Browsing Category
ଅଞ୍ଚଳ ସମସ୍ୟା
ରୋଜଗାରିଆ ପୁଅ ଚାଲିଗଲା ପରେ ପାଞ୍ଚ କେଜି ଚାଉଳ ରେ ବଞ୍ଚିଛି ପରିବାର
ଦୁଃଖ ଯେତେବେଳେ ଆସେ ସାଥି ଭାଇ ଙ୍କୁ ସାଙ୍ଗରେ ଧରି ଆସିଥାଏ ।ଏଭଳି ଘଟଣା ଘଟିଛି ଭୁବନ ୱାର୍ଡ ନମ୍ବର ୨ କୋଲ୍ହ ସାହିରେ । ମଙ୍ଗୁଳି ସାହୁ (୬୬) ଦିବ୍ୟାଙ୍ଗ କିଡିନୀ ରୋଗ ରେ ଆକ୍ରାନ୍ତ ।
କିଛିଦିନ ତଳେ ନିଜର ଏକମାତ୍ର ପୁତ୍ର ବାପି( ୨୫)କୁ କରୋନା ଯୋଗୁଁ ହରାଇଛନ୍ତି। ଯେ କି ଇଲେକ୍ଟ୍ରି!-->!-->!-->…
ଦେବଗଣ ଗାଁ ରେ ଜଳକଷ୍ଟ
ଗାଁରେ ଥମିନି ଜଳକଷ୍ଟ । ସୋଲାର ପାଣି ପମ୍ପ ବସିଛି , ବ୍ୟବସ୍ଥା ଅଛି କିନ୍ତୁ ଆସୁନି ପାଣି । ଗାଁରେ ଅଛି ୨ଟି ନଳକୂପ କିନ୍ତୁ ସେଥି ମଧ୍ୟରୁ ଗୋଟେ ଅଚଳ । ଏଭଳି ଚିତ୍ର ଦେଖିବାକୁ ମିଳିଛି , ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଳକ୍ ଦେବଗଣ ଗାଁ ରେ ।ବସୁଧା ଯୋଜନାରେ ଗାଁ କୁ ପାଇପ ଲାଇନ!-->…
ଗ୍ୟାସ ପାଇପ ଲାଇନ କାମରେ ଚାଷ ଜମି ନଷ୍ଟ
ରେଙ୍ଗାଳୀ ବାମ ମୁଖ୍ୟ କେନାଲର ଭୁବନ ଶାଖା କେନାଲର ଭଦଳିଆ ପଶି ମୈାଜାରେ ସାନପଶି ଠାରେ ଏକ ଅସ୍ଥାୟୀ ପୋଲ ନିର୍ମାଣ ହୋଇଛି । ଗେଲ ଇଣ୍ଡିଆ ପକ୍ଷରୁ ଗ୍ୟାସ ପାଇପଲାଇନ କାମ ନେଇଥିବା ପେଟି ଠିକାଦର ଶଙ୍କର ଏରପ୍ରାଇଜର ଏହି ଅସ୍ଥାୟୀ ପୋଲଟି ନିର୍ମାଣ କରିଥିବା ଜଣାଯାଇଛି ।
କେନାଲ ତଳେ ପାଇପ!-->!-->!-->…
ପରଜଙ୍ଗ ବଜାର ମଧ୍ୟରେ ଯାଇଥିବା ୫୩ ନଂ ଜାତୀୟ ରାଜପଥ ଶୋଚନୀୟ
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବଜାର ମଧ୍ୟରେ ଯାଇଥିବା ୫୩ନମ୍ବର ଜାତୀୟ ରାଜପଥ ଶୋଚନୀୟ ଅବସ୍ଥାରେ ପଡ଼ିଥିଲେ ମଧ୍ୟ ଏଥି ବିଭାଗୀୟ ଅଧିକାରୀଙ୍କ ଚରମ ଅବହେଳା ଯୋଗୁଁ ମରାମତି ହେଉନଥିବାରୁ ଜନସାଧାରଣଙ୍କ ଠାରୁ ଆରମ୍ଭ କରି ପ୍ରତ୍ୟେକ ଯାନବାହାନ ଚଳାଚଳ କରିବାରେ ନାହିଁ ନଥିବା ଅସୁବିଧାର!-->…
ମରଣ ଯନ୍ତା ପାଲଟିଛି ଭୁବନ ଏନଏସି ର ମୁଖ୍ୟ ରାସ୍ତା !
ଭୁବନ ବିଜ୍ଞାପିତ ଅଚଂଳ ପରିଷଦକୁ ସରସସୁନ୍ଦର କରି ଗଢି ତୋଳାଯିବ । ରାସ୍ତାଘାଟ ଚକାଚକ ହେବ, ସବୁଠି ତୁରନ୍ତ ଜଳ ନିଷ୍କାସନ ପାଇଁ ନିର୍ମାଣ ହେବ ଡ୍ରେନ । ଏମିତି କେତେ ସୁନେଲି ସ୍ୱପ୍ନ ଦେଖାଇଥିଲା ଭୁବନ ଏଏନସି ।
ସହର ମଧ୍ୟରେ ଥିବା ମୁଖ୍ୟ ରାସ୍ତାଟି ର ମରାମତି କାମ ଜାତୀୟ ରାଜପଥ ବିଭାଗ!-->!-->!-->…
ସହାୟତା ଅପେକ୍ଷାରେ ଜଗବନ୍ଧୁ!
