News
lipub
samparksetu
Browsing Category

ଅଞ୍ଚଳ ସମସ୍ୟା

ପରିଣତ ବୟସରେ ମିଳୁନି ସରକାରୀ ସହାୟତା

ହିନ୍ଦୋଳ ବ୍ଲକ ନବକିଶୋରପୁର ପଞ୍ଚାୟତ ଖଇରାବାହାଳୀ ଗ୍ରାମର ଜଣେ ୭୨ ବର୍ଷର ବୃଦ୍ଧଙ୍କୁ ଭତ୍ତା କିମ୍ବା ଆବାସ ଯୋଜନାରେ ଘର ମିଳିନଥିବାର ଜଣାପଡିଛି । ଖଇରାବାହାଳୀ ଗ୍ରାମର ଅନୁରୋଧ ନାଏକ ଗତ ୧୯୫୦ ମସିହା ଅକ୍ଟୋବର ୧୦ ତାରିଖରେ ଜନ୍ମ ନେଇଥିବା ବେଳେ ବର୍ତ୍ତମାନ ତାଙ୍କୁ ୭୨ ବର୍ଷ ବୟସ

ରାସ୍ତା କଡ଼ରେ ନଷ୍ଟ ହେଉଛି ହଜାର ହଜାର ଚାରା

ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗ ପକ୍ଷରୁ ବୃକ୍ଷରୋପଣ ନିମନ୍ତେ କୋଟି କୋଟି ଟଙ୍କାର ବ୍ୟୟ ବରାଦ କରୁଥିବା ବେଳେ, କିଛି ଅସାଧୁ ସରକାରୀ କର୍ମଚାରୀ ଓ ଠାକାଦାରଙ୍କ ମଧୁଚନ୍ଦ୍ରିକାରେ ସରକାରୀ ଅର୍ଥକୁ ହଡପ କରୁଥିବାର ଦେଖିବାକୁ ମିଳିଛି । ସୂଚନା ମୁତାବକ ଢେଙ୍କାନାଳ ବନଖଣ୍ଡ ମହାବିରୋଡ

କୁଲେଇ-ଜକା ଶୋଚନୀୟ ହୋଇଛି ପୂର୍ତ୍ତ ବିଭାଗ ରାସ୍ତା ; ମରାମତି ନହେଲେ ଆନ୍ଦୋଳନର ଚେତାବନୀ

ରେଙ୍ଗାଲି ବାମ ପାର୍ଶ୍ଵ କେନାଲ ରାସ୍ତା ଉପରେ ନିର୍ଭର କରିଥାନ୍ତି ପରଜଙ୍ଗ ବ୍ଲକର ମାଣକିମରା,ବସୁଲେଇ,ଗେଙ୍ଗୁଟିଆ ପଞ୍ଚାୟତର ପ୍ରାୟ ୨୦ ହଜାର ରୁ ଅଧିକ ଗ୍ରାମବାସୀ । ସୂଚନା ମୁତାବକ ଜାତୀୟ ରାଜପଥ ନଂ ୧୪୯ ଠାରୁ ସମଲ ପର୍ଯ୍ୟନ୍ତ କେନାଲ ରାସ୍ତା ଉପରେ ନିର୍ଭର କରିଥାନ୍ତି ଏହି ତିନୋଟି

ମୁଖ୍ୟ ଶାସନ ସଚିବଙ୍କୁ ଅଭିଯୋଗ ପରେ ବି ମିଳିଲାନି ଭତ୍ତା ,ବିଡିଓ କହୁଛନ୍ତି ଆଉଥରେ ଆବେଦନ କର !

ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ କତ୍ତମ ପଞ୍ଚାୟତର ଜଣେ ଗରିବ ଲୋକ ଭତ୍ତା ପାଇଁ ଓଡିଶା ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କ ନିକଟରେ ଅଭିଯୋଗ କଲେ ମଧ୍ୟ ଭତ୍ତା ମିଳିଲା ନାହିଁ । ବିଡିଓଙ୍କୁ ନିବେଦନ କଲେ ଆଉଥରେ ଦରଖାସ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କୋତ୍ତମ ପଞ୍ଚାୟତ ଖଇରା ସାହିର

ଭତ୍ତାରୁ ବଞ୍ଚିତ ଦିବ୍ୟାଙ୍ଗ ବେଣୁଧର

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍‌ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର ବେଣୁଧର ନାଏକ (୬୨ବର୍ଷ) । ୬୦ ପ୍ରତିଶତ ଭିନ୍ନକ୍ଷମ ହୋଇଥିଲେ ମଧ୍ୟ ତାଙ୍କୁ ଆଜି ପର୍ଯ୍ୟନ୍ତ ଭତ୍ତା ମିଳିପାରି ନାହିଁ । କୌଣସି ଅଜଣା ରୋଗ ହେତୁ ତାଙ୍କ ଗୋଡ ଅଚଳ ହୋଇଯାଇଛି, ବାଡ଼ି ଖଣ୍ଡିଏ ଏବେ ସାହାରା ପାଲଟିଛି

