Browsing Category
ଅଞ୍ଚଳ ସମସ୍ୟା
ଜନନୀ ଯନ୍ତ୍ରଣାର ଅନ୍ତ କେବେ ? ହୁଇଲ ଚେୟାରରେ ସନ୍ତାନ ଜନ୍ମ କଲେ ମହିଳା !
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡରେ ଜନନୀ ଯନ୍ତ୍ରଣାର ଅନ୍ତ ହେବାର ନାହିଁ । ପୁଣି ଜଣେ ମହିଳା ଏକ ହୁଇଲ ଚେୟାରେ ସନ୍ତାନ ଜନ୍ମଦେବା ଘଟଣା ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ଶୁକ୍ରବାର ରାତିରେ କଙ୍କଡାହାଡ ଥାନା କୁସୁମୁଣ୍ଡିଆ ଗ୍ରାମ ନଟାରିପଶି ସାହିର ଅନାମ ମୁଣ୍ଡାଙ୍କ!-->…
ରାଇସମିଲ ପାଲଟିଛି ଧାନମଣ୍ଡି !
ଚାଷୀମାନଙ୍କର ସୁବିଧା ପାଇଁ ସରକାର ଅନଲାଇନ ମାଧ୍ୟମରେ ଟୋକନ ସିଷ୍ଟମ କରି ଧାନ କ୍ରୟ କରୁଛନ୍ତି। ଚଳିତବର୍ଷ ଧାନ କ୍ରୟପାଇଁ ସମବାୟ ସମିତି ଓ ମହିଳା ଗୋଷ୍ଠୀଙ୍କ ଦ୍ବାରା ଧାନମଣ୍ଡି ଚାଲିବା ପାଇଁ ସରକାରୀ ବ୍ୟବସ୍ଥା କରିଛନ୍ତି। କିନ୍ତୁ ଚଳିତବର୍ଷ କିଛି ଦଲାଲ ମାନେ ସିଧା ସଳଖ ଟ୍ରାକ୍ଟରରେ!-->…
ମଣ୍ଡିରେ ଧାନ ଦେଇ ଚାଷୀ ହତାଶ ,୨୪ ଘଣ୍ଟା ନୁହେଁ ୧୧ ଦିନ ପରେ ବି ମଳୁନି ଧାନ ଟଙ୍କା
ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଇନ୍ଦିପୁର ସେବା ସମବାୟ ସମିତି ଜରିଆରେ ଧାନ ମଣ୍ଡିରେ ଧାନ ଦେଇ ଚାଷୀମାନେ ହତାଶ ହୋଇ ପଡିଛନ୍ତି । ସରକାରଙ୍କ ନିୟମ ଅନୁସାରେ ଧାନ ମଣ୍ଡିରେ ଦେବା ପରେ ଚବିଶ ଘଣ୍ଟା ରେ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ପ୍ରଦାନ କରାଯିବ ।
ଚଳିତ ମାସ ୧୦ତାରିଖ ଦିନ!-->!-->!-->…
ଶିକ୍ଷକ ନିଯୁକ୍ତି ଦାବିରେ ରାସ୍ତାକୁ ଓହ୍ଲାଇଲେ ଛାତ୍ରଛାତ୍ରୀ !
ସ୍କୁଲରେ ଆବଶ୍ୟକୀୟ ଶିକ୍ଷକ ନଥିବାରୁ ଆଜିକୁ ଛଅ ଦିନ ହେବ ପାଠପଢା ଠପ।ଶିକ୍ଷକ ନିଯୁକ୍ତି ଦାବିରେ ପ୍ରଥମେ ପାଞ୍ଚ ଦିନ ସ୍କୁଲରେ ତାଲା ପକାଇ ଛାତ୍ରଛାତ୍ରୀ ଓ ଅଭିଭାବକ ଧାରଣାରେ ବସିଥିବା ବେଳେ ପରେ ସ୍କୁଲର ପ୍ରବେଶ ଗେଟକୁ ତାଲା ପକାଇ ଦେଇ ରାସ୍ତାକୁ ଓହ୍ଲାଇଛନ୍ତି ଶହେ ଛାତ୍ରଛାତ୍ରୀ।
!-->!-->!-->…
କଟନୀ ଛଟନୀକୁ ନେଇ ଧାନ ବସ୍ତା ରଖି ପ୍ରତିବାଦ
ଢେଙ୍କାନାଳ ଜିଲ୍ଳାରେ ବିଭିନ୍ନ ମଣ୍ଡିରେ ଧାନ ବିକ୍ରୀ ସମୟରେ ଚାଷୀ ମାନଙ୍କର କଟନୀ ଛଟନୀକୁ ନେଇ ନବର୍ନିମାଣ କୃଷକ ସଙ୍ଗଠନ ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାନ ବସ୍ତାରଖି ଅଭିନବ ଉପାୟରେ ପ୍ରତିବାଦ କରାଯାଇଥିବାର ଜଣାପଡିଛି । କଟନୀ ଛଟନୀ ନିୟମରେ ନାହିଁ ବୋଲି ଯୋଗାଣ!-->…
