Browsing Category
ଅଞ୍ଚଳ ସମସ୍ୟା
ମଶା ଦୌରାତ୍ମ୍ୟରେ ସହରବାସୀ ଅତିଷ୍ଠ ;ଧୂଆଁ ନାହିଁ କି ତେଲ ନାହିଁ, ଖର୍ଚ୍ଚ କିନ୍ତୁ ଲକ୍ଷାଧିକ
ଢେଙ୍କାନାଳ ସହରରେ ଏମେ ମଶା ଭଣଭଣ। ରାସ୍ତାରେ ଚାଲିଲେ ବି ମଶା ଗୋଡ଼ାଇଲା ଭଳି ସ୍ଥିତି। ମଶା ନିପାତ ପାଇଁ ପୋୖରପାଳିକା ପକ୍ଷରୁ ପ୍ରତି ସଂଧ୍ୟାରେ ଧୂଆଁ ଦେବାର ବ୍ୟବସ୍ଥା କରାଯାଇଥିବା ଦାବି କରାଯାଉଛି। ମାତ୍ର ସହରରେ ମଶାଙ୍କ ସଂଖ୍ୟା ଦେଖିଲେ ମଶା ଧୂଆଁ ଯୋଜନାକୁ ନେଇ ସନ୍ଦେହ ସୃଷ୍ଟି!-->…
ଦୁଃଖକଷ୍ଟରେ ଦିନ କାଟୁଛନ୍ତି ଆରତବନ୍ଧୁ ଙ୍କ ପରିବାର ,ଘରେ ବସିଛି ରୋଗାଗ୍ରସ୍ତ ପୁଅ
ସ୍ବପ୍ନ ଥିଲା ପାଠ ପଢି ଚାକିରି କରି ବାପାମାଆଙ୍କ ଦୁଃଖ ଦୂର କରିବ । କିନ୍ତୁ ଆଜିକୁ ୫ ମାସ ପୂର୍ବରୁ ହଠାତ୍ ମୁହଁ ପାଦ ଫୁଲିବାକୁ ଲାଗିଲା, ତେବେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନା କୁ ନେବାରୁ ଜଣା ପଡିଲା ଯେ ତାଙ୍କର ଦୁଇଟି କିଡନୀ ଖରାପ, ପାଦ ତଳୁ ମାଟି ଖସିଗଲା ବାପା ମା ଙ୍କର l!-->…
ସହିଦ ବାଜିରାଉତଙ୍କ ଗାଁ ଜମିକୁ ଯିବାକୁ ରାସ୍ତାନାହିଁ; ଚାନ୍ଦାକରି ବାଉଁଶ ପୋଲ ନିର୍ମାଣ କଲେ ଚାଷୀ
ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ମହୁଲପାଳ ପଞ୍ଚାୟତ ସହିଦ ବୀର ବାଜିରାଉତଙ୍କ ଗ୍ରାମ ନୀଳକଣ୍ଠପୁର ବ୍ରାହ୍ମଣୀ ନଦୀକୂଳରେ ଜମିକୁ ଯାତାୟତ କରିବା ପାଇଁ ରାସ୍ତାନାହିଁ ।
ଶେଷରେ ଗ୍ରମାବାସୀ ମାନେ ଚାନ୍ଦା କରି ରଙ୍ଗମାଟିଆ ନାଳରେ ନଦୀରେ ବାଉଁଶ ପୋଲି ନିର୍ମାଣ କରିବା ସହିତ ପୂଜାର୍ଚ୍ଚନା!-->!-->!-->…
ଡ୍ରେନ ନିର୍ମାଣ ପାଇଁ ୱାର୍ଡ ବାସୀଙ୍କ ଦାବି
ଢେଙ୍କାନାଳ ପୌରାଞ୍ଚଳ ଅନ୍ତଗର୍ତ କଲେଜ ବାଇପାସ ଠାରୁ କୁଞ୍ଜକାନ୍ତ ପର୍ଯ୍ୟନ୍ତ ଡ୍ରେନ ନିର୍ମାଣ କରିବା ପାଇଁ ପୌରସଂସ୍ଥା ଅନ୍ତର୍ଗତ ଏକ ନମ୍ବର ଏବଂ ୨ ନମ୍ବର ୱାର୍ଡ ବାସିନ୍ଦା ମାନେ ଜିଲ୍ଲାପାଳଙ୍କୁ ଲିଖିତ ଭାବରେ ନିବେଦନ କରିଛନ୍ତି ।
ଅଭିଯୋଗ ଅନୁସାରେ କଲେଜ ବାଇପାସ ଇଛାଦେଇପୁର କଲେଜ!-->!-->!-->…
ନଳିତାଙ୍କ ପାଇଁ ଆବାସ ଯୋଜନା ସାତ ସପନ ,ଭଙ୍ଗା କୁଡ଼ିଆ ରେ ବିତୁଛି ଜୀବନ
ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ପଙ୍ଗାତିରା ନାଏକ ସାହିର ନଳିତା ନାଏକ ,ଦିନେ ଖାଇଲେ ଦିନେ ଓପାସ । ନଡା ଛପର ଘରେ ଦିନରେ ସୂର୍ଯ୍ୟ ଓ ରାତିରେ ତାରା ଦେଖାଯାଏ ।ବର୍ଷା ଦିନ କଥା ନକହିବା ଭଲ ,ଅସରାଏ ବର୍ଷା ହେଲେ ଘର ଭିତରେ ଆଣ୍ଠୁଏ ପୁଣି, ତା ଉପରେ ଦୁଇ ଝିଅ ଙ୍କ ବୋଝ ।
