News
lipub
samparksetu
Browsing Category

ଅଞ୍ଚଳ ସମସ୍ୟା

ଆମର ଙ୍କ ଚିକତ୍ସା ପାଇଁ ଅର୍ଥ ସାଜିଛି ବାଧକ ।

ପରିବାର ରେ ଖୁସି ସାଉଁଟିବା ବେଳକୁ ଭାଗ୍ୟରେ ଏତେ ସବୁ କଷ୍ଟ ସହିବାକୁ ପଡିବ ବୋଲି ବିଧବା ବୃଦ୍ଧା ମା କେବେ କଳ୍ପନା କରିନଥିଲେ । କାହାକୁ କିଛି ନକହି ମୁହଁରେ ଲୁଗା ଦେଇ କାନ୍ଦିବା ଛଡା କିଛି ନାହିଁ ବୃଦ୍ଧା ମାଆ ଙ୍କର, କିଏ ଦେଖିବ ତାଙ୍କ ଲୁହ, କିଏ ବୁଝିବ ତାଙ୍କ କଷ୍ଟ ! ଯେଉଁ ପୁଅକୁ

ବାପା ଛେଉଣ୍ଡ ହେଇଗଲେ ଚାରି ଝିଅ

ବେସାହାରା ହେଇଗଲେ ମମତା ନାଏକ । ନିଜର ଚାରିଜଣ ପିଲାଙ୍କୁ ଇପରି ଆହାର ଯୋଗାଇବା ମମତା ନାଏକ ଏବେ ଚିନ୍ତାରେ ।ସ୍ୱାମୀ ଥିଲେ ଦିନ ମଜୁରିଆ ,ସ୍ୱାମୀ ରୋହିତ ନାଏକ ଅଜଣା ରୋଗରେ ପିଡୀତ ହୋଇ ଆରପାରିକୁ ଚାଲିଗଲା ପରେ ସ୍ତ୍ରୀ ଏବଂ କୁନି କୁନି ଚାରିଝିଅ ଙ୍କ ର ଭୋକ ଉପାସରେ ଦିନ କଟୁଛି ।

ଶାମାଚରଣପୁର ପିଏଚ କୁ ଦିବ୍ୟାଙ୍ଗ ପାସେଞ୍ଜର କୁ ନା !

ରେଳ ଯାତ୍ରା ସମସ୍ତ ଙ୍କ ଅଧିକାର, ଯାତ୍ରୀଙ୍କ ନିମନ୍ତେ କେନ୍ଦ୍ର ସରକାର ବିଭିନ୍ନ ଯୋଜନା କରୁଥିବା ବେଳେ ଦିବ୍ୟାଙ୍ଗ ଯାତ୍ରୀଙ୍କ ପାଇଁ ସ୍ପେସିଆଲ କୋଚ ର ମଧ୍ୟ ସୁବିଧା ପ୍ରଦାନ କରିଥାନ୍ତି ହେଲେ ଗ୍ରାଉଣ୍ଡ ସ୍ଥରରେ ଏହାର ଓଲଟା ଦୃଶ୍ୟ ଦେଖିବାକୁ ମିଳିଛି । ଶାମାଚରଣପୁର ପିଏଚ ଢେଙ୍କାନାଳ

ଦୁଇ ବର୍ଷ ଧରି ଖାଲି ପଡ଼ିଛି ଏଲୋପାଥିକ ଡାକ୍ତର ପଦବୀ ; ଆୟୁଷ ଡାକ୍ତରଙ୍କୁ ନେଇ ଚାଲିଛି ରୋଗୀସେବା

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ପାଇକପୁରଣାକୋଟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦୀର୍ଘ ଦୁଇ ବର୍ଷ ଧରି ଏଲୋପାଥିକ ଡାକ୍ତର ପଦବୀ ଖାଲି ପଡିଛି ।ବାରମ୍ବାର ଦାବି ସତ୍ତ୍ୱେ ସରକାରଙ୍କ ତରଫରୁ ଡାକ୍ତର ନିଯୁକ୍ତି କରାଯାଉନଥିବା ବେଳେ ଆୟୁଷ ଡାକ୍ତରଙ୍କୁ ନେଇ ରୋଗୀ ସେବା ହେଉଛି । ଏହି

ବିନା ଗୃହରେ ଚାଲିଛି ୧୭ ଅଙ୍ଗନବାଡି କେନ୍ଦ୍ର !

କେନ୍ଦ୍ର ସରକାରଙ୍କ ପକ୍ଷରୁ କୋମୋଳମତି ଶିଶୁ ମାନଙ୍କ ପାଇଁ ଅଙ୍ଗନବାଡି କେନ୍ଦ୍ର ଖୋଲିଛନ୍ତି। ଶିଶୁ, ଗର୍ଭବତୀ ମହିଳା, କିଶୋରୀ, ପୃଷ୍ଟିହିନତା ମାନଙ୍କୁ ଅଙ୍ଗନବାଡି କେନ୍ଦ୍ର ମାଧ୍ୟମରେ ସେବା ଯୋଗାଇ ଦିଆଯାଉଛି। ହେଲେ ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକର କେତେକ ଅଙ୍ଗନବାଡି କେନ୍ଦ୍ର