ବିପଦ ଡାକୁଛି ମୁକୁଳା ଟ୍ରାନ୍ସଫର୍ମର

ଢେଙ୍କାନାଳ ଜିଲ୍ଲାରେ ଏମିତିରେ ବିଦ୍ୟୁତ ବିଭାଗର ମାନମାନି ଯୋଗୁଁ ଜନସାଧାରଣ ଅତିଷ୍ଠ ,ସେଥିରେ ପୁଣି ବିପଦଶଙ୍କୁଳ ଅବସ୍ଥାରେ ଥିବା ମୁକୁଳା ଟ୍ରାନ୍ସଫର୍ମର, ବିଦ୍ୟୁତ ଖୁଣ୍ଟି ଓ ବିଦ୍ୟୁତ ତାର,ଅସମୟରେ ବିଦ୍ୟୁତ କାଟ ପାଇଁ ଜନ ଜୀବନ ଆତଙ୍କିତ ଅବସ୍ଥାରେ ରହୁଥିବା ବେଳେ ପଶୁପକ୍ଷୀଙ୍କ ଜୀବନ

ବର୍ଷା ଦିନେରେ ବେହାଲ ପଙ୍ଗାତିରା-ଗଡ଼ପଳାଶୁଣି ରାସ୍ତା

କଙ୍କଡ଼ାହାଡ଼ ବ୍ଲକ ପଙ୍ଗାତିରା-ଗଡ଼ପଳାଶୁଣି ରାସ୍ତାରେ ବର୍ଷା ଦିନରେ ଯାତାୟତ କରିବା ସମ୍ଭବ ହେଉନାହିଁ । ଏହି ରାସ୍ତାରେ ଅନେକ ଜାଗାରେ ଖାଲ ହୋଇଥିବାରୁ ବର୍ଷା ଦିନରେ ରାସ୍ତା ମଝିରେ ପାଣି ଭର୍ତ୍ତି ହୋଇ ଯାଉଥିବାରୁ ଅନେକ ସମୟରେ ଦୁର୍ଘଟଣା ଘଟିଥାଏ । ମାଟି ରାସ୍ତା ହେତୁ ୪ଚକିଆ ଯିବା

ରାଜପଥ ରେ ବିପଦ ସାଜିଛି ଦଶଫୁଟର ଖାଲ, ତୁରନ୍ତ ମରାମତି କରିବାକୁ ଅଞ୍ଚଳବାସୀ ଙ୍କ ଦାବି

କାମାକ୍ଷାନଗର ସହର ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥ ର ବସଷ୍ଟାଣ୍ଡ ନିକଟରେ ଏକ ଦଶ ଫୁଟ ବିରାଟ ଖାଲ ସୃଷ୍ଟି ହୋଇଛି l ଫଳରେ ଯାନବାହାନ ଯାତାୟତ ସହ ସାଧାରଣ ଲୋକ ମାନେ ଯିବା ଆସିବା କରିବାରେ ଅସୁରକ୍ଷିତ ମନେ କରୁଛନ୍ତି l କାମାକ୍ଷାନଗର ବସଷ୍ଟାଣ୍ଡ ନିକଟରେ ଏହି ଖାଲଟି ହୋଇଥିବା

ସମାଜିକ ସୁରକ୍ଷା ଯୋଜନା କାହାପାଇଁ , ୭୭ ବର୍ଷ ବୟସରେ ମଧ୍ୟ ମିଳୁନି ବାର୍ଦ୍ଧକ୍ୟ ଭତ୍ତା !

ଗରିବ, ଅସହାୟଙ୍କ ପାଇଁ ସରକାର ଅନେକ ଯୋଜନା କରୁଛନ୍ତି। କିନ୍ତୁ ତାହା କେତେଦୂର ଯୋଗ୍ୟ ହିତାଧିକାରୀଙ୍କ ପାଖେ ପହଞ୍ଚି ପାରୁଛି ତାକୁ ନେଇ ଅନେକ ପ୍ରଶ୍ନ ଉଠୁଛି। ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ଖଲିବୋରେଇ ପଂଚାୟତ

ନୂଆବଗ ପଞ୍ଚାୟତ ମନରେଗା କାର୍ଯ୍ୟରେ ଦୁର୍ନୀତି ଅଭିଯୋଗ

ହିନ୍ଦୋଳ ବ୍ଲକ ରେ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ଶ୍ରମିକ ହାତବାନ୍ଧି ବସିଥିବା ବେଳେ ଏଠାରେ ମେସିନ ଦ୍ୱାରା କାର୍ଯ୍ୟ କରାଯାଇ ଲକ୍ଷାଧିକ ଟଙ୍କା ମିଥ୍ୟା ବିଲ କରାଯାଇଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ହିନ୍ଦୋଳ ବ୍ଳକ ନୂଆବଗ
error: Content is protected !!