Browsing Category
ଅଞ୍ଚଳ ସମସ୍ୟା
ତାଳଡ଼ଙ୍ଗା – ସୁରଭି ରାସ୍ତା ନିର୍ମାଣ କାର୍ଯ୍ୟ ନିମ୍ନମାନର ; ୨ଦିନରେ ରାସ୍ତାରୁ ଉଠିଗଲା ପିଚୁ
ଓଡ଼।ପଡ଼ା ବ୍ଳକ୍ ମୋଟଙ୍ଗା ପଞ୍ଚାୟତ ତାଳଡ଼ଙ୍ଗା ଗ୍ରାମରୁ ସୁରଭି ଗ୍ରାମକୁ ଯାଇ ଥୁବ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ରାସ୍ତା ନିର୍ମାଣ କାର୍ଯ୍ୟ ନିମ୍ନମାନର ହେଉଥିବା ଗ୍ରାମବାସୀ ଆଭିଯୋଗ କରିଛନ୍ତି । ରାସ୍ତା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ନହେଉଣୁ ରାସ୍ତାରୁ ପିଚୁ ଉଠି ଯାଉଛି । ଯାହା!-->…
ରାସ୍ତା ନିର୍ମାଣକୁ ନେଇ ଅସନ୍ତୋଷ
ଢେଙ୍କାନାଳ ଜିଲ୍ଲା ହିନ୍ଦାଳ ବ୍ଲକ ନବକିଶୋରପରୁ ପଞ୍ଚାୟତ ଖଇରାବାହାଳୀ ହରିଜନ ସାହିକୁ ରାସ୍ତା ଏବଂ ସାପୁଆ ନାଳରେ ପୋଲ ନିର୍ମାଣ ପାଇଁ ଗ୍ରାମବାସୀ ମାନେ ଦାବୀ କରିଛନ୍ତି ।
ଅଭିଯାଗ ଅନୁସାରେ , ଚିଲତଇଲା ଗ୍ରାମ ଠାରୁ ଖଇରାବାହାଳୀ ଗ୍ରାମ ହରିଜନ ସାହି ଦେଇ ସରକାରୀ ରାସ୍ତାଟି ସିଧା!-->!-->!-->…
କନିଷ୍ଠ ଯନ୍ତ୍ରୀ ଙ୍କ ଅନୁପସ୍ଥିତିରେ ହେଉଛି କାର୍ଯ୍ୟ ,ନିମ୍ନମାନର କାମରେ ଦୁଇ ଦିନ ରେ ଉଠିଲା ପିଚୁ !
ନିମ୍ନମାନର କାର୍ଯ୍ୟ ଉପରେ ଅଭିଯୋଗ ଆଣିଲେ ପରହଂସପୁର ଗ୍ରାମବାସୀ l ଗ୍ରମ୍ୟ ଉନ୍ନୟନ ବିଭାଗର ଅଧିକାରୀଙ୍କ ଅନୁପସ୍ଥିତିରେ ହେଉଛି କାର୍ଯ୍ୟ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି l ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ୍ ଅନ୍ତର୍ଗତ ୨୩ ନମ୍ବର ଜାତୀୟ ରାଜପଥ ଠାରୁ ପରହଂସପୁର ଦେଇ କୁଆଳୋ ଗ୍ରାମ କୁ!-->…
ସରକାରୀ ସହାୟତାରୁ ବଞ୍ଚିତ ଖୋକସା ଗାଁ ର ୨ ପରିବାର
ଜନ୍ମରୁ ଜୁଇ ପର୍ଯ୍ୟନ୍ତ ଯୋଜନା କରିଛନ୍ତି ସରକାର କିନ୍ତୁ ଯୋଜନାର କେତେ ସଫଳ ରୂପାୟନ ହେଉଛି ତାହା ନକହିବା ଭଲ। କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ସାରୁଆଳି ପଞ୍ଚାୟତର ଖୋକସା ଦଳିତ ବସ୍ତିର ଯସୋଦା ମଳିକ। ବର୍ଷେ ତଳେ ଏକଅଙ୍ଗିଆ ବାତ(ପାରିଲିସିସ) ରୋଗରେ ଆକ୍ରାନ୍ତ ହୋଇ ଏବେ ଜଣେ ଭିନ୍ନକ୍ଷମ।!-->…
ସରକାରୀ ସୁବିଧାରୁ ବଞ୍ଚିତ ବୃଦ୍ଧା ବିଧବା ଚନ୍ଦ୍ରିକା
ଅସହାୟଙ୍କ ପାଇଁ ସରକାରଙ୍କ ବହୁ ଯୋଜନା ଥିବା ବେଳେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ନବକିଶୋରପୁର ପଞ୍ଚାୟତ ଅଧୀନ ଖଇରାବହାଳୀ ଗ୍ରାମ( ହରିଜନସାହି) ର ଚନ୍ଦ୍ରିକା ନାଏକ (୬୨) ଙ୍କ ପାଇଁ ୫କେ.ଜି ଚାଉଳ ହିଁ ସାହାଭରସା ।
ସ୍ୱାମୀ ଖଇରା ନାଏକ ଙ୍କ ଦେହାନ୍ତ ପରେ ପୁରା ନିଂସଗ!-->!-->!-->…
୬ ବର୍ଷ ହେଲା ଅନ୍ଧାର କୁଡ଼ିଆରେ ପରିବାର
ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଲୋକଙ୍କ ନିମନ୍ତେ ସରକାର ଅନେକ ଯୋଜନା କରୁଛନ୍ତି । ପେତ୍ୟେକ ଗରିବ ପରିବାରକୁ ଘର , ମାଗଣା ବିଜୁଳି ସଂଯୋଗ , ପାଣି ଓ ମାଗଣାରେ ଘରୋଇ ଡାକ୍ତରଖାନାରେ ଚିକିତ୍ସ। ପାଇଁ ଯୋଜନା କରିଛନ୍ତି ।
ହେଲେ ଆଜି ବି ଏମିତି ପରିବାର ଅଛି ଯେଉଁ ଘରକୁ ବିଜୁଳି ନାହିଁ , ଘର!-->!-->!-->…
ଫୁଟିବା ପୂର୍ବରୁ ମଉଳି ଯିବାକୁ ବସିଛି ଅନାଥ ପିଙ୍କିର ସ୍ବପ୍ନ !
