News
lipub
samparksetu
Browsing Category

ଅଞ୍ଚଳ ସମସ୍ୟା

ମନରେଗା କାର୍ଯ୍ୟରେ ଅଭିଯୋଗ ଆଣିଛନ୍ତି ପଞ୍ଚାୟତ ଏସଓଜି ଗ୍ରୁପ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ୍ କଲଦା ପଞ୍ଚାୟତରେ ମନରେଗା କାର୍ଯ୍ୟରେ ଏବେ ଅଭିଯୋଗ ଆଣିଛନ୍ତି ପଞ୍ଚାୟତ ଏସଓଜି ଗ୍ରୁପ ସଦସ୍ୟା ମାନେ । ସରକାର ଖାସ୍ କରି ଏସଓଜି ଗ୍ରୁପ ସଦସ୍ୟା ମାନଙ୍କର ଉନ୍ନତି କରଣ ଦିଗରେ ମନରେଗା ଯୋଜନାରେ ମୋ ଉପକାରୀ ବଗିଚା ନିର୍ଦ୍ଧାରିତ କରିଛନ୍ତି । ଏହି ଯୋଜନା

ଗ୍ୟାସ ପାଇପ ଲାଇନ ଠିକାଦାରଙ୍କ ମନମାନୀ : ବିପଦସଙ୍କୁଳ ଗାତକୁ ନେଇ ଅସନ୍ତୋଷ

ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଅନ୍ତଗର୍ତ ଚାଇଁପୁର ଠାରୁ ପଞ୍ଚପଟି ରାସ୍ତାଦେଇ ଗ୍ୟାସ ପାଇପ୍ ଲାଇନ ବିଛାଇବା କାର୍ଯ୍ୟ ଚାଲୁରହିଛି । କାର୍ଯ୍ୟ କରୁଥିବା ଏହି ସଂସ୍ଥାର ଠିକାଦାର ରାସ୍ତା ପାଖରେ ବଡ ବଡ ଗାତ ଖୋଳି ଖୋଲା ଛାଡିଦେଇ ଦୀର୍ଘଦିନ ପକାଇ ରଖିବା ଯୋଗୁଁ ବ୍ୟବସାୟୀ ଏବଂ

ଫାଣ୍ଡି ନିକଟରେ ବେଆଇନ କୋଇଲା ଡିପୋ ,ଅଧିକାରୀ ଚୁପ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ସରାଙ୍ଗ ଫାଣ୍ଡି ଅଞ୍ଚଳରେ ପୁଣି ବେଆଇନ ଚୋରା କୋଇଲା ଡିପୋ ଦିନକୁ ଦିନ ବୃଦ୍ଧି ପାଉଛି । ତାଳଚେର ରୁ ଆସୁଥିବା ଚୋରା କୋଇଲା କୁ ସରାଙ୍ଗ ଅଞ୍ଚଳରେ ଗୋଟିଏ ସ୍ଥାନରେ ଡ଼ିପୋ କରି କୋଇଲା ମାଫିଆଙ୍କ କାରବାର ଚଳାଇଛନ୍ତି ।

୬ ଦିନ ହେଲା ଜଳ ଯୋଗାଣ ବନ୍ଦ, ନାଳପାଣି ଭରସାରେ ଗାଁ

ଭୁବନ ବ୍ଲକ ସୁରପ୍ରତାପପୁର ଗାଁରେ ଜଳକଷ୍ଟ ଦେଖାଦେଇଛି l ପ୍ରଚଣ୍ତ ରୌଦ୍ର ତାପ ସାଙ୍ଗକୁ ଜଳ କଷ୍ଟ ଦୁଃଖକୁ ଦ୍ବିଗୁଣିତ କରିଛି l ୬ ଦିନ ହେଲା ପାଣି ମଟର ପୋଡି ଯାଇଥିବାରୁ ଗାଁର ପାଞ୍ଚ ହଜାର ଲୋକଙ୍କ ଭରସା ପାଲଟିଛି ଡମଶାଳ ନାଳର ଚୁଆ ପାଣି l ସୂଚନାଯୋଗ୍ୟ ଗ୍ରାମରେ ବସୁଧା ଯୋଜନାରେ ରହିଛି

ରାଜ୍ୟ ବାହାରେ ଥାଇ ଗାଁରେ ମନରେଗାର ଶ୍ରମିକ ,ସନ୍ଦେହରେ ଜିଆରଏସ ଭୂମିକା

ପରଜଙ୍ଗ ନିର୍ବାଚନ ମଣ୍ଡଳୀ ର କଙ୍କଡାହାଡ଼ ବ୍ଲକ ଦଶୀପୁର ପଞ୍ଚାୟତ ରେ ମନରେଗା ଯୋଜନାର ଗୋଟିଏ ପରେ ଗୋଟିଏ ଦୁର୍ନୀତି ର ଗୋମର ପେଡି ଖୁଲୁଛି ।ଗୁରୁଜାଙ୍ଗୁଲି ଗ୍ରାମ ସାନ ବଂଧ (କୋଡ଼ ନମ୍ବର-୨୪୦୭୦୦୫୦୦୭/WH/୧୦୩୮୬୧୨୮) ପୁନଃ ଉଦ୍ଧାର ପାଇଁ ଆର୍ଥିକ ବର୍ଷ ୨୦୨୧-୨୦୨୨ ରେ ୫ ଲକ୍ଷ ଟଙ୍କା

ନିଯୁକ୍ତି ଦେବାକୁ କହି ପ୍ରତାରଣା କଲା କମ୍ପାନୀ !

