News
lipub
samparksetu
Browsing Category

ଅଞ୍ଚଳ ସମସ୍ୟା

ଫାଟୁଆ ରୋଗରେ ଆକ୍ରାନ୍ତ ହୋଇ ଗାଈଗୋରୁ ମୃତ୍ୟୁ ବରଣ କରୁଥିବା ବେଳେ , ଚିକିତ୍ସକଙ୍କ ନିକଟରେ ଔଷଧ ନାହିଁ !

ଶୀତ ଋତୁରେ ଗୋରୁଗାଈଙ୍କ ଠାରେ ଏଫ୍‌ଏମ୍‌ଡି(ଫୁଡ୍ ମାଉଥ ଡିଜିଜ) ନାମକ ଏକ ପ୍ରକାର ସଂକ୍ରମିତ ରୋଗ ଦେଖାଯାଇଥାଏ। ଏହା ସାଧାରଣତଃ ଫାଟୁଆ ରୋଗ ବୋଲି କହିଥାନ୍ତି। ଏହି ରୋଗ ହେଲେ ଗୋରୁ ଗୋଡ଼ ଖୁରା ନିକଟରେ କ୍ଷତ ଦେଖାଯିବା ସହ ପାଟିରେ ମଧ୍ୟ ଘାଆ ହୋଇଥାଏ। ଏହି ରୋଗ ପାଇଁ ପ୍ରତିଷେଧକ ଟୀକା

କାଗଜ କଲମରେ ସୌନ୍ଦର୍ଯ୍ୟକରଣ ; ପାର୍କରେ ଖର୍ଚ୍ଚ ହେଉଛି ଲକ୍ଷ ଲକ୍ଷ,ଆକୃଷ୍ଟ କରିପାରୁନି ସହର ବାସୀଙ୍କୁ

ଢେଙ୍କାନାଳ ସହରରେ ଥିବା ବଭିନ୍ନ ପାର୍କ ଏବେ ଅବହେଳିତ ହୋଇପଡିରହିଛି । ସୌନ୍ଦର୍ଯ୍ୟ କରଣ ନାମରେ ପ୍ରଶାସନ ତରଫରୁକୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ପୁରୁଣା ପାର୍କ ଗୁଡିକର ରକ୍ଷଣାବେକ୍ଷଣ ଏବଂ ପୁନରୁଦ୍ଧାର ପାଇଁ ମାନସିକତା ନାହିଁ । ଢେଙ୍କାନାଳ ପୌରପାଳିକା ଅଧିନରେ ରହିଛି

ସ୍ୱାମୀ ଚାଲିଯିବା ପରେ ମଧ୍ୟ ମିଳୁନି ବାର୍ଦ୍ଧକ୍ୟ ଭତ୍ତା !

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କାନ୍ତିଓ ପୁଟସାହି ପଞ୍ଚାୟତ ଅନ୍ତର୍ଗତ ଜକା ଗ୍ରାମର ନର୍ମଦା ସାହୁ ଙ୍କ ସ୍ୱାମୀ ଗତ ୬ ମାସ ହେଲା ଆରପାରିକୁ ଚାଲିଗଲେଣି l ସରକାରୀ ଯୋଜନା ହରିଶ୍ଚନ୍ଦ୍ର ହିସାବରେ ସହାୟତା ମିଳିବା ଉଚିତ l ମାତ୍ର ଏ ଯାଏଁ ନର୍ମଦା ଙ୍କୁ ହରିଶ୍ଚନ୍ଦ୍ର ଯୋଜନା

ଲକ୍ଷ୍ୟାଧିକ ଟଙ୍କା ର କୀଟନାଶକ ଔଷଧ ଏବେ ନଦୀ ହୁଡା ଓ ବିଲ ରେ !

ଢେ଼ଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ପଞ୍ଚାୟତ କନ୍ଧରା ଗ୍ରାମ ର ଚାଷୀ ମାନଙ୍କ ପାଇଁ ଏ ଔଷଧ ଆସିଧିଲା କିନ୍ତୁ ଠିକ୍ ସମୟରେ ଚାଷୀ ମାନଙ୍କୁ ନଦେଇ ଫୋପାଡ଼ି ଦିଆଯାଇଛି କାହିଁକି ? କନ୍ଧରା ଗାଁ ର ଗାଁ ସାଥୀ ବିମଳ ସାହୁ ଧାନ ଚାଷ,ମୁଗ ଚାଷ , ବିଭିନ୍ନ ପ୍ରକାର ର ପନିପରିବା ଚାଷ ପାଇଁ କୃଷି

ଦର୍ଜନୀରେ କମ୍ୟୁନିଟି ଘରେ ଲୁହା ବିମ

ସରକାରୀ ଟଙ୍କାରେ ନିର୍ମାଣ କରାଯାଇଥିବା କମ୍ୟୁନିଟି ସେଣ୍ଟରରେ ବିଦ୍ୟୁତ ଖୁଣ୍ଟ ଦେଇ କାମ ଚଳାଇ ଦିଆଯାଇଥିବା ଦେଖାଦେଇଛି । ଖବର ନେବାରେ ଜଣାଯାଉ ଯେ ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଧଳପଡା ପଚାଂୟତର ଦର୍ଜନୀ ଗ୍ରାମର ପାତ୍ର ସାହି । ଏହି ବସ୍ତିରେ ଅନୁସୂଚିତ ଜାତିର ବ୍ୟକ୍ତିମାନେ ବାସ

