News
lipub
samparksetu
Browsing Category

ଅଞ୍ଚଳ ସମସ୍ୟା

ଜରାଜୀର୍ଣ୍ଣ ଅବସ୍ଥାରେ କାକୁଡ଼ିଭାଗ ଯାତ୍ରୀ ବିଶ୍ରାମାଗାର

ଢେଙ୍କାନାଳ ଜିଲ୍ଲା ସଦର ବ୍ଳକ୍ କାକୁଡ଼ିଭାଗ ପଞ୍ଚାୟତ ଅନ୍ତର୍ଗତ ସାପୁଆ ପୋଲ ତଳେ ରାସ୍ତା କଡରେ ଥିବା ଯାତ୍ରୀ ଵିଶ୍ରାମାଗାର ଜରାଜୀର୍ଣ୍ଣ ଅବସ୍ଥାରେ ପଡିଛି । ଏହି ବିଶ୍ରାମ ଗୃହଟି ପ୍ରାୟ ୩୦ ବର୍ଷ ପୂର୍ବେ ମିର୍ମାଣ ହୋଇଥିଲା । ତେବେ ପ୍ରାୟ ୫ ବର୍ଷ ହେବ ଏହା ଅତି ବିପଦ ସଂକୁଳ ହୋଇ ପଡି

ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଲାଭ ଉଠାଇଛନ୍ତି ଅଯୋଗ୍ୟ ହିତାଧୀକାରୀ!

କାମାକ୍ଷାନଗର ବ୍ଲକ ତୁମୁଁସିଙ୍ଗା ପଞ୍ଚାୟତର ବିଳାସ ସାହୁ ପିତା ବଂଶୀଧର ସାହୁଙ୍କୁ ୨୦୧୯-୨୦ ମସିହାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ମଞ୍ଜୁର କ୍ରମାଙ୍କ ସଂଖ୍ୟା OR07004/4/2349) ଅନୁଯାୟୀ ଘର କରିବା ପାଇଁ କାର୍ଯ୍ୟାଦେଶ ଦିଆଯାଇଥିଲା। ବଂଶୀଧରଙ୍କ ସାତ ଝିଅ ମଧ୍ୟରୁ ବିଳାସ ଜଣେ, ପର ଘରେ

ବର୍ଷ ବର୍ଷ ଧରି ପର ଘରେ ମୁଣ୍ଡ ଗୁଞ୍ଜି ରହୁଛନ୍ତି ପରିବାର

କାମାକ୍ଷାନଗର ବ୍ଲକ ତୁମୁଁସିଙ୍ଗା ପଞ୍ଚାୟତ ଶ୍ରୀମୂଳା ଗାଁ ର ବାସନ୍ତୀ ନାଏକ, ବୟସ ୭୦ ବର୍ଷ ପାଖାପାଖି। ସ୍ବାମୀ କେଉଁ କାଳରୁ ଛାଡି ଆରପାରିକୁ ଚାଲିଗଲେଣି। ପରୀବାରର ଦୁଇ ପୁଅ, ବଡ଼ ବହୁ ଓ ନାତୁଣୀ ମିଶି ୬ ଜଣ। ସମସ୍ତଙ୍କ ବୋଝ ବଡ଼ ପୁଅ ଡାକ୍ତର ନାଏକଙ୍କ କାନ୍ଧରେ। ଡାକ୍ତର ପେଶାରେ ଜଣେ

୭୩ ବର୍ଷରେ ମଧ୍ୟ ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ଦୁର୍ଯ୍ୟୋଧନ

ବୟସ ୭୩, ପାଦରେ ଆଉ ଶକ୍ତି ନାହିଁ ଚାଲିବା ପାଇଁ ତାପରେ ବାର୍ଦ୍ଧକ୍ୟ ଜନିତ ପୀଡ଼ା ଶରୀରର ସାଥ ବି ଦେଉ ନାହିଁ!କାମାକ୍ଷାନଗର ବ୍ଲକ ତୁମୁଁସିଙ୍ଗା ପଞ୍ଚାୟତ ପାଟିଆଗୁଡାର ଦୁର୍ଯ୍ୟୋଧନ ନାୟକ। ନିୟମ ଅନୁସାରେ ଷାଠିଏ ବର୍ଷ ହେଲା ପରେ ସରକାର ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରିଥାନ୍ତି।

ଦୁଇବର୍ଷ ହେଲା କୋଟଗରା ଉପ ସ୍ୱାସ୍ଥ୍ୟକେନ୍ଦ୍ରରେ ତାଲା !

ଢେ଼ଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କୋଟଗରା ପଞ୍ଚାୟତର ସାଳିଆ ଗ୍ରାମରେ ୨ ରୁ ୩ ବର୍ଷ ପୂର୍ବେ ନିର୍ମାଣ ହୋଇଥିଲା ଉପସ୍ବାସ୍ଥ୍ୟ କେନ୍ଦ୍ର । ଏଠି ପାଇଁ ଯେ ଏହି ଗ୍ରାମ ଉପରେ ପାଖାପାଖି ୧୦ ଟି ଗ୍ରାମର ୫୦୦୦ ହଜାର ରୁ ଉର୍ଧ ଲୋକ ଏହିଠାରେ ନିଜର ପ୍ରାଥମିକ ଚିକିତ୍ସାର ସୁବିଧା