କାମ ଦେଲାନି କୋଟି କୋଟି ଟଙ୍କାର ପାନୀୟ ଜଳ ଯୋଗାଣ ପ୍ରକଳ୍ପ,ସମାସ୍ୟା ଘେରରେ ଶତାଧିକ ଜନଜାତି ପରିବାର

ଲୋକମାନଙ୍କ ସୁବିଧା ପାଇଁ ରହିଛି ସରକାର ଙ୍କ ମାଳ ମାଳ ଯୋଜନା ହେଲେ ,ଯୋଜନା କେତେବେଳେ ଲୋକଙ୍କ ପାଖରେ ପହଞ୍ଚେ ତ କେତେବେଳେ ପ୍ରକୃତ ଉଦ୍ଦେଶ୍ୟ ଠାରୁ ବହୁତ ଦୂରରେ ହେଲେ ଦେଖିବାକୁ କେହି ନାହିଁ। ଏପରି ଏକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲାର ଗଁଦିଆ ବ୍ଲକ ଅନ୍ତର୍ଗତ ଆଦିବାସୀ

୫୫ ନଂ ଜାତୀୟ ରାଜପଥ କାର୍ଯ୍ୟ ନିମ୍ନମାନର କାର୍ଯ୍ୟ ଶେଷ ହେବାର ମାସକରେ ଉଠିଲାଣି କଂକ୍ରିଟ !

ଢେଙ୍କାନାଳ ଜିଲ୍ଲା ଦେଇ ଯାଇଥିବା ୫୫ ନଂ ଜାତୀୟ ରାଜପଥକୁ ନେଇ ବାରମ୍ବାର ଦାବି ସତ୍ତ୍ୱେ ବିଭାଗୀୟ ଅଧିକ।ରୀ ନିଜର ମନମୁଖୀ କାର୍ଯ୍ୟ ଚଳାଇଥିବାର ଜଣାପଡିଛି । ଆନ୍ଦୋଳନ ହେଲେ ଜାତୀୟ ରାଜପଥ ବିଭାଗ ତରଫରୁ ଦିନେ ଦଇୁ ଦନି କାର୍ଯ୍ୟ କରାଯାଇ ପୁଣି ବନ୍ଦ କରିଦିଆ ଯାଉଛି । କିଛିଦିନ ହେବ

ଡମଶାଳ ଅଣ୍ଡର ପାସ ବିକଳ୍ପ ବ୍ୟବସ୍ଥା ପାଇଁ ଦାବି

ଯାଜପୁର ଜିଲ୍ଲା ଚିଙ୍ଗୁଡ଼ିପାଲ ପଞ୍ଚାୟତ ରଗଦା ଠାରେ ଡମଶାଳ ନଦୀରେ ବନ୍ଧ ବନ୍ଧାଯାଇ ସୁକିନ୍ଦା ଓ ଭୁବନ ବ୍ଲକର ଚାଷୀ ମାନଙ୍କ ଜମିକୁ ଦିଆଯାଉଛି ଜଳ । ଚଳିତ ବର୍ଷ ବ୍ରାହ୍ମଣୀ ନଦୀର ସାମଳ ଠାରୁ ଆସିଥିବା ରେଙ୍ଗାଳୀ ବାମ କେନାଲ କୁ ସଂଯୋଗ କରୁଛି ଡମଶାଳ କେନାଲ । ଫଳରେ ସଂଯୋଗ ସ୍ଥଳରେ ଜଳ

ପାଣି ପାଇଁ ହଟହଟା ଗ୍ରାମବାସୀ

ଢେ଼ଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ମହାବିରୋଡ଼ ପଞ୍ଚାୟତ ଚଟକା ପଶି ଗ୍ରାମରେ ପାଣିର ସମସ୍ୟା ଦେଖିବାକୁ ମିଳୁଛି । ଦୀର୍ଘ ଦିନ ହୋଇଗଲା ଗାଁ କୁ ଏକ ସୋଲାର ପମ୍ପ ପାଣି ଆସିବା ପାଇଁ ବ୍ୟବସ୍ଥା ହୋଇଥିଲା। କିନ୍ତୁ ପାଣି ଆସିବା ବଦଳରେ ଲୋକଙ୍କୁ ଖାଲି ପାଣି ଟ୍ୟାପ୍ ଲଗାଇ ଠକି ଦେଇଥିବା

ଜଗନ୍ନାଥ ପରିବାର କୁ ଜଗନ୍ନାଥ ଭରସା

ଋଣ ଭାରରେ ବୁଡ଼ି ଯାଇଥିବା ଜଣେ ଚାଷୀ ଏକ ଏକର ଜମି କୁ ବଛାବଛି କରି ନପାରିବାରୁ ଘରୋଇ କଳି ହୋଇଥିଲା । ଫଳରେ ବୁଧବାର ଦିନ କିଟନାଶକ ପିଇ ଆତ୍ମହତ୍ୟା କରିଥିଲେ ।ତାଙ୍କର ଭୁବନ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ତେବେ ମୃତ ଜଗନ୍ନାଥ ମହାପାତ୍ର ଙ୍କ ପରିବାର କୁ
error: Content is protected !!