Browsing Category
ଅଞ୍ଚଳ ସମସ୍ୟା
ରାଜପଥ ର ଖାଲ ଲୋକଙ୍କ ପାଇଁ ସାଜୁଛି କାଳ
କାମାକ୍ଷାନଗର ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥ ଏବେ ମରଣଯନ୍ତା ପାଲଟିଛି l ସହର ମଧ୍ୟ ଦେଇ ଯାଇଥିବା ଏହି ଜାତୀୟ ରାଜପଥ ର ବିଭିନ୍ନ ସ୍ଥାନ ଖାଲଖମା ରେ ଭର୍ତି ହୋଇ ଥିବା ବେଳେ ଏଗୁଡିକ ଯୋଗୁ ଅନେକ ଲୋକ ଦୁର୍ଘଟଣା ର ସମ୍ମୁଖୀନ ହେଉଛନ୍ତି l
ସହର ର ମଧ୍ୟସ୍ଥଳ ପୋଷ୍ଟଅଫିସ ସାମ୍ନାରେ!-->!-->!-->…
ଆଦିତ୍ୟଙ୍କ ପାଇଁ ଅର୍ଥ ସାଜିଛି ବାଧକ
ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ ପଞ୍ଚାୟତ ତୋରଡାନାଳୀ ଗ୍ରାମର ଆଦିତ୍ୟ ଅଜଣା ରୋଗରେ ପୀଡ଼ିତ ହୋଇ ଦୀର୍ଘ ୩ ବର୍ଷହେବ ଯନ୍ତ୍ରଣାରେ ଛଟପଟ ହେଉଛି । ଅର୍ଥ ଅଭାବରୁ ଚିକିତ୍ସିତ ହୋଇପାରୁନଥିବା ବେଳେ ସମସ୍ତ ପ୍ରକାର ସାହାଯ୍ୟ ଯେଗାଇ ଦେବାକୁ ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରତିଶୃତି ଦେଇଥିବାର!-->…
ଫାଣ୍ଡି ନିକଟରେ ବେଆଇନ ଗୋରୁ ଚାଲାଣ ଡିପୋ
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ସାନ୍ଦା ଫାଣ୍ଡି ଅଞ୍ଚଳରେ ବେଆଇନ ଗୋରୁ ଚାଲାଣ ଡିପୋ ଦିନକୁ ଦିନ ବୃଦ୍ଧି ପାଉଛି । ଯାହାକି ସ୍ଥାନୀୟ ଅଂଚଳର ଜନ ଅସନ୍ତୋଷ ଦେଖା ଦେଇଛି । ପରଜଙ୍ଗ ଆଖ ପାଖ ଅଞ୍ଚଳରୁ ଆସୁଥିବା ଗୋରୁ କୁ ଗୋଟିଏ ସ୍ଥାନରେ ଡ଼ିପୋ କରି ଗୋରୁ ମାଫିଆଙ୍କ!-->…
ବିଧବା ସରଗକୁ ଭତ୍ତା ଓ ଘର ମିଳିବ କେବେ!
ଢେଙ୍କାନାଳ ଜିଲ୍ଳା ହିନ୍ଦୋଳ ବ୍ଲକ ଗଣ୍ଡାନାଳୀ ପଞ୍ଚାୟତ ଚିଲତଏଳା ଗ୍ରାମର ଜନୈକା ବିଧବା ମହିଳାଙ୍କୁ ବିଧବା ଭତ୍ତା ଏବଂ ଆବାସ ଯୋଜନାରେ ଘର ପାଇଁ ଦାବି ହୋଇଛି । ଗ୍ରାମର ଲୋକନାଥ ବାଣ୍ଠ ଗତ ୨୦୨୦ ମସିହାରେ ମୃତ୍ୟୁ ବରଣ କରିବା ପରେ ତାଙ୍କ ବିଧବା ପତ୍ନୀ ସରଗ ବାଣ୍ଠ ବହୁ ଦୁଃଖ କଷ୍ଟରେ!-->…
ଗଁଦିଆ ସରକାରୀ ହାଇସ୍କୁଲ ରେ ଶିକ୍ଷକ ମରୁଡି
ଗଁଦିଆ ସରକାରୀ ହାଇସ୍କୁଲ ରେ ବର୍ତ୍ତମାନ ଦେଖିବାକୁ ମିଳିଛି ଶିକ୍ଷକ ମରୁଡି ,ଉକ୍ତ ବିଦ୍ୟାଳୟରେ ଆବଶ୍ୟକ ମୁତାବକ ଶିକ୍ଷକ ନଥିବାରୁ ଏଠାରେ ଶିକ୍ଷାଦାନ ଏକ ପ୍ରକାର ସ୍ଥାଣୁ ଅବସ୍ଥାରେ ଅଛି ଯାହାକୁ ନେଇ ଅଭିବାବକ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।
ଉକ୍ତ ବିଦ୍ୟାଳୟଟି୧୯୬୨ମସିହାରେ!-->!-->!-->…