ଲଗାଣ ବର୍ଷାରେ ଭାଙ୍ଗିଲା ୬୦ ବର୍ଷର କୂଅ; ପାନୀୟ ଜଳ ପାଇଁ ହନ୍ତସନ୍ତ ଗ୍ରାମବାସୀ

ପରଜଙ୍ଗ ବ୍ଲକ୍ କଲଦା ପଞ୍ଚାୟତର ସିଂହଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଥିବା ଏକ ୬୦ ବର୍ଷୀୟ କୂଅ ରବିବାର ଲଗାଣ ବର୍ଷାରେ ଭୁଶୁଡ଼ି ପଡିଛି । ଉକ୍ତ ଗ୍ରାମର ୨୦୦ ପରିବାର ପାନୀୟ ଜଳ ପାଇଁ ଉକ୍ତ କୂଅ ଉପରେ ନିର୍ଭର କରନ୍ତି । ଲଗାଣ ବର୍ଷାରେ ମାଟି ଅତଡ଼ା ଖସି କୂଅଟି ଭଶୁଡ଼ି ପଡିଛି

ଦେଢ଼ ବର୍ଷ ହେବ ଶଯ୍ୟାଶାୟୀ ବାବୁଲି !

କାମାକ୍ଷାନଗର ବ୍ଲକ ଅନ୍ତର୍ଗତ କଣ୍ଟାପାଳ ପଞ୍ଚାୟତ କାଳିଆହତା ଗ୍ରାମର ଦଣ୍ଡଧର ପ୍ରଧାନଙ୍କ ପୁଅ ବାବୁଲି ପ୍ରଧାନ, ବୟସ ମାତ୍ର ୧୭ ବର୍ଷ ,ସାଙ୍ଗପିଲା ମାନଙ୍କ ସହିତ ଖେଳୁ ଥିବା ସମୟରେ ଖସିପଡିବାରୁ ଗୁରୁତର ଭାବେ ଆହତ ହୋଇଥିଲେ। ଡାକ୍ତରଖାନାରେ ଜଣାପଡିଲା ମେରୁଦଣ୍ଡର ହାଡ ଟି ଭାଙ୍ଗି

ଆଧାର ନଥିବାରୁ ମିଳୁନି ରାଶନ ସାମଗ୍ରୀ ; ଅସହାୟ ରେ ୭ ଆଦିବାସୀ ପରିବାର

ପରିଚୟପତ୍ର କହିଲେ ତାଙ୍କ ପାଖରେ ଭୋଟର ପରିଚୟ ପତ୍ର ଅଛି ହେଲେ ନା ତାଙ୍କର ଅଛି ମୁଣ୍ଡ ଗୁଞ୍ଜିବାକୁ ଘର ନା ମିଳୁଛି ସରକାରୀ ସହାୟତା! ଭୋଟ ହାତେଇବାକୁ କିଏ ଜଣେ ତାଙ୍କ ପରିବାରର ଭୋଟର ପରିଚୟପତ୍ର କରାଇ ଦେଇଛନ୍ତି ଆଉ ତା ସହ ପୁଳାଏ ମିଛ ପ୍ରତିଶ୍ରୁତି ଦେଇଥିଲେ। ଢେଙ୍କାନାଳ ଜିଲ୍ଲା

ଗାଈ ଗୁହାଳରେ ପାଞ୍ଚ ବର୍ଷ ଧରି ରହି ଆସୁଛନ୍ତି ବୃଦ୍ଧ ଦମ୍ପତ୍ତି!

ଢେଙ୍କାନାଳ ଜିଲ୍ଲାର ସଦର ବ୍ଲକ ମଧୁସାହୁପାଟଣାର ଗୁରୁବାରୀ ବେହେରା ଓ ତାଙ୍କ ପତ୍ନୀ। ୨୦୧୧ ମସିହାରେ ଇନ୍ଦିରା ଆବାସ ଯୋଜନାରେ ଘର ଖଣ୍ଡିଏ ପାଇଥିଲେ। ଝିଅର ବିବାହରେ କରଜ ବାଡି ଯୋଗୁଁ ଘରଟିକୁ ବାଧ୍ୟ ହୋଇ ବିକ୍ରି କରିବାକୁ ପଡିଲା। ୧୦ କିଲୋ ରାସନ ଓ ଜଣେ ବାର୍ଦ୍ଧକ୍ୟ ଭତ୍ତା ପାଉଛନ୍ତି।

୧୦ ମାସ ହେବ ଷ୍ଟ୍ରିଟ ଲାଇଟ ଅଚଳ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଳକ୍ ନବକିଶୋରପୁର ଗାଁ ଛକରେ ଥିବା ଏକ ଷ୍ଟ୍ରିଟ ଲାଇଟ ଦୀର୍ଘ ୧୦ ମାସ ହେବ ଅଚଳ ହୋଇ ପଡିରହିଛି । ଲାଇଟ ଟି ଗାଁ ଛକରେ ଥିବାରୁ ଏହି ଛକ ଦେଇ ଗାଁ ଭିତରକୁ ହଜାର ହଜାର ଲୋକ ଯାତାୟାତ କରନ୍ତି । ଲାଇଟ ଟି ନଜଳିବାରୁ ଅଞ୍ଚଳଟି ଅନ୍ଧକାର ହେବା ସହ , ଚୋରୀ ଡ଼କାୟତ
error: Content is protected !!