Browsing Category
ଅଞ୍ଚଳ ସମସ୍ୟା
କାର୍ଯ୍ୟକ୍ଷମ ହେଉନି ମହାବିଦ୍ୟାଳୟ ହଷ୍ଟେଲ ; ହଇରାଣ ହେଉଛନ୍ତି ଛାତ୍ରଛାତ୍ରୀ
ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଭୁବନ ବ୍ଲକର "ବାଜି ରାଉତ ସ୍ମୃତି ମହାବିଦ୍ୟାଳୟ" ର ଅବ୍ୟବସ୍ଥା କହିଲେ ନସରେ। ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷାଦାନ ପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ହେଲେ ଢେଙ୍କାନାଳ ଜିଲ୍ଲା ଭୁବନ ସ୍ଥିତ "ବାଜିରାଉତ ସ୍ମୃତି ମହା ବିଦ୍ୟାଳୟ" ରେ!-->…
ଧାନମଣ୍ଡି ଖୋଲିବା ନେଇ ଆଶଙ୍କାରେ ଚାଷୀକୂଳ
ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକରେ ଧାନମଣ୍ଡି ଖୋଲା ନହେବା ଫଳରେ ଚାଷିକୂଳ ଆଶା ଓ ଆଶଙ୍କାରେ ଥିବାର ଜଣାଯାଏ ନିଜର ବର୍ଷକର କଷ୍ଟ ଅର୍ଜିତ ଧନଫସଲ କୁ କିପରି ଭାବରେ ବିକ୍ରି କରିବ ତାହାକୁ ନେଇ ଚିନ୍ତାରେ ଚାଷୀ ଚଳିତ ବର୍ଷ ଉକ୍ତ ବ୍ଲକରେ୧୫ଟି ମଣ୍ଡି ଖୋଲା ଯାଇଛି ,ହେଲେ ଧାନ କେବେ ମିଲର!-->…
ଗାଁ ଗାଁରେ ଚାଲିଛି ବେଆଇନ ମାଟି ଇଟାଭାଟି
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ତହସିଲ ଅନ୍ତର୍ଗତ ଅଞ୍ଚଳ ଗାଁ ଗୁଡ଼ିକରେ ପୁଣି ସଜବାଜ କଲେଣି ବେଆଇନ ମାଟି ଇଟା ମାଲିକ ମାନେ । ପରଜଙ୍ଗ ଅଞ୍ଚଳ ଦେଇ ଯାଇଥିବା ବ୍ରାହ୍ମଣୀ ନଦୀ ର କୂଳ ପଠା ଏବେ ମାଟି ଇଟା ମାଫିଆ ଙ୍କ କବଜାରେ । ଖାସ୍ କରି କୁଆଳୋ ରାଜସ୍ବ ନୀରିକ୍ଷକ ଙ୍କ ଅଧୀନରେ ଥିବା ଜଟିଆ!-->…
ପାନୀୟ ଜଳ ସମସ୍ୟା ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ
ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଶୁଆଖାଇକାଟେଣୀ ପଞ୍ଚାୟତ କନ୍ଧଗଡା ଗ୍ରାମରେ ପାନୀୟ ଜଳ ସମସ୍ୟାକୁ ନେଇ ଗ୍ରାମାବାସୀ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିବାର ଜଣାପଡିଛି ।ଶୁଆଖାଇକାଟେଣୀ ପଞ୍ଚାୟତ କନ୍ଧଗଡା ଗ୍ରାମରେ ୭ଶହରୁ ଅଧିକ ଲୋକ ବସବାସ କରୁଛନ୍ତି । ଗତ ୫ ବର୍ଷ ତେଳ ପାନୀୟ ଜଳ!-->…
ବୃଦ୍ଧ ମାତାପିତାଙ୍କୁ ପୁଅ ବୋହୁଙ୍କ ନିର୍ଯ୍ୟାତନା ;ପେନସନ ବହି ଛଡାଇ ନେଇ ଘରୁ ତଡିଦେଲେ
ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ ଆମ୍ବବାହାଳୀ ଗ୍ରାମରେ ସରକାରୀ ଚାକିରୀରୁ ଅବସର ନେଇଥିବା ୮୫ବର୍ଷର ପିତାମାତାଙ୍କୁ ମାନସିକ ଏବଂ ଶାରରୀକ ନିର୍ଯ୍ୟାତନା ଦେବା ପରେ ଘରୁ ତଡିଦେଇଛନ୍ତି ।ଏପରିକି ପେନସନ ବହିକୁ ଛଡାଇ ନେଇଥିବା ବେଳେ ବୃଦ୍ଧ ଦମ୍ପତି ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ!-->…