କାମାକ୍ଷାନଗର ବ୍ଲକ ଅନ୍ତର୍ଗତ କଣ୍ଟାପାଳ ପଞ୍ଚାୟତ ଗାଙ୍ଗିଯୋଡି ଉପର ଦଳିତ ସାହିର ସ୍ବର୍ଗତ ବିଜୁ ନାଏକଙ୍କ କନ୍ୟା ପିଙ୍କି। ହେତୁ ପାଇବା ପୂର୍ବରୁ ବାପା ପର କରି ଆରପାରିକୁ ଚାଲିଗଲେ। ସମ୍ପର୍କୀୟଙ୍କ କହିବା ଅନୁସାରେ ବିଜୁ କୌଣସି ଦୂରାରୋଗ୍ୟ ବ୍ୟାଧିରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ବରଣ!-->…
ଭଙ୍ଗା କୁଡିଆ ତଳେ ମା ଓ ଝିଅ !
ଢେଙ୍କାନାଳ ଜିଲ୍ଲା ର କାମାକ୍ଷାନଗର ବ୍ଲକ ରେ ଆଜିବି ଅନେକ ଗରିବ ଅସହାୟ ସରକାରୀ ସହାୟତାରୁ ବଞ୍ଚିତ ହୋଇଛନ୍ତି । ଅନେକ ଙ୍କ ପାଖରେ ନା ଘର ଆଛି ନା ମିଳିଛି କୌଣସି ସରକାରୀ ସହାୟତା ।
ଏହିପରି ଏକ ପରିବାର ଅଛନ୍ତି କାମାକ୍ଷାନଗର ବ୍ଲକ ଅନ୍ତର୍ଗତ କଣ୍ଟାପାଳ ପଞ୍ଚାୟତ ଗାଙ୍ଗିଯୋଡି ଗାଁରେ!-->!-->!-->…
ଫନି ବାତ୍ୟା ଦେଇ ଯାଇଛି ଅସରନ୍ତି ଦୁଃଖ! ରୋଜଗାରିଆ ପୁଅ ଏବେ ପଙ୍ଗୁ
ଫନି ବାତ୍ୟାରେ ଯିବାର ଚାରି ବର୍ଷ ହୋଇଗଲାଣୀ କିନ୍ତୁ ଆଖିରୁ ଲୁହ ଆଜି ବି ଶୁଖି ନାହିଁ। କାମାକ୍ଷାନଗର ବ୍ଲକ ଅନ୍ତର୍ଗତ କଣ୍ଟାପାଳ ପଞ୍ଚାୟତ ଗାଙ୍ଗିଯୋଡି ଗାଁର ମଙ୍ଗୁଳୁ ନାଏକ ବୟସ ୪୮ ବର୍ଷ। ଦୁଇ ପୁଅ, ସ୍ତ୍ରୀ ଓ ବୃଦ୍ଧ ପିତାମାତାଙ୍କୁ ନେଇ ପରିବାର। ଶ୍ରମିକ ଭାବରେ ପରିବାର ପ୍ରତିପୋଷଣ!-->…
ବୃଦ୍ଧାଙ୍କ ଚକ୍ଷୁ ଅସ୍ତ୍ରୋପଚାର ସମୟରେ ନଷ୍ଟ , ଥାନାରେ ମାମଲା
ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ମହିଷାପାଟ ଠାରେ ଅବସ୍ଥିତ ଶର୍ବେଶ୍ୱର ମେମୋରିଆଲ ଚକ୍ଷୁ ଚିକିତ୍ସାଳୟ ଅବସ୍ଥିତ । ଏହି ଚକ୍ଷୁ ଚିକିତ୍ସାଳୟରେ ବୃଦ୍ଧାଙ୍କ ଚକ୍ଷୁ ଅସ୍ତ୍ରୋପଚାର ସମୟରେ ଡାକ୍ତର ଙ୍କ କୌଣସି ତୃଟି ହେତୁ ତାଙ୍କର ଚକ୍ଷୁ ନଷ୍ଟ ହୋଇଥିବାର ସେ ଥାନାରେ ଅଭିଯୋଗ କରିଛନ୍ତି ।
!-->!-->!-->…