News
lipub
samparksetu
Browsing Category

ଅଞ୍ଚଳ ସମସ୍ୟା

ଅର୍ଥ ସାଜିଛି ବାଧକ ,ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାପାଇଁ ଦାବି

ଢେ଼ଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ବାଟଗାଁ ପଞ୍ଚାୟତର ନାଲମହନ ମହାରଣା ଙ୍କ ପୁଅ ବାବୁଲି ମହାରଣା ଙ୍କ କ୍ଷେତ୍ରରେ ଅର୍ଥ ସାଜିଛି ବାଧକ। ବାବୁଲି ଥିଲେ ଜଣେ ଦିନ ମଜୁରିଆ,ଦିନ ମଜୁରିଆ କାମ କରି ନିଜର ପରିବାର ପୋଷୁଥିଲେ । ଗାଁ ରେ କାମ ନ ମିଳିବାରୁ ନିଜ ଗାଁ ଠାରୁ କାମାକ୍ଷାନଗର

ମହୁଲଖୋଳି ଗ୍ରାମରେ ହାତୀ ଉପଦ୍ରବରେ ନୟାନ୍ତ ହେଲେଣି ପରିବା ଚାଷୀ

ଗଁଦିଆ ବ୍ଳକ କପିଳାସ ବନଖଣ୍ଡ ଅଧିନ ମହୁଲଖୋଳି ଗାଁରେ ହାତୀମାନଙ୍କ ଦ୍ୱାରା ବ୍ୟାପକ ଧାନ ଓ ପନି ପରିବା ଫସଲ ନଷ୍ଟ ହୋଇଛି । ପରିବା କ୍ଷେତରେ ହାତୀପଲ ପଶି ଦଳିଚକଟି ଫସଲ ନଷ୍ଟ କରିଛନ୍ତି । ପରିବା ଅମଳ ବାହାରିବା ବେଳେ ଏବେ ୫ରୁ ୧୦ହାତୀପଲ ବ୍ୟାପକ ଫସଲ ନଷ୍ଟ କରିଛନ୍ତି । ଫଳରେ ଚାଷୀ

ସବର୍ଣ୍ଣ ମାନେ ଧାନ କାଟିନେଲେ ; ଣୁଣିଲାନି କାମାକ୍ଷାନଗର ପୋଲିସ,ଗ୍ରାମବାସୀ ଏସପିଙ୍କ ଦ୍ୱାରସ୍ଥ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ରାଇବୋଲ ମହୀଧରପୁର କମଣା ଗ୍ରାମରେ ଜଙ୍ଗଲ ଜମିରେ ଚାଷ କରିଥିବା ଧାନକୁ କେତେକ ସବର୍ଣ୍ଣ ବ୍ୟକ୍ତି କାଟିନେବାକୁ ମସୁଧା କରୁଥିବା ବେଳେ ବମ ପକାଇ ହତ୍ୟା କରିବାକୁ ଧମକ ଚମକ ଦେଉଛନ୍ତି । ତେବେ ଏହି ଘଟଣାରେ କାମାକ୍ଷାଗର ପୋଲିସ ନିରବଦ୍ରଷ୍ଟା ସାଜିଛି

ରକ୍ଷଣାବେକ୍ଷଣା ଅଭାବରୁ ପିଚୁ ରାସ୍ତା ଏବେ ମାଟି ରାସ୍ତା

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କନ୍ତୋର ଠାରୁ ରେଙ୍ଗାଳି ବାମ ପାର୍ଶ୍ୱ ମୁଖ୍ୟ କେନାଲରୁ ଏକ ଶାଖା କେନାଲ ବାହାରି ପରଜଙ୍ଗ ,ଜହ୍ନାପଡା, ଖଣ୍ଡୁଆଳମୁଣ୍ଡା , କନ୍ଦରସିଂହା, ଲୋଧଣୀ ପ୍ରଭୃତି ଗ୍ରାମପାଖ ଦେଇ ସାଆନ୍ଦା ଦେଇ କାମାକ୍ଷାନଗର ବ୍ଲକ ପଣ୍ଡୁଆ ଅଞ୍ଚଳକୁ ଯାଇଛି । ଉକ୍ତ ଶାଖା

ବିନା ଲାଇଫ ଜ୍ୟାକେଟରେ ନୌକା ବିହାର

କପିଳାସ ଚିଡ଼ିଆଖାନାରେ ଥିବା ନୌକାବିହାର ଚିଡ଼ିଆ ଖାନା ଆସୁଥିବା ସମସ୍ତ ପର୍ଯ୍ୟଟକ ଙ୍କୁ ଆକୃଷ୍ଟ କରିଥାଏ । ଢେଙ୍କାନାଳ କୁ ଜିଲ୍ଲା ତଥା ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକ ବାବା ଚନ୍ଦ୍ରଶେଖର ଙ୍କ ଦର୍ଶନ ସାଙ୍ଗକୁ କପିଳାସ ଚିଡିଆଖାନା ବୁଲି ଦେଖିଥାନ୍ତି, ତେବେ କପିଲାସ ଚିଡ଼ିଆଖାନା

