News
lipub
samparksetu
Browsing Category

ଅଞ୍ଚଳ ସମସ୍ୟା

ରାଜପଥ କଡ଼ରେ ପାଲଟଣା ଝୁମ୍ପୁଡି ଘରେ ବିତୁଛି ଜୀଵନ

ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ୍ ମୁକ୍ତାପଶି ପଞ୍ଚାୟତର ସିଆରୀମାଳିଆ ଗ୍ରାମ ପାଖ ଜାତୀୟ ରାଜପଥ କଡ଼ରେ ପାଲଟଣା ଝୁମ୍ପୁଡି ଘରେ ରହୁଥିବା ରମେଶ ମାରାଣ୍ଡି ଙ୍କ ୧୩ ବର୍ଷୀୟ ପୁଅ ମୁନା ମାରାଣ୍ଡି । ମୁନା ଯେଏକି ଜନ୍ମରୁ ଜଣେ ସମ୍ପୂର୍ଣ୍ଣ ଭାବରେ ଭିନ୍ନକ୍ଷମ ଅଟନ୍ତି । ଯେଉଁ ବୟସରେ ଖେଳି

ପ୍ରାଣୀ ଚିକିତ୍ସାଳୟରେ ନାହିଁ ସାପକାମୁଡା ଇଞ୍ଜେକସନ

ଢେଙ୍କାନାଳ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟରେ ସାପ କାମୁଡା ଇଞ୍ଜେକସନ ନଥିବାରୁ ଏକ ଗାଈ ଜୀବନ ମରଣ ସହିତ ସଂଗ୍ରାମ କରୁଥିବାର ଜଣାପଡିଛି । ସହର ନିକଟସ୍ଥ କଣ୍ଟାନାଳୀର ଏକ ଗାଈ ହଠାତ ଅସୁସ୍ଥ ହୋଇପଡିଥିଲା ।ଫଳରେ ଗାଈର ମାଲିକ କାର୍ତ୍ତିକ ଦାସ ତୁରନ୍ତ ପ୍ରାଣୀ ଚିକିତ୍ସକଙ୍କ ସହିତ

ସରକାରୀ ସୁବିଧା ନପାଇ ଅସହାୟ ଅହଲ୍ୟା

ପରଜଙ୍ଗ ବ୍ଲକ ପରଜଙ୍ଗ ପଞ୍ଚାୟତ ଖଣ୍ଡୁଆଳମୁଣ୍ଡା ଗ୍ରାମର ଅହଲ୍ୟା ରାଉତ (୪୫) ବିଧବା ଭତ୍ତାରୁ ବଞ୍ଚିତ ।କେନ୍ଦ୍ର ଓ ରାଜ୍ୟ ସରକାର ଅସହାୟ ମାନଙ୍କ ପାଇଁ କୋଟି କୋଟି ଟଙ୍କାର ଅନୁଦାନ ଦେଇଛନ୍ତି ବୋଲି ପ୍ରଚାର ପ୍ରସାର କରୁଥିବା ବେଳେ କିଛି ଅସୁବିଧା ସରକାରୀ କର୍ମଚାରୀ ମାନଙ୍କ ଅବହେଳା

ଦୃଷ୍ଟିହୀନ ଙ୍କ ପାଇଁ ସରକାର ଯୋଜନା ସାତ ସପନ

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ବାମ ପଞ୍ଚାୟତ କୀର୍ତ୍ତନପୂର ଗାଁ ର ଯୁଝାର ପଧାନ ଙ୍କ ଦୃଷ୍ଟିହୀନ ସାଙ୍ଗକୁ ବିକଳାଙ୍ଗ ପୁଅ ଫକୀର ପଧାନ। ବଞ୍ଚିବାର ପ୍ରଥମରୁ ବହୁ ଦୁଃଖ କଷ୍ଟରେ ଚଳି ଆସୁଥିବାର ଦେଖିବାକୁ ମିଳିଥିଲା। ତାଙ୍କ ଜୀବନର ମୂଳ ଲକ୍ଷ୍ୟ ଟିଣ ଡବାରେ ବାଜା ବଜାଇ ଜଗନ୍ନାଥ

ଜାତୀୟ ରାଜପଥ ମନ୍ଥର ଗତି ଯୋଗୁଁ ଶୋଚନୀୟ ଅବସ୍ଥାରେ ମୁକ୍ତାପଶି ଛକ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଦେଇ ଯାଉଥିବା ୫୩ ନମ୍ବର ଜାତିୟ ରାଜପଥରେ ପରଜଙ୍ଗ ଠାରୁ କାମାକ୍ଷାନଗର ମଝିରେ ରହିଛି ମୁକ୍ତାପଶି ବସଷ୍ଟାଣ୍ଡ ‌ । ଏହି ବସଷ୍ଟାଣ୍ଡ ଉପରେ ଯାତାୟାତ ନିମନ୍ତେ ନିର୍ଭର କରନ୍ତି ପାଖାପାଖି ୫ଟି ପଞ୍ଚାୟତର ବାସିନ୍ଦା । ବଡଦୁଃଖର ବିଷୟ ସର୍ବସାଧାରଣ

