News
lipub
samparksetu
Browsing Category

ଅଞ୍ଚଳ ସମସ୍ୟା

ସୁରପ୍ରତାପପୁର ସମବାୟ ସମିତିରେ ନୋଟିସ ଲଗାଇବାକୁ ଯାଇ ଅଧିକାରୀ ହଟହଟା

ଧାନ କିଣା ଦୁର୍ନୀତିରେ ଲିପ୍ତ ଜଣେ ସମବାୟ କର୍ମଚାରୀଙ୍କ ନିଲମ୍ବନର ଏକ ବର୍ଷ ପରେ ପୁନଃ ନିଯୁକ୍ତିକୁ ନେଇ ତାତି ଉଠିଛନ୍ତି ସୁରପ୍ରତାପପୁର ସମବାୟ ସମିତି ଅର୍ନ୍ତଗତ ଚାଷି । ରବିବାର ପୂର୍ବାହ୍ନରେ ସମବାୟ ସମିତି ନିର୍ବାଚନ ସଂର୍ପକୀୟ ବିଜ୍ଞପ୍ତି ନୋଟିସ ନେଇ ଯାଇଥିବା ନିର୍ବାଚନ

ପିଇବା ପାଣି ପାଇଁ ହନ୍ତସନ୍ତ ,୧୫ ଦିନ ହେଲା ନାହିଁ ପାଇପ୍ ପାଣି

ଖରାର ପ୍ରକୋପ ଯେତିକି ବଢୁଛି ପାଣି ସଂକଟ ବୃଦ୍ଧି ପାଇଛି। କାମାକ୍ଷାନଗର ବ୍ଲକ ତୁମୁଁସିଙ୍ଗା ପଞ୍ଚାୟତର ତୁମୁସିଙ୍ଗା ଗାଁ ର ପାଇପ୍ ପାଣି ଯୋଗାଣ ବନ୍ଦ ପଡ଼ିଛି। ସୂଚନା ଅନୁଯାୟୀ ପନ୍ଦର ଦିନ ହେଲା ପାଣି ପମ୍ପ ଖରାପ ହୋଇଛି। ତେଣୁ ପାଇପ୍ ଯୋଗେ ପାଣି ସପ୍ଲାଏ ବନ୍ଦ ଅଛି। ନଳକୂପ ଉପରେ ଲୋକ

ଦାଣ୍ଡିମାଳରେ ଚୋରଙ୍କ ଦୌରାତ୍ମ ; ଚେକଡ୍ୟାମ କବାଟ ବି ଗାଏବ,ପୋଲିସ ନିରବ ଦ୍ରଷ୍ଟା

ଢେଙ୍କାନାଳ ସଦର ଥାନା ଝାରଗାଡିଆ ଫାଣ୍ଡି ଅନ୍ତଗର୍ତ ଦାଣ୍ଡିମାଳ ଅଞ୍ଚଳରେ ଦୀର୍ଘ ଦିନ ହେବ ଚୋରୀ ବୃଦ୍ଧି ପ।ଇବାରେ ଲାଗିଛି । ସଦରଥାନା ଅନ୍ତର୍ଗତପ ପଞ୍ଚୁପଟି ମୁଳିସିଂହ, ଅଙ୍କରାନ୍ତିପୁର ସିମିନଈ,ନିଳାମ୍ବରପରୁ , ମହେନ୍ଦ୍ରପୁର ,ସାଇଁବିରି, ଗଦାଶିଳା, ଚାଇଁପରୁ ,ଶଙ୍କର ପ୍ରତାପପରୁ

ମନରେଗା କାର୍ଯ୍ୟରେ ମହାଦୁର୍ନୀତି ; ୧କୋଟି ୫୦ଲକ୍ଷ ଟଙ୍କାର ମିଥ୍ୟା ବିଲ କରି ଟଙ୍କା ହଡପ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକ ରାଇତଳା ପଞ୍ଚାୟତରେ ମନରେଗା କାର୍ଯ୍ୟରେ ମହାଦୁର୍ନୀତି ହୋଇଥିବା ବିଡ଼ିଓ ଙ୍କ ନିକଟରେ ଅଭିଯୋଗ ହୋଇଛି ମିଥ୍ୟା ବିଲ କରି ୧କୋଟି ୫୦ଲକ୍ଷ ଟଙ୍କା ହଡପକରାଯାଇଥିବାର ଅଭିଯୋଗ କରାଯାଇଛି । ରାଇତଳା ପଞ୍ଚାୟତରେ ୨୦୧୯-୨୦ ଆର୍ଥିକ ବର୍ଷରେ ଦେଢ କୋଟି ଟଙ୍କାର

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଚଂଚକତା ,ଘର ନପାଇ ଭଙ୍ଗା ଘର ରହୁଛନ୍ତି ବୃଦ୍ଧଙ୍କ ପରିବାର

ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ବ୍ଲକ ଦଶୀପୁର ପଂଚାୟତ ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ହେଇଥିବା ଅଭିଯୋଗ କରିଛନ୍ତି । ଯୋଜନାରେ ନାଁ ଥିଲା ଆଉ ତାଙ୍କ ନାଁରେ ଆସିଥିବା ଘର ଅନ୍ୟ ଜଣଙ୍କୁ ମିଳିଲା ସେ ବଞ୍ଚିତ ହେ।ଇଥିବା କହିଛନ୍ତି ଗିରିଆ ନାଏକ ।ଗିରିଆ ନାଏକ ୨୦୧୮-୨୦୧୯ ରେ

ଦୃଷ୍ଟି ଆଢ଼ୁଆଳରେ ୫୩ନମ୍ବର ରାଜପଥ !

