News
lipub
samparksetu
Browsing Category

ଅଞ୍ଚଳ ସମସ୍ୟା

ଡିଲରଙ୍କୁ ପିଡିଏସ ସାମଗ୍ରୀ ଦେବାରେ ବିଳମ୍ବ,ଉପଭୋକ୍ତାଙ୍କ ଅସନ୍ତୋଷ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକ ଗୁଣ୍ଡୁରାପଶି ପଞ୍ଚାୟତରେ ପିପିପି ମୋଡରେ ସ୍ଥାପିତ ହୋଇଥିବା ପିଡିଏସ ଗୋଦାମ ଦଲାଲଙ୍କ ନିୟନ୍ତ୍ରଣରେ ରହିଥିବାର ଅଭିଯୋଗ ହୋଇଛି । ଦଲାଲଙ୍କ ଯୋଗୁଁ ଗଁଦିଆ ଏବଂ ଭୁବନ ବ୍ଲକରେ ଥିବା ହଜାର ହଜାର ପିଡିଏସ ଉପଭୋକ୍ତା ପିଡିଏସ ସାମଗ୍ରୀ ପାଇବାରେ ବିଳମ୍ବ

କ୍ରସର ବନ୍ଦ ଦାବି ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ କଷ୍ଟୀପାଳ ଏବଂ ବେଗା ପଞ୍ଚାୟତ ଶ୍ରୀ ମନ୍ତପରୁ ପଡା ଗ୍ରାମରେ ଚାଲିଥିବା ଜଗବନ୍ଧୁ କ୍ରସରକୁ ବନ୍ଦ କରିବା ପାଇଁ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିବାର ଜଣାପଡଛି । ଗଁଦିଆ ବ୍ଲକ ନିହଲପ୍ରସାଦ ପଞ୍ଚାୟତ ନୂଆ କଷ୍ଟିପାଳ ଏବଂ ବେଗା ପଞ୍ଚାୟତ

ଭୋକ ଉପାସରେ ୪ ମା’ ଛେଉଣ୍ଡ ଶିଶୁ

ଗରିବ ଅସହାୟଙ୍କ ପାଇଁ ସରକାରଙ୍କ ମାଳ ମାଳ ଯୋଜନା। ହେଲେ ପରିଚାଳନାଗତ ତ୍ରୁଟି ଓ ତୃଣମୂଳ ସ୍ତରରେ ସରକାରୀ କର୍ମଚାରୀଙ୍କ ଇଚ୍ଛାଶକ୍ତିର ଅଭାବ ପାଇଁ ହିତାଧିକାରୀଙ୍କ ନିକଟରେ ସରକାରୀ ସହାୟତା ପହଞ୍ଚି ପାରୁନି । ଏହାର ଏକ ନଗ୍ନ ଚିତ୍ର ଓଡ଼ାପଡ଼ା ବ୍ଲକ ବଳରାମ ପ୍ରସାଦ ପଞ୍ଚାୟତ

ବୁଦ୍ଧେଶ୍ବର ବାଲି ଯାତ୍ରା ରେ କୁଢ଼ କୁଢ଼ ଅଳିଆ !

ବାବା ବୁଦ୍ଧେଶ୍ବରଙ୍କ ପୀଠରେ ଦୁଇଦିନ ଧରି ଚାଲିଥିବା ବାଲିଯାତ୍ରାରେ ଅଭାବନୀୟ ଦୃଶ୍ଯ । ସମଗ୍ର ଦେଶରେ ସ୍ୱଚ୍ଛ ସୁନ୍ଦର ପରିବେଶ ପାଇଁ ସରକାର ସଚେତନତା ଅଭିଯାନ ଚଲାଇଥିବା ବେଳେ ଭୁବନର ଏହି ପ୍ରସିଦ୍ଧ ଯାତ୍ରାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ଯାହାକୁ ନେଇ ଯାତ୍ରା ବୁଲିବାକୁ

ସଠିକ ସମୟରେ ଆସୁ ନାହାଁନ୍ତି କର୍ମଚାରୀ ,ହଇରାଣ ହେଉଛନ୍ତି ସାଧାରଣ ଲୋକ

କଙ୍କଡାହାଡ଼ ବ୍ଲକ କାର୍ଯ୍ୟାଳୟ କୁ ଧାର୍ଯ୍ୟ ସମୟରେ ଅଧିକାରୀ, କର୍ମଚାରୀ ଆସୁନଥିବା ଅଭିଯୋଗ ହେଉଅଛି ।ଅଧିକାରୀ ଓ କର୍ମଚାରୀ ମାନେ ଠିକ ସମୟରେ କାର୍ଯ୍ୟାଳୟକୁ ଆସୁନଥିବାରୁ ବିଭିନ୍ନ ସମସ୍ୟା ନେଇ ଆସୁଥିବା ଲୋକମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବ୍ଲକ କାର୍ଯ୍ୟାଳୟ

