News
lipub
samparksetu
Browsing Category

ଅଞ୍ଚଳ ସମସ୍ୟା

ଆବାସ ଯୋଜନାରେ ମିଳିବାକୁ ଥିବା ଘର ତାଲିକାରୁ ବାଦ୍ ପଡ଼ିଛନ୍ତି କିଶୋର ଙ୍କ ପରିବାର !

ତେଲିଆ ମୁଣ୍ଡରେ ତେଲ! ସରକାରୀ ଯୋଜନା ବା ସହାୟତା ରାଶି ସର୍ବଦା ଆର୍ଥିକ ସ୍ବଚ୍ଛଳ ପରିବାରକୁ ମିଳୁଛି ହେଲେ ପ୍ରକୃତ ଗରିବ ପାଉ ନାହିଁ। ଏପରି ଏକ ଘଟଣା ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଗେଙ୍ଗୁଟିଆ ପଞ୍ଚାୟତ କୁଲେଇ ଗାଁରେ ଦେଖିବାକୁ ମିଳିଛି। ଏହି ଗାଁ ର ନବ କିଶୋର ଜେନା, ବୃତ୍ତିରେ

ଆହତ ଷଣ୍ଢ କୁ ଚିକିତ୍ସା ଦାବି

କାମାକ୍ଷାନଗର ବ୍ଳକ୍ ଅନ୍ତର୍ଗତ ତୁମୁସିଂଗା ପଞ୍ଚାୟତ ଶ୍ରୀମୂଳ। ଗ୍ରାମରେ ଚାରିଦିନ ତଳେ ୨ଟି ଷଣ୍ଢଙ୍କ ମଧ୍ୟରେ ଲଢେଇ ହପିଥିଲା । ସେଥିରେ ଗୋଟିଏ ଷଣ୍ଢ ଗୁରୁତର ଆହତ ହୋଇ ଗ୍ରାମର ବରୁଣମୂଳ ଓ କୁମ୍ଭାର ସାହି ରାସ୍ତା ମଝିରେ ପଡିଥିଲା । ତାକୁ କେତେକ ଗ୍ରାମବାସୀ ରାସ୍ତା କଡ଼କୁ ନେଇ ତାକୁ

ସ୍ୱଚ୍ଛ ଭାରତର ଶ୍ରେଷ୍ଠ ନମୁନା, ଢେଙ୍କାନାଳ ପୌରପାଳିକା ର ବ୍ୟାପକ ଅନିୟମିତତା ଅଭିଯୋଗ !

ରାସ୍ତା କଡରେ କୁଢ଼କୁଢ଼ ଅଳିଆ ବର୍ଷାହେଲେ ରାସ୍ତାଉପରେ ଭାସୁଛି ନହେଲେ କାହା ଘର ଆଗରେ ଦୁଆରବନ୍ଧ ପରି ସ୍ଥାନ ପାଉଛି । ଏଭଳି ଅବ୍ୟବସ୍ଥା ଦେଖାଦେଇଛି ଢେଙ୍କାନାଳ ପୋୖରପାଳିକା ଅନ୍ତର୍ଗତ ୱାର୍ଡ ନମ୍ବର ୩ ରେ । ସୂଚନା ଅନୁଯାୟୀ ଢେଙ୍କାନାଳ ପୌରପାଳିକା ଅନ୍ତର୍ଗତ ମଧୁବନ ସ୍ଥିତ

ଜୀବନ ଯନ୍ତ୍ରଣାରେ କାଠଗଡ଼ାର ଜୁଆଙ୍ଗ ପରିବାର

ସହରାଞ୍ଚଳ ଜାଗା ମିଶନ ଯୋଜନାରେ ବ୍ୟାପକ ଅନିୟମିତତା । ଯାହାଙ୍କ ଲାଗି ଏହି ଅଂଚଳ ନାମିତ, ଆଜି ସେମାନେ ଖଣ୍ଡିଏ ବାସ ପାଇଁ ହନ୍ତସନ୍ତ କିନ୍ତୁ ଅଦିନିଆ, ସାଧାରଣ ବର୍ଗ ଓ ଥିଲାବାଲାଙ୍କ ପାଇଁ ରାଜ ପ୍ରlସାଦ ଭଳି ଗେଟ୍ ସ୍ଥାପିତ । ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ

ବନମାଳୀପ୍ରସାଦ ରାସ୍ତା ଶୋଚନୀୟ ; ଅଭିଯୋଗ ପରେ ମଧ୍ୟ କର୍ଣ୍ଣପାତ କରୁନାହିଁ ପ୍ରଶାସନ !

ଅନେକ ଅଭିଯୋଗ ପରେ ମଧ୍ୟ ପ୍ରଶାସନ ନିରବ । ଏହି ରାସ୍ତାଟି କୌଣସି ଉପାନ୍ତ ଅଞ୍ଚଳର ନୁହଁ । ଢେଙ୍କାନାଳ ପୌରାଞ୍ଚଳ ଅନ୍ତର୍ଗତ ୯ ନଂ ୱାର୍ଡ ବନମାଳୀପ୍ରସାଦ ନୂଆସାହି ର ।ବାରମ୍ବାର ଅଭିଯୋଗ ପରେ ମଧ୍ୟ କର୍ଣ୍ଣପାତ କରୁନି ପ୍ରଶାସନ । ଉକ୍ତ ଅଞ୍ଚଳରେ ପ୍ରାୟ ୩୫୦ ପରିବାର ବସବାସ କରନ୍ତି ।

ରାସ୍ତା କଡରେ ବିପଦ ସଙ୍କୁଳ ଟେଲିଫୋନ ଖୁଣ୍ଟି, ବଡ଼ଧରଣ ଦୁର୍ଘଟଣା କୁ ଅପେକ୍ଷା !