ବାଲିସାହି ଗ୍ରାମ ପାଇଁ ଆଲୋକ ସାତ ସପନ
ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭ କରି କେନ୍ଦ୍ର ସରକାର ଜନସାଧାରଣଙ୍କ ଦୁଃଖ, ଅସୁବିଧା ଏବଂ ସମସ୍ୟାକୁ ଦୂର କରିବା ପାଇଁ ବିଭିନ୍ନ ପ୍ରକାରର ଯୋଜନା ପରେ ଯୋଜନା କରିଚାଲିଛନ୍ତି । ମାତ୍ର ସେଇ ଯୋଜନା ଜନସାଧାରଣଙ୍କ ପାଖରେ ପହଂଚିଵା ତ ଦୂରର କଥା, ସେମାନେ ଏହି ବିଷୟରେ ଜାଣି ହିଁ ପାରୁନାହାନ୍ତି!!-->…
ବିଧବା ମହିଳାଙ୍କ ଉପରେ ୪ ସଦସ୍ୟଙ୍କ ବୋଝ ,ଘର ନାହିଁ ୫ କେଜି ଚାଉଳରେ ବିତୁଛି ଜୀବନ
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଳକ କୁନୁଆଁ ପଞ୍ଚାୟତ କୁନୁଆଁ ଗ୍ରାମର ଜନୈକା ବିଧବା ମହିଳାଙ୍କ ଉପରେ ପରିବାରର ୪ ଜଣଙ୍କ ବୋଝ । ଗରିବ ମହିଳାଙ୍କୁ ସରକାରଙ୍କ ତରଫରୁ ମାତ୍ର ୫ କେଜି ଚାଉଳ ଏବଂଭତ୍ତା ମିଳୁଥିବା ବେଳେ ଘର ଖଣ୍ଡିଏ ନଥବାରୁ ୨ଶିଶୁ ଏବଂ ବୃଦ୍ଧ ଶାଶୁ ଶ୍ୱଶୁରଙ୍କୁ ନେଇ ଭଙ୍ଗା!-->…
ବିଧବା ମହିଳାଙ୍କୁ ଘର ମିଳିବ କେବେ!
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଖଲିବୋରେଇ ପଞ୍ଚାୟତ ଗୋବିନ୍ଦପରୁ ଗ୍ରାମରେ ରହୁଥିବା ଜଣେ ଗରିବ ବିଧବା ମହିଳା ଭଙ୍ଗା ଘରେ ଜୀବନଯାପନ କରୁଥିବା ବେଳେ ତାଙ୍କୁ ସରକାରଙ୍କ ତରଫରୁ ଆବାସ ଯୋଜନାରେ ଘର ଖଣ୍ଡେ କେବେ ମିଳିବ ବୋଲି ପ୍ରଶ୍ନ ଉଠିଛି ।ସରକାର ତରଫରୁ ଗରିବ ଅସହାୟ ମହିଳା,ବିଧବା!-->…
ଶିକୁଳିରେ ବନ୍ଧା ଜୀବନ !
ଯେଉଁ ବୟସରେ କାମଧନ୍ଦା କରି ମା କାନ୍ଧର ବୋଝକୁ ହାଲୁକା କରିବା କଥା , ସେହି ବୟସ ରେ ବିଧବା ମା କାନ୍ଧର ବୋଝ ପାଲଟିଛି। ମାନସିକ ରୋଗରେ ପୀଡିତ ହୋଇ ୮ ବର୍ଷ ହେଲା ଶିକୁଳିରେ ବନ୍ଧା ହୋଇଥିବା ବେଳେ ବୋଧବା ମା ପରଘରେ ପାଇଟି କରି ପୁଅ ମୁହଁରେ ଦାନା ଦେଉଛନ୍ତି ।
ଓଡ଼।ପଡ଼ା ବ୍ଳକ ବିଡୋ!-->!-->!-->…
ପାଣ୍ଡୁରାମ ଙ୍କ ପାଇଁ ବାସଗୃହ ପାଲଟିଛି ବିଦ୍ୟାଳୟର ବାରଣ୍ଡା
ସରକାର ଦେଉଥିବା ଗରିବ ଆଦିବାସୀ ଲୋକଙ୍କୁ ସମସ୍ତ ପ୍ରକାରର ଯୋଜନାରୁ ବାଦ ପଡିଯାଇଛନ୍ତି ଏହି ବୃଦ୍ଧ ଦମ୍ପତି। ଆମେ କହୁଛୁ ଢେଙ୍କାନାଳ ଜିଲ୍ଲା,କଙ୍କଡ଼ାହାଡ଼ ବ୍ଲକ, ମକୁଆକାଟେଣି ପଞ୍ଚାୟତ ଅଧିନରେ ଥିବା ରଗଡାସାହି ର ପାଣ୍ଡୁରାମ ସିଙ୍କୁ ଙ୍କ କଥା। ସରକାରଙ୍କ ତରଫରୁ ୧୯୯୬ ମସିହାରେ ଏକ ଆବାସ!-->…