Browsing Category
ଅଞ୍ଚଳ ସମସ୍ୟା
ଡ୍ରେନ ନିର୍ମାଣ ପାଇଁ ଗାତ ଖୋଳି ଛାଡିଦେଲେ ; ହନ୍ତସନ୍ତ ହେଉଛନ୍ତି ଅଞ୍ଚଳ ବାସୀ
ଡ୍ରେନ କରିବାକୁ ଯାଇ ରାସ୍ତା ପାର୍ଶ୍ଵ ଖୋଳିଦେଲେ କିନ୍ତୁ ବନ୍ଦ ରହିଲା ନିର୍ମାଣ କାର୍ଯ୍ୟ । ଯାହାକୁ ନେଇ ଏବେ ସ୍ଥାନୀୟ ଲୋକେ ହିନସ୍ଥା ଭୋଗୁଛନ୍ତି । ଘର ସମ୍ମୁଖରେ ଖାଲ ଏବଂ ଖାଲ ରେ ପାଣି ଜମି ମଶାମଛି ବଂସ ବିସ୍ତାର କରିବାକୁ ଲାଗିଲେଣି ।
ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ!-->!-->!-->…
ବିପଦ ସଂକୁଳ ଅବସ୍ଥାରେ ଦୁଇ ଦୁଇଟି ବିଦ୍ୟୁତ ଟ୍ରାନ୍ସଫର୍ମର, ଗ୍ରାମବାସୀ ଭୟଭୀତ
ମୁକୁଳା ପଡିଛି ବିଦ୍ୟୁତ ଟ୍ରାନ୍ସଫର୍ମର ଓ ତା ଉପରେ ମାଡିଛି ଗଛ ଲତା l କେତେବେଳେ ଭୋଲ୍ଟେଜ କମ୍ ଆସୁଛି ତ କେତେବେଳେ ଅନେକ ବେଶୀ l ଫଳରେ ଗ୍ରାମବାସୀଙ୍କର ଟିଭି, ଫ୍ୟାନ ଓ ଅନ୍ୟ ଘର କରଣା ବୈଦ୍ୟୁତିକ ଉପକରଣ ଖରାପ ହେଉଛି l ଅନେକ ସମୟରେ ହାଇ ଭୋଲ୍ଟେଜ ଯୋଗୁଁ ଟ୍ରାନ୍ସଫର୍ମର ପାଖରେ ବାଣ!-->…
ଅସୁରକ୍ଷିତ ଓ ମୁକୁଳା ଅବସ୍ଥାରେ ପଡିରହିଛି ବିଦ୍ୟୁତ ଟ୍ରାନ୍ସଫର୍ମର
ଅସୁରକ୍ଷିତ ଓ ମୁକୁଳା ଅବସ୍ଥାରେ ପଡିରହିଛି ବିଦ୍ୟୁତ ଟ୍ରାନ୍ସଫର୍ମର ନା ଅଛି ପାଚେରୀ ,ନା ଅଛି ବୈଦୁତ୍ୟିକ ସୁରକ୍ଷା ବ୍ୟବସ୍ଥା ଅଭିଯୋଗ କରିଥିଲେ ମଧ୍ଯ କେହି ଗୁହାରୀ ଶୁଣୁ ନାହାଁନ୍ତି।
ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଳକ୍ ମଠକରଗୋଳ। ଗ୍ରାମ ନୁଆସାହି ମାଛିଆନାଳୀ ପୋଖରୀ ନିକଟରେ ରାସ୍ତା!-->!-->!-->…
ଗର୍ଭବତୀ ଓ ପ୍ରସୂତୀ ମହିଳାଙ୍କୁ ମିଳୁଛି ପୋକ ସାଲୁବାଲୁ ବାଦାମ ଲଡୁ !
ସରକାର ଶିଶୁ, ଗର୍ଭବତୀ ମହିଳା ମାନଙ୍କୁ ଅଙ୍ଗନବାଡ଼ି କେନ୍ଦ୍ର ମାଧ୍ୟମ ରେ ପୃଷ୍ଟିକର ଖାଦ୍ୟ ଅଣ୍ଡା,ଚତୁଆ,ବାଦାମ ଲଡୁ ପ୍ରଭୃତି ଯୋଗାଇ ଦେଇଥାନ୍ତି ।ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ର ବିରିବୋଲେଇ ଗ୍ରାମ ପଞ୍ଚାୟତ ସୋଲ ଗାଁ ର ଅଙ୍ଗନବାଡ଼ି କେନ୍ଦ୍ର ରେ ଯେଉଁ ବାଦାମ ଲଡୁ ଦିଆ!-->…
ମଙ୍ଗଳପୁର ଗ୍ରାମର ନିତିଦିନିଆ ରାସ୍ତା ଶୋଚନୀୟ ; ୧୦କିମି ବୁଲିକି ଗଲେ ଚିକିତ୍ସାଳୟ
ସହର ନିକଟରେ ଥାଇ ବି ହଜାର ହଜାର ଲୋକ ରାସ୍ତା ପାଇଁ ଦଶ କିଲୋମିଟର ରାସ୍ତା ବୁଲିକି ଯିବା ଘଟଣା ଜିଲ୍ଲା ପ୍ରଶାସନର କାର୍ଯ୍ୟ ପ୍ରତି ଆଙ୍ଗୁଳି ନିର୍ଦ୍ଦେଶ କରିଛି।ସଦର ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ଗ୍ରାମ।ସହର ଠାରୁ ମାତ୍ର ପାଞ୍ଚ କିଲୋମିଟର।
କିନ୍ତୁ ଗ୍ରାମକୁ ଯାଇଥିବା ପ୍ରଧାନମନ୍ତ୍ରୀ!-->!-->!-->…
ବର୍ଷାରେ ବେହାଲ କାବେରା ରାସ୍ତା !