ବିଏସଏନଏଲ ଲ୍ୟାଣ୍ଡ ଲାଇନ ସେବା, ଦିନେ ଥିଲା ଘରେଘରେ ପରିଚିତ । ଦୂରରେ ଥିବା ସାଙ୍ଗସାଥି ବା ପରିବାର ବର୍ଗଙ୍କ ସହ କଥା ପଦିଏ ହେବାପାଇଁ ଲ୍ୟାଣ୍ଡ ଲାଇନ ଥିଲା ମୁଖ୍ୟ ସ୍ରୋତ । କାଳକ୍ରମେ ଲୋପ ପାଇଲା ଲ୍ୟାଣ୍ଡଲାଇନ, ଆସିଲା ମୋବାଇଲ ଚାହିଦା କମିବା ସଙ୍ଗେସଙ୍ଗେ କମି ଚାଲିଲା ଗ୍ରାହକଙ୍କ

ବଞ୍ଚିବା ପାଇଁ ରାହା ଖୋଜୁଛନ୍ତି ବାପା ମାଆ ଛେଉଣ୍ଡ ୪ ଅନାଥ

ଜୀବନ ରୂପକ ନୌକାରେ ବଞ୍ଚିବା ପାଇଁ ସଂଘର୍ଷ କରି ଶେଷରେ ମଙ୍ଗ ଧରିବାରେ ହାରିଗଲେ ମଙ୍ଗରାଜ । ଆଉ ବାକି ରହିଥିବା ଅଧୁରା ସ୍ବପ୍ନକୁ ପୂରଣ କରିବା ପାଇଁ ଅଣ୍ଟା ଭିଡିଥିଲେ ଶଶି । ହେଲେ ବିଧିର ବିଧାନ କେକରିବ ଆନ । ବୈଶାଖର ଡହ ଡହ କାଳରୂପୀ କରୋନାର ବ୍ୟାଧିରେ ଆରପାରିକି ଚାଲିଗଲେ ସେ । ଏବେ

ଅସରାଏ ବର୍ଷାରେ ଗୋଟିଏ ୱାର୍ଡର ଏକ କିଲୋମିଟର ରାସ୍ତା ପାଣିରେ ଉବୁଟୁବୁ

ଆଜି ସନ୍ଧ୍ୟାରେ ଅସରାଏ ବର୍ଷାରେ ଢେଙ୍କାନାଳ ପୌରାଞ୍ଚଳର ୧୩ ନଂ ୱାର୍ଡ଼ର ପ୍ରାୟ ଏକ କିଲୋମିଟର ରାସ୍ତା ଉପରେ କୁମ୍ଭାର ସାହି ଠାରୁ କଇଁଥ ପୋଲିଆ ପର୍ଯ୍ୟନ୍ତ ପାଣି ଘେରରେ ରହିଥିଲା । ପ୍ରକାଶ ଥାଉକି ପ୍ରତ୍ୟେକ ବର୍ଷ ସ୍ଥାନୀୟ ବାସିନ୍ଦା ମାନେ ଏଥିରୁ ବଞ୍ଚିବା ପାଇଁ ପ୍ରଶାସନକୁ ଗୁହାରି

ଭତ୍ତା ପାଇଁ ପାଞ୍ଚ ପାଞ୍ଚ ଥର ଦରଖାସ୍ତ ଦେଲେଣି ହେଲେ ମିଳୁନାହିଁ ଭତ୍ତା !

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ରାଇତଳା ପଞ୍ଚାୟତ ଅନ୍ତର୍ଗତ ବାଲିଯୋରନ୍ଦା ଗ୍ରାମର ଭୋଳେଶ୍ୱର ପରିଡା, ବୟସ ପ୍ରାୟ ୬୭ବର୍ଷ, ବାର୍ଦ୍ଧକ୍ୟ ଭତ୍ତା ପାଇଁ ପାଞ୍ଚ ପାଞ୍ଚ ଥର ଦରଖାସ୍ତ କରିଥିଲେ ମଧ୍ୟ ମିଳୁନାହିଁ ଭତ୍ତା । ଶେଷରେ ଅନଲାଇନ ଦରଖାସ୍ତ କରିବାକୁ କହିଲେ ପଞ୍ଚାୟତ ଅଧିକାରୀ ।

ତୃଟିପୂର୍ଣ୍ଣ ରାସ୍ତା କାର୍ଯ୍ୟ ପାଇଁ ବର୍ଷା ଋତୁରେ ରାସ୍ତା ପାଲଟୁଛି ଜଳାଶୟ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ସନ୍ଥପୁର ପଞ୍ଚାୟତର ଏକ ନମ୍ବର ଓ୍ବାର୍ଡଠାରେ ବର୍ଷା ଜଳ ନିଷ୍କାସନ ହୋଇ ନପାରିବାରୁ ରାସ୍ତା ଉପରେ ପାଣି ଜମି ରହୁଛି। ଏହି ରାସ୍ତାଟି ଉପରେ ମାଧପୁର ଠାରୁ ମାର୍ଥାପୁର ପର୍ଯ୍ୟନ୍ତ ଗାଁ ର ଲୋକ ଯିବାଆସିବା କରନ୍ତି। ଲଗାଣ ବର୍ଷା ସମୟରେ କୃତ୍ରିମ ଜଳାଶୟ ପରି
error: Content is protected !!