Browsing Category
ଅଞ୍ଚଳ ସମସ୍ୟା
ଝିଅର ଚିକିତ୍ସା ଓ ସରକାରୀ ଯୋଜନାରେ ସାମିଲ ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ
ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ମଝୀପାଳ ଗ୍ରାମର ଜଣେ ଗରିବ ଦୁଃଖୀ ପରିବାର ଝିଅର ଚିକିତ୍ସା ଓ ସରକାରୀ ଯୋଜନାରେ ଘର ଖଣ୍ଡିଏ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ୱାରସ୍ଥ ହୋଇଛନ୍ତି ।
ସୂଚନା ଅନୁଯାୟୀ ,ମଝୀପାଳ ଗ୍ରାମର ଅରୁଣ ମହାରଣା । ସ୍ତ୍ରୀର ମୃତ୍ୟୁ ପରେ ତିନି!-->!-->!-->…
କଅଁଳ ବୟସରେ ଜୀବନ ସହ ସଂଘର୍ଷ କରୁଛି ସାଇ
ମା ବାପାଙ୍କ ଏକ ମାତ୍ର ପୁଅ ହେଲେ ଜନ୍ମରୁ ଜୀବନ ମରଣ ସହ ଲଢେ଼ଇ କରୁଛି ।ଢେଙ୍କାନାଳ ଜିଲ୍ଲା ଓଡ଼।ପଡ଼ା ବ୍ଳକ ବଳରାମପୁର ପଞ୍ଚାୟତ ସାରିଆପଡା ଗ୍ରାମର କୂଳମଣି ଖଟୁଆଙ୍କ ଏକମାତ୍ର ପୁଅ ସାଇର ଜନ୍ମରୁ ଶରୀର ମଧ୍ୟରେ ଖାଦ୍ୟ ନଳୀ ନଥିଲା । ତାକୁ କଟକ ଶିଶୁ ଭବନ ରେ ଅସ୍ତ୍ରୋପଚାର କରି ତାର!-->…
ଜିଆରଏସଙ୍କ ନାଁରେ ଅଭିଯୋଗ ଆଣିଲେ ସରପଞ୍ଚ
ପରଜଙ୍ଗ ବ୍ଳକ ଜୟପରାକାଟେଣୀ ପଞ୍ଚାୟତର ଜିଆରଏସ ଙ୍କ ନାମରେ ପୁଣି ଅଭିଯୋଗ ହୋଇଛି । ଏଥର ଅଭିଯୋଗ କରିଛନ୍ତି ସ୍ଥାନୀୟ ସେପଞ୍ଚ ରୋଜାଲିନ କାଣ୍ଡି । ସେ କହିଛନ୍ତି ଯେ , ପଞ୍ଚାୟତରେ ହେଉଥିବା କାର୍ଯ୍ୟ ତାଙ୍କ ବିନା ଅନୁମତିରେ କରାଯାଉଛି ।
ଖାସ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ!-->!-->!-->…
ସରକାରୀ ଆଲୁଅ ଅପେକ୍ଷାରେ ବାଲିଯୋରନ୍ଦା ଗ୍ରାମବାସୀ
ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ ରାଇତଳା ପଞ୍ଚାୟତର ବାଲିଯୋରନ୍ଦା ଗ୍ରାମବାସୀମାନେ ଅନ୍ଧାର ରାସ୍ତାରେ ଯାତାୟାତ କରୁଛନ୍ତି l ପ୍ରକାଶ ଥାଉକି ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ଗ୍ରାମରେ ଆଲୋକୀକରଣ କରିବାପାଇଁ ପଞ୍ଚାୟତ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି l
କିନ୍ତୁ ବିଡମ୍ବନାର!-->!-->!-->…
ସରକାରୀ ସହାୟତା ଅପେକ୍ଷାରେ ରହି ଜୀବନ ସହ ସଗ୍ରାମ କରୁଛନ୍ତି ନରହରି
ସରକାରୀ ସହାୟତା ଅପେକ୍ଷାରେ ନରହରି। ଢେଙ୍କାନାଳ ଜିଲ୍ଲାର ଗଁଦିଆ ବ୍ଲକ ଅଧୀନରେ ଥିବା ମଠତେନ୍ତୁଳିଆ ପଞ୍ଚାୟତର ମଠତେନ୍ତୁଳିଆ ଗ୍ରାମର ନରହରୀ ପଲେଇ ଦୀର୍ଘ ଦିନ ଧରି ରୋଗରେ ପୀଡ଼ିତ ଅଛନ୍ତି ତେଣୁ ଦୁଃଖ ରେ ଦିନ କାଟୁଛନ୍ତି ପରିବାର ।
ନରହରି ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ର ରେ!-->!-->!-->…