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ହାତିଲୁଚାଣି ଛକ ଠାରୁ ପରଜଙ୍ଗ ବଜାର ଦେଇ ଯାଇଥିବା ବାରିହାପୁର ଦୁର୍ଗା ମନ୍ଦିର ପର୍ଯ୍ୟନ୍ତ ରାଜପଥଟି ମରଣଯନ୍ତା ଅବସ୍ଥାରେ ଥିଲେ ମଧ୍ୟ ମରାମତି ଦିଗରେ ଆଜି ପର୍ଯ୍ୟନ୍ତ ବିଭାଗୀୟ କତୃପକ୍ଷଙ୍କ ନିଦ ଭାଙ୍ଗୁନି ।ଯାହାକି ପ୍ରତ୍ୟେକ ଜନସାଧାରଣଙ୍କ ଠାରୁ

ବିଧବା ମହିଳା ଙ୍କୁ ଆବାସ ଯୋଗାଇବାକୁ ଦାବି

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଳକ ନବକିଶୋରପୁର ପଞ୍ଚାୟତ ଖଇରାବାହାଳୀ ଗାଁରେ ୬୧ ବର୍ଷୀୟା ମହିଳାଙ୍କୁ ଅନେକ ଅଭିଯୋଗ ପରେ ଘର ଖଣ୍ଡିଏ ମିଳୁ ନଥିବାର ଅଭିଯୋଗ ହୋଇଛି । ଗାଁର ଲୋକନାଥ ନାଏକଙ୍କ ପତ୍ନୀ ସରଦି ନାଏକ (୬୧) ଜଣେ ବିଧବା ମହିଳା ଲୋକନାଥ ୨୦ ବର୍ଷ ତଳେ ମୃତ୍ୟୁ ବରଣ କରିଥିବା

ସରକାରୀ ସହାୟତା ଅପେକ୍ଷାରେ ଭିନ୍ନକ୍ଷମ ଆକାଶ

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଳକ୍ ଅନ୍ତର୍ଗତ ମାର୍ଥ।ପୁର ପଞ୍ଚାୟତର ଓଢଣା ଗ୍ରାମର କୁମା କଅଁର ଓ ବିରଞ୍ଚି କଅଁର ଙ୍କ ପୁତ୍ର ଆକାଶ କଅଁର (୧୬) ଜନ୍ମରୁ ଭିନ୍ନକ୍ଷମ ଅଟନ୍ତି । ସେ ଶତକଡା ୯୦ ଭାଗ ଭିନ୍ନକ୍ଷମ ଥିବାରୁ , ସେ ଚାଲିବାକୁ ସକ୍ଷମ ନୁହଁନ୍ତି ।ତେଣୁ ସେ ଜଣଙ୍କ ଉପରେ ନିର୍ଭର

ତିନି ଝିଅକୁ ନେଇ ଅସହାୟ ପରିବାର

ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ନିମିଧା ପଞ୍ଚାୟତ ଜଗନ୍ନାଥପୁର ଗ୍ରାମରେ ତିନି ଝିଅଙ୍କୁବଅସହାୟ ପରିବାର ଦୁଃଖ କଷ୍ଟରେ ରହୁଥିବାର ଜଣାପଡିଛି । ନିମିଧା ଗ୍ରାମ ଜଗନ୍ନାଥପୁର ଗ୍ରାମର ଉମାନାଏକଙ୍କ ସ୍ୱାମୀ ଦୁଃଖବନ୍ଧୁ ନାଏକ ଚାଲିଯିବା ପରେ ଏବେ ତାଙ୍କର ତିନି ଝିଅଙ୍କୁ ନେଇ ରହୁଛନ୍ତି ।

ବାଉଁଶ ପାଟଣାରେ ପରିମଳବ୍ୟବସ୍ଥା ବିପର୍ଯ୍ୟସ୍ତ ;ଅଭିଯୋଗ ଆଣିଲେ ପୌରସଂସ୍ଥାର ୧୦ ନଂ ୱାର୍ଡ ବାସିନ୍ଦା

ଢେଙ୍କାନାଳ ପୌରସଂସ୍ଥା ଅନ୍ତଗର୍ତ ୧୦ ନମ୍ବର ୱାର୍ଡ ରେ ଥିବା ବାଉଶଁ ପାଟଣା ୱାର୍ଡଟି ହରିଜ ଅଧ୍ୟୁଷିତ ୱାର୍ଡ ଅଟେ । ଏହି ୱାର୍ଡ ର ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଥିବା ବେଳେ ଏହାର ପରିଷ୍କାର ପରିଛନ୍ନ ନିମନ୍ତେ ୱାର୍ଡ ବାସୀ ନିର୍ବାହୀ ଅଧିକାରୀଙ୍କ ନିକଟରେ ଦାବୀ କରିଛନ୍ତି।
error: Content is protected !!