ମୃତ୍ୟୁ ସହ ଲଢେଇ କରୁଛନ୍ତି ମେଧାବୀ ଛାତ୍ରୀ
ସ୍ୱପ୍ନ ଥିଲା ପାଠ ପଢି ଡାକ୍ତର ହେବାର । ଜୀବନରେ ସଂଘର୍ଷ ମଧ୍ୟ ଚାଲିଥିଲା l ଜଣେ ମେଧାବୀ ଛାତ୍ରୀ ହୋଇ ମନ ଦେଇ ପାଠ ମଧ୍ୟ ପଢୁଥିଲେ ହେଲେ ଏବେ ଦୁଇଟି ଯାକ କିଡନୀ ଖରାପ ପାଇଁ ଜୀଵନ ମରଣ ସହ ଲଢେଇ କରୁଛନ୍ତି ।
ଘଟଣାଟି ହେଉଛି ,ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଘଟିପିରି ପଞ୍ଚାୟତ!-->!-->!-->…
ଅର୍ଦ୍ଧ ନିର୍ମିତ ଅବସ୍ଥାରେ ଗ୍ରାମୀଣ ପାର୍କ , ଜନ ଅସନ୍ତୋଷ
ହିନ୍ଦୋଳ ଉପଖଣ୍ଡ ଦୁଦୁରକୋଟ ଗ୍ରାମପଞ୍ଚାୟତ ରେ ଆର୍ଥିକ ବର୍ଷ ୨୦୨୧-୨୨ରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ରେ ୫ଲକ୍ଷ୍ୟ ଟଙ୍କା ଅଟକଳ ମୂଲ୍ୟରେ ଗ୍ରାମୀଣ ପାର୍କ ନିର୍ମାଣ ପାଇଁ ଦୁଦୁରକୋଟ ଡାକ୍ତରଖାନା ସାମ୍ନା ଲରେ ଥିବା ପଡିଆରେ ସୂଚନା ଫଳକ ଲାଗିଛି ।
!-->!-->!-->…
ପାନୀୟ ଜଳ ପ୍ରକଳ୍ପ ଅଚଳ ,ଅଥଚ ଦିଆଚାଲିଛି ବିଜୁଳି ବିଲ !
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡ କୁକୁଟା ଗ୍ରାମପଂଚାୟତ ରେ ବାଦୀମୁଣ୍ଡା ପୋଖରୀ ରେ ପ୍ରାୟ ୨୦ ବର୍ଷ ତଳେ ଏକ ପାନୀୟ ଜଳ ପ୍ରକଳ୍ପ ର ଶୁଭାରମ୍ଭ କରାଯାଇ ପାଇପ ବିଛା ଯାଇ ପଂଚାୟତବାସୀ ଙ୍କୁ ପାନୀୟ ଜଳ ଯୋଗାଇବା ସମସ୍ତ ବ୍ୟବସ୍ଥା ହୋଇ ସାରି ଥିବା ବେଳେ କୌଣସି କାରଣ ରୁ ଏହି ପ୍ରକଳ୍ପ!-->…
ବିପଦ ସଙ୍କୁଳ ଅବସ୍ଥାରେ ସାରଙ୍ଗଧର ସେତୁ ,କଂକ୍ରିଟ ଉଠି ଦିଶିଲାଣି ଲୁହା !
ଢେଙ୍କାନାଳ ସଦରକୁ ସଂଯୋଗ କରୁଥିବା ବାହ୍ମଣୀ ନଦୀ ସାରଙ୍ଗଧର ସେତୁ ବିପଦ ସଙ୍କୁଳ ଅବସ୍ଥାରେ ରହିଛି । ସ୍ପାନ ସଂଯୋଗ ସ୍ଥାନରୁ କଂକ୍ରିଟ ଉଠି ଲୁହା ଦେଖାଯିବା ସହିତ ରାସ୍ତାର ଉଭୟ ପାର୍ଶ୍ଵରେ ବାଲି ମାଟି ରହିଥିଲେ ମଧ୍ୟ ରକ୍ଷଣା ବେକ୍ଷଣ କରାଯାଉନ୍ଥିବାର ଜଣାପଡିଛି ।ବ୍ରିଜର ମଧ୍ୟରେ ଥିବା!-->…
ମୁକୁଳା ଟ୍ରାନ୍ସଫରମର ନିକଟରେ ତାରବାଡ ଦାବି
ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ ମହାବିରୋଡ ଗାନ୍ଧୀଛକନିକଟରେ ଫରେଷ୍ଟର କାର୍ଯ୍ୟାଳୟ ରହିଛି । ଏହି କାର୍ଯ୍ୟାଳୟ ନିକଟରେ ଦୀର୍ଘବର୍ଷ ଧରି ଖୋଲା ମେଲାରେ ବିପଦ ସଙ୍କୁଳ ଅବସ୍ଥାରେ ପଡିରହିଛି ଏକ ବିଦ୍ୟୁତ ଟ୍ରାନ୍ସଫର୍ମର ।
ଉକ୍ତ ଟ୍ରାନ୍ସଫର୍ମର ନିକଟ ଦେଇ ସ୍କୁଲ କଲେଜ!-->!-->!-->…