ବୟସାଧିକ ପରେ ଅନଲାଇନରେ ଆବେଦନ କଲା ପରେ ମଧ୍ୟ ମିଳୁନାହିଁ ବାର୍ଦ୍ଧକ୍ୟ ଭତ୍ତା
ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ରାଇତଳା ପଂଚାୟତ ଅନ୍ତର୍ଗତ ବାଲିଯୋରନ୍ଦା ଗ୍ରାମର ସୁରମୋହନ ବେହେରା ୬୧ ବର୍ଷ ବୟସରେ ବାର୍ଦ୍ଧକ୍ୟ ଭତ୍ତା ପାଇଁ ଗତ ଜୁଲାଇ ୨୦୨୦ ମସିହାରେ ଅନଲାଇନରେ ଆବେଦନ କରିଥିଲେ l
ସୁରମୋହନ ଜଣେ ଦିନ ମଜୁରିଆ ଭାବେ କାମ କରୁଥିଲେ l ବୟସାଧିକ ଯୋଗୁଁ ଆଉ କାମ!-->!-->!-->…
ଦୂଷିତ ପାନୀୟ ଜଳ ପିଇ କିଡ଼ନୀ ରୋଗରେ ୨୦ ମୃତ, ୩୦ ରୁ ଉର୍ଦ୍ଧ୍ବ ଆକ୍ରାନ୍ତ
ଗ୍ରାମାଞ୍ଚଳର ଲୋକ ମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ସରକାର ବସୁଧା ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି।
କିନ୍ତୁ ଢେଙ୍କାନାଳ ରେ ଏମିତି ଏକ ଗାଁ ଅଛି ଯେଉଁଠି ବସୁଧା ଯୋଜନାରେ ଉଭର ହେଡ୍ ଟାଙ୍କି ବସି ପାଇପ୍ ଯୋଗେ ଜଳ ଯୋଗାଣ ବ୍ୟବସ୍ଥା ହୋଇଛି , କିନ୍ତୁ ସେଥିରୁ!-->!-->!-->…
ଜରାଜୀର୍ଣ୍ଣ ଅବସ୍ଥାରେ କନ୍ତିଓ କାଟେଣୀ ନୂଆସାହି ପ୍ରାଥମିକ ବିଦ୍ୟାଳୟ ର ମୁଖ୍ୟ ଫାଟକ
ରାଜ୍ୟ ସରକାର ପ୍ରାଥମିକ ଶିକ୍ଷାକୁ ଗୁରୁତ୍ୱ ଦେଇ ୬ରୁ ୧୪ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ବାଧ୍ୟତାମୂଳକ ଶିକ୍ଷା କରୁଥିବା ବେଳେ ଢେଙ୍କାନାଳ ଜିଲ୍ଲାରେ ଅନେକ ସ୍କୁଲ ଅଛି ଅଛି ଯାହାର ଭତ୍ତିଭୂମି ଅସଜଡା ହୋଇପଡ଼ିଛି ।
ମୋ ସ୍କୁଲ ଅଭିଯାନ ମାଧ୍ୟମରେ ବିଦ୍ୟାଳୟଏ ଉନ୍ନତି ଦିଗରେ ନୂତନ!-->!-->!-->…
୫୩ ନଂ ଜାତୀୟ ରାଜପଥରେ ନିମ୍ନ ମାନର କାମ ହେତୁ ଜନ ଅସନ୍ତୋଷ ବୃଦ୍ଧି
ଢେ଼ଙ୍କାନାଳ ଜିଲ୍ଲା ର ପିଟିରି ରୁ ଡୁବୁରି ପର୍ଯ୍ୟନ୍ତ ଚାଲିଥିବା ୫୩ନଂ ଜାତୀୟ ରାଜପଥ କାର୍ଯ୍ୟ ଚାଲୁଥିବା ମାଳପୁରା ରୁ ବାଇସିଙ୍ଗା ଲୁଣି ରେ ହେଉଥିବା କାର୍ଯ ସଂମ୍ପୂର୍ଣ୍ଣ ନିମ୍ନ ମାନର ହୋଇଥିବାରୁ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ବିଶେଷ କରି କାମାକ୍ଷାନଗର ଠାରୁ ଡୁବୁରି!-->…
ଐତିହାସିକ ଅନନ୍ତ ଶୟନ ଙ୍କ ମୂର୍ତ୍ତି ର ସୁରକ୍ଷା ଦାବି
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଳକ୍ ଅନ୍ତର୍ଗତ ସରାଙ୍ଗ ଗ୍ରାମ ବ୍ରାହ୍ମଣୀ ନଦୀକୂଳରେ ଥିବା ଐତିହାସିକ ଅନନ୍ତ ଶୟନ ଙ୍କ ମୂର୍ତ୍ତି ଏବେ ନିଜର ଅସ୍ତିତ୍ବ ହଜାଇବାକୁ ବସିଲାଣି ।
ଏହି ମୂର୍ତ୍ତି ଟି ଏସିଆ ମହାଦେଶର ସର୍ବ ବୃହତ୍ତମ ବିଷ୍ଣୁ ମୂର୍ତ୍ତି ଭାବରେ ମାନ୍ୟତା ପାଇଛି । କିନ୍ତୁ କିଛି!-->!-->!-->…