଛ ତଳେ ଦଦରା କୁଡ଼ିଆରେ ଦିନ କାଟୁଛନ୍ତି ଭଗବାନ
ଗଛ ତଳେ ଦଦରା କୁଡ଼ିଆ,ଚାରି ଖଣ୍ଡ ଦୁର୍ବଳ ବାଉଁଶକୁ ସାହାର କରି ଛିଡ଼ା ହୋଇଛି। ଦିନରେ ସୂର୍ଯ୍ୟ ତ ରାତିରେ ଆତଯାତ ହେଉଛନ୍ତି ଜହ୍ନତାରା। ଜଙ୍ଗଲୀ ଜନ୍ତୁଙ୍କ ପ୍ରାଦୁର୍ଭାବ ଭିତରେ ଡିବିରିକୁ ଆଶ୍ରା କରି ଏଭଳି ଏକ ନିର୍ଜନ ସ୍ଥାନରେ ଭାଗ୍ୟକୁ ଆଦରି ପଡ଼ିରହିଛନ୍ତି ଭଗବାନ ନାୟକ। ସମସ୍ତେ!-->…
ଜନଜୀବନ ଅସ୍ତବ୍ୟସ୍ତ କରୁଛି ରାଇସ ମିଲ୍
ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ କଅଁସରଗୋଡା କଣ୍ଟାବଣି ବସ୍ତୀ ନିକଟରେ ଥିବା ରାଇସମିଲ୍ ଦିନକୁଦିନ ଜନ ଜୀବନ ଅସ୍ତ ବ୍ୟସ୍ତ କରିବାରେ ଲାଗିଛି I ମିଲ୍ ଚାଲୁଥିବା ସମୟରେ ମିଲରୁ ବାହାରିଥିବା ପାଉଁଶ ପାଚେରୀ ବାହାରେ ଗଦା ହୋଇଥିବାରୁ ସାମାନ୍ୟ ପବନରେ ଉଡି ବସ୍ତୀରେ ପଡୁଥିବା ଅଭିଯୋଗ!-->…
୩ହଜାର ନେଲେ କିନ୍ତୁ ମିଳିଲାନି ଘର !
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ପାଟଲା ପଞ୍ଚାୟତ ପାଣୁବେରିଣୀ ଗ୍ରାମର ଉକ୍ତ ଗ୍ରାମର ଅହଲ୍ୟା ସାହୁ ସ୍ବାମୀ ବସନ୍ତ ସାହୁ ଜେକି ଜଣେ ଦିନ ମଜୁରୀଆ ଗରିବ ଶ୍ରେଣୀର ଲୋକ ଘର ଖଣ୍ଡିଏ ପାଇବା ପାଇଁ ପଞ୍ଚାୟତ କୁ ବାରମ୍ବାର ଯାଉଥିଲେ ମଧ୍ୟ ଘର ଖଣ୍ଡିଏ ମିଳିପାରି ନାହିଁ l
କେତେ!-->!-->!-->…
ଠିକ ସମୟରେ ଆସୁନାହାନ୍ତି ଡାକ୍ତର, ଘଣ୍ଟାଘଣ୍ଟା ଅପେକ୍ଷା କରୁଛନ୍ତି ରୋଗୀ
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ସେବା ଡାକ୍ତରଙ୍କ ମନ ମର୍ଜିରେ ଚାଲିଛି । ନିର୍ଦ୍ଧାରିତ ସମୟରେ ଡାକ୍ତର ନପହଞ୍ଚି ହଲି ଝୁଲି ଘଣ୍ଟାଏ, ଦେଢଘଣ୍ଟା ବିଳମ୍ବରେ ଆସି ପହଞ୍ଚୁଛନ୍ତି । ଏପଟେ ରୋଗୀ ଅପେକ୍ଷା କରି ବସିରହୁଥିବା ବେଳେ ପରିଚାଳନା ପାଇଁ ରହିଥିବା ସୁରକ୍ଷା କର୍ମୀ ବି ରୋଗୀଙ୍କ!-->…
ଡାକ୍ତରଙ୍କୁ ସ୍ଥାୟୀ ନିଯୁକ୍ତି ଦାବି, ଫେବୃଆରୀ ୨୦ରୁ କାର୍ଯ୍ୟବନ୍ଦ ଆନ୍ଦୋଳନ
ଢେଙ୍କାନାଳ ଜିଲ୍ଲା ତଥା ରାଜ୍ୟରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧିନରେ କାର୍ଯ୍ୟରତ ଆରବିଏସକେ ଆୟୁଷ ଡାକ୍ତର ମାନଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା ପାଇଁ ଏକ ଦାବିପତ୍ର ଜିଲ୍ଳାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି । ସରକାର ଫେବୃଆରୀ ୧୫ ତାରିଖ ସୁଦ୍ଧା!-->…
ଆଦିବାସୀଙ୍କୁ ଲୁଟୁଛନ୍ତି ଅଙ୍ଗନୱାଡ଼ି କର୍ମୀ !
ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ୍ ଅନ୍ତର୍ଗତ ରତନପୁର ପଞ୍ଚାୟତର ଏରପଦା ଅଂଚଳର ଅଙ୍ଗନବାଡ଼ି କର୍ମୀ ଓ ସହାୟକ ନିରିହ ଆଦିବାସୀ ମାନଙ୍କୁ ଦୀର୍ଘଦିନ ଧରି ଠକି ତଥା ବିଭିନ୍ନ ଆଳ ଦେଖାଇ କେନ୍ଦ୍ରକୁ ଆସୁନାହାଁନ୍ତି।
ଏହି କେନ୍ଦ୍ରର କର୍ମୀ ୩/୪ ମାସ ହେଲାଣି ଆଦୌ ନ ଆସି ହେଲେ ପର ମଝିରେ!-->!-->!-->…
ସ୍ଥାୟୀ ପୋଲ ପାଇଁ ଦାବି
ଗାଁ କୁ କାମ, ମା' କୁ ସଂମ୍ମାନ ର କଥା କହି ଡିଣ୍ଡିମ ପିଟୁଛନ୍ତି ରାଜ୍ୟସରକାର, କିନ୍ତୁ ବାସ୍ତବ ସ୍ଥିତି କିଛି ଭିର୍ଣ୍ଣ,ରାସ୍ତା ପାଇଁ ନାହିଁ ନଥିବା ଅସୁବିଧା ସମ୍ମୁଖୀନ ହେଉଛନ୍ତି ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ଝାଞ୍ଜିରୀବେରେଣା ଗ୍ରାମବାସୀ ।
ଢେଙ୍କାନାଳ ଜିଲ୍ଲା!-->!-->!-->…
ଦାଦନ ଖଟିବାକୁ ଯାଇ ଜଳିଗଲା ଗୋଡ, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ
ଢେଙ୍କାନାଳ ଜିଲ୍ଳା କଙ୍କଡାହାଡ ବ୍ଲକ କେରଯୋଳି ପଞ୍ଚାୟତ ଝାଞ୍ଜିରି ବେରେଣା ଗ୍ରାମର ଜଣେ ଯୁବକ କେରଳକୁ ଦାଦନ ଖଟିବାକୁ ଯାଇଥିବା ବେଳେ ଗରମ ପିଚୁ ଢଳିଯିବାରୁ ଗୋଡଟି ସମ୍ପୂର୍ଣ୍ଣ ଭାବରେ ପୋଡିଯାଇଛି ।
ଗୋଡଟି ଦିନକୁ ଦିନ ସଂକ୍ରମିତ ହେଉଥିବା ବେଳେ ଚିକିତ୍ସା ପାଇଁ ଅର୍ଥ ନଥିବାରୁ ଘରେ!-->!-->!-->…