News
lipub
samparksetu
Browsing Category

ଅଞ୍ଚଳ ସମସ୍ୟା

ରାସ୍ତା ନିର୍ମାଣ ପାଇଁ ଅଭିଯୋଗ କଲେ ଗ୍ରାମବାସୀ

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ବାମ ପଞ୍ଚାୟତ ଗୋବରୀ ମହାନ୍ତ ସାହି ରାସ୍ତା ରେ ପଚ ପଚ କାଦୁଅ ହେବାରୁ ପିଲାମାନେ ପାଠ ପଢ଼ାରୁ ବଞ୍ଚିତ ଅଛନ୍ତି ଏହାକୁ ନେଇ କଙ୍କଡ଼ାହାଡ଼ ବିଡିଓ ଙ୍କୁ ଏକ ଅଭିଯୋଗ ହୋଇଛି । ପ୍ରକାଶ ଥାଉକି ଗୋବରୀ ସାହିର ମହାନ୍ତ ସାହିକୁ ଯିବାକୁ ହେଲେ ଦୁଇଟି

ଶାଶ୍ୱତ ଏ ଅନୁରାଗେ

ଅନନ୍ତ କାଳରୁ ଚାହିଁ ମୁଁ ରହିଛିତୁମ ଆସିବାର ପଥନିର୍ନିମେଷ ଚକ୍ଷୁ ପଲକ ପଡୁନିପ୍ରତୀକ୍ଷାର ନାହିଁ ଅନ୍ତ......|| ଆସିବାକୁ ଥିବା ତୁମ ପ୍ରତିଶ୍ରୁତିପ୍ରତାରଣା ଭଳି ଲାଗେହେଲେବି ମୋ ମନ ଅବୁଝା ହୁଏନାଶାଶ୍ୱତ ଏ ଅନୁରାଗେ....|| ତୁମେ ତ କହୁଛ ତୁମେ ସର୍ବ ବ୍ୟାପୀସବୁ ତୁମ

ନିମ୍ନମାନର ଚାଉଳ କୁ ନେଇ ଅସନ୍ତୋଷ , ଫେରାଇ ନେବାକୁ ଦାବି

କେହି ଭୋକିଲା ରହିବେ ନାହିଁ ବୋଲି ସରକାର ଟଙ୍କିକିଆ ଚାଉଳର ବ୍ୟବସ୍ଥା କରିଛନ୍ତି। ଏପରିକି ରାଜ୍ୟରେ କରୋନା ମହାମାରୀ କାରଣରୁ ମାଗଣାରେ ମଧ୍ୟ ଚାଉଳ ବଣ୍ଟନ କରାଯାଇଛି। ଫଳରେ ରାଜ୍ୟରେ ଖାଦ୍ୟଜନିତ ସମସ୍ୟା ବହୁତ କମ୍ ଦେଖିବାକୁ ମିଳୁଛି। ଯାହାକୁ ନେଇ ସରକାର ସାଧାରଣ ଲୋକମାନଙ୍କର ହୃଦୟରେ

ନିମ୍ନମାନର ରାସ୍ତା ନିର୍ମାଣ ଅଭିଯୋଗ

ସରକାର ଜନସାଧାରଣ ଙ୍କ କଲ୍ୟାଣ ନିମନ୍ତେ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ ବ୍ୟୟ ବରାଦ କରୁଥିବା ବେଳେ ସେହିଟ ଙ୍କାକୁ କେତେକ ବିଭାଗୀୟ ଅଧିକାରୀ ଙ୍କ ଲାଞ୍ଚ ଖୋର ମନୋଭାବ ଯୋଗୁଁ ସରକାର ଙ୍କ ଜନହିତକର କାର୍ଯ୍ୟ କେବଳ କାଗଜ କଲମରେ ସୀମିତ ରହୁଥିବା ଦେଖିବାକୁ ମିଳୁଛି ।ତାର ସୁଫଳ ଜନସାଧାରଣ

୬ ବର୍ଷ ପରେ ଵି ସରୁନି କଲ୍ୟାଣ ମଣ୍ଡପ

୬ ବର୍ଷ ପରେ ଵି ସରୁନି ଜିଲ୍ଲାର ପ୍ରଥମ କଲ୍ୟାଣ ମଣ୍ଡପ , ଫଳରେ ସାଧାରଣ ଜନତାଙ୍କ ବିବାହ,ବ୍ରତ ଓ ସଭାସମିତି କାର୍ଯ୍ୟପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚକରି ରାଜ୍ୟ ସରକାର ନିର୍ମାଣ କରୁଥିବା କଲ୍ୟାଣ ମଣ୍ଡପ ନା ଲାଗିଲା ଜନତା ଙ୍କ କାମରେ ନା ମିଳିଲା ପଞ୍ଚାୟତ କୁ ରୋଜଗାର l ତେବେ