କମ୍ପାନୀ ର ଧୂଆଁ ରେ ଅଣନିଃଶ୍ବାସୀ ପରଜଙ୍ଗ ବାସିନ୍ଦା ; ନିରବଦ୍ରଷ୍ଟା ସାଜିଛି ପ୍ରଦୂଷଣ ବିଭାଗ
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଅଞ୍ଚଳ ଦେଇ ଯାଇଥିବା ୫୩ ନଂ ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ କରୁଥିବା ଠିକା ସଂସ୍ଥା କୁନାଲ କମ୍ପାନୀ ପରଜଙ୍ଗ ଅଞ୍ଚଳ ବାସୀଙ୍କ ପାଇଁ ସାଜିଛି ଏବେ କ୍ଷତିକାରକ ଧୂଆଁ । ପୂର୍ବରୁ ଠିକା ସଂସ୍ଥା ରାସ୍ତା କାର୍ଯ୍ୟରେ କିଛି ପ୍ରଶାସନର ଅଧିକାରୀ ଙ୍କୁ ହାତରେ!-->…
ନବଜାତର ଶିଶୁର ଅନ୍ତ ବୁଜୁଳା ପଦାରେ ;ଚିକିତ୍ସା ପାଇଁ ସରକାରୀ ମେଡ଼ିକାଲରେ ମିଳିଲା ନାହିଁ ସୁବିଧା
ନବଜାତର ଅନ୍ତ ବୁଜୁଳା ପଦାରେ , ଚିକିତ୍ସା ପାଇଁ ସରକାରୀ ମେଡ଼ିକାଲରେ ମିଳିଲା ନାହିଁ ସୁବିଧା ପରିବାର ଲୋକେ ଫେରିଲେ ଘରକୁ l ଏହି ଘଟଣାଟି ଘଟିଛି ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କଣ୍ଟାପାଳ ପଞ୍ଚାୟତ କୁସୁମୁଣ୍ଡିଆ ଗାଁରେ l
ଗତ ଶନିବାର ପୂର୍ବାହ୍ନ ପ୍ରାୟ ୧୧ ଟା ସମୟରେ!-->!-->!-->…
ଅବହେଳିତ ବାବା ବୁଦ୍ଧେଶ୍ୱର ଙ୍କ ପୀଠ
ଓଡିଶାର ପର୍ଯ୍ୟଟନ ମାନଚିତ୍ରରେ ଭୁବନର ବୁଦ୍ଧେଶ୍ୱର ମନ୍ଦିର ଅନ୍ୟତମ । ଏଠାକାର ପରିବେଶ ବେଶ ମନୋରମ । ହେଲେ ଏଠାରେ ଥିବା ଜଳାଶୟ ଟି ଦଳ ଭର୍ତ୍ତି ହୋଇ ପଡିଛି । ଏନ.ଏ.ସି ପ୍ରଶାସନ ପକ୍ଷରୁ ଦଳ ସଫା ନିମନ୍ତେ ବ୍ୟବସ୍ଥା କରାଯାଉନଥିବାରୁ ହଜାରହଜାର ଶ୍ରଦ୍ଧାଳୁ ଭକ୍ତ ମନ୍ଦିର ପରିଚାଳନା କମିଟ!-->…
୮୯% ଦିବ୍ୟାଙ୍ଗ ନାବାଳିକାକୁ ବି ନାହିଁ ଭତ୍ତା !
ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ମାଣିପୁର ଗ୍ରାମର ସୁରେଶ ନାଏକଙ୍କ ଝିଅ ଜଣେ ଦିବ୍ୟାଙ୍କ ନାବାଳିକାହୋଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ତାଙ୍କୁ ସରକାରଙ୍କ ତରଫରୁ କୌଣସି ଭ । କିମ୍ବା ସହଯୋଗ ମିଳିନଥିବାରୁ ପିତାମାତାନିରାଶ ହୋଇପଡିଛନ୍ତି । ଗ୍ରାମର ସୁରେଶ ନାଏକଙ୍କ ଝିଅ ସୁମିତ୍ରା!-->…
ବର୍ଷାରେ ଭାଙ୍ଗିଲା ଘର ପାଲ ଖଣ୍ଡେ ପାଇଁ ବାରଦୁଆର !
ଢେ଼ଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ମୃଦଙ୍ଗା ପଚାଂୟତ ୱାର୍ଡ ନଂ ୧୩ର ବାସିନ୍ଦା ମଞ୍ଜୁଲତା ବେହେରା । ତାଙ୍କ ଦିନ ମଜୁରିଆ ସ୍ୱାମୀ ଗତ ୭ ମାସ ପୂର୍ବେ ମୃତ୍ୟ ବରଣ କରିଥିଲେ । ଏକମାତ୍ର ପୁଅକୁ ସାଥୀରେ ଧରି ଭଗବାନକୁ ଭରସା କରି ବଂଚି ଚାଲିଛନ୍ତି ମଞ୍ଜୁଲତା ।
ସ୍ଵାମୀ ଦେହାନ୍ତ ସାତ ମାସ!-->!-->!-->…