କିଡନୀ ରୋଗରେ ଛଟପଟ ଭିନ୍ନକ୍ଷମ ଅସିତ

ଭିନ୍ନକ୍ଷମଙ୍କୁ ଦୁଃଖର ଅସରନ୍ତି ବର୍ଷା ଢାଳୁଛି ଦୁଃଖର ବର୍ଷା । ପିଲାଟି ଦିନରୁ ଭଗବାନ ଭିନ୍ନକ୍ଷମ ରୂପରେ ପରିଚୟ ଦେଇଥିଲେ । କିନ୍ତୁ ଏବେ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଛଟପଟ ହେଉଛନ୍ତି ଯୁବକ । ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ୍ ଅନ୍ତର୍ଗତ ପାଟରପଦା ଗାଁ ର କବିରାଜ ପ୍ରଧାନ ଙ୍କ ସାନ

ସରକାରୀ ଯୋଜନାରୁ ବଞ୍ଚିତ ଝରାପାଳ ଗାଁ ; ଗମନାଗମନ, ପାନୀୟ ଜଳ ସାତସପନ

ଦେଶ ସ୍ୱାଧୀନତା ର ୭୫ ବର୍ଷ ବିତିଯାଇଥଲେ ମଧ୍ୟ ଆଜି ବି ଦୁର୍ଦ୍ଦିନ ଭାବରେ ଅତିବାହିତ କରୁଛନ୍ତି ଆଦିବାସୀ ପରିବାର । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଆଖୁଆପାଳ ପଞ୍ଚାୟତର ଝରାପାଳ ସାହିର ପାଖାପାଖି ୧୨ ଟି ଆଦିବାସୀ ପରିବାର ଆଜିକୁ ୫୦ ବର୍ଷରୁ ଉର୍ଦ୍ଧ୍ବ ହେବ ବସବାସ କରିଆସୁଥିଲେ ମଧ୍ୟ

ଖଟିଆରେ ବୁହାହୋଇ ନାଳ ପାର ହେଲେ ରୋଗୀ !

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ବାମ ପଞ୍ଚାୟତ ଗୋବରୀ ଗାଁ କୁ ଯିବାକୁ ହେଲେ ଏକ ନାଳଟିଏ ପଡ଼ିଥାଏ । ସେହି ନାଳ ଦେଇ ପ୍ରତେକ ଦିନ ଲୋକ ମାନେ ବ୍ଲକ କିମ୍ବା ପଞ୍ଚାୟତ ଅଫିସ କୁ ଯାଇଥାନ୍ତି। ଗୋବରୀ ଗାଁ ଠାରୁ ବାମ ଉଚ୍ଚ ବିଦ୍ୟାଳୟ ପ୍ରାୟ ୩ କିଲୋମିଟର ହୋଇଥାଏ।

ସରାଙ୍ଗ ଜଟିଆ ଛକ ଠାରୁ ବ୍ରାହ୍ମଣୀ ପୋଲ ପର୍ଯ୍ୟନ୍ତ ରାସ୍ତା ଶୋଚନୀୟ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ସରାଙ୍ଗ ଜଟିଆ ଛକ ଠାରୁ ବ୍ରାହ୍ମଣୀ ପୋଲ ପର୍ଯ୍ୟନ୍ତ ଲୋକଙ୍କ ଦୁର୍ଦ୍ଦଶା ଭୋଗୁଥିବା ବେଳେ କୁମ୍ଭ କର୍ଣ୍ଣ ନିଦ୍ରାରେ ପ୍ରଶାସନ ,ବିଭାଗୀୟ ଅଧିକାରୀ ସୋଇଯାଇଛନ୍ତି ,ଜଟିଳ ରାସ୍ତାରେ ଲୋକଙ୍କ ଗମନାଗମନ ଦୃଷ୍ଟିରୁ ବାରମ୍ବାର ବିଭିନ୍ନ ଗଣମାଧ୍ୟମରେ ପ୍ରଚାର

କାର୍ଯ୍ୟରେ ଆସୁନାହିଁ ଶୌଚାଳୟ

ଢେଙ୍କାନାଳ ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ କପିଳାସ ଠାରେ ବାବା ଚନ୍ଦ୍ରଶେଖରପୂଜା ପାଉଛନ୍ତି । ଏଠାକୁ ଦୂରଦୂରାନ୍ତରୁ ଆସୁଥିବା ଭକ୍ତ ମାନଙ୍କ ନିମନ୍ତେ ପାହାଚ ରାସ୍ତାରେ ପୂଜା ପାଉଥିବା ବୃଷବଙ୍କ ଠାରେ ୨୦୧୯ ମସିହାରେ ଏକ ଶୌଚାଳୟ ଦେବୋତ୍ତର ବିଭାଗ ଅନୁଦାନ ରାଶିରେ ପଞ୍ଚାୟତିରାଜ ଓ ପାନୀୟଜଳ
error: Content is protected !!