ଅର୍ଥ ସାଜିଛି ବାଧକ, ଦୁଇ ବର୍ଷ ହେଲା ବିଛଣା ରେ ଜ୍ଞାନରଞ୍ଜନ

ଓଡ଼ିଶା ସରକାରଙ୍କ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ହେଉ କିମ୍ବା କେନ୍ଦ୍ର ସରକାରଙ୍କର ହେଲଥ୍ କର୍ଡ ହେଉ ତାହାର ସୁବିଧା ଜାଣି ପାରୁନାହାନ୍ତି ଗ୍ରାମାଞ୍ଚଳରେ ଥିବା ଅଶିକ୍ଷିତ ଲୋକମାନେ । ନିର୍ବାଚନ ସମୟରେ ମିଠା ମିଠା କଥା କହୁଥିବା ସରପଞ୍ଚ କିମ୍ବା ଆଶା କର୍ମୀ କେହି ବି ସଠିକ୍ ବାଟ

ଚାଷିଙ୍କ ବାଟ ଓଗାଳୁଛି ରେଳପ୍ରକଳ୍ପ ; ଚିନ୍ତାରେ ଚାଷୀ ,ବିପଦଶଙ୍କୁଳ ଭାବେ ରେଳଲାଇନ ପାର ହୋଇ ଯିବାକୁ ପଡୁଛି ବିଲକୁ

ଚାଷୀର ଉର୍ନତି ହେଲେ ଦେଶ ଉର୍ନତି ହୋଇପାରିବ।ଏ ଚିନ୍ତାଧାରା ନେଇ କେନ୍ଦ୍ରର ସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାର ଅନେକ ଯୋଜନା ଚାଷିଙ୍କ ଉଦ୍ୟେଶ୍ୟରେ କାର୍ଯ୍ୟକାରି କରାଯାଉଛି।କିନ୍ତୁ କାମାକ୍ଷାନଗରରୁ ବ୍ଲକ ବଡ ଶୁଆଁଳ ଠାରେ ରେଳ ପ୍ରକଳ୍ପ ନିର୍ମାଣ ହେବାଦ୍ବାରା ଅଞ୍ଚଳର ଚାଷୀ

ପାନୀୟ ଜଳରୁ ବଞ୍ଚିତ ୨ଟି ୱାର୍ଡ

ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଅନ୍ତର୍ଗତ କୁସୁପଙ୍ଗା ପଞ୍ଚାୟତ କୁସୁପଙ୍ଗା ଗ୍ରାମର ଭଞ୍ଜ ସାହୁ ଏବଂ ମହାରଥୀ ସାହିରଲୋକ ମାନେ ପିଇବା ପାଣିର ସମସ୍ୟା ନେଇ ବିଡିଓଙ୍କ ଦ୍ୱାରସ୍ଥ ହୋଇଥିବାର ଜଣାପଡିଛି । ଦୁଇ ୱାଡବାସୀଙ୍କ ପାଇଁ ପୂର୍ବରୁ ବ୍ରାହ୍ମଣୀ ନଦୀ କୂଳରୁ ପାଇପ ଯୋଗେ ସେମାନଙ୍କୁ

ସୁବର୍ଣ୍ଣ ଙ୍କୁ ଆବାସ ଯୋଜନା ସାତସପନ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ୍ ରେଣ୍ଠାପାଟ ପଞ୍ଚାୟତର ତଳପାଣିଗେଙ୍ଗୁଟିର ସୁବର୍ଣ୍ଣ ନାୟକଙ୍କ ସ୍ଵାମୀ ବିଗତ ବର୍ଷ ହେବ ମୃତ୍ୟୁ ଘଟିଥିବା ବେଳେ ନିଜର ତିନି ଝିଅ ଓ ଦୁଇ ପୁଅ କୁ ନେଇ ଅତି ଅଭାବ ଅନଣ୍ଟନରେ ଜୀବନ ବିତାଉଛନ୍ତି । ସରକାର ଗରିବ ହିତାଧିକାରୀଙ୍କ ପାଇଁ ଆବାସ ଓ ବିଜୁ

ବିଦ୍ୟାଳୟ ତୋରଣ ନିର୍ମାଣ କାର୍ଯ୍ୟ ନିମ୍ନ ମାନର ଅଭିଯୋଗ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ବରଦା ଗ୍ରାମ ପଞ୍ଚାୟତରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ତୋରଣ କାର୍ଯ୍ୟ ନିମ୍ନମାନର ହୋଇଥିବା ଦର୍ଶାଇ ଗ୍ରାମାବାସୀ ମାନେ ବିଡିଓଙ୍କ ନିକଟରେ ଅଭିଯୋଗ କରିଛନ୍ତି । ସରକାରଙ୍କ ତରଫରୁ ପଞ୍ଚାୟତ ରାଜ ବିଭାଗ ଦ୍ୱାରା ବିଦ୍ୟାଳୟର ଗେଟ କାର୍ଯ୍ୟ
error: Content is protected !!