କାମାକ୍ଷାନଗର ବ୍ଲକ କାଦୁଆ ରାଜସ୍ବ ସର୍କଲ ଅଧିନ ସମାଟାଙ୍ଗୀ ମୌଜାର ଭଣ୍ଡାରିଆ ତୈଳା, ନୂଆ ତୈଳା, ଦିନା ତୈଳା, ଫୁଲସର ଓ ବେହେରା ତୈଳାରୁ ୨୦୦ ଏକରରୁ ଉର୍ଦ୍ଧ୍ବ ଜମି ଆର ଆଣ୍ଡ ବି ମେଟାଲ ଟେକ ପ୍ରାଇଭେଟ୍ ଲିମିଟେଡ ଓ ଆଇ.ଏ.ଏଲ. ଟେକନଲୋଜି ଅଧିଗ୍ରହଣ କରିଥିଲେ। ଜମି ଅଧିଗ୍ରହଣ ସମୟରେ

୨ ବର୍ଷ ହେବ ୪୩ଜଣ ମୃତ ବ୍ୟକ୍ତିଙ୍କ ଭତ୍ତା ଟଙ୍କା ଖାଇଗଲେ !

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଳକ ମାଣିକମରା ପଞ୍ଚାୟତରେ ଦୁର୍ନିତୀକୁ ନେଇ ଜନଅଭିଯୋଗ ଶୁଣାଣୀ ଶିବିରରେ ଜନପ୍ରତିନିଧିଙ୍କ ସହିତ ଅନ୍ୟମାନେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ।ଏହି ପଞ୍ଚାୟତରେ ମୋ ସରକାର ବାବାଦରେ ଗତ ୬ ତାରିଖ ଦିନ ନିର୍ବାଚିତ ସରପଞ୍ଚ ,ୱାର୍ଡ ମେମ୍ବର ଏବଂ

ଓଡାପଡାରେ ମେଗା ପାନୀୟ ଜଳ ପ୍ରକଳ୍ପ ;ଗାଁ ରାସ୍ତାଖୋଳି ଠିକାଦାର ପାର,ରାସ୍ତା ବିପର୍ଯ୍ୟସ୍ତ

ଢେଙ୍କାନାଳ ଜିଲ୍ଲା ଓଡାପଡା ଓ ହିନ୍ଦୋଳ ବ୍ଲକରେ ଆରମ୍ଭ ହୋଇଛି ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ । ବ୍ରାହ୍ମଣୀ ନଦୀରୁ ପାନୀୟ ଜଳ ଯୋଗାଣନେଇ କାର୍ଯ୍ୟ ଚାଲିଥିବା ବେଳେ ଏହାର ବାସ୍ତବତାକୁ ନେଇ ପ୍ରଶ୍ନଉଠିଛି । ବିଭିନ୍ନ ଗ୍ରାମରେ ପାଇପ ବିଛାଇବା ପାଇଁ କଂକ୍ରିଟ ରାସ୍ତାକୁ ଖୋଳି ଠିକାଦାର

ରସାସିଂହରେ କିଡନୀ ରୋଗ ଆତଙ୍କ ;୧୨ରୁ ଅଧିକ ମୃତ,୨୦ରୁ ଅଧିକ ଚିକିତ୍ସିତ

ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ସଦାଶିବପୁର ପଞ୍ଚାୟତ ରସାସିଂହ ଗ୍ରାମରେ କିଡନୀ ରୋଗ ଆତଙ୍କ ଖେଳିଯାଇଛି । ବର୍ଷ ବର୍ଷ ଧରି କିଡନୀ ରୋଗର ଶିକାର ହୋଇ ଶିଶୁ ଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ଚିକିତ୍ସିତ ହେଉଥିବାର ଜଣାପଡିଛି ।କିଛି ଦିନ ମଧ୍ୟରେ ୧୨ରୁ ଅଧିକ ଲୋକଙ୍କ ଜୀବନ ଅକାଳରେ

ଜରିପାଲ ତଳେ ଦୁଇ ଭିନ୍ନକ୍ଷମ, ସରକାରୀ ଯୋଜନା ସାତ ସପନ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କଲଦା ପଞ୍ଚାୟତର କୁଣ୍ଡେଇଖୋଲ ଗାଁର ହାଡିବନ୍ଧୁ ନାଏକ ପେଶାରେ ଜଣେ ଗାଡି ଚାଳକ ଥିଲେ । ହେଲେ ଦଇବ ଦଉଡ଼ି ଯୁଆଡେ ଟାଣିଥାଏ ମଣିଷ ନିରୁପାୟ ହୋଇ ସେଇଆଡ଼େ ଟାଣି ହୋଇଥାଏ । ଏବେ ହାଡିବନ୍ଧୁ ଦଇବ ଦଉଡ଼ି ରେ ବାନ୍ଧି ହୋଇ ପଡ଼ିରହିଛନ୍ତି । ଦୁଇ ଦୁଇ ଥର
error: Content is protected !!