ବଡ ଝିଅ!-->!-->!-->…
ବିଦ୍ୟାଳୟ ଗେଟରେ ଲାଗିଲା ପ୍ରଶ୍ନପତ୍ର ଗାଡ଼ି,ଅଟୋରେ ବୁହାଗଲା ପ୍ରଶ୍ନପତ୍ର
ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଅନ୍ତଗର୍ତ ଦାଣ୍ଡିମାଳ ଉଚ୍ଚ ବିଦ୍ୟାଳୟର ତ୍ରୁଟିପୂର୍ଣ୍ଣ ଗେଟ ନିର୍ମାଣ ଯୋଗୁ ଚଳିତ ବର୍ଷ ହାଇସ୍କୁଲ ସମ୍ମେଟିଭ ପରୀକ୍ଷା ପ୍ରଶ୍ନପତ୍ର ନେଇ ଆସିଥିବା ଗାଡ଼ି ଗେଟରେ ଅଟକି ରହିଲା । ଶେଷରେ ପ୍ରଶ୍ନପତ୍ର ଅଟୋରେ ବୁହା ହେବା ଘଟଣା ଏବେ ଅଞ୍ଚଳରେ ଚର୍ଚ୍ଚାର!-->…
ଗଡପଳାଶୁଣି ଅଞ୍ଚଳରେ ମରୁଡି ଆଶଙ୍କା ,ଫସଲ ବଞ୍ଚାଇବା ଲାଗି ଚାଷୀ ମାନଙ୍କ କସରତ
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅଧୀନସ୍ଥ ମହାବିରୋଡ ଫାଣ୍ଡି ଅଞ୍ଚଳର ଗଡପଳାଶୁଣି ପଞ୍ଚାୟତ ତଥା ଆଖ ପାଖ ୯ଟି ପଞ୍ଚାୟତରେ ମରୁଡି ଆଶଙ୍କା ନେଇ ଚାଷୀଙ୍କୁ ଭାଳେଣୀ ପଡିଛି ।ଅଞ୍ଚଳ ପାହାଡ଼ିଆ ତଥା ଆଦିବାସୀ ଅଧ୍ୟୁଷିତ ହୋଇଥିବାରୁ ସାମାନ୍ୟ ବର୍ଷା ହେଲେ ଚାଷୀ ମାନଙ୍କ ଜମିରେ ପାଣି ଅସୁବିଧା!-->…
ସୁରକ୍ଷା ଖୋଜୁଛି ଗଛ ; କାହା ଅନୁମତିରେ ଢେଙ୍କାନାଳ ସହରରେ ବେଧଡ଼କ ଚାଲିଛି ଗଛକଟା ?
ସହରରେ ଏବେ ମନ ଇଚ୍ଛା ଗଛ କଟା ଚାଲିଛି । କୌଣସି ବିକାଶ ମୂଳକ କାର୍ଯ୍ୟ ନାମରେ ଗଛ କାଟି ସଫା କରି ଦିଆଯାଉଛି । କିଏ ପ୍ରକଳ୍ପକୁ ଦେଖାଇ ବନ ବିଭାଗରୁ ଅନୁମତି ନେଇଯାଉଛି ତ, କିଏ ମନ ଇଚ୍ଛା ଗଛ କାଟି ଗଡାଇ ଦେଉଛି । ଫଳରେ ସହର ପରିବେଶର ଶୌଭାବର୍ଦ୍ଧନ କରୁଥିବା ଗଛ ଗୁଡିକ ଅକାଳରେ ଗଡି!-->…
ଗୋହିରା ଅଣ୍ଡର ଗ୍ରାଉଣ୍ଡ ବୋରିଂ କାମ ବନ୍ଦ , ଶ୍ରମିକ ପାଇନାହାନ୍ତି ପାରିଶ୍ରମିକ
ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ଜୟପୁର ଠାରେ ନିର୍ମାଣାଧିନ ଗ୍ୟାସ ପାଇପ ଲାଇନର ଗୋହିରା ଅଣ୍ଡର ଗ୍ରାଉଣ୍ଡ ବୋରିଂ (ଟନେଲ)କାମ ବନ୍ଦ। ଠିକାଦାର ଟଙ୍କା ପାଇନଥିବାରୁ ଶ୍ରମିକମାନେ ମଧ୍ୟ ପାଇ ନାହାନ୍ତି ପାରିଶ୍ରମିକ। ଘଟଣାରୁ ପ୍ରକାଶ ଗେଲ ଇଣ୍ଡିଆ ପକ୍ଷରୁ ୨୦୧୮ ମସିହାରୁ ଗ୍ୟାସ!-->…
ସମସ୍ୟା ଘେରରେ ପାକଟମୁଣ୍ଡା ଗ୍ରାମ
ଦୀର୍ଘବର୍ଷ ଧରି ସମସ୍ୟା ଘେରରେ ପଡ଼ିରହିଛି ପାକଟମୁଣ୍ଡା ଗାଁ,ବାରମ୍ବାର ପ୍ରଶାସନିକ ଅଧିକାରୀ ଙ୍କୁ ଅବଗତ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି ବିଭାଗୀୟ ଅଧିକାରୀ ମାନେ। ସମସ୍ତ ମୌଳିକ ସୁବିଧାରୁ ବଞ୍ଚିତ ଅଛନ୍ତି ଏହି ଗାଁର ଲୋକେ ମାନେ। ପଞ୍ଚାୟତ ନିର୍ବାଚନ!-->…