ହାତୀ ପାଇଁ ରାତି ଅନିଦ୍ରା ,ଫସଲକୁ ବଞ୍ଚାଇବାକୁ ମଞ୍ଚାରେ ଚାଷୀ

ଢେଙ୍କାନାଳ ବନଖଣ୍ଡ ହିନ୍ଦୋଳ ରେଞ୍ଜ ଓ ବନାଞ୍ଚଳରେ ହାତୀ ଉପଦ୍ରବ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଧାନ ଅମଳ ସମୟ ହୋଇଥିବାରୁ ଚାଷୀ ମାନେ ଗଛରେ ମଞ୍ଚା ବାନ୍ଧି ରାତିସାରା ଜଗିରହିବା ସହିତ ଫସଲକୁ ହାତୀ ଦାଉରୁ ବାଜା ବଜାଇ ବାଣ ଫୁଟାଇ ସୁରକ୍ଷା ଦେଉଥିବାର ଜଣାପଡିଛି । ହିନ୍ଦୋଳ

ଜରାଜୀର୍ଣ୍ଣ ଅବସ୍ଥାରେ ଘୋଡ଼ାଡ଼ିଆଁ ନାଳ ପୋଲ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ହାତୀଲୁଚାଣି ଛକ ନିକଟରେ ଆଜକୁ ୪୦ ବର୍ଷରୁ ଉର୍ଦ୍ଧ୍ବ ହେବ ଏକ ଘୋଡ଼ାଡ଼ିଆଁ ନାଳ ପୋଲ ନିର୍ମାଣ କରାଯାଇ ସେଥିରେ ବିଭିନ୍ନ ଦିଗକୁ ଛୋଟ ବଡ ଭାରିଯାନ ଠାରୁ ଆରମ୍ଭ କରି ଯାତ୍ରୀବାହୀ ବସ୍ ସମେତ ଅନ୍ୟ ଗାଡ଼ି ଯାତାୟାତ କରିବାରେ ସହାୟକ ହୋଇଛି । ବର୍ତ୍ତମାନ

ଜିଲ୍ଲା ଶିକ୍ଷାଧିକାରୀଙ୍କ ବିଚିତ୍ର ନିତୀ ,ମୃତ ଶିକ୍ଷୟିତ୍ରୀଙ୍କୁ ପଦୋନ୍ନତି

ଢେଙ୍କାନାଳ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟରେ ବିଚିତ୍ର ନିତୀ ଦେଖିବାକୁ ମିଳିଛି । ଜଣେ ମୃତ୍ୟୁ ବରଣ କରିଥିବା ଶିକ୍ଷୟିତ୍ରୀଙ୍କୁ ପଦୋନ୍ନତି ମିଳିବା ସହିତ ତାଙ୍କର ସମ୍ପତି ତାଲିକା ପ୍ରଦାନକରିବାକୁ ନିର୍ଦ୍ଦେଶଦିଆଯାଇଥିବାର ଜଣାପଡିଛି । ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟ।ଳୟ ତରଫରୁ ପତ୍ର

ପ୍ରକଳ୍ପକୁୂ ପାଟରପଦା ଗ୍ରାମବାସୀଙ୍କ ବିରୋଧ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ପାଟରପଦା ବଳିଗାଡିଆ ତଏଲାରେ ହେବାକୁ ଥିବା ସିଏଚଡବ୍ଲ୍ୟୁଟିଏସ ଏଣ୍ଡ ଡିଏଫ ପ୍ରକଳ୍ପକୁ ବିରୋଧ କରି ଗ୍ରାମବାସୀ ମାନେ ବିରୋଧ କରିବା ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ କରିଥିଲେ । ବଳିଗାଡିଆ ତଏଲାରେ ସିଏଚଡବ୍ଲ୍ୟୁଟିଏସ ଏଣ୍ଡ ଡିଏଫ

କଲ୍ୟାଣ ମଣ୍ଡପକୁ ନାହିଁ ରାସ୍ତା କିନ୍ତୁ ହେଉଛି କୋଟି କୋଟି ଟଙ୍କାର ଟେଣ୍ଡର

ହିନ୍ଦୋଳ ଏନଏସି ମାନ୍ୟତା ପାଇବାର ଦୀର୍ଘ ୧୦ ବର୍ଷ ବିତିଯାଇଥିଲେ ସୁଦ୍ଧା ବାଟବଣା ହୋଇଛି ବିକାଶ।ସ୍ପଷ୍ଟ ଦିବାଲୋକରେ ଏନଏସି କର୍ତ୍ତୃପକ୍ଷ ହିନ୍ଦୋଳ ଜନସାଧାରଣଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଲକ୍ଷ ଲକ୍ଷ ଟଙ୍କାର ଘୋଟାଲା କରିଚାଲିଛନ୍ତି । ଉଲ୍ଲେଖଯୋଗ୍ୟ ଯେ,୨୦୧୭ ମସିହାରେ ହିନ୍ଦୋଳ
error: Content is protected !!