ବୟସ ୧୨ ବର୍ଷ ହୋଇଥିଲା ପରିବାରର ବୋଝ ଅଧିକ ହେବାରୁ ପାଠ ପଢା ଛାଡ଼ି ହୋଟେଲରେ କମ କରିବା ପାଇଁ ପଡିଲା। ହଠାତ୍ ଦିନେ ଦଇବ ଦାଉ ସାଧିଲା। ବସର ଦୁର୍ଘଟଣାରେ ଜୀବନ ବଞ୍ଚିଗଲା ହେଲେ ସବୁଦିନ ପାଇଁ ଦିବ୍ଯାଙ୍ଗ ହୋଇଗଲେ।
କାମାକ୍ଷାନଗର ବ୍ଲକ ତୁମୁଁସିଙ୍ଗା ଗାଁ ର ତୀର୍ଥବାସୀ ସାହୁଙ୍କ ବଡ଼!-->!-->!-->…
ମୃତ୍ୟୁ ସହ ସଂଗ୍ରାମ କରୁଥିବାବେଳେ ପରିହାସ କରୁଛି ସ୍ବାସ୍ଥ୍ୟ ସେବା ଯୋଜନା!
ଢେ଼ଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ବଡଶୁଆଁଳ ଗାଁ ର ଅଜିତ ପଣ୍ଡା ଗତ ୬/୧୦/୨୦୨୧ ଦିନ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ସ୍ଥାନୀୟ କାମାକ୍ଷାନଗର ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। କାମାକ୍ଷାନଗରରୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ସେଠାରୁ କଟକ ବଡ଼ ମେଡ଼ିକାଲକୁ!-->…
ବୁଢା ବାପା-ମା ଙ୍କ ଉପରେ ବୋଝ ସାଝିଛନ୍ତି ଦୀପକ !
ଗୋଟିଏ ବୋଲି ସନ୍ତାନ, ବୁଢାକାଳକୁ ସାହାରା ହେବ କ'ଣ! ନିୟତି କିଛି ଅଲଗା କରି ଗଢିଛି ଦୀପକଙ୍କୁ। ଜନ୍ମରୁ ଦିବ୍ଯାଙ୍ଗ ଦୀପକ କଥା କହିବାକୁ ଓ ଶୁଣିବାକୁ ଅକ୍ଷମ। ସ୍କୁଲ ହତା ବି ମାଡ଼ି ନାହାଁନ୍ତି। ପରଜଙ୍ଗ ବ୍ଲକ ପଥରଖମ୍ବ ପଞ୍ଚାୟତ କାମର୍ଦା ଗାଁ ର ଅନନ୍ତ ସାହୁଙ୍କ ପୁଅ ଦୀପକ ସାହୁ, ବୟସ!-->…
ଆବାସ ଯୋଜନା ରୁ ବଞ୍ଚିତ ପ୍ରକୃତ ହିତାଧିକାରୀ
ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବ୍ୟାପକ ଅନିୟମିତତା କରାଯାଉଥିବା ଖବର ପ୍ରତିଦିନ ପ୍ରକାଶ ପାଉଛି। ଗରିବ ଲୋକଙ୍କୁ ଅଗ୍ରାଧିକାର ଭିତ୍ତିରେ ଏହି ଯୋଜନାରେ ବାସଗୃହ ପ୍ରଦାନ କରାଯାଉଛି ବୋଲି ପ୍ରଚାର ଚାଲୁଛି।
୧୯୮୫ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ରାଜୀବ ଗାନ୍ଧୀ କାର୍ଯ୍ୟକାରୀ!-->!-->!-->…
ଦିବ୍ୟlଙ୍ଗ ମୁହଁରୁ ଛଡେଇ ନେଲେ ଆହାର !
ସରକାର ଦିବ୍ୟlଙ୍ଗ ମାନଙ୍କ ପାଇଁ ବିଭିନ୍ନ ଯୋଜନା କରୁଛନ୍ତି।କିନ୍ତୁ ତଳ ସ୍ତରରେ ଅଧିକାରୀ କିଛି ତଦନ୍ତ ନକରି ମୁହଁରୁ ଆହାର ଛଡାଇ ନେବା ଘଟଣା ସବୁମହଲରେ ନିନ୍ଦନୀୟ ହୋଇଛି।
ଭୁବନ ଵିଜ୍ଞାପିତ ପରିଷଦ ତିନି ନମ୍ବର ୱାର୍ଡ ନୂଆ ଭୁବନର ଗଦାଧର ସାହୁଙ୍କୁ ୫୭ବର୍ଷ ହେଲାଣି।ଘରେ ପତ୍ନୀ!-->!-->!-->…