ଗଁଦିଆ ବ୍ଳକର ଗ୍ରାମାଞ୍ଚଳରେ ବିଭିନ୍ନ ରାସ୍ତା ଘାଟର ଅବସ୍ଥା ବେହାଲ ହୋଇପଡିଥିବା ବେଳେ କାବେରା ଗ୍ରାମ ପଞ୍ଚାୟତର କାବେରା ଗ୍ରାମର ବେଳାସାହି ଓ ଶବରସାହିକୁ ସଂଯୋଗ କରୁଥିବା ରାସ୍ତାଟି ବର୍ଷାରେ ବେହାଲ ହୋଇପଡିଛି ।
ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଥିବା ବେଳେ!-->!-->!-->…
ଜନ୍ମରୁ ମାନସିକ ଅନଗ୍ରସର କିନ୍ତୁ ସରକାରୀ ଯୋଜନାରୁ ବଞ୍ଚିତ
ଓଡାପଡା ବ୍ଲକ ଅନ୍ତର୍ଗତ କୋତ୍ତମ ପଞ୍ଚାୟତ ଖଇରା ସାହିର କୀର୍ତନ ନାଏକ ଏବଂ ଅଶାନ୍ତି ନାଏକଙ୍କ ଔରସରୁ ଗତ ଆଠ ବର୍ଷ ହେଲା ଜନ୍ମିତ ପୁତ୍ର ସନ୍ତାନ ବୁଲୁ ନାଏକ ଜନ୍ମରୁ ମାନସିକ ଅନଗ୍ରସର ।ସମୟ କ୍ରମେ ପିଲାଟିର ମସ୍ତିଷ୍କ କାମ ନକରିବା ସହିତ ହାତ, ଗୋଡ଼ ଓ ଅନ୍ୟାନ୍ୟ ଅଙ୍ଗ ପ୍ରତ୍ୟଙ୍ଗ କାମ!-->…
କର୍ଣ୍ଣପାତ କରୁନାହିଁ ପ୍ରଶାସନ ଠିକା କମ୍ପାନୀର ଦାଦାଗିରି, ଚାଷୀ ହତାଶ
ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ବ୍ଳକ ପ୍ରଶାସନ ପର୍ଯ୍ୟନ୍ତ ଗୁହାରୀ କଲେ କିନ୍ତୁ କେହି ବି କର୍ଣ୍ଣପାତ କଲେନାହିଁ। ଏହାର ସୁଯୋଗ ନେଇ ଠିକାଦାର ଦାଦାଗିରି କରି ପୋଲ ନିର୍ମାଣ କରିବାରେ ବ୍ୟସ୍ତ।ଏହି ପୋଲ ଯୋଗୁ ଏକର ଏକର ଧାନ ଚାଷ ନଷ୍ଟ।
ଏମିତି ଏକ ଘଟଣା ଘଟିଛି ପରଜଙ୍ଗ ବ୍ଲକ ପିତିରୀ!-->!-->!-->…
ରାସ୍ତା ଉପରେ ପାର୍କିଂ ଯୋଗୁଁ ସର୍ବ ସାଧାରଣ ଅସୁବିଧାର ସମ୍ମୁଖୀନ
ରାସ୍ତା ଉପରେ ବିଭିନ୍ନ ପ୍ରକାର ଗାଡ଼ି ପାର୍କିଂ, ଗ୍ୟାରେଜ ଏବଂ ବାଲି, ମାଟି, ଗୋଡ଼ି,ଇଟା ଇତ୍ୟାଦି ପଡ଼ିଥିବା ଯୋଗୁଁ ସାଧାରଣ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l
ଏହିପରି ଚିତ୍ର ଦେଖିବାକୁ ମିଳିଛି ଢେଙ୍କାନାଳ ପୌରାଞ୍ଚଳର ପ୍ରାୟ ସମସ୍ତ ୱାର୍ଡରେ l ନିଜସ୍ୱ!-->!-->!-->…
କିଡନୀ ପ୍ରତ୍ୟାରୋପଣ ପାଇଁ ଆର୍ଥିକ ସହାୟତା ନିବେଦନ
ଜୀବନ ବି ଏମିତି।ଦୁଇଟି ଯାକ କିଡନୀ ନଷ୍ଟ ହୋଇ ଯାଇଛି।ତା ପରେ ବି ଜୀବନ ବଞ୍ଚିବା ପାଇଁ ଚାଲିଛି ସଂଗ୍ରାମ।ଯାହା ସଞ୍ଚୟ ଜମିବାଡ଼ି ଥିଲା ବିକି ଭାଙ୍ଗି ଚିକିତ୍ସା କରାଇବା ପରେ ଡାକ୍ତର କହିଛନ୍ତି କିଡନୀ ପ୍ରତ୍ୟାରୋପଣ ନହେଲେ ଜୀବନ ବଞ୍ଚିବା କଷ୍ଟ କର ହୋଇପଡିବ। ଦୁଃଖ ରେ ଭାଙ୍ଗି ପଡିଛନ୍ତି!-->…