କାରଖାନା ବନ୍ଦ ଦାବିରେ ଜିଲ୍ଲାପାଳଙ୍କୁ ଭେଟିଲେ ଗ୍ରାମବାସୀ

ଢେଙ୍କାନାଳ ସଦର ବ୍ଳକ୍ ଅନ୍ତର୍ଗତ ତାଳବରକୋଟ ଗାଁ ଠାରୁ ମାତ୍ର ୨୦୦ ମିଟର ଦୂରରେ ଥିବା ଏକ ପିଚୁ ବାଲି ମିଶ୍ରଣ କାରଖାନା ଏବଂ କ୍ରସର ହେତୁ ପ୍ରଦୂଷଣ ସୃଷ୍ଟି ହେଉଛି । ଯାହାକୁ ନେଇ ସ୍ଥାନୀୟ ଗ୍ରାମବାସୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।ବ୍ୟାପକ ପ୍ରଦୂଷଣ ହେତୁ କୂଅ , ପୋଖରୀ ଏବଂ ଘରେ

ଦୀର୍ଘ ୨ ମାସ ପରେ କାରନ୍ଦା ବିଦ୍ୟାଳୟ ରେ ପୁନର୍ବାର ପଡିଲା ତାଲା

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡ କାରନ୍ଦା ବିଦ୍ୟାଳୟ ରେ ଶିକ୍ଷକ ମରୁଡି ନେଇ ୨ ମାସ ହେବା ଗ୍ରାମବାସୀ ମାନେ ବିଦ୍ୟାଳୟ ରେ ତାଲା ପକାଇ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବିଦ୍ୟାଳୟ ବନ୍ଦ କରିଥିଲେ । ବିଦ୍ୟାଳୟ ବନ୍ଦ ହେବାର ୧୦ ଦିନ ପରେ ବିଭାଗୀୟ ଅଧିକାରୀ ମାନେ ଆସି ଶିକ୍ଷକ

ଡାକ୍ତରଙ୍କ ଅବହେଳା ହେତୁ ରୋଗୀ ହୀନସ୍ଥା

ଢେଙ୍କାନାଳ ଜିଲ୍ଲାର ରାସୋଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ରେ ଡାକ୍ତର ଙ୍କ ମନମୁଖୀ ଶାସନ ଏବେ ସାଧାରଣ ରେ ଚିନ୍ତାର ବିଷୟ ପଲଟିଛି । ରାସୋଳ ଅଞ୍ଚଳ ଜନ ବହୁଳ ଅଞ୍ଚଳ ତଥା ଏହି ମେଡିକାଲ ସାମ୍ନା ଦେଇ ଯାଇଥିବା ପୁରୁଣା କଟକ ସମ୍ବଲପୁର ରାସ୍ତା ଏବେ ବ୍ୟସ୍ତ ବହୁଳ କାରଣରୁ ଅନେକ ସମୟରେ

ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି ପାଇଁ ଦାବିପତ୍ର ଦେଲେ ଅଭିଭାବକ ; ଆନ୍ଦୋଳନ ପାଇଁ ସଜବାଜ

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ ରାମେଶ୍ବର ସରକାରୀ ଉଚ୍ଚ ବିଦ୍ୟାଳୟ ର ବିଜ୍ଞାନଶିକ୍ଷକ ଶଙ୍କର୍ଷଣ ପଣ୍ଡାଙ୍କ ଅନ୍ୟତ୍ର ବଦଳି ପାଇଁ ଦାବି ଜୋର ଧରିଲା ।ମହାବିରୋଡ୍ ଗ୍ରାମବାସୀଙ୍କ ତରଫରୁ ଏହି ଦାବିକୁ କାମାକ୍ଷାନଗର ଉପ ଜିଲ୍ଲାପାଳ , ଢେଙ୍କାନାଳ ଜିଲ୍ଲାପାଳ, ଜିଲ୍ଳା ଶିକ୍ଷା

ଜଣେ ଶିକ୍ଷୟତ୍ରୀ ରେ ଚାଲିଛି ପ୍ରାଥମିକ ସ୍କୁଲ !

ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ନଡ଼ିଆଳୀ ପଞ୍ଚାୟତ ର ରାଜସ୍ୱ ଗାଁ ଦଲକ । ଏହା ଜିଲ୍ଲା ମୁଖ୍ୟ।ଳୟ ଠାରୁ ମାତ୍ର ୧୭ କିମି ଦୂରରେ ଅବସ୍ଥିତ । ଏହି ଗାଁରେ ରହିଛି ୧୯୭୫ ରେ ପ୍ରତିଷ୍ଠିତ ସରକାରୀ ପ୍ରାଥମିକ ବିଦ୍ୟାଳୟ । ବର୍ତ୍ତମାନ ଏହି ବିଦ୍ୟାଳୟରେ ୨୫ ଜଣ ଛାତ୍ର ଓ ୨୬ ଜଣ ଛାତ୍ରୀ ଅଧ୍ୟୟନ
error: Content is protected !!