ଅଙ୍ଗନବାଡ଼ି କେନ୍ଦ୍ର ଥାଇବି ଭଙ୍ଗା ଘରେ ପଢୁଛନ୍ତି ପିଲା

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ରେ ସମନ୍ୱିତ ଶିଶୁ ବିକାଶ ଯୋଜନା ରେ ଥିବା ବିଭାଗୀୟ ଅଧିକାରୀ ମାନଙ୍କ ଅପାରଗତା କାରଣ ରୁ ସବୁବେଳେ ଏଠି ଚର୍ଚ୍ଚାରେ ଥାଏ ଏହି କାର୍ଯ୍ୟାଳୟ । କେବଳ କାଗଜ କଲମ ରେ ହିଁ ହୁଏ ତଦାରଖ । କେଉଁଟି ଭଙ୍ଗା ଘରେ ଛୁଆ ପଡ଼ୁଛନ୍ତି ତ କେଉଁଠି ଗଛମୂଳେ ।

ରାମିଆଳ ବାମ ପାର୍ଶ୍ବ ରେ ୬୦ ଫୁଟର ଘାଇ !

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ କରଗୋଳା ପଞ୍ଚାୟତ କୁଶବେରଣା ଛକ ଠାରେ ରାମିଆଳ ଡ୍ଯାମର ବାମ ପାର୍ଶ୍ବ କେନାଲରେ ୬୦ ଫୁଟ ଲମ୍ବର ଏକ ଘାଇ ସୃଷ୍ଟି ହେବା ଫଳରେ ତଳ ପାର୍ଶ୍ବରେ ଥିବା ଡଙ୍ଗାପାଳ ଓ ଡିହଯୋଡି ପଶିର ଚାଷ ଜମିରେ ମାଟି ପୋତି ହୋଇଯିବା ଫଳରେ ହେକ୍ଟର ହେକ୍ଟର ଚାଷ ଜମିରେ ପାଣି

ମେରୁଦଣ୍ଡ ଭାଙ୍ଗିବାରୁ ଯୁବକ ଶଯ୍ୟାଶାୟୀ

ମେରୁଦଣ୍ଡ ଭାଙ୍ଗି ଯୁବକ ଆକର୍ମଣ୍ୟ ! ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କରଗୋଳା ପଞ୍ଚାୟତ ଅନ୍ତର୍ଗତ ଡ଼ଙ୍ଗାପାଳ ଗ୍ରାମ ସେଣ୍ଡିଆପଶି ସାହିର ଗୋଲେଖ ମହାନ୍ତଙ୍କ ସାନ ପୁଅ ଦେବବ୍ରତ ମହାନ୍ତ ବୟସ( ୩୧) । ଦୁଇ ବର୍ଷ ତଳେ ନିଜ ଘରେ ଘର

୫ ମାସର ଅଣ୍ଡା ଛତୁଆ ଖାଇଗଲେ ଦିଦି

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ ମକୁଆକାଟେଣୀ ପଞ୍ଚାୟତ ହଳଦୀକୁଣ୍ଡି ଗ୍ରାମ ବେଲବଣିଆ ଗ୍ରାମରେ ଥିବା ଅଙ୍ଗନୱାଡି କେନ୍ଦ୍ରର ଦିଦି ଗର୍ଭବତୀ ମହିଳା ଏବଂ ଶିଶୁଙ୍କର ୫ ମାସର ଅଣ୍ଡା ଓ ଛତୁଆ ଖାଇଯାଇଥିବାର ଅଭିଯୋଗ ହୋଇଛି ।ଏହାକୁ ନେଇ ଗର୍ଭବତୀ ମହିଳା ଏବଂ ଅଭିଭାବକ ମାନେ ହୋହାଲ୍ଲା

ବର୍ଷା ଦିନରେ ପାନୀୟ ଜଳର ସମସ୍ୟା

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ମକୁଆକାଟେଣୀ ପଞ୍ଚାୟତ ହଳଦୀକୁଣ୍ଡି ଗ୍ରାମର ମହାପାଟ ସାହିରେ ପାନୀୟଜଳ ସମସ୍ୟା ଦେଖିବାକୁ ମିଳିଛି । ସେଠିକାର ଗ୍ରାମବାସୀ କହିଵା ମୁତାବକ ୨୦୦୭ ମସିହାରେ ଘରେ ଘରେ ପାଇପ ମାଧ୍ୟମରେ କିଭଳି ଭାବରେ ପାଣି ପହଁଚି ପାରିବ ସେଥି ପାଇଁ ପାନୀୟ ଜଳ ଯୋଗାଣର
error: Content is protected !!