News
lipub
samparksetu
Browsing Category

ଅଞ୍ଚଳ ସମସ୍ୟା

ବିଦ୍ୟାଳୟ ମିଶ୍ରଣକୁ ନେଇ ଅସନ୍ତୋଷ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଳକ ଅନ୍ତର୍ଗତ ମୁଗୁପାଟଣା ବିଦ୍ୟାଳୟକୁ କଦଳୀପାଳ ନୋଡାଲ ପ୍ରାଥମିକ ବିଦ୍ୟାଳୟରେ ମିଶ୍ରଣ କୁ ନେଇ ତିବ୍ର ଅସନ୍ତୋଷ ଦେଖା ଦେଇଛି । ହରିଜନ ବସ୍ତିରେ ଥିବା ଏହି ବିଦ୍ୟାଳୟକୁ ମିଶ୍ରଣ ପରେ ହରିଜନ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେବା ସହିତ ଦରକାର ପଡିଲେ

ଅଂଶୁଘାତରେ ଛାତ୍ରୀ ଅସୁସ୍ଥ ,ଶ୍ରୀମୂଳା ସ୍ୱାସ୍ଥ୍ୟ କେନ୍ଦ୍ରରେ ତାଲା

ଢେଙ୍କାନାଳ ରେ ଦିନକୁ ଦିନ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ପାରଦ ବୃଦ୍ଧି ପାଉଥିବା ବେଳେ ଜିଲ୍ଲାର ବିଭିନ୍ନଗୋଷ୍ଠୀ ଓ ପ୍ରାଥମକି ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଂଶୁଘାତ ଚିକିତ୍ସାର କୌଣସି ବ୍ୟବସ୍ଥା ନାହିଁ । ଶନିବାର ଦନି ଜଣେ ଛାତ୍ରୀ ନବୋଦୟ ପ୍ରବେଶିକ। ପରୀକ୍ଷା ଦେଇ ଫେରୁଥିବା ବେଳେ

କର୍ମଚାରୀ ଅଭାବରୁ ଶବ ବ୍ୟବଚ୍ଛେଦ ପାଇଁ ନାହିଁ ନଥିବା ଅସୁବିଧା

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ରେ ଶବ ବ୍ୟବଚ୍ଛେଦ ପାଇଁ କର୍ମଚାରୀ ନାହାନ୍ତି ପରଜଙ୍ଗ ଅଞ୍ଚଳ ବାସୀ ନାହିଁ ନଥିବ ଅସୁବିଧା ଦେଖିବାକୁ ମିଳିଛି । ପୂର୍ବରୁ ସ୍ବାସ୍ଥ୍ୟ କେନ୍ଦ୍ର ରେ ସବୁଠିକଠାକ ଚାଲୁ ରହି ଆସୁଥିଲା । କିଛି ଦିନ ହେବ ଝାଡୁଦାର ଅଭାବରୁ ଏଠାରେ ଶବ

ଚାଲୁନି ପମ୍ପ୍ , ବୁଲୁନି ଫ୍ୟାନ ; ଅସହ୍ୟ ଗରମ ରେ ଦାଉ ସାଜିଛି ଲୋ ଭୋଲ୍ଟେଜ ସମସ୍ୟା

କେତେବେଳେ ଲାଇଟ ଲିଭୁଚି ତ କେତେବେଳେ ଫ୍ୟାନ ବୁଲୁନି ତ କେତେବେକେ ଅପଡାଉନ ହୋଇ ପୋଡି ଯାଉଛି ବିଦ୍ୟୁତ ଉପକରଣ । ଏଭଳି ସମସ୍ୟା ଉପୁଜିଥିବା ର ଅଭିଯୋଗ ଆଣିଛନ୍ତି ଢେଙ୍କାନାଳ ବାସୀ । ତେବେ ସମସ୍ୟାର ମୁଳ ସମସ୍ୟା ହେଉଛି ଲୋ ଭୋଲ୍ଟେଜ। ଅସହ୍ୟ ତାତି କୁ ବାହାରକୁ ବାହାରି ପାରୁନଥିବାରୁ ଘର

ଶବ ବ୍ୟବଚ୍ଛେଦ ଗୃହ କାର୍ଯ୍ୟକ୍ଷମ ପାଇଁ ଦାବି

ଗଁଦିଆ ବ୍ଲକରେ ଥିବା ଶ୍ରୀମଚନ୍ଦ୍ରପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ୪ ବର୍ଷ ହେଲା ନିର୍ମିତ ହୋଇଥିବା ଶବ ବ୍ୟବଚ୍ଛେଦ କେନ୍ଦ୍ର ଟି ଆଜି ସୁଦ୍ଧା କାର୍ଯ୍ୟକ୍ଷମ ହୋଇ ନପାରିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ଉକ୍ତ ବ୍ଲକର ୨୯ଗୋଟି ଗ୍ରାମ ପଂଚାୟତ ଅଛି ଏହା ଭୌଗଳିକ ଦୃଷ୍ଟି କୋଣରୁ

ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ଟୁନା

ଭୁବନ ବ୍ଲକ ବାଲିବୋ ପଂଚାୟତ ଅନ୍ତର୍ଗତ ଅନନ୍ତପୁର ଗାଁ ର ଟୁନା ଦେହୁରୀ(୨୭)ଗତ ୪ତାରିଖ ରାତିରେ ନିଜ ଛାତ ଉପରେ ଶୋଇଥିବା ସମୟରେ ଅଚାନକ ଛାତରୁ ପଡି ଗୁରୁତର ହୋଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଭୁବନ ଡାକ୍ତରଖାନା ପରେ ତାଳୟ କଟକ ମେଡିକାଲକୁ ପଠାଯାଇଥିଲା, କିନ୍ତୁ ସେଠାରେ ୧୦

ମେସିନ ଲଗାଇ ମନରେଗା କାର୍ଯ୍ୟ , ବିଡିଓଙ୍କୁ ଶ୍ରମିକଙ୍କ ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ଶୂନ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ବେଗା ପଞ୍ଚାୟତରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମ୍ୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଶ୍ରମିକ ବଦଳରେ ମେସିନରେ କାର୍ଯ୍ୟ ହେଉଥିବା ଶ୍ରମିକ ମାନେ ବିଡ଼ିଓ ଙ୍କୁ ଲିଖିତ ଭାବରେ ଜଣାଇଛନ୍ତି । ଏହା ପରେ ମଧ୍ୟ କୌଣସି କାର୍ଯ୍ୟ।ନୁୂଷ୍ଠାନ ନହେବାରୁ ଶ୍ରମିକ

ପୌରପାଳିକା କର୍ତ୍ତୃପକ୍ଷ ଙ୍କ କାମ କୁ ନେଇ ଅସନ୍ତୋଷ ଅଞ୍ଚଳ ବାସୀ, ମୁଖ୍ୟମନ୍ତ୍ରୀ ଙ୍କ ପାଖକୁ ଗଲା ଅଭିଯୋଗ ପତ୍ର !

ଯାହି ତାହିକି ଚାଲିଛି କାମ କେଉଁଠି ରାସ୍ତା ସମାନ ନାହିଁ ତ କେଉଁଠି ଡ୍ରେନ ସମାନ ଯୋଗୁଁ ନାଳପାଣି ଜମା ହୋଇ ପୋଚ ପାଲଟି ଗଲାଣି ତ କେଉଁଠି କାମ ପରେ ପାଣି ନ ଦେବାରୁ ଉଡୁଛି ସିମେଣ୍ଟ ଗୁଣ୍ଡ । କିଛି ଏଭଳି ଅବ୍ୟବସ୍ଥା ଘେରରେ ଢେଙ୍କାନାଳ ପୋୖରପାଳିକାର ଚାଲିଛି ଡ୍ରେନ ଓ ରାସ୍ତା କାମ ଅଭିଯୋଗ

ବିନା ସୂଚନା ଫଳକ ରେ ମନରେଗା କାମ ; ବିଭାଗୀୟ ଅଧିକାରୀ ନିରବ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ନିର୍ବାଚନ ମଣ୍ଡଳୀ ର କଙ୍କଡ଼ାହାଡ଼ ବ୍ଲକ ଦଶୀପୁର ପଞ୍ଚାୟତ ଗୁରୁଜାଙ୍ଗୁଲି ଗ୍ରାମ ଠାରେ ସ୍ୱାମୀ ବିବେକାନନ୍ଦ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ(5T) ଉନ୍ନତିକରଣ ପାଇଁ ମନରେଗା ଯୋଜନାରେ ୧୦ ଲକ୍ଷ ଟଙ୍କାର ଅର୍ଥ ମଞ୍ଜୁର ହେଇଛି । କୌଣସି କାର୍ୟ୍ଯ ର ଆରମ୍ଭ

ସରକାରୀ ସହାୟତା ରୁ ବଞ୍ଚିତ ସୁନାଦି

କଙ୍କଡ଼ାହାଡ଼ ବ୍ଲକ୍ ପଙ୍ଗାତିରା ଗ୍ରାମପଞ୍ଚାୟତର ଅନ୍ଧାରି ଗ୍ରାମର ସୁନାଦି ପ୍ରଧାନ ଙ୍କ ଘର ଖଣ୍ଡିଏ ନାହିଁ । ଓଳିଏ ଖାଇଲେ ଓଳିଏ ଉପବାସ । ବୟସର ଅପରାହ୍ନ ରେ ମୂଲ ନଲାଗିଲେ ପେଟରେ ଦାନା ପସେନାହିଁ । ତିନି ଝିଅଙ୍କ ବିବାହ ପରେ ସ୍ଵାମୀ ଙ୍କ ଚାରି ବର୍ଷ ହେବ ଜୀବନ ଦୀପ ଲିଭି ଗଲାଣି । ଏବେ
error: Content is protected !!